ପୁଣି ଶୀତ ଲେଉଟିଲା,୧୦ ଡିଗ୍ରୀ ତଳେ କନ୍ଧମାଳ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଶୀତର ଲହରୀ, ଆଜି ଫୁଲବାଣୀରେ ୯ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ ରେକର୍ଡ

ଫୁଲବାଣୀ(ସୁନୀଲ ପଟ୍ଟନାୟକ) କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଲେଉଟିଲା lଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେ ପୂଣି ଶୀତଲହରୀ lପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫକରେ […]

ସହର ମଧ୍ୟରେ ସାହାରା ଇଣ୍ଡିଆ ଅଫିସ ତଳେ ବିଦେଶୀ ମଦ ଦୋକାନ,ସାହି ବାସିନ୍ଦାଙ୍କ ତୀବ୍ର ବିରୋଧ

ଆଠଗଡ଼(ଉଲାପ୍ର)(ଆଠଗଡ଼ ପୋୖରାଞ୍ଚଳ ୧୮ ନମ୍ବର ୱାର୍ଡ ଅଶୋକ ନଗରରେ ଖୋଲିଥିବା ଵିଦେଶୀ ମଦ ଦୋକାନକୁ ହଟାଇବା ପାଇଁ ବାସିନ୍ଦା ମାନେ ଦାବି କରିଛନ୍ତି।ଏହି ୱାର୍ଡରେ ଥିବା ମଦ ଦୋକାନ ଅନତିଦୂରରେ ନର୍ସିଂହୋମ, ଡିଏମ ସ୍କୁଲ,ଅଗ୍ନିନିର୍ବାପକ କେନ୍ଦ୍ର,ସାଇ ମନ୍ଦିର ଓ ଦୁର୍ଗା ମନ୍ଦିର ଆଦି ବହୁ ଅନୁଷ୍ଠାନ ରହିଛି।ଏକାଧିକ ଟିଉସନ ଓ କୋଚିଂ କେନ୍ଦ୍ର ରହିଛି।ଏହି ମଦ ଦୋକାନ ରୁ ମଦ କ୍ରୟକରି ଅସାମାଜିକ ଯୁବକ ମାନେ ପରସ୍ପର ମଧ୍ୟରେ ଅଶ୍ଲୀଳ ଭାଷାରେ କଥା ହେବା ସମୟରେ ଏହିବାଟ […]

ଅପହୃତ ବାଳକୁ ପୋଲିସ ଉଦ୍ଧାର କଲେ

ବରଗଡ଼:-ବରଗଡ଼ ଏସିସି ସିମେଣ୍ଟ କାରଖାନାର ବରିଷ୍ଠ ଅଧିକାରୀ ଜମିଲ ଖାଁଙ୍କ ନାବାଳକ ପୁଅକୁ ରବିବାର ସନ୍ଧ୍ୟାରେ ସିମେଣ୍ଟନଗର କଲୋନୀରୁ ଅପହରଣ କରି ନିଆଯାଇଥିଲା। କିନ୍ତୁ ପୁଲିସ ତନାଘନା ପରେ ଅପହରଣକାରୀ ବିଳମ୍ବିତ ରାତିରେ ତାକୁ ଆଣି ଘରଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଛାଡ଼ି ଦେଇଥିଲେ। ବାଳକ ରାତିରେ ଚାଲି ଚାଲି ଘର ଆଡ଼କୁ ଆସୁଥିବାବେଳେ କାରଖାନା କର୍ମଚାରୀମାନେ ତାକୁ ଚିହ୍ନିପାରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ବାଳକକୁ ସେଠାରୁ ଉଦ୍ଧାର କରି ପରିବାକୁ ହସ୍ତାନ୍ତର କରିଛନ୍ତି। […]

ମୁର୍ମୁନ୍ତୁଦ ଦୁର୍ଘଟଣା, ଜଣେ ମୃତ, ଅନ୍ୟ ଦୁଇଜଣ ଆହତ

ଫୁଲବାଣୀ (ଉଲାପ୍ର) କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳ ରେ ଏକ ବାଇକ ଦୁର୍ଘଟଣା ରେ ଜଣଙ୍କ ମୃତ୍ଯୁ ଘଟିବା ସହଅନ୍ୟ ଦୁଇ ଜଣ ଆହତହୋଇଛନ୍ତି l ଆହାତ ଦୁଇଜଣ ଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରାଯାଇଛି lପ୍ରକାଶ ଯେ, ଗୋଛlପଡ଼l ଠାରୁ କୌଣସି କାମରେ ଫୁଲବାଣୀ ଗୋଟଏ ବାଇକ ରେ ତିନିଜଣମିଶି ଆସୁଥିବାବେଳେ କଟ୍ରୀଙ୍ଗୀଆ ନିକଟ ରେ ବୁଲାଣି ରାସ୍ତା ରେ ଭାରସ୍ୟାମ ହରାଇ ବାଇକ ଗଛରେ ପିଟି ହୋଇଯାଇ ଥିଲା, ଫଳରେ ବାଇକ […]

ଆଶ୍ରମ ରୁ ଚନ୍ଦନ ଗଛ ଚୋରି ପରେବନବିଭାଗ ର ପେଟ୍ରୋଲିଙ୍ଗ ଜୋରଦାର

ଫୁଲବାଣୀ(ସୁନୀଲ ପଟନାୟକ ) ଶନିବାର ବିଳମ୍ବିତ ରାତିରେ ଫୁଲବାଣୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ନିଗମାନନ୍ଦ ଆଶ୍ରମ ପରିସରରୁ 4ଟି ମୂଲ୍ୟବାନ ଚନ୍ଦନ ଗଛକୁ କାଟିଦେବା ପରେ ଡ଼ିଏଫଓ ଙ୍କ ନିର୍ଦେଶ ରେ ବନ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କୁ ଜୋରଦାର କରିଛନ୍ତି l ରାତି ରେ ସହର ଓ ନିକଟବର୍ତୀଗ୍ରାମ ଗୁଡିକ ବୁଲି ପାଟ୍ରୋଲିଂ କରିବା ସହ ଚଢ଼ାଉ କରିଥିବା କଥା ବନ କର୍ମଚାରୀ ପ୍ରେମାନନ୍ଦ ସାହୁ କହିଛନ୍ତି lତେବେ , ଚାରୋଟି ଚନ୍ଦନ ଗଛ […]

କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ ରେ ମିଶ୍ରଣ ପର୍ବ ଅନୁଷ୍ଠିତ

କଟକ(ଉଲାପ୍ର) କଟକ ବାରବାଟୀ ନିର୍ବାଚନ ମଣ୍ଡଳୀ 15 ନମ୍ବର ୱାର୍ଡରେ ଶ୍ରୀମତି ନମିତା ମିଶ୍ର ଙ୍କ ନେତୃତୁରେ ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ବିଜେପି କଟକ ନଗର ସଭାପତି ଶ୍ରୀ ଯୁକ୍ତ ଲଲାଟେନ୍ଦୁ ବଡୁ, ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର ଉପସଭା ନେତ୍ରୀ ଶ୍ରୀମତି କଳ୍ପନା ପଟ୍ଟନାୟକ ପୂର୍ବତନ ଡେପୁଟି ମେୟର ଶ୍ରୀ ଯୁକ୍ତ ବିଜୟ ମହାପାତ୍ର ,ସମ୍ପାଦକ ଶ୍ରୀ ଜୟକୃଷ୍ଣ ସ୍ୱାଇଁ ,ଶ୍ରୀ ସୁଧୀର ଶତପଥି,ଜିଲ୍ଲା ସଂଖ୍ୟଲଘୁ […]

5T ରେ ସାମିଲ ହେଲା ଜୋରନ୍ଦା ମାଧବ ସାମନ୍ତ ସିଂଘାର ବିଦ୍ୟାପୀଠ

ଆଠଗଡ(ଉଲାପ୍ର)ଆଠଗଡ ବ୍ଲକ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ଯୋରନ୍ଦା ରେ ଦ୍ଵିତୀୟ ପର୍ଯ୍ୟାୟ 5T ବିଦ୍ୟାଳୟ ରୂପାନ୍ତରି କରଣ ର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ସାହୁ ଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରି ଏହି କାର୍ଯ୍ୟକ୍ରମ ପାଇଁ ୪୫ ଲକ୍ଷ ଟଙ୍କା […]

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ

ଆଠଗଡ଼(ଉଲାପ୍ର)ଆଠଗଡର ପୂର୍ବ ତନ ବିଧାୟକ ତଥା ଓଡିଶାର ପୂର୍ବ ତନ ମୁଖ୍ଯମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଆଠଗଡ଼ କଂଗ୍ରେସ କାର୍ୟ୍ଯାଳୟ ରେ ପାଳିତ ହେବାସହ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଛି। ପୂର୍ବତନ ବିଧାୟକ ତଥା ଆଠଗଡରେ ବିଶିଷ୍ଟ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି କାର୍ୟ୍ଯ କ୍ରମରେ ଯୋଗ ଦେଇଥିବା କଂଗ୍ରେସ ଦଳର କର୍ମକର୍ତ୍ତା ଓ କର୍ମୀଙ୍କ ସମେତ ଜାନକୀବାବୁ ଙ୍କୁ ଭଲ ପାଉଥିବା ଲୋକ ମାନେ […]

ନୂତନ ବର୍ଷରେ କଳାକାର ବୈଠକ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଭଟଲି ଠାରେ ଦଧିବାମନ କଳାକାର ସଂଘ ପକ୍ଷରୁ ବ୍ଲକ ସ୍ତରୀୟ କଳାକାର ସମାବେଶ ଅନୁଷ୍ଠିତ ହୋଇଛି। ଆଜି ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ, ସମ୍ପାଦକ ଗୋପବନ୍ଧୁ ପୁରୋହିତ,ମିଳିତ କଳାକାର ମଞ୍ଚ ର ସଭାପତି ଶଙ୍କର ପଟ୍ଟନାୟକ, ବରିଷ୍ଠ କଳାକାର ଗାନ୍ଧୀ ବାରିକ୍ ପ୍ରମୁଖ ଉପସ୍ଥିତ ରହି ଗ୍ରାମାଞ୍ଚଳରେ ଥିବା ଯୁବ ଓ ବରିଷ୍ଠ କଳାକାର ସଂପର୍କରେ ଆଲୋଚନା କରାଯାଇଥିଲା। ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ମହାସଂଘ ମାଧ୍ୟମରେ […]

ନିଷ୍ଠା ପରିବାର ମହିଳା ଶାଖାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଅଗ୍ରଗାମୀ ଯୁବକ ସଂଘ, ବରଗଡ ଠାରେ ନବବର୍ଷ-୨୦୨୨ ପାଳନ ଅବସର ରେ ନିଷ୍ଠା ପରିବାର ,ମହିଳା ଶାଖା ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ସ୍ବେଚ୍ଛାକୃତ ମହିଳା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିର କୁ ସମ୍ବାଦ ପାଠିିକା(AIR) ଓ କବୀୟତ୍ରି ଶ୍ରୀମତୀ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଫିତା କାଟି ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସମାଜସେବୀ ପୂର୍ବତନ ପୈାର ପରିଷଦ ଉପାଧ୍ୟକ୍ଷ କଳ୍ପନା ମାଝୀ ଯୋଗ ଦେଇଥିଲେ।ଶିବିରରେ ମୋଟ ୩୪ ୟୁନିଟ ରକ୍ତ […]