ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି l ଏପରି ସ୍ଥଳେ ମଙ୍ଗଳବାର ଅପରାହ୍ନ ରେ 59ନଂ. ଜାତୀୟ ରାଜପଥର ମହାସିଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବରଗଛ ଉପୁଡି ପଡିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ସହ ବିଦ୍ୟୁତ ସେବା […]
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଶିକ୍ଷାରେ ଉନ୍ନତି ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଖାସ୍ କରି ଆଦିବାସୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ କରୁଛନ୍ତି । ଆଦିବାସୀ ଛାତ୍ରଛାତ୍ରୀମାନେ କିପରି ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ନହେବେ, ସେଥିପାଇଁ ନିର୍ମାଣ ହେଉଛି ନୂତନ ନୂତନ ସ୍ମାର୍ଟ ବିଦ୍ୟାଳୟ । ଏଠାରେ ପାଠ ପଢିବା ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି […]
ଫୁଲବାଣୀ -ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସକୁ ମିଳିଛି ବଡ଼ ସଫଳତା lକନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ବଳିଷ୍ଠ ନେତ୍ତୃତ୍ଵ ଓ ଆନ୍ତରୀକ ଉଦ୍ୟମ ରେ ପୋଲିସ ଟିମ ସଦଳ ବଳେ ଯଜେଶପଙ୍ଗା ପଞ୍ଚାୟତ ର କ କୁମ୍ଭାରପଦର ଗ୍ରାମ ରେ ଥିବା ଏକ ପତର କୁଡ଼ିଆ ଘରେ ୧୦ କୁଇଣ୍ଟାଲ ୮୦ କେଜି ଗଂଜେଇ ଜବତ କରିଛି । […]
ଫୁଲବାଣୀ (ସୁନୀଲ ପଟ୍ଟନାୟକ)ଜଣେ ଆସନ୍ନ ପ୍ରସବା କୁ ଡାକ୍ତରଖାନା ଆଣିବା ବାଟରେ ଆମ୍ବୁଲାନ୍ସ ଦୁର୍ଘଟଣା ଗସ୍ତ ହୋଇଯିବା ଫଳରେ ଆସନ୍ନ ପ୍ରସବା ଦୁର୍ଘଟଣାସ୍ଥଳରେ ସନ୍ତାନ ପ୍ରସବ କରିଥିବା ଭଳି ଏକ ଅଭାବନୀୟ ଘଟଣା ସାମନା କୁ ଆସିଛି । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ । ଜଜେଶପଙ୍ଗା ର ସୀତାରାମ ବେହେରା ଙ୍କ ସ୍ତ୍ରୀ ସୁଭଦ୍ରାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଫିରିଙ୍ଗିଆରୁ ଆମ୍ବୁଲା ନ୍ସ ଆସି […]
ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲା ଅନ୍ତର୍ଗତ ଟିକାବାଲି ଆଖଣ୍ଡଳମଣି ସାହି ର ପ୍ରଫୁଲ୍ଲ ପାଣିଗାହି ଙ୍କ ଝିଅ ସୁଚିସ୍ମିତା ପାଣିଗ୍ରାହୀ OAS ରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି ।ଏହି ଖବର ପାଇବା ପରେ ସଂପୃକ୍ତ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଚି | ବାପା ପ୍ରଫୁଲ୍ଲ ପାଣିଗ୍ରାହୀ ଓ ମା ସୁପ୍ରଭା ପାତ୍ର ଙ୍କ ଝିଅ ସୁଚି ସ୍ମିତା ।ଏହି ପରୀକ୍ଷା ସମୟରେ ସୁଚିସ୍ମିତା ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ରେ ତାଙ୍କର ହାତ ଏବ୍ଂ […]
ଫୁଲବାଣୀ (ସୁନୀଲ ପଟ୍ଟନାୟକ)ଶିକ୍ଷାର କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆଣିବା ସହିତ ଏହାକୁ ସାର୍ବଜନୀନ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର ।ଆଦିବାସୀ ମାନଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିଭଳି କୌଣସି ଆଦିବାସୀ ଛାତ୍ର,ଛାତ୍ରୀମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ ସେଥି ପାଈଁ ସ୍ମାର୍ଟ ସ୍କୁଲ ମଧ୍ୟ ନିର୍ମାଣ କରାଯାଉଛି, ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ କେଉଁଠି ଛାତରୁ ପାଣି ଗଳୁଛି ତ୍ର ଆଉ କେଉଁଠି […]
,ଫୁଲବାଣୀ-(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାର ବାରିକୁମ୍ପା ଓ ଗୋଛାପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର କୁ ( ନ୍ୟାସନାଲ କ୍ଵାଲିଟି ଆସୁରାନ୍ସ ଷ୍ଟାଣ୍ଡାର୍ଡ ) ଏନକ୍ୟୁଏଏସ ପୁରସ୍କାର ମିଳିଛି ।ଜାତୀୟ ଗୁଣାତ୍ମକ ମାନକ ତଥା ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଭାରତ ସରକାର ସ୍ଵାସ୍ଥ୍ୟ ଓ ପରୀବାର କଲ୍ୟାଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ଗୁଣବତ୍ତା କମିଟି ଦ୍ଵାରା ମନୋନୀତ ହେବା ପରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।ଦୁଇ ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନଙ୍କ ଦିବାରାତ୍ର ରୋଗୀସେବା ଉତ୍ତମ ବ୍ୟବହାର , ପରିସ୍କାର […]
ଫୁଲ ବାଣି (ସୁନୀଲ ପଟନାୟକ)ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ବର୍ଷାରେ ଆଜି ବାଲିଗୁଡ଼ ନିକଟ ମାହାସିଙ୍ଗ ମୁଖ୍ୟରାସ୍ତାକଡ଼ର ଗଛ ଉପୁଡି ପଡିବା ଫଳରେ ରାସ୍ତା ଅବରୋଧ ହୋଇଥିଲା। ଅନେକ ଗାଡି ମଟର ଅଟକି ରହି ଥିଲା ଖବର ପାଇଓଡ୍ରାଫ ଟିମ ପହଞ୍ଚି ଗଛକାଟି ରାସ୍ତା ସଫା କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ସେହିପରି ଲଗାଣ ବର୍ଷାରେ ଦାରିଙ୍ଗବାଡ଼ି ବୁଡ଼ା ଗୁଡ଼ା ଠାରେ ହାଇସ୍କୁଲ ପାଚେରୀ ଭୁଷୁଡି […]
ଫୁଲବାଣୀ- (ସୁନୀଲ ପଟନାୟକ)କେନ୍ଦ୍ରସରକାର ଦେଶରେ ସମାନ ନାଗରୀକ ସଂହୀତା ବା ୟୂନିଫର୍ମ ସିଭିଲ କୋଡ଼ ନିୟମ ଲାଗୁ କରିବା କୁ ଇଛା ପ୍ରକାଶ କରି ମତାମତ ଲୋଡୁ ଥିବା ରୁ ଏହାକୁ ନେଇ କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ସ୍ଥାନୀୟ ବନାନୀ କଳା ସଂଗମ ଠାରେ ମିଳିତ ନାଗରୀକ କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ଅରୁପ କୁମାର ଜେନା ଙ୍କ ସଭାପତିତ୍ଵରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆବାହକ ତଥା […]