ନଦୀ ରେ ବୁଡି ନବୋଦ୍ୱୟ ୟ ଛାତ୍ରର ମୃତ୍ୟୁ

ଫୁଲବାଣୀ (ସୁନିଲ ପଟନାୟକ ) କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜବାହାର ନବଦୟ ବିଦ୍ୟଳୟ ର ଜଣେ +2 ଛାତ୍ର ର ମୃତ୍ୟୁ ହୋଇଛି ମୃତଛlତ୍ର ଙ୍କ ନାମ ଯୁଗଳ କହଁର l ସୂଚନା ଯୋଗ୍ୟ ଯେ, ଖଜୁରୀପଡ଼ା ବ୍ଲକ ର ଚକାପଥର ଗ୍ରାମର କାମେଶ୍ୱର କହଁର ପୁଅ ଯୁଗୋଳ କିଶୋର କହଁ ର ଫୁଲବାଣୀ ନବଦୟ ବିଦ୍ୟଳୟ ରେ ପଢୁ ଥିଲେ l ଆଜି କିଛି ଛାତ୍ର ସ୍କୁଲ୍ ପାଚେରୀ ଡେଇଁ ନଦୀକୁ ଗାଧୋଇ […]

ବିଜେଡି ର ନୀଳ କୁମାରୀ ନାଏକ ଅମ୍ଭାଭୋନା ବ୍ଲକ ଯୋନରୁ ବିଜୟୀ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ଅମ୍ଭାଭୋନା ବ୍ଲକ ଯୋନରୁ ବିଜୁ ଜନତା ଦଳ ପ୍ରାର୍ଥନୀ ଶ୍ରୀମତୀ ନୀଳ କୁମାରୀ ନାଏକ ତାଙ୍କ ନିକଟତମ ପ୍ରାର୍ଥୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ଙ୍କୁ ୬୪୪୬ ଭୋଟରେ ପରାସ୍ତ କରିଛନ୍ତି। ୧୮ ତଥା ଶେଷ ରାଉଣ୍ଡ ଭୋଟ ଗଣତି ହୋଇ ଥିବା ବେଳେ ବିଜେଡ଼ି ର ନୀଳ କୁମାରୀ ନାଏକ ୧୩,୬୮୭ ଭୋଟ ପାଇଥିବା ବେଳେ ଭାଜପା ପ୍ରଫୁଲ୍ଲ ପ୍ରଧାନ ୭୨୪୧ ଖଣ୍ଡ ଭୋଟ ପାଇଥିଲେ। ଜାତୀୟ କଂଗ୍ରେସ ଦଳର […]

ବରପାଲି ରେ ଉନ୍ମୋଚନ ଉତ୍ସବ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରପାଲି ସ୍ବଭାବ କବି ଗଙ୍ଗାଧର ମେହେର ପ୍ରତି ମୂର୍ତ୍ତି ଠାରେ ବରିଷ୍ଠ ବାନ୍ଧ ଶିଳ୍ପୀ ଡଃ ସୁରେନ୍ଦ୍ର ମେହେର ଙ୍କ ଦ୍ଵାରା ବାନ୍ଧ ଦ୍ବାରା ତିଆରି ‘ଗଙ୍ଗାଧର ମେହେର ଓ ଭକ୍ତି’ ଶିର୍ଷକ ଓ୍ବାଲ ହେଙ୍ଗିଙ୍ଗ ଏବଂ ସାହିତ୍ୟିକ ବୀରେନ୍ଦ୍ର ପ୍ରସାଦ ମିଶ୍ରଙ୍କ ରଚିତ କବିତା ସଂକଳନ ପୁସ୍ତକ ‘ଓଡିଶା ଡାଲଖାଇ’ ପୁସ୍ତକ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରପାଲି ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇ ଏହା ଲୋକାଣର୍ପ […]

କନ୍ଧମାଳ ରେ ବାର ଟି ବ୍ଳକ ରେ ଭୋଟ ଗଣତି ଆରମ୍ଭ

ଫୁଲବାଣୀ (ସୁନିଲ ପଟନାୟକ )କନ୍ଧମାଳ ଜିଲ୍ଲାରେ ଆଜି ସକାଳ ଆଠଟା ରୁ ୧୨ ଟି ବ୍ଲକ ରେ ଗଣତି ଆରମ୍ଭ ହୋଇଛି l ଜିଲାର ୧୮ ଟି ଜିଲା ପରିଷଦ ଆସନ ପାଇଁ ପାଇଁ68 ଜଣ ପାର୍ଥି ଥିବାବେଳେ ୧ ୭ ୧ ପଂଚାୟତ ପାଇଁ ୭ ୯୧ ସରପଞ୍ଚ ଜଣ ଓ ୫ ୯ ୯ ସମିତି ସଭ୍ୟପ୍ରାର୍ଥୀ ଓ ୨ ୩୨୨ ଟି ୱାର୍ଡ ପାଇଁ 2641 ଜଣ ପାର୍ଥି ଙ୍କ ଭାଗ୍ୟ ଆଉ […]

ଢେଙ୍କାନାଳ ମା ତାରିଣୀଙ୍କ ତୃତୀୟ ବାର୍ଷିକ ଉତ୍ସବ ପାଳିତ

ଢେଙ୍କାନାଳ: ଢେଙ୍କାନାଳ ଶାସନ ଛକ ନିକଟସ୍ଥ ମା ତାରିଣୀଙ୍କ ପୀଠରେ ମା ଙ୍କ ତୃତୀୟ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ପ୍ରାତଃ ରୁ ମା ଙ୍କ ମଙ୍ଗଳ ଆଳତି ଓ ମହାସ୍ନାନ ଅନୁଷ୍ଠିତ ହୋଇଥିଲା। ପରେ ନୂତନ ବସ୍ତ୍ର ଓ ବିଭିନ୍ନ ଫୁଲହାରରେ ମା ଙ୍କୁ ସୁସଜ୍ଜିତ କରାଯାଇଥିଲା। ବିଭିନ୍ନ ପ୍ରକାରର ଭୋଗ ମଧ୍ଯ ଲାଗି କରାଯାଇଥିଲା।ସ୍ଥାନୀୟ ପୋଖରୀରୁ ଘଟ ପୂଜାର୍ଚ୍ଚନା କରାଯାଇ ମନ୍ଦିର ନିକଟକୁ କଳସ ଅଣାଯାଇଥିଲା। ଦୁଇ ଦିନ ଧରି ଚାଲିବାକୁ […]

ସଫେଇ କର୍ମଚାରୀ ଙ୍କ ପାଇଁ ସ୍ବାସ୍ଥ୍ୟ ଶିବିର

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଆନନ୍ଦ ମଣ୍ଡପ ଠାରେ ବରଗଡ଼ ପୈାର ପରିଷଦ ଅଧିନସ୍ଥ ସମସ୍ତ ସଫେଇ କର୍ମଚାରୀ ଙ୍କ ପାଇଁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ବରଗଡ଼ ଦ୍ବାରା ଆୟୋଜିତ ଏବଂ ଦୁଇଦିନ ଧରି ହେବାକୁ ଥିବା ଏହି ଶିବିର କୁ ଜିଲ୍ଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ଜନ ସ୍ବାସ୍ଥ୍ୟ ଡାକ୍ତର ଚୂଲାବତୀ ସାହୁ ଉଦଘାଟନ କରିଥିଲେ। ଏଥିରେ ସ୍ବାସ୍ଥ୍ୟ କେନ୍ଦ୍ର […]

“ଦାଦାଗିରି” ରେ ଅନୁଭବ ଙ୍କ ସହ “ଦିବ୍ୟଦୃଷ୍ଟି” ର କଳାକାର

ଭୁବନେଶ୍ୱର(ଉଲାପ୍ର):ଏବେ ଓଡ଼ିଶାରେ ଜୀ-ସାର୍ଥକ ଚ୍ୟାନେଲ୍‌ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ଏଥର ଦାଦାଗିରି ରେ “ଦିବ୍ୟଦୃଷ୍ଟି” ମେଗା ଧାରାବାହିକ ର ମୁଖ୍ୟ କଳାକାର ଦିବ୍ୟ, ଦୃଷ୍ଟି, ଜସ୍ମୀନ୍ ଓ ସୁନନ୍ଦା ପ୍ରମୁଖ ଭାଗନେଇ ନାଚ ଗୀତ ସହ ଅନେକ ମଉଜ ମସ୍ତି ଦେଖି ବାକୁ ଦର୍ଶକମାନେ ଦେଖିପାରିବେ।ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀ-ସାର୍ଥକ। କିଛିଦିନ ତଳେ ଦର୍ଶକ ଜୀ-ସାର୍ଥକ ଚ୍ୟାନେଲରେ […]

ଦେବଦୂତ ସାଜିଲେ କର୍କଟ ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ

ଭୁବନେଶ୍ୱର(ଉଲାପ୍ର) କ୍ୟାନସର ଆଉ ଦୁଃସାଧ୍ୟ ରୋଗ ହୋଇ ନାହିଁ । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଦ୍ବାରା ଏହାର ନିରାକରଣ ସମ୍ଭବ । ଠିକ୍ ଯେମିତି ବୁଲନ୍ଦଶାହର ଏକ ଝିଅ ସାଇମାଙ୍କ କ୍ଷେତ୍ରରେ ହେଲା । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନିରେ ସାଇମାଙ୍କ ଚିକିତ୍ସାକୁ ନେଇ ଖୁସି ପ୍ରକଟ କରିଛନ୍ତି ବିଶ୍ୱ ପ୍ରସିଦ୍ଧ କ୍ୟାନସର ଇମ୍ୟୁନୋଥେରାପି ବିଶେଷଜ୍ଞ ଡକ୍ଟର ଜମାଲ ଏ ଖାନ । ସେ କହିଛନ୍ତି ଯେ ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଖୁସି ଯେ […]

ତିଗିରିଆ କରଡ଼ାପଲି ବୁଥ ରେ ମଲା ହଜିଲା ଲୋକଙ୍କ ନାମରେ ଭୋଟ୍ ପଡିଲା,ପ୍ରାର୍ଥୀଙ୍କ ସମ୍ପର୍କୀୟ ଆଣିଲେ ଅଭିଯୋଗ,ଚାରୋଟି ବୁଥରେ ୧୩୭୧ ଭୋଟ୍ ରୁ ୧୨୯୬ ଭୋଟ୍ ହୋଇଛି

ଆଠଗଡ(ଉଲାପ୍ର)ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ କରଡ଼ା ପଲି ଗ୍ରାମରେ ଚାରୋଟି ବୁଥ ରେ ବ୍ୟାପକ ଅନିୟମିତତା ହୋଇଥିବା ଏକ ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତି ପ୍ରାର୍ଥୀଙ୍କ ସମ୍ପର୍କୀୟ ରାଜା ଆଦିତ୍ୟ ପ୍ରସାଦ ମହାନ୍ତି ଏବଂ ଦେବରାଜ ମହାନ୍ତି,ଏହି ଚାରିଗୋଟି ବୁଥ ରେ ୧୩୭୧ ଭୋଟର ମଧ୍ୟରୁ ୧୨୯୬ ଭୋଟ୍ ହୋଇଥିବା ଅଭିଯୋଗ ହୋଇଛି,ଏ ସମ୍ପର୍କରେ ନିର୍ବାଚନ କମିଶନ ଙ୍କୁ ଅଭିଯୋଗ ହୋଇଛି,ଏହି ଚାରିଗୋଟି ବୁଥ ରେ ସାନି ମତଦାନ କରିବାପାଇଁ ଦାବି କରିଛନ୍ତି।

ୟୁ କ୍ରେନ୍ ରେ ଫ ସି ଛନ୍ତି ଫୁଲବାଣୀ ଛାତ୍ର, ପରିବାର ଚିନ୍ତାରେ

ଫୁଲବାଣୀ (ସୁନିଲ ପଟନାୟକ )ଗତ ଦୁଇ ଦିନ ହେଲା ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧଲାଗିରହିଛି l ବୋମା ମାଡ ରେ ୟୁ କ୍ରେନ ର ସେନା ଘାଟି, ସାମରିକ ସ୍ଥଳ ଆଦି ଧ୍ବଂସ ହେଵା ସହ ଶତାଧିକ ଲୋକ ପ୍ରାଣ ହରାଇଲେଣି l ଏପଟେ ଉଚ୍ଚଶୀକ୍ଷl ପାଇଁ ଓ ଚାକିରୀ କରୁଥିବା ୟୁକ୍ରେନର ବିଭିନ୍ନ ସହରେ ଅନେକ ଓଡିଆ ଛାତ୍ରଛାତ୍ରୀ ଫଶି ରହିଛନ୍ତି । ଏପରି ସ୍ଥଳେ କନ୍ଧମାଳ ଜିଲା ଫୁଲବାଣୀସହର ର ବ୍ରାହ୍ମଣ ସାହି […]