କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଫୁଲବାଣୀ -3/2 (ସୁନୀଲ ପଟନାୟକ )କନ୍ଧ ମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ର ସିଦିଙ୍ଗ ଠାରେ ଗତଫେବୃଆରୀ ୧ ତାରିଖ ଠାରୁ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି!ଟୁର୍ନାମେଣ୍ଟ ସର୍ବମୋଟ ୧ ୬ ଟି ଟିମ ଭାଗ ନେଇଛନ୍ତି!ସିଦିଙ୍ଗ ଗ୍ରାମର ମଣ୍ଟୁ ବ୍ରଦର୍ଶ ସ୍ପୋର୍ଟ୍ସ କ୍ଲବ ଏହି ଟୁର୍ନାମେଣ୍ଟ ପରିଚାଳନା କରୁଛନ୍ତି!ପ୍ରଥମ ଦିନରେ ୩ ଟି ମେଚ, ଦ୍ୱିତୀୟ ଦିବସରେ ୩ ଟି ମେଚ ଅନୁଷ୍ଠିତ ହୋଇ ଥିଲା!ପ୍ରଥମ ଫାଇନାଲିଷ୍ଟ ଥିଲେ ଆର. ୟୁ ନାଇଟେଡ଼ ଏବଂ […]

ବର୍ଷା ଆସୁଛିଧାନ ଉଠାଉନି ମିଲର,ଚାଷୀ ହତାଶ

ଫୁଲବାଣ(ସୁନୀଲ ପଟ୍ଟନାୟକ)ସରକାର ଚାଷୀଙ୍କଠାରୁ ସଠିକ ଓଜନ ଓ ସରକାରୀ ନିର୍ଦ୍ଧାରୀତ ମୂଲ୍ୟରେ ଧାନ କିଣିବା ପାଇଁ ମିଲର ନିଯୁକ୍ତି କଲେ ଆଉ ଧାନ ଲ୍ୟାମ୍ପସ ମାଧ୍ୟମରେ ଧାନ କ୍ରୟ କରାଯାଉଛି କନ୍ଧମାଳ ଜିଲ୍ଲାରେ । ହେଲେ ଏବେ ବର୍ଷା ଆସୁଥିବା କଥା ପାଣି ପାଗ ବିଭାଗ ପୂର୍ବରୁ ସୂଚନା ଦେଇଛି। ପାଗ ମଧ୍ୟ ମେ ଘୁଆ ରହିଛି କେତେକ ସ୍ଥାନରେ । ଫଳରେ ଧାନ ବିକ୍ରିକରିବା ଲାଗି ଧାନ ନେଇ ଲ୍ୟାମ୍ପସ କୁ ଆସି ଦୀର୍ଘ ୫/୬ […]

ସ୍ମାର୍ଟ ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

। ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜ଼ିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଲସକୁମ୍ପା ସରକାରୀ ଉଚ୍ଚ ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଘୋଷଣା କରିବା ପରେ ଜୋର୍ ସୋର ଭାବେ ସ୍କୁଲ ନିର୍ମାଣ କାର୍ଯ୍ୟ ଚାଲିଛି ।ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଦିନ ବଲସକୁମ୍ପା ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ କୁ କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡି ବୁଲି ଦେଖିଛନ୍ତି ।କାର୍ଯ୍ୟ କିପରି ଭାବେ କରାଯାଉଛି ? କାର୍ଯ୍ୟର ମାନ ଠିକ୍ ରହୁଛି କି […]

ବର୍ଷ ପରେ ବର୍ଷ ବିତିଲାଣି ଗୋଷ୍ଠୀ କେନ୍ଦ୍ର ଘର ସରୁନି

ଫୁଲ ବାଣୀ (ସୁନୀଲପଟନାୟକ) ଗାଁରେ ଗୋଷ୍ଠୀ କେନ୍ଦ୍ର ଟିଏ ନିର୍ମାଣ ହେବ । ଗ୍ରାମବାସୀ ଭଲ ମନ୍ଦରେ ବସାଉଠା କରିବେ,ମିଟିଙ୍ଗ କରିବେ, ଆଉ ଭୋଜିଭାତ କରିବେ ବୋଲି ଭାବି ଥିଲେ । ଏଥିପାଇଁ ସେମାନେ ଫୁଲବାଣୀ ବିଧାୟକଙ୍କୁ ଅନୁରୋଧ କରିଥିଲେ। ବିଧାୟକ ବି ଅନୁରୋଧ ରକ୍ଷାକରି ୨୦୧୯-୨୦ ବର୍ଷରେ ହାତ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ହେଲେ କାମ ଏଯାଏ ସରିବାକୁ ନାହିଁ। ଅଧାପନ୍ତରିଆ ଅବସ୍ଥାରେ ପଡିଛି ଦୁଇ ବର୍ଷ ହେଲା ।ଏଭଳି ଅବସ୍ଥା […]

ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ର ବହୁ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି (କେ.ଜି.ବି.ଭି) ରେ କାର୍ଯ୍ୟରତ ସହକାରୀ ଶିକ୍ଷକ ପବିତ୍ର ମୋହନ ପାଢ଼ୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ସମ୍ନାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସଭାପତି ରୂପେ ଶ୍ରୀମତୀ ରେଣୁକାବତୀ ସାହାଣୀ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ,ସମ୍ମାନିତ ଅତିଥି […]

ଚଳଚ୍ଚିତ୍ର “ରୁଦ୍ରାଣୀ” ର ସୁଟିଂ ଶେଷ କ୍ୟାମ୍ପ ଫେୟାର‌ ରେ ହେଲା ମସ୍ତି

ଝିଲିକ‌ ମୋସନ୍‌ ପିକଚର୍ସ ର‌‌ ପ୍ରଥମ ଅବଦାନ ” ରୁଦ୍ରାଣୀ” ସୁଟିଂ ଶେଷ ପରେ କ୍ୟାମ୍ପ ଫେୟାର‌ ଭୁବନେଶ୍ୱର ପଟିଆସ୍ଥିତ ଲା ଲନ୍ ଗାର୍ଡେନ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଅଭିନେତ୍ରୀ ରୁ ପ୍ରଯୋଜିକା ସାଜିଥିବା ଝିଲିକ୍ କ୍ୟାମ୍ପ ଫେୟାର ରେ ଭାବ ବିହ୍ୱଳ ହୋଇ ସ୍ପଷ୍ଟ ବୟରୁ ନିର୍ଦ୍ଦେଶକ ସମସ୍ତଙ୍କ ର ସହଯୋଗ ନିଜ ଘରର ସଦସ୍ୟ ଙ୍କ ସହ କାମ କଲା ଭଳି ଲାଗୁଥିଲା ବୋଲି କହିଥିଲେ।ବହୁଦିନ ପରେ ଓଡ଼ିଆ ଚଳଚ୍ଚିତ୍ର ଇତିହାସ ରେ କ୍ୟାମ୍ପ ଫେୟାର‌ […]

ସୈ।ରଭ ଗାଙ୍ଗୁଲି ଙ୍କ ସହ ଅନୁଭବ କରିବେ “ଦାଦାଗିରି” ହୃଦୟ ରୁ

ସମସ୍ତଙ୍କ ପ୍ରିୟ କ୍ରିକେଟିୟର ତଥା ଭାରତର ପୂର୍ବତନ ଅଧିନାୟକସୈ।ରଭ ଗାଙ୍ଗୁଲି ଏଥର ଓଡ଼ିଆ ଟେଲି ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସିବେ ଜୀ ସାର୍ଥକ ଓଡ଼ିଆର ସବୁଠାରୁ ବ୍ୟୟ ବହୁଳ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି”କୁ ଆସୁଛନ୍ତି।ସୈ।ରଭ ଗାଙ୍ଗୁଲି ଯେକି ଜି ବଙ୍ଗଳାରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି” ର ପରିଚାଳକ। ସେ ବିଗତ ୯ବର୍ଷଧରି “ଦାଦାଗିରି” ଧାରାବାହିକ କୁ ସଂଚାଳନା କରି ଆସୁଛନ୍ତି। ଏଥର ଓଡ଼ିଶାର ଜୀ ସାର୍ଥକ ଚ୍ୟାନେଲ […]

ଆକାଶ ମୋଟର୍ସ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ସ୍ବର୍ଗତ କିଶନଲାଲ ଅଗ୍ରୱାଲ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆକାଶ ମୋଟର୍ସ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ହିରୋ ସୋ ରୁମ,ବରଗଡ଼ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସୋ ରୁମ ର ତତ୍ବବଧାରକ ଆକାଶ କୁମାର ଅଗ୍ରୱାଲ ଫିତା କଟି ଉଦ୍ଘାଟନ କରିଥିଲେ। ଶିବିର ପରିଚାଳନା ରେ ବାବଲୁ ସାହୁ, ବସନ୍ତ ସାହୁ, ସଂଗ୍ରାମ ତ୍ରିପାଠୀ ନିଷ୍ଠା ପରିବାର ର […]