ପ୍ରଧାନଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସୁଡ୍ରା ଆଶ୍ରମର ପ୍ରଧାନ ଶିକ୍ଷକଙ୍କ ବଦଳି: କାର୍ଯ୍ୟାନୁଷ୍ଠାନ କେବେ ?
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସୁଡ୍ରା ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ସାନ୍ତୁନୁ କୁମାର ପ୍ରଧାନ ଦୀର୍ଘ ୭ବର୍ଷ ହେଲା ସେଠାରେ କାର୍ଯ୍ୟ କରିଆସୁଛନ୍ତି। ବିଭିନ୍ନ ସମୟ ରେ ବିଦ୍ୟାଳୟ ରେ ଅନୁପସ୍ଥିତ ରହିବା, ପିଲାଙ୍କୁ ଠିକ ଭାବେ ପାଠ ନ ପଢ଼ାଇବା, ସିସିଏ ଙ୍କୁ ଖରାପ ନଜର ରେ ଦେଖିବା ଓ ଚାଉଳ ବିକ୍ରି […]