ଫୁଲବାଣୀ (ସୁନୀଲ ପଟନାୟକ )ସ୍ୱାଧୀନତା ର ୭୫ ବର୍ଷ ବିତିଲାଣି ହେଲେ ଏମିତି ଅନେକ ଗ୍ରାମ ଅଛି ଯେଉଁଠି ଲୋକଙ୍କ ମୌଳିକ ସମସ୍ୟା ସମାଧାନ ହୋଇପାରିନି ଆଜି ଯାଏ lଲୋକେ ଶିକ୍ଷା, ଗମନାଗମନ, ପାନୀୟ ଜଳ, ଜଳ ସେଚନ ସୁବିଧା ପାଉନାହାନ୍ତି lଏପଟେ ପ୍ରଶାସନ, ସରକାର କିମ୍ବା ଲୋକପ୍ରତିନିଧି ଙ୍କୁ ଜଣାଇଲେ ବି ସେମାନେ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ lଏମିତି ଗାଁ ହେଲା କନ୍ଧମାଳ ଜ଼ିଲ୍ଲା ର ଖଜୁରୀପଡା ବ୍ଳକ ଅନ୍ତର୍ଗତ ଟିଟ୍ରା ପଙ୍ଗା ପଂଚାୟତ […]
ଫୁଲବାଣୀ-(ସୁନୀଲପଟନାୟକ)କିଛିଦିନ ଅନ୍ତରରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି। ଗତ ଦୁଇତିନି ଦିନ ହେଲା ପୁଣି ଫୁଲବାଣୀସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ୮ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ସୋମବାର ଆଜି ଫୁଲବାଣୀରେ ତାପମାତ୍ରାଆଜି ୭ ଡିଗ୍ରୀ ସେଲସିୟସ ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୮ ଡିଗ୍ରୀ ସେଲ ସିୟସ ରେକର୍ଡ଼ […]
ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ସହର ର ବଜ଼ାର ପଛ ପାଖନୀଳିଆ ବନ୍ଧ ( ରାଣୀ ବନ୍ଧ) କୁ ଏବେ ସେଇ ନିକଟରେ ଥିବା ଜଣେ ବିଶିଷ୍ଟ ବ୍ୟବ ସାୟୀ ଜଣେ ଚତୁରତା ର ସହ କିଛି ପ୍ରଶାସନିକ ଅଧିକାରୀ ଙ୍କୁ ମୋଟା ଅଙ୍କର ହାତଗୁଂଜା ଦେଇ କୁଆଡେ ପଟ୍ଟା ହାତେଇଥିବା ଜଣାପଡିଛି lଏଇ ବନ୍ଧ ହେଉଛି ସହର ର ସର୍ବପୁରାତନ ବନ୍ଧ lସହରବାସୀ ଅତୀତରେ ଏହିବନ୍ଧ କୁ ବ୍ୟବହାର କରୁଥିଲେ lସହର ରେ ପାଣି ସମସ୍ୟା […]
ଫୁଲବାଣୀ(ସୁନୀଲ ପଟନାୟକ )ସୋମବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଭାରତୀୟ ମଜଦୂର ସଂଘ କନ୍ଧମାଳର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ସଭାପତି ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ପ୍ରାନ୍ତ ସଂଗଠକ ଗିରିଶ ଚନ୍ଦ୍ର ମହନ୍ତ ରାଜ୍ୟ ରୁ ଏହି ବୈଠକରେ ଯୋଗଦେଇ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।କାର୍ଯ୍ୟକାରୀ କମିଟିର ନୂତନ କର୍ମକର୍ତ୍ତା ଚୟନ ଉପରେ ସୂଚନା ଦେଇ ଆଲୋଚନା କରିଥିଲେ।ଟ୍ରାଇଫାଏଡର ଉପାଧ୍ୟକ୍ଷ ପବିତ୍ର କହଁର ଅତିଥି ଭାବେ ଯୋଗ ଦେଇଥିବା ବେଳେ କମିଟି ପକ୍ଷରୁ […]
ଫୁଲବାଣୀ(ସୁନୀଲ ପଟନାୟକ )ରାମ ମନ୍ଦିର ସଭାଗୃହ ଠାରେ ମିଳିତ ନାଗରିକ କମିଟି କନ୍ଧମାଳ ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କ ୭୪ତମ ତିରୋଧାନ ଦିବସ ୩୦ତାରିଖ ସଂନ୍ଧ୍ୟା ରେ ସଭାପତି ରବିନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ପାଳିତ ହୋଇ ଯାଇଛି। କମିଟିର ସଦସ୍ୟମାନେ ଗାନ୍ଧିଜୀଙ୍କ ଫଟାଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣଥିଲେ।ଆବାହକ ଅଶୋକ ପରାଡା ଗାନ୍ଧିଜୀଙ୍କ ଜୀବନୀ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ।ଗାନ୍ଧିଜୀଙ୍କ ସତ୍ୟ ଅହିଂସା ସମେତ ,ସାତଟି ନିଷେଧାଦେଶ, ଗାନ୍ଧୀ ଦର୍ଶନ, ଗାନ୍ଧୀ ବିଚାର ଧାରା,ଗାନ୍ଧୀ ବାଣୀ ଉପରେ […]
ଫୁଲବାଣୀ(ସୁନୀଲପଟନାୟକ)କିଛିଦିନ ଅନ୍ତରରେ କନ୍ଧମାଳକୁ ପୁଣି ଶୀତ ଲେଉଟିଛି। ଗତ ଦୁଇତିନି ଦିନ ହେଲା ପୁଣି ଫୁଲବାଣୀସମେତ ସମଗ୍ର କନ୍ଧମାଳ ଜିଲ୍ଲା ଶୀତରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ୮ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ରବିବାର ଆଜି ଫୁଲବାଣୀରେ ତାପମାତ୍ରାଆଜି ୬.୨ ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ସେଲ ସିୟସ ରେକର୍ଡ଼ […]