ୱ୲ର୍ଡମେମ୍ବର ପ୍ରାର୍ଥୀ ପାଇଁ ମଇଦାନରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ

ଫୁଲ ବାଣୀ(ସୁନୀଲପଟ୍ଟନାୟକ)ସରପଞ୍ଚ ଜ଼ିଲ୍ଲା ପରିଷଦ ସଭ୍ୟ କିମ୍ବା ସମିତି ସଭ୍ୟପଦବୀ ପାଇଁ କେଉଁଠି ବିଟେକ ପ୍ରାର୍ଥୀ ହୋଇଥିବାବେଳେ କେଉଁଠି ବିଏ ଓ ଏମଏ ପଢିଥିବା ଉଚ୍ଚ ଶିକ୍ଷିତ ଯୁବକମାନେ ନିର୍ବାଚନରଣାଙ୍ଗନରେ ଓହ୍ଲା ଇଥିବାଦେଖିବାକୁ ମିଳି ଥିବା ବେଳେସାମାନ୍ୟ ସା ହୀର ୱ ୲ର୍ଡମେମ୍ବରଟିଏ ପାଇଁ ମଧ୍ୟ ଏମଏଓ ବିଏ ପଢିଥିବା ଶିକ୍ଷିତ ଯୁବକମାନେ ମଧ୍ୟ ଏଥର ନିର୍ବାଚନ ରଣାଙ୍ଗନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।ସେହିପରି ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡି ପଞ୍ଚାୟତର୬ନମ୍ବର ୱ।ର୍ଡ ପାଇଁ ପ୍ରତିଦ୍ଵନ୍ଦିତା […]

ପେଟ ଯନ୍ତ୍ରଣାରେ ପୀଡିତ ଦଶମ ଶ୍ରେଣୀ ଛାତ୍ରୀ: ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ପାଇଁ ସହାୟତା ଲୋଡିଲେ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଜଣା ପେଟ ଯନ୍ତ୍ରଣାରେ ପୀଡିତ ଦଶମ ଶ୍ରେଣୀ ଛାତ୍ରୀ । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରହ୍ମଣୀ ଗାଁର ଥାନା ଅଞ୍ଚଳର ସୁଦର୍ଶନ ନାୟକଙ୍କ ଝିଅ ଲେହା ନାୟକ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ଅନୁଯାୟୀ, ଲେହାଙ୍କୁ କିଛି ଦିନ ତଳେ ହଠାତ୍‌ ଥଣ୍ଡା ଓ ଜ୍ୱର ହୋଇଥିଲା । ତାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦେହ ଭଲ ହେବା […]

ସ୍ବାଧୀନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ର ଶତାୟୁ ସ୍ବାଧିନତା ସଂଗ୍ରାମୀ ଜିତେନ୍ଦ୍ରିୟ ପ୍ରଧାନ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆଜି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଅଛି। ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଆୟୋଜିତ ସଭାରେ ବକ୍ତା ଭାବେ କବି ଲେଖକ ମନୋରଞ୍ଜନ ସାହୁ (ମନମାଷ୍ଟ୍ରେ), ଡଃ ସୁଜିତ୍ କୁମାର ପୃଷେଠ, ଶିକ୍ଷାବିତ ଟେକଚାନ୍ଦ ଦୁଆନ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସଭାରେ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ଯନ୍ତ୍ରୀଙ୍କୁ ଆକ୍ରମଣ କରି ଠିକାଦାର ବୁଲୁଛି, କାର୍ଯ୍ୟାନୁଷ୍ଠାନ କେବେ?

ଫୁଲ ବାଣୀ( ସୁନୀଲ ପଟନାୟକ )ଫିରିଙ୍ଗିଆ ଥାନାରେଏତେଲା ଦେବାର ଏକ ସପ୍ତାହରୁ ଅଧିକ ବିତିଲାଣି ହେଲେ ତଦନ୍ତ ନାମରେ ପୋଲିସ ଅଭିଯୁକ୍ତ ଠିକାଦାର କୁ ଗିରଫ କରିନି ଏଯାଏ। ଅଭିଯୁକ୍ତ ଖୁଲମଖୁଲା ଫିରିଙ୍ଗିଆ ବ୍ଲକ ଛକ ବଜାରରେ ବୁଲୁଛି ।ଅଭିଯୁକ୍ତକୁ ଗିରଫ କରିବା ଦାବୀ କରି ବ୍ଲକର ସମସ୍ତ କର୍ମଚାରୀମାନେ ଜିଲାପାଳ ଓ ଏସପିଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି ।ତଥାପି କାର୍ଯାନୁଷ୍ଠାନ ଶୁନ ।ଅଭିଯୁକ୍ତ ଜଣଙ୍କଥରେ ନୁହେଁ ପୁର୍ବରୁ ଏକାଧିକବାର ଫିରିଙ୍ଗିଆ ବ୍ଳକର କାର୍ଯ୍ୟରତ ଯନ୍ତ୍ରୀ […]

ହିନ୍ଦ ମଜଦୁର ସଭାର କନ୍ଧମାଳ ଆବାହକ ଭାବେ ଆଇନଜିବୀ ସତ୍ୟନାରାୟଣ ବେହେରା ମନୋନୀତ

ଫୁଲବାଣୀ(ସୁନୀଲପଟନାୟକ)ହିନ୍ଦ ମଜଦୁର ସଭାର କନ୍ଧମାଳ ଜିଲ୍ଲା ଶାଖାର ଆବାହକ ଭାବେ ବରୀ ଷ୍ଠଆଇନଜିବୀ . ସମାଜ ସଂସ୍କାରକ, ତଥା ଜାଗ୍ରତ କନ୍ଧମାଳ ସମ୍ପାଦକ, ପ୍ରେସକ୍ଲବ ଉପସଭାପତି ସତ୍ୟନାରାୟଣ ବେହେରା ଙ୍କୁ ନିଯକ୍ତି ଦିଆଯାଇଛି । ହିନ୍ଦମ ଜଦୁର ସଭାର ଉପସ ଭାପତି ରବିରଥ ଗତକାଲି ସତ୍ୟନାରାୟଣ ବେହେରାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ।ସତ୍ୟ ନାରାୟଣବେହେରା ଜଣେ କର୍ମଠ , ସଚ୍ଚୋଟ ଓ ଦକ୍ଷ ସଂଗଠକ ହୋଇଥିବାରୁ ତାଙ୍କ ନେତୃତ୍ଵରେ ହିନ୍ଦମଜଦୁର ସଭା ସଂଗଠନ ସୁଦୃଢ ହେବ। ସହ […]

କମ୍ୟୁନିଟି ରେଡିଓ ଭାବେ ରେଡି ଓ ମୁସ୍କାନ ପ୍ରଶ ସିଂତ

ଫୁଲ ବାଣୀ(ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀଠାରେ ଥିବା ଏକମାତ୍ର କମ୍ୟୁନିଟି ରେଡି ଓ ତାର ନିଆରା କାର୍ଯ୍ୟକ୍ରମ ଓ ସୁନ୍ଦର ଉପସ୍ଥାପନା ଶୈଳୀ ଯୋଗୁଁ ସହର ବାସୀ ନିକଟରେ ବେଶ ଆଦୃତ ଲାଭ କରିବା ସଙ୍ଗେସଙ୍ଗେ ଅଗଣିତ ଶ୍ରୋତା ବନ୍ଧୁଙ୍କ ହୃଦୟ ଜିତିପାରିଛି । ଫଳରେ ଜାତୀୟସ୍ତରରେ ବୋମ୍ବେ ଆଇଆଇଟି ଦ୍ଵାରା ରେଡିଓ ମୁସ୍କାନ ପ୍ରଶ ସିଂତ ହୋଇଛି ।ରେଡିଓମୁସ୍କାନ ପ୍ରାୟ ୧୦ବର୍ଷ ହେଲା ଅଞ୍ଚଳର ଆଦିବାସୀ ଲୋକକଳା , ପାରମ୍ପରିକ କୃଷି, ବାଲ୍ୟବିବାହ […]

ବଡମ୍ବାଗଡ ପଞ୍ଚାୟତ ରେ ଏଥର ମାଛ କରିବ ଖେଳ,ନିଜିଗଡ଼ ର ସର୍ବାଙ୍ଗୀନ ଉନତିପାଇଁ ସରପଞ୍ଚ ପ୍ରାର୍ଥୀନୀ ମଧୁସ୍ମିତା ମହାନ୍ତିଙ୍କୁ ମାଛ ଚିହ୍ନରେ ମୋହର ମାରି ବିପୁଳ ସଂଖ୍ୟାରେ ଜୟଯୁକ୍ତ କରନ୍ତୁ, ଏ ଲଢେଇ ନିଜିଗଡ଼ ମାଟିପାଇଁ।

ତିଗିରିଆ ବ୍ଲକ ଭିରୁଡ଼ା ପଞ୍ଚାୟତ ରେ ବିଜେପି ସରପଞ୍ଚ ପ୍ରାର୍ଥୀନୀ ଗାଁର ବୋହୁ ହେମମଞ୍ଜରୀ ଭଞ୍ଜଦେଓ ଙ୍କ ଘରକୁଘର ବୁଲି ପ୍ରଚାର ଜୋରଦାର କରିଛନ୍ତି। ଭିରୁଡ଼ା ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଯୋଗୁ ଭୋଟର ଏଥର ପରିବର୍ତ୍ତନ ମୁହାଁ ହେବା ଆରମ୍ଭ କଲେଣି

ସରପଞ୍ଚ ପଦବୀ ପାଇଁ ଭାଇ ଭଉଣୀ ମଇଦାନରେ

ଫୁଲବାଣୀ(ସୁନୀଲ ପଟ୍ଟନାୟକ)ସରପଞ୍ଚ ପଦବୀ ପାଇଁ ଭାଇ ଭଉଣୀ ନିର୍ବାଚନ ମଇଦାନରେ । ପାୱ। ର ଆଗରେ ସଂପର୍କକୁ ପଚାରେ କିଏ? ଫଳରେ ଏବେ ପ୍ରଚାରରେ ଭାଇଭଉଣୀ ମୁହାମୁହିଁ ହୋଇଛନ୍ତି ।ଏ ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତରେ। ଭାଇ ଗୋଲକ ବିହାରୀ କହଁର ଜଣେ ଇଂଜିନିୟର, , Iସେ ବାହାରେ କଂପାନୀରେ ଚାକିରି କରିଥିଲେ। କରେ । ନା ମହାମାରୀ ପାଇଁ ଚାକିରି ଛାଡି ଗତବର୍ଷ ନିଜ […]