ପୁସ୍ୟା ବେଷକ ନୀତି ପାଳିତ

,ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉ ମନ୍ଦିର ପ୍ରାଙ୍ଗଣରେ ପୁସ୍ୟା ବେଷକ ନୀତି ପାଳିତ ହୋଇଯାଇଛି,ପ୍ରାପ୍ତ ରୁ ମଙ୍ଗଳ ଆଳତି, ମହାସନ୍ନ,ନୂତନ ବସ୍ତ୍ର, ତୁଳସୀ ହାର ଫୁଲ ମାଳ, ଦେଇ ସୁସାର୍ଜିତ କରାଯାଇଥିଲା,ବଲ୍ଲଭ ଭୋଗ,10.30ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ରେ ମଙ୍ଗଳା ଅର୍ପଣ ପୂଜା ଓ ପୁସ୍ୟା ବେଶ କରାଯାଇଛି, ସେଥିରେ ଖିରି, କାକରା, ପୁଳି, ଚକା, ଓ ଅର୍ଣ୍ଣ ଧୂପ ଲାଗି କରାଯାଇଥିଲା, ସନ୍ଧ୍ୟା ରେ ଆଳତି ରାତ୍ର ଧୂପ, ପହଡ଼ ପଡିଥିଲା, […]

କନ୍ଧମାଳରେ ଦ୍ଵିତୀୟ ଦିନରେ ୩୦୪ ପ୍ରାର୍ଥୀପତ୍ର ଦଖଲ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜ଼ିଲ୍ଲା ପରିଷଦ ସଭ୍ୟ ପାଇଁ ଦ୍ଵିତୀୟ ଦିନରେ ୩୦୪ଜଣ ପାର୍ଥିପତ୍ର ଦଖଲ କରିଛନ୍ତି lସେଥିମଧ୍ୟରୁ ୱାର୍ଡ ମେମ୍ବର ଭାବେ୨୧୦ଜଣ ପାର୍ଥିପତ୍ର ଦା ଖଲ କରିଥିବାବେଳେ ସରପଞ୍ଚ ୫୬ଜଣ, ସମିତିସଭ୍ୟ ଭାବେ ୩୮ଜଣ ପାର୍ଥି ସେମାନଙ୍କ ପାର୍ଥିପତ୍ରଦଖଲ କରିଥିବା ନେଇ ଜ଼ିଲ୍ଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି l ତେବେ ଜ଼ିଲ୍ଲା ପରିଷଦ ପାର୍ଥି […]

ପରଲୋକରେ କନ୍ଧମାଳର ଲୋକପ୍ରିୟ ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ

ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷା ଓ ବିଜ୍ଞାନ ମାଧ୍ୟମରେ କନ୍ଧମାଳର ବିକାଶରେ ଏକ ପ୍ରମୁଖ ଭୂମିକା ନିଭାଇଥିବା ଶିକ୍ଷକ ବିପ୍ରଚରଣ ପଟ୍ଟନାୟକ ଆଜି ୧୮ ଜାନୁଆରୀ ସକାଳ ୩ଟା ୩୮ ମିନଟ ସମୟରେଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଫୁଲବାଣୀର ସବୁଠୁ ପୁରୁଣା ଏଜେଓ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବିପ୍ର ସାର୍ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଓ ରଚନାତ୍ମକ ଶିକ୍ଷକ ହିସାବରେ ଓ ନିଜର ମାଗଣା ହୋମିଓପାଥି ଚିକିତ୍ସା ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ। ପ୍ରତି […]

ଭାର୍ଚୁଆଲ ମୋଡରେ ସାଧାରଣତନ୍ତ୍ର ଦିବସ ପାଳନ ର ପ୍ରସ୍ତୁତି ବୈଠକ

ବରଗଡ଼:-ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ପାଳିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି। ଆଜି ଭାର୍ଚୁଆଲ ମୋଡରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସମସ୍ତ ଙ୍କୁ ସ୍ବାଗତ କରିବା ସହ ଆୟୋଜନ ର ବିବରଣୀ ପାଠ କରିଥିଲେ। ସମ୍ପୁର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଏହି […]

ଓଡିଆଣୀଭାବେ ମୁବାଇରେ ଢେଙ୍କାନାଳ ଝିଅଙ୍କ କମାଲ

ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ନେଇ ଆଣିଛନ୍ତି ଜଗଜିତା ଦାସ ଓରଫ ରିସ୍ନା । ପିଲାବେଳୁ ତୁଳସୀ ଦୁଇ ପତ୍ର, ବାସିଲା ପରି ଛୋଟ ବେଳୁ ନିଜର ପ୍ରତିଦ୍ୱା ବିଦ୍ୟାଳୟ ,କଲେଜ ସମୟରୁ ବିଭିନ୍ନ ପ୍ରତିଯୋଗିତରେ ନିଜ ପ୍ରତିଭା ଦେଖିବାକୁ ମିଳିଥିଲା ।ଜଗଝିତା ଜଣେ ସପଟ ଇଂଜିନିୟର ହୋଇଥିଲା ବେଳେ ମୁମ୍ବାଇ ସ୍ଥିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସଅଫ୍ ଦ୍ଭାବ 2ୟ ସ୍ଥାନ ଅଧିକର କରିଛନ୍ତି . […]

କୋରାନା ପଜିଟିଭ ଚିହ୍ନଟ ପରେ ୩ ଦିନ ପାଇଁ ଫୁଲବାଣୀ ମୁନିସିପାଲଟି ଅଫିସ ସିଲ

ଫୁଲବାଣୀ -(ସୁନୀଲ ପଟନାୟକ )ଫୁଲବାଣୀ ସହରରେ ଏବେ ପ୍ରତ୍ୟେକ ସାହି ବସ୍ତି ରେ କରୋନା ଏବେ କାୟା ବିସ୍ତାର କଲାଣିl ଜ଼ିଲ୍ଲାରେ ଦିନକୁ ଯେତେ ପଜିଟିଭ ଚିହ୍ନଟ ହେଉଛନ୍ତି ସେଥିମଧ୍ୟରୁ ଫୁଲବାଣୀ ସହରରେ ପଜିଟିଭ ସଂଖ୍ୟା ଅଧିକା l ଆଜି ମୁନିସିପାଲଟି କାର୍ଯ୍ୟାଳୟରକେତକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବାପରେ ଜ଼ିଲ୍ଲାପାଳ ମୁନିସିପାଲଟି କାର୍ଯ୍ୟାଳୟକୁ ସାନିଟାଈଜ଼କରିବା ସହ ୩ ଦିନ ପାଇଁ ସିଲ କରିବା ଲାଗି ନିର୍ଦେଶ ଦେଇଛନ୍ତି lକେବଳ ଏହି ଗୋଟିଏ ଅଫିସ ନୁହେଁ ସହର […]

ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ :ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୟନ ନେଇ ଆଲୋଚନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାଣି। ଏନେଇ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ।ଫଳରେ ଦଳୀୟ ଟିକେଟ ପାଇଁ ନିଜ ନିଜର ନେତାମାନଙ୍କ ପାଖରେ ଲବି ମଧ୍ୟ ଜୋରସୋରରେ ଆରମ୍ଭ ହୋଇଗଲାଣି। ତେବେ ବିଜୟ ସମ୍ଭାବନା ଥିବା ଶିକ୍ଷିତ ନିଷ୍କଳଙ୍କ ଯୁବକଙ୍କୁ ଦଳ ପ୍ରାର୍ଥୀ ଦେବା ନେଇ ଚିନ୍ତା କରିଛି। ଏନେଇ ବାଲିଗୁଡ଼ା ଠାରେ ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ଵରେ ବିଜେଡିର ଏକଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ […]

ବାଲିଗୁଡ଼ା ବିଧାୟକଙ୍କ ଜିଲା ପରିଷଦ ପ୍ରାର୍ଥୀ ଚୟନ ନେଇ ଆଲୋଚନା

ଫୁଲବାଣୀ (ସୁନୀଲ ପଟନାୟକ)ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାଣି। ଆସନ୍ତାକାଲିଠୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ।ଫଳରେ ଦଳୀୟ ଟିକେଟ ପାଇଁ ନିଜ ନିଜର ନେତାମାନଙ୍କ ପାଖରେ ଲବୀ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଗଲାଣି। ତେବେ ବିଜୟ ସମ୍ଭାବନା ଥିବା ଶିକ୍ଷିତ ନିଷ୍କଳଙ୍କ ଯୁବକଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ଚିନ୍ତା କରିଛି। ଏନେଇ ବାଲିଗୁଡ଼ା ଠାରେ ବିଧାୟକ ଚକ୍ରମଣି କହଁରଙ୍କ ନେତୃତ୍ଵରେ ବିଜେଡିର ଏକଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ […]

ଉଦଘାଟିତ ହେଲା ଆନ୍ତ ଜିଲ୍ଲା ଭଳିବଲ ପ୍ରତିଯୋଗିତା

ଫୁଲବାଣୀ (ଉଲାପ୍ର)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନୁଆଁ ବାଷ୍ଟାଣ୍ଡ ଭଳି ପଡିଆ ଠାରେ ପ୍ରଥମ ବର୍ଷ ଆନ୍ତ ଜିଲ୍ଲା ଭଳିବଲ ପ୍ରତିଜିଗୀତା ଉଦଘାଟିତ ହୋଇ ଯାଇଛି. ଫିରିଙ୍ଗିଆ ଖେଳ ସଙ୍ଘ ଦ୍ୱାରା ଆୟୋଜନ କରାଯାଇଥିବା ଏହି ପ୍ରତିଜିଗୀତା ର ଉଦଘାଟନୀ ଉତ୍ସବ ରେ ସଙ୍ଘ ର ସଭାପତି ଚନ୍ଦ୍ରମୋହନ ନାୟକ ସଭାପତିତ୍ୱ କରିଥିବା ବେଳେ ଫିରିଙ୍ଗିଆ ପଂଚାୟତ ସମିତି ଅଧ୍ୟକ୍ଷ ଲାଲନନ୍ଦା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ […]