ଫିରିଙ୍ଗିଆରେ ପାଗଳ କୁକୁର ଆତଙ୍କ, ୧୦ରୁ ଉର୍ଦ୍ଧ୍ଵ ଆହତ,

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ପାଗଳ କୁକୁର ଆତଙ୍କ । କୁକୁର କାମୁଡାରେ ୧୦ରୁ ଉର୍ଦ୍ଧ୍ଵ ଲୋକ ଗୁରୁତର ଆହତ ହୋଇଛନ୍ତି। ଏବେ ସୁଦ୍ଧା ପାଗଳ କୁକୁରକୁ କାବୁ କରାଯାଇ ନାହିଁ। ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଫିରିଙ୍ଗିଆ ବଜାରରେ ବୁଲୁଥିବା ଏକ ପାଗଳ କୁକୁର ଖଜୁରୀପଡାର ଜଣେ ବ୍ୟକ୍ତିଙ୍କୁ କାମୁଡିଥିଲା । ପରେ ବଜାର ମଧ୍ୟରେ ଯାହାକୁ ପାଇଲା ତାକୁ ଗୋଡ଼ାଇ ଗୋଡ଼ାଇ […]

ଅଙ୍ଗଦାନ କଲେ ନବବିବାହିତ ଦମ୍ପତି

ଆଠଗଡ(ଉଲାପ୍ର)ଆଠଗଡ଼ ଲୋକ ସେବକ ମଣ୍ଡଳ ର ରାଷ୍ଟୀୟ ସମ୍ପାଦକ ଡ଼ ପ୍ରଭାସ ଆଚାର୍ଯ୍ୟ ତତ୍ୱାବଧାନ ରେ ଆଠଗଡ଼ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଜଷ୍ଟ ଫର ୟୁ ର ସଭାପତି ସୁଧାଂଶୁ ଶେଖର ସାହୁ, ଏବଂ ସୁନୀଲ ବାରିକ ର ଉପସ୍ଥିତ ରେ ଆଠଗଡ଼ ର ବ୍ଲକ ର ସମସରପୁର ଗ୍ରାମ ର ଚୈତନ୍ୟ ସେଠି ଙ୍କ ପୁତ୍ର ଶେଖ ଅଭିଷେକ ଏବଂ ତାଙ୍କ ପତ୍ନୀ ସୁନିତା ସେଠି ନିଜର ବିବାହ ଉତ୍ସବ ରେ ନିଜର ଅଙ୍ଗ […]

ଆମ୍ବୁଲାନସ ଡ୍ରାଇଭରଙ୍କ ମହାନତାକୁ ପ୍ରନ୍ସସା

ଫୁଲବାଣୀ-( ସୁନୀଲ ପଟନାୟକ)ଆଜିର ଦୁନିଆରେ ମଣିଷ ନିଜନିଜର ସ୍ଵାର୍ଥ ପଛରେ ଦଉଡୁଥିବାବେଳେ ବହୁତ କମ ଲୋକ ନି8ସ୍ୱାର୍ଥପର ଭାବେ କାମ କରିବାର ଦେଖିବାକୁ ମିଳୁଛି । ଟିକିଏ ସୁଯୋଗ ମିଳିଲେ ଜଣେ ଅନ୍ୟଜଣକୁ ଠକିବ ସେହି ଚିନ୍ତାରେ ଥିବାବେଳେ ସଚ୍ଚୋଟ ପଣିଆ ଦେଖାଇଛନ୍ତି ଜଣେ ଆମ୍ବୁଲାନ୍ସଡ୍ରାଇଭର। ନିଜର ମଣିଷ ପଣିଆ ଲାଗି ସେ ଏବେ ପ୍ରଶସାଂ ଓସମ୍ମାନ ପାଉଛନ୍ତି ଲୋକଙ୍କଠାରୁ। ସେହି ପ୍ରାଇଭର ଜଣଙ୍କ ହେଉଛନ୍ତି କନ୍ଧମାଳ ଜିଲ୍ଲାକୋଟଗଡ ମେଡିକାଲର ୧୦୮ଆମ୍ବୁଲାନ୍ସ ଡ୍ରାଇଭର ଶୁଭକାନ୍ତ ନା ଏକ […]

ଗୋଚ୍ଛା ପଡା ପୋଲିସ ଓ ଅବକାରୀ ବିଭାଗ ର ଚଢ଼ାଉ, 164 ଏକର ଗ6 ଜଂଇ ଚାଷ ନଷ୍ଟ

ଫୁଲବାଣୀ-(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାରନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଗଂଜେଇ ଚୋରା ଚାଲାଣ ରୋକିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଶୁକ୍ରବାର କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ମାନେ ମିଶି କଟ୍ରିଂଗିଆ ପଞ୍ଚାୟତର ପାଙ୍ଗାପାଜୁଓ ଗଣ୍ଡାରାମ ଜଙ୍ଗଲ ନିକଟରେ ବେଆଇନ ଗଂଜେଇ ଚାଷ ନଷ୍ଟ କରିଥିବା କଥା ଥାନା ଅଧିକାରୀ ରଂଜିତ ମୁନି […]

ବିଜେପି ପକ୍ଷରୁ ଦୁଘଟଣା ରେ ସହୀଦ ସେନା କର୍ମଚାରୀ ଙ୍କୁ ଶ୍ରଦ୍ଧାଞ୍ଜଳି

ଫୁଲବାଣୀ 9/12(ସୁନୀଲ ପଟନାୟକ )ତାମିଲନାଡୁ ରେ ଏକ ହେଲିକା ପ୍ଟର ଦୁର୍ଘଟଣା ରେ ଭାରତ ର ପ୍ରତିରକ୍ଷା ବାହିନୀ ମୁଖ୍ୟ (ସି ଡି ଏସ )ଜେନେରାଲ ବିପିନ ରାବତ ଓ ତାଙ୍କ ଧର୍ମ ପତ୍ନୀ ଙ୍କ ସମେତ ଅନ୍ୟ ୧ ୧୧ ଜଣ ସେନା ଅଧିକାରୀ ପ୍ରାଣ ହରାଇବା ଖବର ଜଣା ପଡିବା ଫଳରେ ସମଗ୍ର ଦେଶ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଫୁଲବାଣୀ ରେ ମଧ୍ୟ ସ୍ଥାନୀୟ ଲୋକେ ଶୋକ ବ୍ୟକ୍ତ କରିଥିଲେ […]

ତୋରା ଠାରେ ପଞ୍ଚାୟତ ସ୍ତରୀୟ ଫୁଟବଲ ପ୍ରତିଯୋଗିତା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ବ୍ଲକ ଅନ୍ତର୍ଗତ ତୋରା ପଞ୍ଚାୟତ ସ୍ପିନିଙ୍ଗ ମିଲ ଖେଳ ପଡିଆ ରେ ଆଜି ଠାରୁ ତ୍ରି ଦିବସୀୟ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ମ୍ୟାଚ ମୁଣ୍ଡା ପଡା ଏବଂ ରଞ୍ଜିତା କ୍ଲବ ଭେଡେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଣ୍ଡା ପଡା ୧-୦ ଗୋଲ୍ ରେ ବିଜୟୀ ହୋଇଥିଲେ। ଦ୍ବିତୀୟ ମ୍ୟାଚ ରେ କଦଲିପାଲି ଦଳ ବିଜୟୀ ହୋଇଥିଲେ। ଏହି ପ୍ରତିଯୋଗିତା ରେ ୮ ଟି ଦଳ ଅଂଶଗ୍ରହଣ କରି […]

କୋଭିଡ କଟକଣା ଯୋଗୁଁ ଧନୁଯାତ୍ରା ସ୍ଥଗିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ କୋଭିଡ କଟକଣା ଯୋଗୁଁ ଚଳିତବର୍ଷ ସ୍ଥଗିତ ରଖାଯାଇଛି। ଆଜି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାର ଆୟୋଜିତ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର ବୈଠକ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଧନୁଯାତ୍ରା ମହୋତ୍ସବ ସମିତି ର ଅଧକ୍ଷା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସାରେ ଯେହେତୁ ଧନୁଯାତ୍ରା ଭଳି ଏକ ବହୁଜନ ସମାଗମ କାର୍ଯ୍ୟକ୍ରମ ଆୟୋଜନ […]

ଲଖନପୁର ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭିନ୍ନକ୍ଷମ ଚିହ୍ନଟ ଶିବିର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଲଖନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଗ୍ରାମ ପଞ୍ଚାୟତ ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି। ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ଦୁର୍ଗା ପ୍ରସାଦ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଉକ୍ତ ଶିବିର ରେ ଦୁଇ ଶହ ଜଣ ଯୋଗ ଦେଇଥିଲେ। ସେଥି ମଧ୍ୟରୁ ୭୫ ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯିବା ସହ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଧୁବାବୁ […]

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା। ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ

ବରଗଡ : ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ର ଆଜିର ମ୍ୟାଚ୍ ଗୁଡିକରେ ଗୋଡ଼ଭଗା ସେଣ୍ଟ୍ରାଲ ଓ ବରଗଡ ପ୍ରାଇଡ଼ ବିଜୟୀ ହୋଇଛନ୍ତି।ଆଜି ବିକାଶ ଗ୍ରାଉଣ୍ଡ ରେ ପଦ୍ମପୁର ରାଜ ବୋରାସମ୍ବର କ୍ଲବ ଟସ୍ ଜିତି ପ୍ରଥମେ ଗୋଡଭଗା ସେଣ୍ଟ୍ରାଲ ଦଳ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଗୋଡଭଗା ଦଳ ବ୍ୟାଟିଂ କରି ଲୋକନାଥ ମହାପାତ୍ର ଙ୍କ ୩୫ରନ, ବାଦଲ ପରଦେଶୀ ୨୮ରନ, ଆକାଶ ସିଂ […]

ନୁଆଖୁଲି ପଡ଼ା ବାସୀଙ୍କ ରାସ୍ତା ରୋକ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ସଦର ମହକୁମା ନିକଟସ୍ଥ ନୁଆଖୁଲି ପଡ଼ାକୁ ସୁରକ୍ଷିତ ରାସ୍ତା ଦାବି ରେ ପଡ଼ାର ଶତାଧିକ ପୁରୁଷ ଓ ମହିଳା ପାଣି ଛତର ରେଳ ଓଭର ବ୍ରିଜ ନିକଟରେ ଆଜି ସକାଳୁ ରାସ୍ତା ଅବରୋଧ କରିଛନ୍ତି । ଫଳରେ ସହର ମଧ୍ୟ କୁ କୈାଣସି ଯାନ ବାହାନ ଆସିପାରୁ ନାହିଁ। ଦାବି ପୁରଣ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ […]