ବରଗଡ଼ ରେ ସଡକ ଦୁର୍ଘଟଣାରେ ତିନି ଆହତ

ବରଗଡ:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଘୁଲିପାଲିରୁ କଟାପାଲି ରାସ୍ତାରେ ଆଜି ଅପରାହ୍ନ ୩ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରଗଡ଼ ନାଗେନପାଲିର ତିନିଜଣ ଯୁବକ ଯଥା ଗଜାନନ ପାତ୍ର(୨୫), ଆଦର୍ଶ ପାତ୍ର(୨୨), ରାକେଶ ସାହୁ (୨୩) ଏକ ୟାମାହା ମଟର ସାଇକେଲ ଓଡି ୧୫ କେ୦୯୭୪ରେ ଖଲିଆପାଲିରୁ ନିଜ ଘର ନାଗେନପାଲିକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଓଡି୧୭ସି ୮୦୯୦ ନମ୍ବର ବିଶିଷ୍ଟ […]

ଜିଲ୍ଲା ରେ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ: ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୩ୟ ଦିବସ ରେ ୧୧୧୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଆଜି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି। ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯୭, ସରପଞ୍ଚ ପଦବୀ ପାଇଁ ୨୪୦, ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ୧୬୬, ଏବଂ ୧୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମନୋନୟନ ପତ୍ର […]

ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ୱିଲସନ ସିଂହ ଙ୍କୁ ଶ୍ରଦ୍ଧାଂଜଳି

ବରଗଡ : ବରଗଡ ଜିଲ୍ଲା ର ନାମକରା କ୍ରିକେଟ ଖେଳାଳି ତଥା ଓସିଏ ପ୍ୟାନାଲ୍ ଅମ୍ପୟାର ୱିଲସନ ସିଂହ ଙ୍କ ବିୟୋଗରେ ଜିଲ୍ଲା ତଥା ଜିଲ୍ଲା ବାହାରେ କ୍ରିକେଟ ପ୍ରେମୀ ତଥା କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଗଭୀର ଶୋକ ଖେଳି ଯାଇଛି। ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଜିଲ୍ଲା କ୍ରୀଡା ସଂସଦ,ଜିଲ୍ଲା କ୍ରିକେଟ ଆସୋସିଏସନ୍ ଓ ବ୍ଲୁ ଡାଇମଣ୍ଡ କ୍ରିକେଟ କ୍ଲବ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଂଜଳି ସଭାରେ ଜିଲ୍ଲା ର ବିଭିନ୍ନ […]

ବାଲ୍ୟ ବିବାହ ରୋକିଲା ଚାଇଲଡଲାଇନ ଓ ପ୍ରଶାସନ

ଫୁଲବାଣୀ -(ସୁନୀଲ ପଟନାୟକ )ଚାଇଲ୍ଡଲାଇନ୍ କୁ ୧୦୯୮ ଜରିଆରେ ବାଲ୍ୟବିବାହ ସମ୍ପର୍କରେ ସୁଚନା ଆସିଥିଲା ଏବଂ ଆଜି ତା ୧୯.୦୧.୨୦୨୨ ରିଖ ଦିନ ସିଏମ୍ ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ ଖଜୁରୀପଡା ଶ୍ରୀମତୀ ଗୀତାଞ୍ଜଳୀ ପଣ୍ଡା ଙ୍କ ନେତୃତ୍ବରେ ତାଙ୍କର ସୁପରଭାଇଜର ଶ୍ରୀମତୀ କ୍ରିଷ୍ଣl କୁମାରୀ ପଣ୍ଡା ଓ ଚାଇଲ୍ଡଲାଇନ୍ ଟିମ୍ ପ୍ରଭାସରଞ୍ଜନ ନାୟକ ଏବଂ ରାଜଲକ୍ଷ୍ମୀ ମହାକୁଡ ମିଳିତଭାବେ ଖଜରୀପଡା ଥାନା ଅଧିକାରିଣୀଙ୍କ ସହଯୋଗରେ ଖଜୁରୀପଡା ପଞ୍ଚାୟତ ସମିତି ଅନ୍ତର୍ଗତ ଅରାପାଜୁ ଗ୍ରାମପଞ୍ଚାୟତ ଅଞ୍ଚଳରେ […]

ବେଲଘର ପଂଚାୟତ ର ବହୁ ବିଜେଡି ଓ କଂଗ୍ରେସ କର୍ମୀ ଓନେତା ବିଜେପି ରେ ସାମିଲ

ଫୁଲବାଣୀ (ସୁନୀଲ ପଟନାୟକ )ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଘୋଷଣା ପରେ ଏବେ ଗ୍ରାମଞ୍ଚଳ ରେକୁଜି ନେତା ଓ କର୍ମୀ ଙ୍କ ପ୍ରତିଦିନଦଳ ଡିଆଁ ଚାଲିଛି lଆଜି ବେଲଘର ଠାରେ ବିଜେପି ନେତା ତଥା ପୂର୍ବତ ନ ବିଧାୟକ କରେନ୍ଦ୍ର ମାଝୀ ଙ୍କ ଉପସ୍ଥିତିରେ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଓ ନେତା ଦଳ ଛାଡି ବିଜେପି ରେ ମିଶିଛନ୍ତି l ଦଳ ରେ ରହି ସେମାନେ ନିଷ୍ଠା ର ସହ କାମ କରିଆସୁଥିଲେ ମଧ୍ୟ ବ୍ଳକ […]

ସ୍ବର୍ଗତ ବିପ୍ର ଚରଣ ପଟ୍ଟନାୟଜଙ୍କ ସ୍ମୃତିରେ ସ୍ମୃତିସଭା

ଫୁଲବାଣୀ (ସୁନୀଲ ପଟନାୟକ )ବିଶିଷ୍ଟ ଶିକ୍ଷାବିତ, ସୁସାହିତ୍ୟିକ, ଛାତ୍ରବତ୍ସଳ ଗୁରୁ ତଥା ସମାଜସେବୀ ସ୍ବର୍ଗତ ବିପ୍ର ଚରଣ ପଟ୍ଟନାୟକ ଙ୍କ ସ୍ମରଣରେ ସ୍ଥାନୀୟ ବନାନୀ କଳା ସଙ୍ଗମଠାରେ କରୋନା କଟକଣା ନିୟମ ଅନୁସାରେ ଏକ ସ୍ମୃତି ସଭା ବରିଷ୍ଠ ନାଗରିକ ସଙ୍ଘ, ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ, ମିଳିତ ନାଗରିକ କମିଟି, ପ୍ରେସ କ୍ଲବ, ଆଇନଜୀବୀ ସଙ୍ଘ, ଲେଖକ ସାମ୍ମୁଖ୍ୟ, ସମ୍ବାଦ ସାହିତ୍ୟ ଘର ଓ ରୋଟାରୀ କ୍ଲବଙ୍କ ମିଳିତ ଅନୁକୁଲ୍ୟରେ ଆୟୋଜିତ ହୋଇ ଯାଇଛି l ଜିଲ୍ଲା […]

ବିଜେଡି ର ଜ଼ିଲ୍ଲା ପରିଷଦ ପାର୍ଥିତାଲିକା ଘୋଷଣା କନ୍ଧମାଳ ଜ଼ିଲ୍ଲାର ୧ ୮ ଟି ଜ଼ିଲ୍ଲା ପରିଷଦ ସଭ୍ୟ ମାନଙ୍କ ତାଲିକା ପ୍ରକାଶ କରିଛି

ଫୁଲବାଣୀ(ଉଲାପ୍ର) ଫୁଲବାଣୀ ର ପାରିଜାତ କଲ୍ୟାଣ ମଣ୍ଡପ ରେ ଆୟୋଜିତ କାର୍ଯ୍ୟକ୍ରମରେଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ବିଜୟ ସଂଭାବନା ଥିବା ପାର୍ଥି ମାନଙ୍କ ନାମ ତାଲିକା ଘୋଷଣା କରିବା ସହ ଟିକେଟ ବଣ୍ଟନ କରିଥିଲେ l୧ ନମ୍ବର ଯୋ ନ ପାଇଁ ଅନୀତାମଲିକ, 2 ନମ୍ବର ଯୋ ନ .ପାଇଁ ସୁଶାନ୍ତ କହଁର, 3.ମମତା ମଳିକ,. 4.ଶୁଭଶ୍ରୀନାୟକ, 5.ଲିଳିମା ପ୍ରଧାନ, 6.ମମତା ରାଣୀ ବେହେରା, 7.ସାଧବାଣୀ ନାୟକ,8. ନମିତା କହଁର,.9.ନଵୀନପାତ୍ର,10. ରଂଜନପ୍ରଧାନ, 11.ରମାକାନ୍ତ ମାଝୀ, […]

କନ୍ଧମାଳର ଜିଲ୍ଲା ପରିଷଦ ଜୋନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କଲା

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ୧୮ଟି ଜୋନ ପାଇଁ ଫୁଲବାଣୀ ସ୍ଥିତ ପାରିଜାତ କଲ୍ୟାଣ ମଣ୍ଡପଠାରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ଏକ କର୍ମୀ ସମ୍ମୀଳନୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଉପସ୍ଥିତିରେ ଏବଂ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମୀଳନୀରେ ଜିଲ୍ଲାର ସହ ପ୍ରଭାରୀ କିଶୋର ମେହେର ବି.ଜେ.ଡି ସୁପ୍ରିମୋ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କନ୍ଧମାଳ ଜିଲ୍ଲା […]

ଏକ ଅନନ୍ୟ ପ୍ରତିଭା ର‌‌ ଅଧିକାରିଣୀ ସାହିନ୍

ଯେତେବେଳେ ସ୍ବପ୍ନ ନିଦ ଉପରେ ଭାରି ପଡ଼ିଯାଏ, ସେତେବେଳେ ଦୁର୍ବଳତା ବି ସୁଯୋଗ ପାଲଟି ଯାଏ । ଠିକ୍ ସେମିତି କିଛି ଘଟିଥିଲା ତଙ୍କ ଜୀବନରେ। ପିଲାଦିନେ ଗୀତ ଶୁଣିବାର ନିଶା, ସିନେମା ଦେଖିବାର ଆଗ୍ରହ ଓ କାହାଣୀ ପଢ଼ିବା ପାଇଁ ଥିବା ଆକର୍ଷଣ, ତାଙ୍କୁ ଯେ ଦିନେ ଓଡ଼ିଆ ଟେଲିଭିଜନ ଜଗତର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ କରି ଗଢି ତୋଳିବ ଏ କଥା କିଏ ଜାଣିଥିଲା। ଶ୍ରିଯା ସହିନ୍ ସିଦ୍ଧାର୍ଥ, ଓଡ଼ିଆ ସିନେମା ଧାରାବାହିକ ଶିଳ୍ପ […]

ବିଶିଷ୍ଟ କ୍ରିକେଟ ଖେଳାଳି ତଥା ଓସିଏ ପେନାଲ ର ବରିଷ୍ଠ ଅମ୍ପାୟାର ୱିଲସନ ସିଂ ଙ୍କ ପରଲୋକ। ଜିଲ୍ଲା କ୍ରୀଡ଼ାପ୍ରେମୀ ଙ୍କ ମହଲରେ ଗଭୀର ଶୋକ।

ବରଗଡ (ଉଲାପ୍ର)ବରଗଡ ଜିଲ୍ଲା ର ବରିଷ୍ଠ କ୍ରିକେଟ ଖେଳାଳୀ ତଥା ଓଡ଼ିଶା ପେନାଲ୍ ଆମ୍ପୟର ୱିଲସନ ସିଂ ଙ୍କ ଆଜି ଭୋର୍ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହେଉଥିଲା। ବରଗଡ ୱାର୍ଡ ନମ୍ବର ୧୦ ର ବାସିନ୍ଦା ଅବସରପ୍ରାପ୍ତ ମେଜର ଧନ ସିଂ ଓ ମାତା ହାରାସିନି ସିଂ ଙ୍କ ୧୦ ପୁଅ ଝିଅ (୭ ପୁଅ ଓ ୩ ଝିଅ )ଙ୍କ ମଧ୍ୟରେ ଷଷ୍ଠ ପୁତ୍ର ଥିଲେ ୱିଲସନ […]