ଆସନ୍ତା ୨୭ ରେ ପୋଲିଓ ବୁନ୍ଦା ୮୫, ୫୧୧ ଜଣ ଶିଶୁ ଙ୍କୁ ଦିଆଯିବ

ଫୁଲବାଣୀ(ସୁନିଲ ପଟନାୟକ )ଭାରତଏକ ପୋଲିଓ ମୁକ୍ତ ଦେଶ ହେଇ ଥିଲେ ବି ଏହା ପୁଣି ବ୍ୟାପିବାର ସମ୍ଭାବନାକୁଏଡାଇଦିଆଯାଇନପାରେ। ଏହି ପରିପ୍ରେକ୍ଷୀରେ ସାରା ଦେଶ ତଥା ଆମ କନ୍ଧମାଳ ଜିଲ୍ଳା ରେ ବି ଆସନ୍ତା ୨୭ ତାରିଖ ରବିବାର ଦିନ ଜାତୀୟ ପୋଲିଓ ଦିବସ ପାଳନ ହେବ। ଗତ କାଲି ଶୁକ୍ରବାର ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହେଇଥିଲା । ଜିଲ୍ଳା ରେ ମୋଟ ୮୫,୫୧୧ ଜଣ ୦-୫ […]

ବାଜିଲା ପୌର ନିର୍ବାଚନ ବିଗୁଲ,ରାଜ୍ୟ ନିର୍ବାଚନ କମିଶନ କଲେ ତାରିଖ ଘୋଷଣା,କାଉନସିଲର ପାଇଁ ଦୁଇଟି ଗାଡି ବ୍ୟବହାର ଓ ଅଧ୍ୟକ୍ଷ ପାଇଁ ଚାରୋଟି ଗାଡି ବ୍ୟବହାର କରି ପାରିବେ,୨,୩,୨୨ ରୁ ୭,୩,୨୨ ମଧ୍ୟରେ ନାମାଙ୍କନ ଦାଖଲ,ନିର୍ବାଚନ ହେବ ୨୪,୦୩,୨୨ ରେ,୨୬,୦୩,୨୨ ରେ ଭୋଟ୍ ଗଣତି

ଆଗାମୀ ୨୫ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି “ଲଭ୍ ୟୁ ଲଭ୍‌ଲୀ”

ଭୁବନେଶ୍ୱର(ଉକାପ୍ର) : ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଦିଲୁ ତା’ର ନୂଆ ପଡ଼ୋଶିନୀଙ୍କ ସହ ଭେଟ ହେଉଛି। ସେଇ ପଡ଼ୋଶିିନୀଙ୍କ ନାଁ ଲଭ୍‌ଲୀ। ଲଭ୍‌ଲୀ ଦେଖିବାକୁ ଅତି ସୁନ୍ଦର। ନିଜ ସୌନ୍ଦର୍ଯ୍ୟରେ ‌ଲଭ୍‌ଲୀ ଦିଲୁକୁ ବଶୀଭୂତ କରିବାକୁ ଚାହୁଁଛି। ଲଭ୍‌ଲୀକୁ ପାଇବା ପାଇଁ ଦିଲୁ ମଧ୍ୟ ଦିବାସ୍ବପ୍ନ ଦେଖୁଛି। ଏଥିପାଇଁ ସେ ଲଭ୍‌ଲୀ ସହ ଭାବ ବିନିମୟ କରୁଛି। ଧୀରେ ଧୀରେ ଦିଲୁ ଲଭ୍‌ଲୀର ନିକଟତର ହେଉଛି ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ିଉଠୁଛି। ହେଲେ ଏ […]

କୂଅ ଭିତରୁ ବୃଦ୍ଧା ମହିଳା ଙ୍କୁ ଉଦ୍ଧାର

,ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ନିକଟସ୍ଥ କାମନି ଗ୍ରାମରେ ଆଜି ତା 23.2.2022 ଶ୍ରୀମତୀ ଦୁତିକା ସାହୁ ବୟସ (60) କୌଣସି କାରଣ ରୁ ସେ କୂଅ ଭିତରେ ଖସି ପଡ଼ିଥିଲେ,ଗ୍ରାମବାସୀ ମାନେ ସାଙ୍ଗେ ସାଙ୍ଗେ ଢେଙ୍କାନାଳ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ,ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ମୁଖ୍ୟ ଅଗ୍ନିବ ଜଗନ୍ନାଥ ନାଏକ ଙ୍କ ତତ୍ୱ ବଧାନରେ ବୃଦ୍ଧା ଜଣଙ୍କ କୂଅଭିତରୁ ଉଦ୍ଧାର କରିଥିଲେ,

ଦାରିଙ୍ଗବାଡି ଓ ରାଇକିଆ ବ୍ଲକରେ ଶାନ୍ତିପୂର୍ଣ୍ଣଭାବେ ସରିଲା ନିର୍ବାଚନ, ଭୋଟ ଗଣତି କୁ ଅପେକ୍ଷା

ଫୁଲବାଣୀ-(ସୁନୀଲ ପଟନାୟକ)ପଞ୍ଚାୟତ ନିର୍ବାଚନ ର ଶେଷ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଗୁରୁବାର ସରିଛି । ପଞ୍ଚମ ଅର୍ଥାତ ଶେଷ ପ୍ରର୍ଯ୍ୟ।ୟରେ ଜିଲ୍ଲାର ଦ୲ରିଙ୍ଗବାଡି ଓ ରାଇକିଆ ଦୁଇଟି ବ୍ଲକରେ ୪ଟି ଜିଲ୍ଲାପରିଷଦ, ୩୭ଟିସରପଞ୍ଚ ଓ ସମିତି ସଭ୍ୟଓୱ।ର୍ଡସଭ୍ୟ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଏହି ଦୁଇ ବ୍ଲକରେ ମୋଟ ୩୪୮ ବୁଥରେ ୮୦ହଜାର ୫୬୧ ଜଣ ଭୋଟର ଅଛନ୍ତି।ଭୋଟର ମାନେ ବେଶ ସକାଳୁ ସକାଳୁ ନିତ୍ୟକର୍ମ ସାରି ଉତ୍ସାହ ର ସହିତ ଭୋଟ ଦେବାଲାଗି ଆସି […]

ପୌରନିର୍ବାଚନ ପାଇଁ ସବୁ ଦଳ ତତ୍ପର ବିଜେଡି ପକ୍ଷରୁ ଆଗ୍ରହୀ ପ୍ରାର୍ଥୀଙ୍କ ଆବେଦନ

ଫୁଲବାଣୀ(ସୁନୀଲପଟନାୟକ)ପୌର ନିର୍ବାଚନ ପାଇଁ ସରକାର ଯେତିକି ତତ୍ପର ରାଜନୈତିକ ଦଳର ନେତା ଓ କର୍ମୀମାନେ ମଧ୍ୟ ସେତିକିତତ୍ପର ଥିବା ଦେଖିବାକୁ ମିଳିଛି । ବିଜେଡି ଦଳ ପକ୍ଷରୁ ଫୁଲ ବାଣୀ ପୌରପରିଷଦର ପ୍ରତି ୱ।ର୍ଡରେୱ।ର୍ଡ କମିଟି ବୈଠକ ମାନବସି ଦଳୀୟ ସଂଗଠନକୁ ମଜବୁତ କରିବା ଓ ବିଜୟୀ ସମ୍ଭାବନା ଥିବା ପ୍ରାର୍ଥୀକୁ ଆଗ୍ରାଧିକାର ଭିତ୍ତିରେ ଟିକଟ ପ୍ରଦାନ ସଂପର୍କରେ ଆଲୋଚନା ସରିବାସହ ଏବେ ଦଳ ପକ୍ଷରୁ ପ୍ରତି ୱ।ର୍ଡ ପାଇଁ ଆଗ୍ରହୀ ପୁରୁଷ ଓ ମହିଳାମ।ନଙ୍କୁ ଆବେଦନ […]

ଭାରତୀୟ ଜନତା ପାର୍ଟି ପକ୍ଷରୁ କାର୍ଯ୍ୟକର୍ତ୍ତ। ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ)ଭାରତୀୟ ଜନତା ପାର୍ଟ ପକ୍ଷରୁ ବାଲିଗୁଡ଼ା ଠାରେ କାର୍ଯ୍ୟକର୍ତାମାନଙ୍କ ଏକ ବୈଠକ ଗତକାଲି ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜ୍ୟସଭାପତି ସମୀର ମହାନ୍ତି, ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ବିଜେପି ନେତା ନେତ୍ର ମାନସେଠପ୍ରମୁଖ ଯୋଗ ଦେଇ ଚଳିତ ପଞ୍ଚାୟତ ନିର୍ବାଚନ ଓ ବିଜେପି ରଫଳାଫଳ ସଂପର୍କରେ ଆଲୋଚନା କରିବା ଭଲ ଫଳ ନେଇ ଆଶାବ୍ୟକ୍ତ କରିଥିଲେ । ସେହିପରି ଆଗାମୀ ପୌର ନିର୍ବାଚନରେ ଯେପରି ଦଳ ୩ଟି […]

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ; ସୋହେଲା ବ୍ଲକ ରେ ୮୪.୭୮ ପ୍ରତିଶତ ଭୋଟଦାନ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଜିଲ୍ଲା ର ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ଭୋଟ ଗ୍ରହଣ ରେ ୮୪.୭୮ ଶତକଡା ମତଦାନହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୪ର୍ଥ ପର୍ଯ୍ୟାୟ ନିର୍ବାଚନ ରେ ଜିଲ୍ଲାର କେବଳ ସୋହେଲା ବ୍ଲକ ପାଇଁ ଭୋଟ ଗ୍ରହଣ ହୋଇଥିଲା। ୨୭ ପଞ୍ଚାୟତ ପାଇଁ ୩୮୬ ଟି ଭୋଟ ଗ୍ରହଣ କେନ୍ଦ୍ରରେ ଅନୁଷ୍ଠିତ ମତଦାନ ସକାଶେ ୧୦୫୭୨୮ ଭୋଟରଙ୍କ ମଧ୍ୟରୁ ୮୯୬୩୩ ଜଣ ଭୋଟର ମତଦାନ କରିଥିଲେ। ସେଥିମଧ୍ୟରେ ୪୭୨୮୯ […]

ଫୁଲବାଣୀ ଜେଲ ର ଜଣେ ବିଚାରାଧୀନ କଏଦୀ ର ମୃତ୍ଯୁ

ଫୁଲବାଣୀ( ସୁନୀଲ ପଟନାୟକ )ମଙ୍ଗଳବାର ଫୁଲବାଣୀ ଜେଲ ର ଜଣେ ବିଚାରାଧୀନ କଏଦୀଙ୍କଚିକିତ୍ସା ଅବସ୍ଥାରେ ମୃତୁଘଟିଛି lମୃତକ ଜଣଙ୍କ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ଦଣ୍ଡପାଣି କହଁର, (55). ଦଣ୍ଡପାଣି ଏକ ଗଞ୍ଜେଇ ଚୋରା ଚାଲାଣ ରେ ଏକ ବର୍ଷ ହେଲା ଫୁଲବାଣୀ ଜେଲ ରେ ଥିଲେ lତେବେ ଆଜି ସକାଳେ ଦଣ୍ଡପାଣି ଙ୍କ ଦେହହଟାତ ଅସୁସ୍ଥ ହେବାରୁ ତାଙ୍କୁଚିକିତ୍ସା ପାଇଁ ଫୁଲବାଣୀସଦର ମହକୁମା ଡାକ୍ତର ଖାନା ରେ ଭର୍ତି କରାଯାଇଥିଲା ଯେଉଁଠାରେ ଦଣ୍ଡପାଣି ଙ୍କ ଚିକିତ୍ସା […]

ଭୋଟ ଦାନ ରୁ ବଂଚିତ ହେଲେ କାଣ୍ଡବାଡା ଗ୍ରାମବାସୀ, ନିରାଶ ହୋଇ ଫେରିଲେ

ଫୁଲବାଣୀ(ସୁନୀଲ ପଟନାୟକ )ମ ଙ୍ଗଳବାର ଭୋଟ ଦାନରୁ ବଂଚିତ ହେଲେ ସମସ୍ତ ଗ୍ରାମବାସୀ । କନ୍ଧମାଳ ଜିଲା ଚକାପାଦ ବ୍ଲକ ର ବେହେରା ଗ୍ରାମ ପଞ୍ଚାୟତ ର କାଣ୍ଡା ବାଡ଼ା ଗ୍ରାମବାସୀ ର ଲୋକେ । ଗ୍ରାମରେ ବସ ବାସ କରନ୍ତି 130 ରୁ ଉର୍ଦ୍ଧ୍ବ ଲୋକ । କିନ୍ତୁ ଚଳିତ ବର୍ଷ 95 ଭୋଟର ନିଜ ମତ ସାବ୍ୟସ୍ତ କରିବାର ଥିଲା । ତେବେ ଚଳିତ ବର୍ଷ କାଣ୍ଡା ବାଡ଼ା ଗ୍ରାମର 95 ଜଣ ଭୋଟର […]