ବିଜୁ ପକ୍କା ଘର ଯୋଜନାରେ ହିତାଧିକାରିଙ୍କୁ ଘର ମରାମତି ନିମନ୍ତେ ଆର୍ଥୀକ ଅନୁଦାନପ୍ରଦାନ

ଫୁଲବାଣୀ-(ସୁନୀଲପଟନାୟକ) ବିଜୁ ପକ୍କାଘର ଯୋଜନାହିତାଧିକ।ରିଙ୍କୁ ଘର ମରାମତି ପାଇଁ ଆର୍ଥୀକ ଅନୁଦାନ ରାଶି ପ୍ରଦାନର ଶୁକ୍ରବାର ଶୁଭାରମ୍ଭ ହୋଇଛି ।ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବିଜୁ ପକ୍କା ଘର ହିତାଧିକାରୀମାନଙ୍କୁ ୩ ହଜାର ଟଙ୍କା ଲେଖାଏପ୍ରଦାନ କରିଥିଲେ ।କନ୍ଧମାଳ ଜିଲ୍ଲାପାଳ ଡାବୃନ୍ଦ। ଡି ଉପସ୍ଥିତ ଥିଲେ । ଗତ ୨୦୧୪ରୁ ଏ ଯାଏ ରାଜ୍ୟ ସରକାର ଯୋଗ । ଇଦେଇଥିବା ବିଜୁ ପକ୍କା ଘର ହିତାଧିକାରୀ ମାନଙ୍କୁ ଏହି ଅର୍ଥ ଅନୁବାନ ରାଶି […]

ଶାନ୍ତି ତପୋବନ ଆଶ୍ରମ ସ୍ଥିତ ବାନପ୍ରସ୍ଥ ର ଅନ୍ତେବାସୀ ଙ୍କୁ ସମର୍ଦ୍ଧନା

ବରଗଡ଼:(ଉଲାପ୍ର)ଆଜି ଶାନ୍ତି ତପୋବନ ଆଶ୍ରମ ଠାରେ ଏକ ସମର୍ଦ୍ଧନା ସଭାର ଆୟୋଜନ କରାଯାଇ ବାନପ୍ରସ୍ଥ ର ଶ୍ରୀମତୀ ସୁମିତ୍ରା ଶତପଥି,ଯଜ୍ଞସେନୀ ପ୍ରଧାନ,ଶ୍ରୀ ହିମାଂଶୁ ଶତପଥି ଓ ରାଜକୁମାର ଗୁପ୍ତା ଙ୍କୁ ଶରୀର ଦାନ କରିଥିବାରୁ ତାଙ୍କୁ ଅଙ୍ଗବସ୍ତ୍ର, ଫୁଲଚାରା ଓ ଚପଲ ଦେଇ ସମର୍ଦ୍ଧନା କରାଯାଇଥିଲା lଏହି କାର୍ଯ୍ୟକ୍ରମ କୁ ବରଗଡ଼ ମହିଳା ମାରଓ୍ବାଡ଼ି ସମ୍ମେଳନ ଓ ଶାନ୍ତି ତପୋବନ ଆଶ୍ରମ ର ମିଳିତରେ ଆୟୋଜିତ ସମର୍ଦ୍ଧନା ସଭାରେ ଅଞ୍ଜୁ ଅଗ୍ରୱାଲ ଓ ସାଥି, ନରେନ୍ଦ୍ର ହୋତା, […]

ଷଷ୍ଠ ସମଲେଶ୍ୱରୀ ଭଲିବଲ ପ୍ରତିଯୋଗିତା

ବରଗଡ଼(ଉଲାପ୍ର)-ବରପାଲି ବ୍ଲକ ଅନ୍ତର୍ଗତ ସତଲମା ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ ସମଲେଶ୍ୱରୀ ଭଲିବଳ ଟୁର୍ନାମେଣ୍ଟ ସମଲେଶ୍ୱରୀ ଭଲିବଲ ସଙ୍ଘ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି l ପ୍ରତିଯୋଗିତା କୁ ଯୁବନେତା ସୁମିତ ସାହୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସତଲମା ସମିତି ସଭ୍ୟ କୁନାଲ ଭୋଇ , ଶିକ୍ଷା ବିତ୍ ହୃଷିକେଶ ଭୋଇ , ଶଶଧର ସାହୁ ଓ ସୋମନାଥ ମହାପାତ୍ର ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସୁବୋଧ କୁମାର ପରିଚାଳନା କରିଥିବା ବେଳେ ଚିତ୍ତ […]

ବେହେରା ଠାରେ ବୁଣାକାର ବଜାର ଉଦଘାଟିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଠାରେ (ବାଏଲଯୁରୀ ବଜାର) ବୁଣାକାର ମାନଙ୍କ ପାଇଁ ସ୍ବତନ୍ତ୍ର ବଜାରର ନବ ନିର୍ମାଣ କୋଠା ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ର ପିଓଏଚଆଇ ଯୋଜନା ରେ ୯କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ୧.୬୭ ଏକର ଜମି ରେ ନିର୍ମିତ ଏହି କୋଠାରେ ଶତାଧିକ ବୁଣାକାର ମାନେ […]

ନିଖିଳ ଉତ୍କଳ ବରିଷ୍ଠ କଳାକାର ସଂଘର ସଦସ୍ୟ ଭାବେ ମନୋନୀତ ହେଲେ କନ୍ଧମାଳ ର ଯୁବ ନାଟ୍ୟକାର ପ୍ରମୋଦ ବ୍ରହ୍ମପୁର

/ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମପୁର ପ୍ରକାଶମ୍ ହଲ୍ ପରିସରସ୍ଥ ଆନ୍ଧ୍ର ଭାଷା ବିବର୍ଦ୍ଧନି ସମାଜ ସଭକକ୍ଷ ଠାରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ମୁଖ୍ୟ ବକ୍ତା ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ସତ୍ୟ […]

ସର୍ଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ, ଦେଢ଼ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ସଟ ସର୍କିଟ ଯୋଗୁଁ ଜଳିଗଲା ଦୋକାନ । ପାଖାପାଖି ଦେଢ଼ ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ର ସାରଙ୍ଗଡ଼ ଥାନା ବଣ୍ଡଗୁଡ଼ା ଗ୍ରାମର ଚଞ୍ଚଳା ସାହିରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଚଞ୍ଚଳା ସାହି ଛକରେ ଥିବା ଟୁନା ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଦୋକାନ ଗୃହରେ ବିଦ୍ୟୁତ୍‌ ସଟସର୍କିଟ ହୋଇ ଦୋକାନ […]

ସ୍ଥାୟୀ ବସ ଷ୍ଟାଣ୍ଡ ପ୍ରତିଷ୍ଠା ସହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଗୋଛାପଡା ଯାତ୍ରି ବିଶ୍ରାମ ଗାର କୁ ପୁନଃରୁଦ୍ଧାର କରାଯାଉ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ଏକ ପ୍ରମୁଖ ସହର ଭାବେ ପରିଚିତ ଗୋଛାପଡା ଏଠାରେ ଥାନା, ବନ ଉପ ବିଭାଗ , ଆର୍ ଆଇ ଅଫିସ , ପଞ୍ଚାୟତ କାର୍ଯ୍ୟାଳୟ ,ପ୍ରାଥମିକ ଚିକିତ୍ସାଳୟ , ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନ ରହିଛି l ଏତଦ ବ୍ୟତୀତ ପଡୋଶୀ ଜିଲ୍ଲା ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ଏହା ପାଖ ବାଟ ହେଉଥିବାରୁ ଗୋଛାପଡ଼ା ଏକ ପ୍ରମୁଖ ଛୋଟିଆ ସହର ପାଲଟିଯାଇଛି l […]

ପରିମଳ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ପରିମଳ କର୍ମଚାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼.ଶୁଭଙ୍କର ମହାପାତ୍ରଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବାଲିଗୁଡ଼ା ଏନ୍ଏସିରେ କାର୍ଯ୍ୟରତ ୬୦ରୁ ଉର୍ଦ୍ଧ୍ବ ପରିମଳ କର୍ମଚାରୀ ନିଜ ସ୍ବାସ୍ଥ୍ୟ କଥା ଭୁଲି ସହରର ଗଳିକନ୍ଦିକୁ ଯାଇ ସହରକୁ ପରିସ୍କାର ପରିଚ୍ଛନ୍ନ ରଖୁଛନ୍ତି । ଏଣୁ ସେମାନଙ୍କ […]

ଜଳ ଜୀବନ ମିଶନ ର ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ

ନରସିଂହପୁର(ଉଲାପ୍ର)ନରସିଂହପୁର ବ୍ଲକ ଅନ୍ତର୍ଗତ ନିଜିଗଡ଼ ଗ୍ରାମ ପଂଚାୟତ ରେ ୧୧ ଟି ଗ୍ରାମ ର ଜଳ ଓ ପରିମଳ କମିଟି ଓ ଗ୍ରାମ୍ୟ କାର୍ଯ୍ୟ ଯୋଜନା ର ଗ୍ରାମ ସଭା ରେ ଅନୁମତି ତ ହୋଇଯାଇଛି ନିଜିଗଡ଼ ଗ୍ରାମ ପଂଚାୟତ ସରପଞ୍ଚ ପ୍ରଭାକର ମିଶ୍ର ଙ୍କ ସଭା ପତିତ୍ବ ରେ ୧୧ ଟି ଗ୍ରାମ ର ୪୪ ଜଣ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ ସାମାଜିକ କର୍ମୀ ତଥା ଆଇନଯିବି ଦେବଦତ୍ତ ମଳୟ କୁମାର ବରାଳ ଜଳ […]

୧୪ତମ ଜୟପୁର ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ର ରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘

ରିତୁପ୍ରିୟାପ୍ରଡକ୍ସନ୍ସ ର ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଯୋଜକ ଅତିଶ କୁମାର ରାଉତ ଙ୍କ ପ୍ରଯୋଜିତ ଚଳଚ୍ଚିତ୍ର କୁ ଆଉ ଏକ ସଫଳତା।ଓଡ଼ିଆ ଚଳଚ୍ଚିତ୍ର ଡାଲଚିନି ସିମଲା ଆନ୍ତର୍ଜାତିୟ ଚଳଚ୍ଚିତ୍ର ମହୋତ୍ସବ ରେ ଜାତୀୟ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେଲା ପରେ ,ଇନ୍ଦସଭାଲି ଅନ୍ତର୍ଜାତୀୟ ମହୋତ୍ସବ ରେ ଶ୍ରେଷ୍ଠ ଚିତ୍ରଉତୋଳନ ର ପୁରସ୍କାର ଯୁଧିଷ୍ଠିର ବେହେରା ଙ୍କୁ ମିଳିଥିଲା। ଏବେ ଚଳଚ୍ଚିତ୍ର ଟି 14 ତମ ଜୟପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ରେ ଶ୍ରେଷ୍ଠ ରୋମାଣ୍ଟିକ […]