ମଠରେ ପଡିଲା ରକ୍ତର ଛିଟା : ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା, ମହନ୍ତ ଅଟକ

ଢେଙ୍କାନାଳ ( ଉଲାପ୍ର): ମଠରେ ପଡିଲା ରକ୍ତର ଛିଟା । ଢେଙ୍କାନାଳ ଜିଲ୍ଲା ମନ୍ଦାରର ଏକ ମଠରେ ବିଭତ୍ସ ହତ୍ୟାକାଣ୍ଡ । ଚୈତନ୍ୟ ଗୋସାଇଁଙ୍କ ମଠ ପରିସରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମଠର ମହନ୍ତ ବାବା ଦଶରଥଙ୍କୁ ଅଟକ ରଖି ଗଁଦିଆ ପୋଲିର ଛାନ୍‌ଭାନ୍‌ ଆରମ୍ଭ । ଖବର ଅନୁଯାୟୀ, ମଠ ପରିସରରେ ଜଣେ ଯୁବକଙ୍କ ଅତି ବିଭତ୍ସଭାବେ ପଥରରେ ଛେଚି ହତ୍ୟା କରାଯାଇଛି । ମୃତଦେହ ନିଟରେ ଏକ ବାଇକ ଓ […]

ରାସ୍ତାକଡ଼ ଜଙ୍ଗଲରେ ସାଂସଦ କଲେ ଲଞ୍ଚ

ଫୁଲବାଣୀ(ସୁନୀଲପଟନାୟକ)ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚ।ର ବି ଯୋର ଧରୁଛି । ଏପଟେ ଜିଲ୍ଲାପରିଷଦ ନିର୍ବାଚନ ରେ ଶାସକ ବିଜେଡି ଯେପରି ସଂଖ୍ୟାଗରିଷ୍ଠତା ହାସଲ କରିଜ଼ିଲ୍ଲା ପରିଷଦ ଗଠନ କରିବ ସେ ଦାୟୀତ୍ଵ ସଂl ସଦ ଙ୍କ ଉପରେ। ଫଳରେ ନିର୍ବାଚନ ତାରିଖ ଘୋଷଣା ପରଠାରୁ ସଂ।ସଦ ପ୍ରାୟ କନ୍ଧମାଳ ଜିଲ୍ଲାରେ ଦଳୀୟ କର୍ମୀଙ୍କୁ ଏକ ଯୁଟ କରି ଦିନ ରାତି ଏକ କରି ଭୋକ ଶୋଷ ଭୂଲି ପ୍ରାର୍ଥୀଙ୍କ ସହ ଘରକୁ ଘର ବୁଲି […]

ଏଵିଭିପି ରାଜ୍ୟ କାର୍ଯ୍ୟ କାରିଣୀ ରେ କନ୍ଧମାଳ ର ୩ ମନୋନୀତ

ଫୁଲବାଣୀ (ସୁନୀଲ ପଟନାୟକ )ଏ ବି ଭି ପି ର ଛୟାଳିସି ତମ ରାଜ୍ୟ ଅଧିବେଶନ ଭୁବନେଶ୍ୱର ର ବିବେକାନନ୍ଦ କେନ୍ଦ୍ର ଠାରେ ଅନୁଷ୍ଟିତ ହେଇଯାଇଛି lଏହି କାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଏବଂ କନ୍ଧମାଳ ର ଛାତ୍ରୀ ନେତ୍ରୀ ଅହଲ୍ୟା ମାଝୀ, ସଞ୍ଜନା କହଁର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ମନୋନୟନ ହେଇଛନ୍ତି l ଜିଲ୍ଲାର ଏହି କାର୍ଯ୍ୟକର୍ତ୍ତା ଙ୍କୁ ନୂତନ ଦାଇତ୍ୱ ପାଇଥିବା […]

ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଥାନାରେ ଏତଲା

ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନର୍ଗତ ଓରା ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଛି. ଗତ ୩ ତାରିଖ ବିଳମ୍ବିତ ରାତିରେ ରେ ଜଣେ ନବମ ଶ୍ରେଣୀର ନା ବାଳିକାଛାତ୍ରୀ କୁ ଏକାଧିକ ଯୁବକ ପାଟିରେ ରୁମାଲ ବାନ୍ଧି ଯୋର ଜବରଦସ୍ତ ଅପହରଣ କରି ଦୁଷ୍କର୍ମ କରିଥବା ଅଭିଯୋଗ ହୋଇଛି lଏ ନେଇ କୋଟଗଡ଼ ଥାନାରେ ପୀଡିତା ନାବାଳିକା ଛାତ୍ରୀ ର ବାପା ଏତଲା ଦେଇଛନ୍ତି lସୂଚନା ଯୋଗ୍ୟ ଯେ […]

ମାଓବାଦୀ ଙ୍କ ଲାଣ୍ଡ ମାଇନ ବିସ୍ଫୋରଣ ରେ ଜଣଙ୍କ ମୃତ୍ଯୁ ସୂଚନା

ଫୁଲବାଣୀ (ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡୀଙ୍ଗିଆ ପଂଚାୟତ କିଆମୁଣ୍ଡା ନିକଟରେ ମାଓବାଦି ଖଞ୍ଜି ଥିବା ଲ୍ୟାଣମାଇନ ବିସ୍ପୋରଣ ରେ ଜଣେ ୨୨ ବର୍ଷୀୟ ଯୁବକ ଙ୍କ ମୃତ୍ୟୁ ସୂଚନା. ଯୁବକ ଜାଣଙ୍କ କିଆମୁଣ୍ଡା ଗାଁ ର ପିଙ୍କୁ କହଁର ବୋଲି ସୂଚନା ମିକିଛି. lଗତକାଲି ମଙ୍ଗଳବାର ଏହି କିଆମୁଣ୍ଡା ଗାଁ ନିକଟରେ ରାସ୍ତା କାମ ଚାଲିଥିବା ବେଳେ ରାସ୍ତା କା ମ କୁ ବିରୋଧ କରି ସମ୍ପୃକ୍ତ ଠିକା ସଂସ୍ଥା ର ଦୁଇଟି ଜେସିବି […]

ଟିଉସନ ଯିବା ବେଳେ ଛାତ୍ର ନିଖୋଜ

.,ଫୁଲବାଣୀ(ସୁନୀଲପଟନାୟକ)ସବୁଦିନ ପରି ଆଜି ମଧ୍ୟ ଟିଉସନ ଯାଉଥିଲା ହେଲେ ସେ ଆଜି ଟିଉସନ ରେ ପହଞ୍ଚି ନଥିଲା’Iଟିଉସନ ରୁ ଫେରିବାରେ ବିଳମ୍ବ ହେବାରୁ ବାପା ପଚାରିବାରୁ ଟିଉସନ ଯାଇ ନ ଥିବା ଜଣାପଡିବା ପରେ ବାପାଙ୍କ ନିଦ ହଜିଯାଇଥିଲା।ପୁଅ ପ୍ରତିଦିନ ନୂଆ ସାହି ଅଞ୍ଚଳରୁ ଏଲଆଇସି କଲୋନୀ କୁ ଟିଉସନ ଯାଇଥିଲା। ତେବେ କିଏ ତାକୁ ଅପହରଣ କରିନେଇଛି ନା ସେ ନିଜେ ଅନ୍ୟ ସାଙ୍ଗ ମାନଙ୍କ ସହ ଜାଣିଶୁଣି କୁଆଡ଼େ ବୁଲା ବୁଲି କରିବାକୁ ପଳାଇଛି […]

ଢେଙ୍କାନାଳ ରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ ଜିଲାପାଳ ଙ୍କ ଅଫିସ ଆଗରେ

ମହିଳାଙ୍କ ଆତ୍ମାହୁତି ଉଦ୍ୟମ।ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରାସିନି ଢ଼ାଳି ମହିଳାଙ୍କ ଆତ୍ମାହୁତି ଉଦ୍ୟମ।ନ୍ୟାୟ ପାଇବାରେ ବାରମ୍ବାର ନିରାଶ ହୋଇଯିବା ପରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ସଦର ଥାନା ଭାପୁର ଫାଣ୍ଡି କୋଇଲିପାଙ୍ଗି ଅଞ୍ଚଳର ସସ୍ମିତା ନାମକ ମହିଳା।

ଫୁଲବାଣୀରେବଡ଼ ଖବର ଦିବସ ପାଳିତ ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ ଉପରେ ସଂପାଦକଙ୍କ ଗୁରୁତ୍ଵ

ଫୁଲ ବାଣୀ-ସୋମବାର ଫୁଲ ବାଣୀରସଭାଗୃହ ଠାରେ ସାଟେଲାଇଟ ଟିଭିନିଉଜ ଚାନେଲ ବଡ଼ ଖବର ପକ୍ଷରୁ ବଡ଼ ଖ ବର ଦିବସ ପାଳିତ ହୋଇଥିଲା ଏହି ଅବସରରେ ବଡ଼ ଖବର ସଂପାଦକ ତଥା ବରୀଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନେ ନିର୍ଭିକ ତାର ସହ ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରକାଶ କଲେ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟରେ ଥିବା ଅନେକ ବଡ଼ ଓ […]

ନିର୍ବାଚନ ପ୍ରଚାରରେ କମ୍ପୁଛି ସାରା କନ୍ଧମାଳ ମନ୍ତ୍ରୀ ପ୍ରତାପ ଜେନାସାଜିଛନ୍ତି ବିଜୟ ରଥର ସାରଥୀ

ଫୁଲବାଣୀ-(ସୁନୀଲପଟନାୟକ)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀମାନଙ୍କ ପ୍ରଚାର ଓ ପ୍ରସାର ମଧ୍ୟ ଯୋରସୋରରେ ଚାଲିଛି ।କିଏ ଜିତିବ ଓକିଏ ହାରିବ ସେ ନେଇ ପ୍ରାର୍ଥୀମାନଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଭୋଟର ମାନଙ୍କ ମଧ୍ୟରେ ଉତ୍କଣ୍ଠା ମଧ୍ୟ ବୃଦ୍ଧି ପାଇଛି ।କନ୍ଧମାଳ ଜିଲ୍ଲାରେ ୧୮ଟି ଜିଲ୍ଲାପରିଷଦ ଜୋନ ଥିବାବେଳେ ୧୭୧ ଟିସରପଞ୍ଚ ଓ ସମିତି ସଭ୍ୟମଧ୍ୟ ରହିଛି। ଏ ସବୁକୁ ହାତେଇବାଲାଗି ତିନି ପ୍ରମୁଖ ଦଳ ବିଜେଡି। ବିଜେପି ଓ କଂଗ୍ରେସ […]

କନ୍ଧମାଳ ରେ ପୂଣି ଲାଲ ବାହିନୀ ର ତାଣ୍ଡବ ଲୀଳା, ଠିକା କମ୍ପାନୀ ର ଜେ ସି ବି, ଟ୍ରାକଟର ପୋଡିଦେଲେ

ଫୁଲବାଣୀ (ସୁନୀଲ ପଟନାୟକ )ପୁଣି କିଛି ଦିନ ବ୍ୟବଧାନ ପରେକନ୍ଧମାଳ ରେ ନିଜର ଉପସ୍ଥିତି ଜାହିର କଲେ ମାଓ ବାଦୀମାନେ l ସୋମବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମ ରେ ରାସ୍ତା କାମ ରେ ଲାଗିଥିବା ଜେସିବି ଓ ଟ୍ରାକ୍ଟର କୁ ପୋ ଡିଦେଇ ଛନ୍ତି ମାଓବାଦୀମାନେ । ମାଶ୍ରୀପଡା ଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ରେ ଲାଗିଥିଲା ଏହି ଜେସିବି । ତ୍ରିଶକ୍ତି ଠିକାଦାର ସଂସ୍ଥା […]