ଆଠଗଡ ରେ ବରିଷ୍ଠ ନାଗରିକଙ୍କ ଦଶମ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ, ଏକାଠି ହେଲେ ଦୁଇଶହ ନାଗରିକ

ଆଠଗଡ(ଉଲାପ୍ର)ସମାଜରେ ବରିଷ୍ଠ ନାଗରିକ ମାନେ ସବୁ ସମୟରେ ଅବହେଳିତ, ବରିଷ୍ଠ ନାଗରିକଙ୍କୁ କିଏ ପଚାରୁ ବା ନ ପଚାରୁ ହେଲେ ଲଷ୍ମୀନାରାୟଣପୁର ଗ୍ରାମର ବିଜୟ କୁମାର ସାହୁ ଗତ ଦଶବର୍ଷ ଧରି ଗୋଟିଏ ସ୍ଥାନରେ ବରିଷ୍ଠ ନାଗରିକ ମାନଙ୍କୁ ଏକାଠି କରିବା ଭଳି ନିଆରା କାର୍ଯ୍ୟକ୍ରମ କରି ଦେଖାଇଛନ୍ତି।ଆଠଗଡ ନିକଟସ୍ଥ ଲଷ୍ମୀ ନାରାୟଣ ପୁର ଗ୍ରାମର ଆମ୍ବତୋଟା ରେ ଦଶମ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି, ଏହି ବନ୍ଧୁ ମିଳନ ଉତ୍ସବରେ କଟକ,କେନ୍ଦ୍ରାପଡା, ଭୁବନେଶ୍ୱର, ଢେଙ୍କାନାଳ, […]

ବିଜେଡ଼ି ଜ଼ିଲl ନେତୃତ୍ୱ କୁ ଚାଲେଞ୍ଜ ବହୁ ଅସନ୍ତୁଷ୍ଟ ବିଜେଡି କର୍ମୀ କଂଗ୍ରେସ ରେ ମିଶିଲେ

ଫୁଲବାଣୀ (ଉଲାପ୍ର)ଫୁଲବାଣୀ ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନ୍ସିଲର ଟିକେଟ ପ୍ରଦାନ ରେଲୋକପ୍ରିୟ, ଟାଣୁଆ ତଥା ବିଜୟ ସମ୍ଭାବନା ଥିବା ନେତାମାନଙ୍କୁ ଅଣଦେଖା କରାଯାଇଥିବା ରୁ ଶାସକ ବିଜେଡି ଦଳ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି lଫଳରେ ସହର ର ବହୁ ବିଜେଡି ନେତା ଓ କର୍ମୀ ବୁଧ ବାର ବିଜେଡି ଦଳ ଛାଡି କଂଗ୍ରେସ ରେ ମିଶିଛନ୍ତି lଆଜି କଂଗ୍ରେସ ପକ୍ଷରୁ ସ୍ଥାନୀୟ ପ୍ରେସ କ୍ଲବ ଆୟୋଜିତ ଏକ ମିଶ୍ରଣ ପର୍ବରେ ଏହି […]

୧୪ବର୍ଷରୁ କମ ଜାତୀୟସ୍ତରୀୟ ରଗବୀ ଖେଳାଳୀଙ୍କୁ ପ୍ରେସ କ୍ଳବ ପକ୍ଷରୁ ସମୂର୍ଦ୍ଧନା

ଫୁଲବାଣୀ(ସୁନୀଲପଟନାୟକ) କନ୍ଧମାଳ ଜିଲା ଜି. ଉଦୟଗିରି ର ଚାରି ଜଣ ଟଚ ରଗବି ଜାତୀୟ ସ୍ତରୀୟ କୁ ନୀ ଖେଳାଳୀଙ୍କୁ ଜିଲ।ପ୍ରେସକ୍କବ୍ ପକ୍ଷରୁ ବୁଧବାରସମ୍ବର୍ଦ୍ଧିତ କରାଯାଇଛି ।ଏହି ଅବସରରେ ସ୍ଥାନୀୟ ପ୍ରେସ କ୍ଳବଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସାଧାରଣ ସଂପାଦକ ପ୍ରଶାନ୍ତ ବେହେରା, ଉପସଭାପତି ସୁନୀଲବିଶ୍ଵାଳ, ମିଡ଼ିଆ ଫରୋମ ସଂପାଦକ ସୂର୍ଯ୍ୟନାରାୟଣ ବେହେରା, ବରୀଷ୍ଠ ସାମ୍ବାଦିକ ନାରାୟଣ ସାହୁ,ସଦାଶିବ ପାତ୍ର ପ୍ରମୁଖ ଯୋଗଦେଇ ୪ ଜଣ ଖେଳାଳୀ ବାବୁ ଦେହୁରୀ, […]

ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ

ଆଠଗଡ(ଉଲାପ୍ର) ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି,ଏହି ଅବସରରେ ଆଠଗଡ ପ୍ରହରୀର ମୁଖ୍ୟ ସମ୍ପାଦିକା ତଥା ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ନଳିନିପ୍ରଭା ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ମହିଳାମାନେ ହେଉଛନ୍ତି ରାଷ୍ଟ୍ରର ଜାଗ୍ରତ ପ୍ରହରୀ,ଆଜି ମହିଳାମାନେ ବିଶ୍ୱକୁ ଆଲୋକିତ କରୁଛନ୍ତି, ଏହି କାର୍ଯ୍ୟକ୍ରମ ରେ ଆଠଗଡ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବିଶ୍ୱ ମହିଳା ଦିବସ ଅବସରରେ ଆଠଗଡ ଏନଏସି ନଗରପାଳ ପ୍ରାର୍ଥୀନୀ […]

ପର୍ବତ ଆରୋହଣ କାରୀ କାଉନସିଲର ପ୍ରାଥିନି ଆଠଗଡ ରେ,ତାଙ୍କ ପ୍ରତି ବଢୁଛି ଜନ ସମର୍ଥନ

ଆଠଗଡ(ଉଲାପ୍ର)ଆଠଗଡ ପାଇଁ ଗର୍ବ,ଆନ୍ତର୍ଜାତୀୟ ପର୍ବତ ଆରୋହଣ କାରୀ,ଜଣେ ଜୁଡୋ ଫାଇଟର,MBA ଛାତ୍ରୀ,ସାମ୍ବାଦିକତା ଛାତ୍ରୀ ସହିତ ଜଣେ ଉତ୍ତମ କ୍ରୀଡ଼ାବିତ,ସେ ଉମାବଲଭ ରଥଙ୍କ ପ୍ରେରଣାରେ ଉତ୍ସାହିତ ହୋଇ କଂଗ୍ରେସ ଦଳ ତରଫରୁ ଆଠଗଡ ପୌର ନିର୍ବାଚନ ରେ ୧୬ ନମ୍ବର ୱାର୍ଡ କଂଗଡା ସାହିରୁ ପ୍ରାର୍ଥୀ ହୋଇଛନ୍ତି ରୂପଶ୍ରୀ ଶ୍ୱେତପଦ୍ମା ମହାନ୍ତି,ସେ ଶ୍ୱେତପ୍ରବୃତ ଭାବେ ପ୍ରାର୍ଥୀନୀ ହୋଇଥିବାରୁ କଂଗ୍ରେସ ନେତା ଉମାବଲଭ ରଥ ଧନ୍ୟବାଦ ପ୍ରଦାନ କରିଛନ୍ତି।ଶ୍ୱେତପଦ୍ମା କଂଗ୍ରେସ ପ୍ରାର୍ଥୀନୀ ହେବାପରେ ସେହି ୱାର୍ଡରେ ତାଙ୍କପ୍ରତି ତଥା କଂଗ୍ରେସ […]

ଆଠଗଡ଼: ଅନ୍ତିମ ଦିବସରେ ୧୭ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଆଠଗଡ଼(ଉଲାପ୍ର)ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିବସ ତଥା ସୋମବାର ଦିନ ଜାତୀୟ କଂଗ୍ରେସ ଦଳ ଆଠଗଡ଼ ଶାଖା ପକ୍ଷରୁ ଏନ୍ଏସି ଅଧ୍ୟକ୍ଷା ପଦବୀ ପାଇଁ ଅରୁପମା ଭକ୍ତାଙ୍କ ସମେତେ ୧୬ଜଣ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସୋମବାର ପୂର୍ବାହ୍ନ ସାଢେ଼ ୧୦ଟା ବେଳେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟରୁ ସମସ୍ତ ପ୍ରାର୍ଥୀ, କର୍ମୀ ଓ ସମର୍ଥକଙ୍କ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଦକ୍ଷିଣ ଚଣ୍ଡି ମନ୍ଦିର ପର୍ଯ୍ୟନ୍ତ […]

ଜାତୀୟ ସ୍ତରର ଏକ ଆଦର୍ଶ ପ୍ରତିଭା ବିଭାଗରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ ରାମେଶ୍ୱରୀ ନନ୍ଦ

ଭୁବନେଶ୍ବର:(ଉଲାପ୍ର):ଆମ ଓଡ଼ିଶାର ଭାଷାଭାଷା ମାଟି ପାଣି ପବନ ସଂସ୍କାର ତଥା ଏହାର କଳା ସଂସ୍କୃତି କେତେ ମହାନ। ଓଡ଼ିଆଙ୍କର ସ୍ୱତନ୍ତ୍ର ଚାଲି ଚଳଣୀ ତା ସହ ପ୍ରତିନିତ୍ୟ ଆଚରଣ ଉଚ୍ଚାରଣ ସହ ଆତିଥ୍ୟ ଆଜି ସର୍ଵଜନ ବିଦିତ। ତେବେ ଓଡିଶାକୁ ସାରା ଦେଶରେ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସ୍ଥାପନ କରିବା ପାଇଁ ବହୁବାର ବ୍ରହ୍ମପୁର ମାଟି ପାଇଁ ଗୌରବ ଆଣିବାର ଏକ ଅନନ୍ୟ ଉପଲବ୍ଧି ଅଧିକାରିଣୀ ହୋଇପାରିଛନ୍ତି ରାମେଶ୍ୱରୀ ନନ୍ଦ। ତେବେ 2020 […]

କଳିଙ୍ଗା ଘାଟିରେ ଦୁର୍ଘଟଣା, ୧୨ ଆହାତ

ଫୁଲବାଣୀ (ଉଲାପ୍ର)ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜ଼ିଲ୍ଲା କଳିଙ୍ଗା ଘାଟିରେ ବୋଲେ ରୋ ସହ ଏକ ପିକଅପ ଭ୍ୟାନ ର ମୁହାଁମୁହିଁ ଧକ୍କା ହେଵା ଫଳରେ ଦୁଇ ଗାଡିର ପ୍ରାୟ ୧୨ ଜଣ ଲୋକ ଆହାତ ହୋଇଥିବା ଜଣାପଡିଛି l ସେଥିମଧ୍ୟରୁଦୁଇଜଣ ଗୁରୁତର ଆହାତ ଙ୍କୁ ଭଞ୍ଜନଗର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଂଚି ଘଟଣା ର ତଦନ୍ତ କରୁଛି l

ବାଲିଗୁଡା ଏନ ଏ ସି. ନିର୍ବାଚନ – ବିରାଟ ପଟୁଆର ରେ ପ୍ରାର୍ଥୀପତ୍ର ଦାଖଲ କଲା ବିଜେଡି

, ଫୁଲବାଣୀ(ଉଲାପ୍ର)ପଞ୍ଚାୟତ ନିର୍ବାଚନ ସରୁସରୁ ପୌର ନିର୍ବାଚନ ପାଇଁ ବିଗୁଲ ବା ଜିବା ପରେ ପ୍ରାଥୀପତ୍ର ଦାଖଲ ର ପଞ୍ଚମ ଦିନରେ ପ୍ରାର୍ଥୀ ପତ୍ର ଦାଖଲ କଲା ବିଜେଡି lବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ବ୍ଲକ ବିଜେଡ଼ି ସଭାପତି ଟୁନା ଦାସ ଙ୍କ ନେତୃତ୍ୱ ରେ ହଜାର ହଜାର ବି ଜେ ଡି କର୍ମୀ ଙ୍କ ଗହଣ ରେ ବିଜେଡ଼ି ର ଅଧକ୍ଷ ପ୍ରାର୍ଥୀ ଓ ତେରଜଣ କାଉନ ସିଲର ପ୍ରାର୍ଥୀ ଆଜି ରବିବାର ବାଲିଗୁଡା […]

ଆନ୍ତଃଜିଲ୍ଲା ନରେନ୍ଦ୍ର ଜେନା ମେମୋରିଆଲ ଫୁଟବଲ ଟେନିସ ଚମ୍ପିୟାନ ଦଳ ସମ୍ବର୍ଦ୍ଧିତ

ଫୁଲବାଣୀ(ସୁନୀଲ ପଟନାୟକ )ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନ୍ ଏବଂ ସିଟି କ୍ଲବ ଭୂବନେଶ୍ଵର ର ମିଳିତ ଉଦ୍ୟମରେ ସୟଦ୍ ମୁମତାଜ ଅଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଗତ ୨୬ ଏବଂ ୨୭ ତାରିଖ ଦୁଇ ଦିନ ଧରି ୫ମ ନରେନ୍ଦ୍ର ଜେନା ଆନ୍ତଃଜିଲ୍ଲା ଫୁଟବଲ ଟେନିସ ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା ଉକ୍ତ ପ୍ରତିଯୋଗିତାରେ ଗତ ଦୁଇ ଥରର ବିଜେତା କନ୍ଧମାଳ ଜିଲ୍ଲା ଫୁଟବଲ ଟେନିସ ଦଳ ପୂର୍ଣ୍ଣ ବାର ଯାଜପୁର ଜିଲ୍ଲା ଫୁଟବଲ […]