ପଟ୍ଟା ନାହିଁ ଘର କରିପାରୁନାହାନ୍ତି ହିତାଧୀକାରୀ, ବ୍ଲକ ଆଗରେ ଧାରଣା
ଫୁଲବାଣୀ ( ଉଲ୍ଲାପ୍ର ) ପଟ୍ଟା ନଥିବା ଫଳରେ ଆବାସ ଯୋଜନା ରେ ଘର ମିଳିଥିଲେ ବି ହିତାଧୀକାରୀ ମାନେ ଘର ନିର୍ମାଣ କରିପାରିନାହାନ୍ତି lଫଳରେ ପଟ୍ଟା ଦେବାକୁ ଦାବି କରିଟିକାବାଲି ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତି ପାଞ୍ଚ ନମ୍ବର ଓ ଛ ନମ୍ବର ୱାର୍ଡ ମହିଳା ମାନେ lଦୀର୍ଘ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ପଟ୍ଟା ମିଳି ନାହିଁ, କିଛି ଲୋକ ଙ୍କୁ ପଟ୍ଟା ମିଳିଛି ହେଲେ ଜଙ୍ଗଲ ଭିତ ରେl ସେଠାକୁ […]