ପ୍ରେସକ୍ଳବ ପକ୍ଷରୁ ବଡ଼ଦିନ ପର୍ବ ପାଳିତ

ଫୁଲବାଣୀ 25/12(ସୁନୀଲ ପଟନାୟକ )ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ବଡ଼ଦିନପର୍ବ ପାଳିତ ହୋଈ ଯାଇଛି l ଏହି ଅବସରରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭା ରେ ବରିଷ୍ଠସାମ୍ବାଦିକ ତଥା ଖ୍ରୀଷ୍ଟଧର୍ମାବଲମ୍ବି ଡ଼. ଅରୁପ ଜେନା ଓ ସଦସ୍ୟ ସୂର୍ଯ୍ୟ ନାରାୟଣ ବେହେରାଙ୍କୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ପବିତ୍ର ବଡ଼ଦିନ ଅବସର ରେ ସମ୍ବ ର୍ଦ୍ଧିତ କରାଯାଇଥିଲା l ପ୍ରଥମେସୂର୍ଯ୍ୟ ନାରାୟଣ ବେହେରା ବାଇବେଲ ର କିଛି […]

ଓଡ଼ିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ

ଫୁଲବାଣୀ- (ସୁନୀଲ ପଟନାୟକ)ରବିବାର ଓଡ଼ିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘ ବୈଠକ ସ୍ଥାନୀୟ ଗାନ୍ଧୀ ସ୍ତୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପତିତପାବନ ପରିଡା ଯୋଗଦେଇଥିବାବେଳେ ଏ.ସି ଏଫ ବିକ୍ରମଦେବ ପଟ୍ଟନାୟକ, ଯୋଗ ଦେଇ ସମସ୍ତେ ଏକ ଯୁଟ ରହିଲେ. ସଂଘମଜବୁତ ହେବ ଆଉ କର୍ମଚାରୀମାନଙ୍କ ନାର୍ଯ୍ୟଦାବୀ ପୁରଣ ଦିଗରେ ସହଜ ଓ ସୁବିଧା ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସଂଘ ସଭାପତି ଜଗବନ୍ଧୁପାତ୍ର, ଯୋଗ […]

ବିଜେଡ଼ି ର ପ୍ରତିଷ୍ଠା ଦିବସ,ସଂଗଠନ କୁ ମଜଭୁତ କରିବାକୁ ଆହ୍ୱାନ

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ରେ ଆଜି ବିଜେଡ଼ି ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ଫୁଲବାଣୀ ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏହାର ଶୁଭ ଉଦ୍ଘାଟନ କରିଥିଲେ l କେବଳ ଫୁଲବାଣୀ ସହର ନୁହେ ସାରା କନ୍ଧମାଳ ଜିଲ୍ଲାର ୧୨ ଟି ବ୍ଲକ ରେ ବିଜେ ଡ଼ି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରଯାଇଛି। ସଦର ମହକୁମା ଫୁଲବାଣୀ ଠା […]

କନ୍ଧମାଳ ଟିମ୍ ହ୍ୟୁମାନିଟି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଟିମ୍ ହ୍ୟୁମାନିଟି ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତୁଡିପାଜୁ ଠାରେ ହେଇଯାଇଛି |ଏହି କାର୍ଯ୍ୟକ୍ରମ ରେ ଟିମ୍ ର ଜିଲ୍ଲା ସ୍ତରର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦାନ କରିଥିଲେ।ଏହି ବୈଠକରେ ଟିମ୍ ର ବିଗତ ଦିନର କାର୍ଯ୍ୟକ୍ରମ ସହ ଆଗାମୀ ଦିନରେ କିଭଳି ଅଧିକ ଉନ୍ନତତର କାର୍ଯ୍ୟକ୍ରମ କରି ସମାଜ ସେବା କ୍ଷେତ୍ରରେ ଏକ ଭିନ୍ନ ଧରଣର ପଦକ୍ଷେପ ନେବା ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଛି। ଆଗକୁ ଟିମ୍ […]

୩୩ ତମ ରାଜ୍ୟସ୍ତରୀୟ କେରାଟେ ଚମ୍ପିୟାନ : ଟିକାବାଲି ପାଇଲା ୮ ଟି ପଦକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଭୁବନେଶ୍ୱର ଉତ୍କଳ କେରାଟେ ସ୍କୁଲ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୩୩ ତମ ରାଜ୍ୟସ୍ତରୀୟ ସବ -ଜୁନିୟର କେରାଟେ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ଟିକାବାଲି କେରାଟେ ସ୍କୁଲ ପକ୍ଷରୁ ୧୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥିମଧ୍ୟରୁ ୮ଜଣ କୃତିତ୍ୱ ଅର୍ଜନ କରିଛନ୍ତି l ଯଥା ଦୁଇ ଜଣ ସ୍ବର୍ଣ୍ଣ ଦୁଇଜଣ ରୌପ୍ୟ ଏବଂ ଚାରି ଜଣ କାଂସ୍ୟ ପଦକ ହାସଲ କରିଥିବା ଜଣା ପଡିଛି l ଓଡିଶା ରୁ ବିଭିନ୍ନ […]

ବଡ଼ ଦିନ ପାଳନପ୍ରସ୍ତୁତି,ସଜେଇ ହେଲାଣି ଚର୍ଚ ବଡ଼ ଦିନ ପୂର୍ବରୁ ପୁଲିସର ଫ୍ଲାଗ ମାର୍ଚ୍ଚ

. ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ରାତି ପାହିଲେ ବଡ ଦିନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଲାଣି। ସଜେଇ ହେଲାଣି ଫୁଲବାଣୀ ସମେତ ଜିଲ୍ଲାର ସମସ୍ତ ଚର୍ଚଗୁଡିକ। ଏହି ଦିନକୁ ଖ୍ରୀଷ୍ଟ ଧର୍ମl ବଲମ୍ବୀ ଭାଇଭଉଣୀ ମାନେ ବଡ଼ ଧୁମଧାମରେ ପାଳନ କରିବେlପ୍ରଭୂଯୀଶୁ ଧରା ପୃଷ୍ଠକୁ ଧରାବତରଣ କରିବେ l ସେଥିପାଇଁ ଫୁଲବାଣୀ ସହର ର କ୍ୟାଥଲିକ ଚର୍ଚ୍ଚ ଓ ବାପିଷ୍ଟ ଚର୍ଚ୍ଚ ସମେତ ସମଗ୍ର କନ୍ଧମାଳ ଜ଼ିଲ୍ଲାରେଚର୍ଚ୍ଚ ଗୁଡିକ ରଙ୍ଗ ବେରଂଗ ଆଲୋକ ମାଳା […]

ସ୍ଵେଛା ସେବୀ ସଂଗଠନ ଆବାହନପକ୍ଷରୁ ନିଶା ମୁକ୍ତ ସମାଜ ଗଠନ ସଚେତନ କର୍ମଶାଳା

ଫୁଲବାଣୀ- (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆବାହନ ପକ୍ଷରୁ ନିଶା ମୁକ୍ତ ସମାଜ ଗଠନ ନେଇ ଏକ କର୍ମଶାଳାସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଆବାହନ ସଂଗଠନର ମୁଖ୍ୟ ଏନ. ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବଳରାମ ସେଠି ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଡାକ୍ତର ବସନ୍ତ କୁମାର ପାତ୍ର, ଓ ସମ୍ମାନିତ ଅତିଥିଭାବେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ […]

ନଟରାଜ କଳା ମନ୍ଦିର ପକ୍ଷରୁ ନୃତ୍ୟକଳା ଉତ୍ସବ ୨୦୨୧ ଅନୁଷ୍ଠିତ

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳା ମନ୍ଦିର ପକ୍ଷରୁ ଗୁରୁବାର ସଂଧ୍ୟାରେ ସ୍ଥାନୀୟ ସଭାଗୃହ ଠାରେ ନୃତ୍ୟକଳା ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ନୃତ୍ୟ କଳା ଓସଂସ୍କୃତି ପରମ୍ପରାକୁ ବଜ।ୟ ରଖିବା ସାଙ୍ଗକୁ ନୂତନ କଳାକାରମାନଙ୍କୁ ସୃଷ୍ଟି କରିବାରେ ଜିଲ୍ଲାରେନଟରାଜ କଳା ମନ୍ଦିର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ଭୂୟସୀ ପ୍ରଶସାଂ କରିଥିଲେ । ସେହିପରି ଅନ୍ୟମାନଙ୍କ ମଧ୍ୟରେ, ସଂସ୍କୃତି ଅଧିକାରୀ ଭାଂଜନ […]

ନରସିଂହପୁର ମହାବିଦ୍ୟାଳୟ ରେ ଓଡ଼ିଆ ସାହିତ୍ୟକୁ ମନୋରମା ମହାପାତ୍ର ଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ଆଠଗଡ ଉପଖଣ୍ଡ ଅନ୍ତର୍ଗତ ନରସିଂହପୁର ମହାବିଦ୍ୟାଳୟ ରେ ଓଡ଼ିଆ ସାହିତ୍ୟକୁ ମନୋରମା ମହାପାତ୍ରଙ୍କ ଅବଦାନ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି,। ମନୋରମା ମହାପାତ୍ର ଏକାଧାରରେ ଜଣେ ସାହିତ୍ୟିକା, କବିୟତ୍ରୀ, ସାମ୍ବାଦିକତା , କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲେ।ଓଡ଼ିଆ ସାହିତ୍ୟ ଏକାଡେମୀ,ର ପ୍ରଥମ ମହିଳା ସଭାନେତ୍ରୀ ଭାରେ ଦାୟିତ୍ୱ ତୁଲାଇ ବହୁ ସୁନାମ ଅର୍ଜନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମନରେ ମନୋରମା ମହାପାତ୍ର ଙ୍କ ଜୀବନ ଶୈଳୀ ସହ ତାଙ୍କର ଓଡ଼ିଆ ସାହିତ୍ୟ କୁ ଅବଦାନ […]

ଢେଙ୍କାନାଳ ଓ ହିନ୍ଦୋଳରେ ଅତ୍ୟାଧୂନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ

ଢେଙ୍କାନାଳ,୨୩ା୧୨(ଉଲାପ୍ର): ଢେଙ୍କାନାଳରେ ଅତ୍ୟାଧୂନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ହୋଇଆସୁଥିବା ବହୁଦିନର ଦାବି ଏବେ ସାକାର ହେବାକୁ ଯାଉଛି । ଗୁରୁବାର ସହର ଉପକଣ୍ଠ ମହିଷାପାଟଠାରେ ନୂତନ ବସ୍‌ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଭର୍ଚ୍ୟୁଆଲ୍ ମୋଡ୍‌ରେ ଶିଳାନ୍ୟାସ କରିଛନ୍ତି । ଏତଦ୍ ବ୍ୟତୀତ ହିନ୍ଦୋଳ ଠାରେ ମଧ୍ୟ ୧ ଏକର ପରିମିତ ଜମି ଉପରେ ଏକ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବା ପାଇଁ ଏକସଙ୍ଗରେ ଶିଳାନ୍ୟାସ କରାଯାଇଛି । ଏଖୁବ୍‌ଶୀଘ୍ର ବସ୍‌ଷ୍ଟାଣ୍ଡ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଗମନାଗମନର […]