ଆଠଗଡ ରେ ରେଳମନ୍ତ୍ରୀ କଲେ ବଡଘୋଷଣା, ଘଣ୍ଟିଖାଲ ନିଧିପୂର ଗଡ଼ାରେ ହେବ ଫ୍ଲାଇ ଓଭରବ୍ରିଜ,ଘଣ୍ଟିଖାଲ ଷ୍ଟେସନରେ ରହିବ ସମସ୍ତ ଏକ୍ସପ୍ରେସ ଟ୍ରେନ

ଆଠଗଡ(ଉଲାପ୍ର)ଗଡଜାତ ପରିକ୍ରମାର ଦୀର୍ଘବର୍ଷ ର ଦାବି ପୂରଣ ହୋଇଛି,ଆଠଗଡ ବାସୀ ଦୀର୍ଘବର୍ଷ ଧରି ଘଣ୍ଟିଖାଲ ଗଡ଼ାରେ ଯୋଉ ଅସୁବିଧାର ସମ୍ମୁଖିନ ହେଉଥିଲେ ତାର ଯବନିକା ପଡିଛି।ଆଠଗଡ ମାଧପୁର ଠାରେ ଥିବା ଗୋପବନ୍ଧୁ ଚିକିତ୍ସା ଳୟ ରେ ବଡ ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ, ପୁରୁଣା କଟକ ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ନିଧିପୂର ଗଡା ରେ ହେବ ଫ୍ଲାଇ ଓଭର ବ୍ରିଜ।ଏହା ସାଙ୍ଗକୁ ଘଣ୍ଟିଖାଲ ଷ୍ଟେସନରେ ରହିବ ସମସ୍ତ ଏକ୍ସପ୍ରେସ ଟ୍ରେନ,ରେଳମନ୍ତ୍ରୀ ଙ୍କୁ ଗଡଜାତ ପରିକ୍ରମା ଓ […]

ରେଳଯାତ୍ରା ସମୟରେ ସାମ୍ବାଦିକ ମାନଙ୍କୁ ୫୦ ଶତକଡା ରିହାତି ଦେବାକୁ କଟକ ଜିଲା ସାମ୍ବାଦିକ ସଙ୍ଘ ଦାବିକରିବା ସହିତ ରେଳମନ୍ତ୍ରୀ ଙ୍କୁ ଦେଲା ଦାବିପତ୍ର

ଆଠଗଡ(ଉଲାପ୍ର)ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଆଠଗଡ ଗୋପବନ୍ଧୁ ଚିକିସ୍ଥାଳୟ ରେ ସ୍ୱାସ୍ଥସେବା ସେବାରଥ ଉଦଘାଟନ ସମୟରେ କଟକ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଭାରତ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ୫୦ ଭାଗ ରିହାତିରେ ରେଳ ସେବା ଦେବାପାଇଁ ଏକ ଦାବିପତ୍ର ପ୍ରଦାନ କରାଗଲା,କଟକ ଜିଲା ସାମ୍ବାଦିକ ସଙ୍ଘ ସଭାପତି ଲଲାଟେନ୍ଦୁ ସେନାପତି, ସମ୍ପାଦକ ସୁଜିତ କୁମାର ପଟ୍ଟନାୟକ, ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ସଭାପତି ସଚ୍ଚିଦାନନ୍ଦ ପଣ୍ଡା, ସମ୍ପାଦକ ସନ୍ତୋଷ ବାରିକ,ସାମ୍ବାଦିକ ଶ୍ୱେତକାନ୍ତ […]

ଘଣ୍ଟିଖାଲରୁ ନରସିଂହପୁର ଓ ନରସିଂହପୁର ରୁ ଫୁଲବାଣୀକୁ ରେଳ ସଂଯୋଗ ଦାବିକଲା ଗଡଜାତ ପରିକ୍ରମା,ରେଳମନ୍ତ୍ରୀ ଙ୍କୁ ଦିଆଗଲା ଦାବିପତ୍ର

ଆଠଗଡ(ଉଲାପ୍ର)ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଘଣ୍ଟିଖାଲ ରୁ ନରସିଂହପୁର କୁ ରେଳସଂଯୋଗ କରିବା ଦାବିନେଇ ଆଠଗଡ ର ସ୍ବେଛାସେବୀ ସଙ୍ଗଠନ ଗଡଜାତ ପରିକ୍ରମା ତରଫରୁ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଙ୍କୁ ଆଠଗଡ ର ମାଧବପୁର ଠାରେ ଥିବା ଗୋପବନ୍ଧୁ ଚିକିତ୍ସାଳୟ ଠାରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ରେଳପଥ ଯଦି ହୁଏ ତେବେ ନରସିଂହପୁର ରୁ ଅନୁଗୁଳ କୁ ସିଧାସଳଖ ରେଳ ସଂଯୋଗ ହେବା ସହିତ ନରସିଂହପୁର ରୁ ଦଶପଲ୍ଲା ଦଶପଲ୍ଲା ରୁ ନୟାଗଡ଼କୁ ସିଧାସଳଖ […]

ଜଗନ୍ନାଥଙ୍କ ଘରେ ଘାଉଡ଼,ମନ୍ଦିର ଭିତରୁ ଚନ୍ଦନ ଚୋର କାଟିନେଲେ ପାଞ୍ଚଲକ୍ଷ ଟଙ୍କାର ଚନ୍ଦନ ଗଛ

ଆଠଗଡ(ଉଲାପ୍ର)ଆଠଗଡ ର ଆରାଧ୍ୟ ଦେବ ଅଟ୍ଟାଳି ଜଗନ୍ନାଥଙ୍କ ଘରେ ଘାଉଡ଼।ମନ୍ଦିର ଭିତରେ ଥିବା ପନ୍ଦର ବର୍ଷର ଚନ୍ଦନ ଗଛକୁ କାଟି ନେଇଛନ୍ତି ଚନ୍ଦନ ତସ୍କର,ଯାହାର ଆନୁମାନିକ ମୂଲ୍ୟ ପାଂଚଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଅଟ୍ଟାଳି ଜଗନ୍ନାଥଙ୍କ ଦୈନ ଦିନ ଚନ୍ଦନ ସେବାପାଇଁ ଏହି ଚନ୍ଦନ ଗଛ ପନ୍ଦର ବର୍ଷ ତଳେ ଲଗାଯାଇଥିଲା, ଗଛଟି ମଧ୍ୟ ହୃଷ୍ଟପୃଷ୍ଟ ହୋଇ ବଢିଥିଲା।ହେଲେ ଇତି ମଧ୍ୟରେ ଚନ୍ଦନ ତସ୍କରଙ୍କ ଆଖି ଆଠଗଡ ଜଗନ୍ନାଥ ମନ୍ଦିର ଭିତରେ ଥିବା ଚନ୍ଦନ ଗଛ […]

ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ଼ ବ୍ଲକରେ ମନରେଗା ଯୋଜନାର ସଫଳ ରୁପାନ୍ତରୀତ

ଫୁଲବାଣୀ-୫/୧(ସୁନୀଲପଟନାୟକ)ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ ବ୍ଲକ ଅଞ୍ଚଳରେ ବ୍ଲ କ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗତ ୨୦୨୦/୨୧ ଆର୍ଥୀକବର୍ଷରେ ବିଭିନ୍ନ ପ୍ରକଳ୍ପମାନ ନିର୍ମାଣ କରାଯାଇ ସଫଳତା ହାସଲ କରିଛି ।କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତରେ ୨୦୫ଗୋଟି ଭିନ୍ନଭିନ୍ନ ପ୍ରକଳ୍ପମାନ କରାଯାଇଥିବା ଜଣାପଡିଛି ।ଧରାକୋଟ ପଞ୍ଚାୟତର ବିଭିନ୍ନ ଗ୍ରାମରେ୨୧ଟି ପ୍ରକଳ୍ପ ନିର୍ମାଣ କରାଯାଇଥିବାବେଳେ ଦୁର୍ଗାପଙ୍ଗାରେ୬ଟି, ଗୁଗୁରୁ ମାହାରେ ୨୬, ଯୁବା ଗୁଡ଼ାରେ ୧୧,ଯୁଡାବାଲିରେ୬, କୋଟଗଡରେ […]

ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ଼ ବ୍ଲକରେ ମନରେଗା ଯୋଜନାର ସଫଳ ରୁପାନ୍ତରୀତ

ଫୁଲବାଣୀ(ସୁନୀଲପଟନାୟକ)ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ ବ୍ଲକ ଅଞ୍ଚଳରେ ବ୍ଲ କ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଗତ ୨୦୨୦/୨୧ ଆର୍ଥୀକବର୍ଷରେ ବିଭିନ୍ନ ପ୍ରକଳ୍ପମାନ ନିର୍ମାଣ କରାଯାଇ ସଫଳତା ହାସଲ କରିଛି ।କୋଟଗଡ଼ ବ୍ଳକର ୧୫ଟି ପଞ୍ଚାୟତରେ ୨୦୫ଗୋଟି ଭିନ୍ନଭିନ୍ନ ପ୍ରକଳ୍ପମାନ କରାଯାଇଥିବା ଜଣାପଡିଛି ।ଧରାକୋଟ ପଞ୍ଚାୟତର ବିଭିନ୍ନ ଗ୍ରା ମରେ୨୧ଟି ପ୍ରକଳ୍ପ ନିର୍ମାଣ କରାଯାଇଥିବାବେଳେ ଦୁର୍ଗାପଙ୍ଗାରେ୬ଟି, ଗୁଗୁରୁ ମାହାରେ ୨୬, ଯୁବା ଗୁଡ଼ାରେ ୧୧,ଯୁଡାବାଲିରେ୬, […]

ପୁର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ଆନ୍ତରୀକ ସହଯୋଗରେ ଦାଦନ ଙ୍କ ଶବ ଗ୍ରାମକୁ ଆସିଲା

ଫୁଲବାଣୀ(ସୁନୀଲପଟନାୟକ)ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ଆନ୍ତରୀକ୍ ସହ ଯୋଗ ଯୋଗୁଁ ତା ମିଲ ନାଡ଼ୁର ତ୍ରିପୁର ଜିଲ୍ଲା ଚିନା କାରି ଅଞ୍ଚଳରୁ ଶବ ଗ୍ରାମକୁ ଫେରି ପାରିଛି । ମୃତକ ଜଣଙ୍କ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର ଗୁମ୍ମା ପଞ୍ଚାୟତର ମହା ବାଲି ଗ୍ରାମର ସାନୁଜ ଦଳପତି ।ଗାଁରେ କାମଧନ୍ଦା ନମିଳିବା ଫଳରେ ସାନୁଜ ଦ। ଦନ ଖଟିବାକୁ ସୁଦୁର ତାମିଲନାଡୁ ଯାଇଥିଲା। ହେଲେ ମାସ କେଇଟା କାମ କରିଛି କି ନାହିଁ ଗତ ୩୧ରେ […]

ଫିରିଙ୍ଗିଆ ଥାନା ଅଧିକାରିଙ୍କ କରେ।ନା ଓ ଓମିକ୍ରନ ସଚେତନତା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦର ରାଓ ଫିରିଙ୍ଗିଆ ବଜ।ରରେ ବୁଲିବୁଲି ଦୋକାନୀକୁ ସଚେତନ କରାଉଛନ୍ତି। ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ନ ଆସିବା ପୂର୍ବରୁ ଥାନା ଅଧିକାରୀ ରାଓ ଲୋକଙ୍କୁ ସାମାଜିକ ଦୂରତା ରକ୍ଷାକରିବା , ମାସ୍କ ପିନ୍ଧିବା, ହାତ ସାନିଟାଇଜ କରିବା ଆଦି ସଂପର୍କରେ ଲୋକଙ୍କୁ ସଚେତନ କରିଥିଲେ । ଏଥିସହ ବାଇକ ଚଳାଇବା ବେଳେ ହେଲମେଟ ପିନ୍ଧିବା, ଦୃତ ଗତିରେ ଗାଡି ନଚଳାଇବା .ଲାଗିସଚେତନ କରୁଛନ୍ତି।ଏ ସବୁ ନିୟମ […]

ଘନ କୁହୁଡି ରେ ଦେଖି ନପାରି ଗଛରେ ପିଟି ହେଲା ନୂଆ ଡମ୍ପର

ଫୁଲବାଣୀ(ସୁନୀଲ ପଟନାୟକ )ଗୁରୁବାର ସକାଳୁ ସଦର ଥାନା ଅନ୍ତର୍ଗତ ତିଳକପଡାଠାରେ ବ୍ରହ୍ମପୁର ପଟୁ ଆସୂଥିବାଏକ ଧଳା ରଙ୍ଗର ନମ୍ବର ବିହିନ ଡମ୍ଫର ଚେଚିସ ଦୁର୍ଘଟଣା ଗ୍ରସ୍ତହୋଇପଡିବା ଫଳରେ ଚାଳକ ଆହାତ ହୋଇଥିବାଜଣାପଡ଼ିଛି lଘନକୁହୁଡ଼ି ଜୋଗୁଁ ଚାଳକ ରାସ୍ତା ଦେଖିନପାରି ରାସ୍ତା କଡ ଗଛରେ ପିଟି ଦେବା ଫଳରେ ଡମ୍ପର ର ସାମନା ଭାଗ କ୍ଷତି ଗ୍ରସ୍ତ ହୋଇଛି lସଦର ପୋଲିସ ଏକ ମାମଲା ରୁଜ୍ଜୁ କରିବା ସହ ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରୁଛି l

ଆଡ଼ାସିପଡା ରେ ମୋବାଇଲ ଟାୱାର ପ୍ରତିଷ୍ଠା ଦାବୀ

ଫୁଲବାଣୀ (ସୁନୀଲ ପଟନାୟକ )ଜିଓ ଟାୱାର ନାହିଁ ତ ଭୋଟ ନାହିଁ, ଏଭଳି ଦାବି ରଖି ଗୁରୁବାର ଜିଲାପାଳ ଙ୍କ ଅଫିସ ସମ୍ମୁଖରେଆଡ଼ାସିପଡା ଗ୍ରାମ ବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ଖଜୁରିପଡା ବ୍ଲକ ଅନ୍ତର୍ଗତ ଆ ଡା ସୀପଡା ପଂଚାୟତ ବାସୀ। ଏନେଇ ଆଜି ପଂଚାୟତର ସରପଞ୍ଚଙ୍କ ନେତୃତ୍ବ ରେ ଶତାଧିକ ଲୋକ ଜିଲାପାଳ ଅଫିସ ଆସି ଦାବିପତ୍ର ଦେବସହ ଯଦି ପଂଚାୟତ ନିର୍ବାଚନ […]