ବଇଡ଼ା ହାଇସ୍କୁଲ ରେ ଆଇନ୍ ସଚେତନତା ଶିବିର

ଫୁଲବାଣୀ( ଉଲ୍ଲାପ୍ର )ଫୁଲବାଣୀ ବ୍ଳକ ଅନ୍ତର୍ଗତ ଦିନାରସିଙ୍ଗ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବଇଡା ଠାରେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀ ଅଧ୍ୟକ୍ଷ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ଅନୁଶୀଳା ରଏ, ସଚିବ, ଜିଲ୍ଲା ଆଇନସେବା ପ୍ରାଧିକରଣ, କମଳକାନ୍ତ ପଣ୍ଡା, ଉପ-ଅରକ୍ଷୀ ଆଧିକ୍ଷକ, ଫୁଲବାଣୀ, ଶ୍ରୀମତୀ ଜୟନ୍ତୀ ପାଣୀଗ୍ରାହୀ, ମୁଖ୍ୟ ଲିଗାଲ ଏଡ ଡ଼ିଫେନ୍ସ କାଉନ୍ସେଲ, ଶ୍ରୀମତୀ ନନ୍ଦିତା କୁମାରୀ, ବରିଷ୍ଠ ଆଇନଜିବୀ, ଅଶୋକ […]

ଦାବୀ ପୁରଣ ନେଇ ଧାରଣା ରେ ପିଇଓ ସଂଘ

ଫୁଲବାଣୀ (ସୁନୀଲ ପଟ୍ଟନାୟକ)ବିଭିନ୍ନ ଦାବୀ ପୁରଣ ନେଇ ପିଇଓ ସଂଘ ପକ୍ଷରୁ ଶୁକ୍ରବାର ସମସ୍ତେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସି ଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବୀ ପୂରଣ ହେବା ଯାଏଁ ଏହି ଧାରଣା ଚାଲିବ ବୋଲି କୁହାଯାଇଛି l ସୁଚନା ଯୋଗ୍ୟ ଯେ ଗତ ଅଗଷ୍ଟ ସାତ ଋ୧୭ ଯାଏ କଳା ବ୍ୟାଚ ପିନ୍ଧି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଦାବୀ ପତ୍ର ମଧ୍ଯ ପ୍ରଦାନ କରାଯାଇଥିଲା ବୋଲି […]

ଚଳନ୍ତା ଟ୍ରେନରେ ଗୁଳି ଚଳାଇ ନେଇଥିଲେ ୪ ଜୀବନ; ଚାକିରିରୁ ବିଦା ହେଲେ RPF କନଷ୍ଟେବଳ

ଜୟପୁର- ମୁମ୍ବାଇ ସୁପରଫାଷ୍ଟ ଏକ୍ସପ୍ରେସରେ ଗତ ୩୧ ତାରିଖରେ ଗୁଳି କରି ୪ ଜଣଙ୍କୁ ହତ୍ୟା କରିଥିବା RPF କନଷ୍ଟେବଳ ଚେତନ ସିଂ ଚୌଧୁରୀଙ୍କୁ ଚାକିରିରୁ ବିଦା କରାଯାଇଛି। ଏନେଇ ଏକ ନିର୍ଦ୍ଦେଶନାମା ଗତ ୧୪ ତାରିଖରେ ମୁମ୍ବାଇ ସେଣ୍ଟ୍ରାଲ RPF ଡିଭିଜିନାଲ ସିକ୍ୟୁରିଟି କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଚେତନ ଏବେ ଜେଲ୍‌ରେ ବନ୍ଦୀ ଥିବା ବେଳେ ତାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ତାଙ୍କ ପତ୍ନୀ। ଏପରିକି ମୋ’ […]

ଗାଁ ପାଈଁ କାଠ ପୋଲନିର୍ମାଣ କରିଥଲେ ଡଗିଶା ମଲିକ
ପ୍ରଶାସନ ପୁରସ୍କୃତ କଲା

ଫୁଲବାଣୀ(ସୁନୀଲ ପଟ୍ଟନାୟକ)କଥାରେ ଅଛି ପରିଶ୍ରମ କେବେ ବୃଥା ଯାଏନି lପରିଶ୍ରମ୍ ର ଫଳ ନିଶ୍ଚିତ ମିଳିବ l ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅନ୍ତର୍ଗତ ବିନ୍ଦୂପଦର ଗ୍ରାମ ରେ lଡଗିଶାମଲିକ ନିଜ ର ନିଷ୍ଠା, ଆନ୍ତରିକତା, ଆଗ୍ରହ, ଓ ପରିଶ୍ରମ ଦ୍ଵାରା ନିଜ ଗ୍ରାମ ବିନ୍ଦୂପଦର ରେ ଏକ କାଠ ପୋଲ ନିର୍ମାଣ କରି ଗମନାଗମନ ର ସୁବିଧା କରିଥିଲେ lଫଳରେ ପ୍ରଶାସନ ପକ୍ଷରୁ ଡଗିସା ଙ୍କୁ ୭୭ତମ […]

ପୋଲିସ ଅତ୍ୟାଚାର ଓ ନିଃସର୍ତଖଲାସ ଦାବିରେ
ଫୁଲବାଣୀରେ ଆସନ୍ତା ୨୮ରେ ବିଶାଳ ସମାବେଶ

ଫୁଲବାଣୀ-(ସୁନୀଲ ପଟ୍ଟନାୟକ)କନ୍ଧମାଳ ରେ ଦୀର୍ଘ ବର୍ଷ ଧରି ଚାଲିଥିବା ବେଆଇନ ଗଞ୍ଜେଇ କାରବାର ରେ କିଛି ପୋଲିସ , ଅବକାରୀ ବିଭାଗ ଓ ବନ ବିଭାଗ କର୍ମଚାରୀ ମାନେ ଜଡ଼ିତ ଥିବା ବେଳେ ପୋଲିସ ବିଭିନ୍ନ ସମୟରେ ନୀରିହ ଲୋକ ଙ୍କ ଘର ଉପାରେସେମାନଙ୍କୁ ଚଢ଼ାଉ କରିବା ସହ ଙ୍କୁ ନିସ୍ତୁକ ମାଡ଼ ମାରି ଜେଲ ପଠାଉଥିବା ଘଟଣା ର ତୀବ୍ର ନିନ୍ଦା କରିବା ସହ ଏହାର ଦୃଢ଼ ପ୍ରତିବାଦ କରିବା ସହ ଫିରିଙ୍ଗିଆ ଥାନା ପୋଡ଼ି […]

ଏସି ଲଗାଇବାକୁ କେନ୍ଦ୍ର କରି ବ୍ରହ୍ମବରଦାରେ ମହାଭାରତ, ଥାନାର ଦ୍ୱାରସ୍ଥ

ଯାଜପୁର ( ଉଲ୍ଲାପ୍ର )ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅର୍ନ୍ତଗତ ମଙ୍ଗଳପୁର ପଂଚାୟତ ର କୋଠିଡିହ ଗ୍ରାମ ର ସେକ୍ ମୁସ୍ତାକ ଅଲ୍ଳିଙ୍କ ସ୍ତ୍ରୀ ଫରଜାନା ପର ୱିନ ପଡ଼ୋଶୀଙ୍କ ଘରେ ଲାଗିଥିବା. ଏସିକୁ ନେଇ ବ୍ରହ୍ମବରଦା ଥାନାର ଦ୍ୱାରସ୍ଥ ହୋଇଥିଲେ । ସୂଚନା ଅନୁଯାୟୀ ଗତ ଦୁଇମାସ ପୂର୍ବରୁ ଫରଜାନା ପରୱିନଙ୍କ ପଡ଼ୋଶୀ ସ୍ୱର୍ଗତ ମୁନ୍ନା ଖାଁଙ୍କ ସ୍ତ୍ରୀ ନିଲୋ ବିବି ନିଜ ଘରେ ଏକ ଏସି ଲଗାଇଥିଲେ, ଏସିର ପଙ୍ଖାଟି ଫରଜାନା ପରୱିନଙ୍କ ଘରଆଡ଼କୁ […]

ଆଖି ଆଗରେ ମାଡିଗଲା ବସ, ଅଟୋକୁ ପିଟି ଦୋକାନ ଭିତରେ ପଶିଗଲା ବସ, ଡ୍ରାଇଭର କୁ ବାତ ମାରିବାରୁ ଘଟିଲା ଦୁର୍ଘଟଣା

ଆଠଗଡ ( ଉଲ୍ଲାପ୍ର )ଆମ ଆଖି ଆଗରେ ମାଡି ଆସିଲା ଆରତୀ ଷ୍ଟିଲ ପ୍ଲାଣ୍ଟ ର ବସ, ହେଇ ହେଇ କହିବା ବେଳକୁ ମାଡିଜାଇ ଅଟୋକୁ ପିଟି ଏକ ଦୋକାନ ଭିତରେ ପଶିଗଲା ବସ ଟି, ଏହି ଘଟଣା ଆଜି ଦିନ 11 ଟା 30 ବେଳର, ଆରତୀ ଷ୍ଟିଲ ପ୍ଲାଣ୍ଟ ର ବସ ଟି ଖୁଣ୍ଟୁଣୀ ପଟୁ ଆଠଗଡ କୁ ଆସୁଥାଏ, ଭୋଗରା ରୁ କିଛି ଲୋକ ଉଠିଥିଲେ ଆଉ ଆଠଗଡ ରେ ଓଲ୍ହାଇଥାନ୍ତେ, ଅଚାନକ […]

ପ୍ରଧାନଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ସୁଡ୍ରା ଆଶ୍ରମର ପ୍ରଧାନ ଶିକ୍ଷକଙ୍କ ବଦଳି: କାର୍ଯ୍ୟାନୁଷ୍ଠାନ କେବେ ?

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସୁଡ୍ରା ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ସାନ୍ତୁନୁ କୁମାର ପ୍ରଧାନ ଦୀର୍ଘ ୭ବର୍ଷ ହେଲା ସେଠାରେ କାର୍ଯ୍ୟ କରିଆସୁଛନ୍ତି। ବିଭିନ୍ନ ସମୟ ରେ ବିଦ୍ୟାଳୟ ରେ ଅନୁପସ୍ଥିତ ରହିବା, ପିଲାଙ୍କୁ ଠିକ ଭାବେ ପାଠ ନ ପଢ଼ାଇବା, ସିସିଏ ଙ୍କୁ ଖରାପ ନଜର ରେ ଦେଖିବା ଓ ଚାଉଳ ବିକ୍ରି […]

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ମହୋତ୍ସବ ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ମହାସମାରୋହରେ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମ ଧୂନ ପରିବେଷଣ, ସକାଳ ୭ ଟା ରେ ଉପଖଣ୍ଡ ର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା […]