ସର୍ବସାଧାରଣ ଙ୍କ ଯାତାୟତ ରାସ୍ତା ଅବରୋଧ ##ଉପଜିଲ୍ଲାପାଳଙ୍କ ଆଦେଶକୁବେଖାତିର, ଆନ୍ଦୋଳନ ଧମକ
… ଫୁଲବାଣୀ( ଉଲ୍ଲାପ୍ର )ଫୁଲବାଣୀ ମୁନିସିପାଲିଟି ସ୍ଥିତ ନଅ ନମ୍ବର ୱାର୍ଡ ଅରବିନ୍ଦ ନଗର ପେଞ୍ଜି ସାହି ସ୍କୁଲ ପାଖ ରାସ୍ତା ବନ୍ଦ ହେବା ଯୋଗୁଁ ବସ୍ତି ବାସିନ୍ଦା, ସ୍କୁଲ ପିଲା ଯିବା ଆସିବା, ଅତ୍ୟାବଶ୍ୟକୀୟସାମଗ୍ରୀ ଯୋଗାଣ, ଫାୟାର ଓ ଆମ୍ବୁଲାନ୍ସ ସେବା ମିଳିବାସମ୍ପୂର୍ଣ ବନ୍ଦ ହୋଇଯାଇଛିlପଡିଆ ମଧ୍ୟ ଭାଗ ରାସ୍ତା ଦେଇ ଦୀର୍ଘ ଷାଠିଏ ବର୍ଷ ଧରି ଲୋକେ ଯିବା ଆସିବା କରୁଥିଲେl ହରିଜନ ବସ୍ତି ଓ ସର୍ବସାଧାରଣ ଲୋକ ମଧ୍ୟ ସେହି ରାସ୍ତା କୁ […]