ଫୁଲବାଣୀରେ ନିର୍ବାଚନ ପ୍ରଚାର ସରଗରମ ଚା ଖଟିରେ ମନ୍ତ୍ରୀ ପ୍ରତାପ ଜେନା

ଫୁଲବାଣୀ(ସୁନୀଲ ପଟ୍ଟନାୟକ) ପୌର ନିର୍ବାଚନ ଯେତିକି ପାଖ ଉଛି ପ୍ରଚାର ସର ଗରମ ହେଉଛି । ସବୁଦଳର ପ୍ରାର୍ଥୀମାନେ ଭୋଟର ଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରୁଛନ୍ତି । ବିଜେଡି ପ୍ରାର୍ଥୀମାନଙ୍କୁ ଜିତାଇବା ଲାଗି ଫୁଲବାଣୀନଗରଉନ୍ନ ୟନ୍ନମନ୍ତ୍ରୀ ପ୍ରତାପ ଜେନାଫୁଲବାଣୀରେ ଡେରା ପକାଇଛନ୍ତି ।ସକାଳେ ଓ ସଂଧ୍ୟାରେ ଚ। ଦୋକାନରେ ମନ୍ତ୍ରୀ କର୍ମୀମାନଙ୍କୁ ନେଇ ଚା ପିଇବା ସହ ଖଟି କରୁଛନ୍ତି ଆଉ ଭୋଟରମାନଙ୍କ ସମସ୍ୟା କଥା ବୁଝୁଛନ୍ତି। ବିଜୁ ଜନତା ଦଳର ଭୋଟ ମଧ୍ୟ […]

ଜଳୁଛି ଜଙ୍ଗଲ, ସଙ୍କଟରେ ଜୀବଯନ୍ତୁ ଚେଇଁ ଶୋଇଛି ବନବିଭାଗ

ଫୁଲବାଣୀ(ସୁନୀଲପଟନାୟକ)ନିଆଁର ଆଁ ଭିତରେ ଫୁଲବାଣୀ ଜଙ୍ଗଲ। ଫୁଲ ବାଣୀ ନିକଟ ଗୁଦାରୀ, ତେରାଗୁଡ଼ା ଆଦି ଜଙ୍ଗଲରେ ଦିନ ରାତି ଜଳୁଛି ନିଆଁ ।ଫଳରେ ସଂଙ୍କଟରେ ଜୀବଯନ୍ତୁ । ଥମିବାର ନାଁ ନେଉନି । ଏ ଜଙ୍ଗଲରୁ ସେ ଜଙ୍ଗଲ ଡେଉଁ ଛିନିଆଁ ।ନିଆଁରଆଁ ଭିତରେ ହଜି ଯାଉଛି ଶାଳ , ପିଆଶାଳ, ଭଳି ମୂଲ୍ୟବାନ ଗଛ ସହ ଔଷଧୀୟ ବୃକ୍ଷ । ଜଙ୍ଗଲଜଳିବା ଫଳରେ ତାପମାତ୍ରା ମଧ୍ୟ ବଢୁଛି । ଜଙ୍ଗଲରେ ଥିବା ବାଘ ଭାଲୁ , […]

ବରିଷ୍ଠ ରାଜସ୍ବ ବିଭାଗ କିରାଣୀଙ୍କ ବିୟୋଗରେ ଶୋକସଭା

ଫୁଲବାଣୀ (ସୁନୀଲ ପଟନାୟକ )ଗଞ୍ଜାମ ଜିଲ୍ଲାର ଜଣେ ଜଣାଶୁଣାବରିଷ୍ଠ କିରାଣୀ ଙ୍କ ୭୪ ବର୍ଷବୟସ ରେ ଭୁବେନେଶ୍ୱର ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି lସେ ୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ଆସ୍କା ତହସିଲଓ ପରେ ଜିଲାରବିଭିନ୍ନ ସ୍ଥାନରେ କାର୍ଯ୍ୟ କରିଥିଲେlଜଣେ ନିଷ୍ଠା ପର ଓ ଦାଇତ୍ୱବାନ କର୍ମଚାରୀ ଭାବରେ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇ ବେଶ ପ୍ରିୟ ଭାଜନ ହୋଇଥିଲେ lତାଙ୍କ ବିୟୋଗ ରେ ଅଞ୍ଚଳ ବାସୀଗଭୀର ଶୋକ ବ୍ୟକ୍ତ କରିବା […]

ମାଁ କରମସାନୀଙ୍କ ବାର୍ଷିକ ପୂଜନୋତ୍ସବ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ନିକଟସ୍ଥ ତୋରା ଆନନ୍ଦ ବଜାର ପ୍ରାଙ୍ଗଣ ସ୍ଥିତ ମନ୍ଦିର ପରିସରରେ ମାଁ କରମସାନୀ ଦେବୀ ଙ୍କ ବାର୍ଷିକ ପୂଜନୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମାଁ ଙ୍କ ସ୍ବତନ୍ତ୍ର ପୂଜା ପରେ ରାତି ତମାମ ନୃତ୍ୟ ଗୀତ ଆୟୋଜିତ ହୋଇଥିଲା। ଏଥିରେ ଅତିଥି ଭାବେ ପଶ୍ଚିମ ଓଡ଼ିଶା କଳାକାର ମହାସଂଘ ର ଅଧକ୍ଷ ଚୈତନ୍ୟ ପାଇକ ଏବଂ ବରଗଡ଼ ମିଳିତ କଳାକାର ମଞ୍ଚ ର ସଭାପତି ଶଙ୍କର ପଟ୍ଟନାୟକ ଯୋଗଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। […]

ବିକାଶ ସ୍କୁଲ ଅଫ୍ ଲ ରେ ବିଶ୍ବ ଖାଉଟି ଅଧିକାର ଦିବସ ପାଳିତ

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବିକାଶ ସ୍କୁଲ ଅଫ୍ ଲ ଠାରେ ବିଶ୍ଵ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି। କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ସ୍କୁଲ ର ଅଧ୍ୟକ୍ଷ ଡ଼ଃ ବିକ୍ରମ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବରଗଡ଼ ଓକିଲ ସଂଘ ର ବରିଷ୍ଠ ସଦସ୍ୟ ଦୟାନିଧି ସାହୁ ମୁଖ୍ୟ ଅତିଥି ଏବଂ ଆଇନଜ୍ଞ ଶ୍ରୀମତୀ ଜଗିବା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଖାଉଟି ଙ୍କୁ ସଚେତନତା, ଖାଉଟି ଅଧିକାର ଆଇନ୍ ବିଷୟରେ […]

ପୌର ନିର୍ବାଚନରେ ଏକଜୁଟ ହେଲା କଂଗ୍ରେସ, ନଗର କଂଗ୍ରେସ କର୍ମୀ ସମିଳନୀ ଅନୁଷ୍ଠିତ,ପୁରା ଦମରେ ଲଢ଼ିବ କଂଗ୍ରେସ

ଆଠଗଡ(ଉଲାପ୍ର) ଆଠଗଡ ପୌର ନିର୍ବାଚନ ପାଇଁ କଂଗ୍ରେସ ଏକଜୁଟ ହୋଇଛି,ଯୋଉମାନେ କହୁଥିଲେ କଂଗ୍ରେସ ଏକଜୁଟ ହୋଇ ନାହିଁ ଆଜି କଂଗ୍ରେସ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି।ପୌର ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ତଥା ଆଠଗଡ କଂଗ୍ରେସ ନେତା ଉମାବଲଭ ରଥଙ୍କ ନେତୃତ୍ୱରେ ଆଠଗଡ କଂଗ୍ରେସ ଏକଜୁଟ ହୋଇଛି,ଆଠଗଡ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ର କର୍ମୀମାନେ କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ ଆଠଗଡ ର ଲଢୁଆ ପୁଅ ତଥା ବରିଷ୍ଠ କଂଗ୍ରେସ […]

ପ୍ରକାଶିତ ହେଲା ପୈାର ନିର୍ବାଚନ ର ଚୂଡାନ୍ତ ପ୍ରାର୍ଥୀ ତାଲିକା

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ପୈାର ପରିଷଦ ନିର୍ବାଚନ ଅଧକ୍ଷା ପଦବୀ ପାଇଁ ଆଜି ଦୁଇ ଜଣ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ଫଳରେ ଏବେ ଚୂଡାନ୍ତ ତାଲିକା ରେ ୧୦ ଜଣ ପ୍ରାର୍ଥୀ ନାମ ପ୍ରକାଶିତ ହୋଇଛି। ଆଜି ସ୍ବାଧିନ ପ୍ରାର୍ଥିନୀ ମାମି ମିଶ୍ର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିଲେ। ଚୁଡାନ୍ତ ତାଲିକା ରେ ଭାଜପାରୁ ଅନୁରାଧା ଅଗ୍ରୱାଲ, ବିଜେଡି ରୁ କଳ୍ପନା ମାଝୀ, କଂଗ୍ରେସ ରୁ ତପସ୍ଵିନୀ ବେହେରା,ପାରୁ ଦେବିକକା ଦେହେରୀ,ସ୍ବାଧିନ ପ୍ରାର୍ଥୀ ରୁପେ ପ୍ରୀତିକନା […]

ଶ୍ରୀ ଶ୍ରୀ ହନୁମାନ ଜୀ ବିଗ୍ରହ ଓ ପ୍ରାସାଦ ପ୍ରତିଷ୍ଠା ଅବସର ରେ ନିଷ୍ଠାର ରକ୍ତଦାନ ଶିବିର

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛିକାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ଶ୍ରୀ ଶ୍ରୀ ହନୁମାନ ଜୀ ବିଗ୍ରହ ଓ ପ୍ରାସାଦ ର ଶୁଭ ପ୍ରତିଷ୍ଠା ଅବସର ରେ ନିଷ୍ଠା ପରିବାର ଓ ହନୁମାନ ମନ୍ଦିର ପରିଚାଳନା କମିଟି, କଟାପାଳି,ବରଗଡ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର କୁ ପଣ୍ଡିତ ଗୋପାଲ ମିଶ୍ର ପୂଜା ଅର୍ଚ୍ଚନା କରି ଫିତାକାଟି ଉଦ୍ଘାଟନ […]

ସେ ନଚ୍ୟୁରିଆନ ବିଶ୍ଵବିଦ୍ୟାଳୟ ଛାତ୍ରମାନଙ୍କ ବିଶିପଡାରେକୃଷି ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକ ଅନ୍ତର୍ଗତ ବିଶିପଡ଼ା ଗ୍ରାମଠାରେ ସେନଚୁରିଥାନ ବିଶ୍ଵବିଦ୍ୟାଳୟ ଅଧିନ ଏମ.ଏସ ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର ଶେଷ ବର୍ଷରଛାତ୍ରଶୁଭପ୍ରତୀକ ବେହେରା, ଓ ପରେଶ ପ୍ରିୟଦର୍ଶନନା ଏକ ବିଶିପଡ଼ା ଗ୍ରାମର କୃଷକ ସାଥୀ ବିପିନ ବିହାରୀ ବି6ଷ।ୟୀ ଓ କୃଷକ ମିତ୍ର ଅନୀତା ବିଷୋୟୀଙ୍କୁ ନେଇ ଗ୍ରାମର ସମସ୍ତ ଚାଷୀଙ୍କୁ ଜୈବିକ ଚ। ଷ ଓ ଉନ୍ନତକୃଷି ଯନ୍ତ୍ରପାତି ବ୍ୟବହାର ସଂପର୍କରେ ସଚେତନ କରିଥିଲେ ।ସେହିପରି କୀଟନାଶକ ଓ ସାର ବ୍ୟବହାର ବେଳେ କିପରି […]

ବାଲିଗୁଡ଼ାରେ ବିଜେଡି ର ଯୋରଦାର ପ୍ରଚାର

ଫୁଲବାଣୀ (ସୁନୀଲ ପଟନାୟକ )ପୌର ନିର୍ବାଚନ ପାଇଁ ଜମିଲାଣି ପ୍ରଚାର, ପ୍ରଚାର ରେ କମ୍ପୁଛି ବଜାର ଘାଟ l ବାଲିଗୁଡା ପୌରଧ୍ୟକ୍ଷ ପଦବୀ ନିର୍ବାଚନ ପାଇଁ ଏବେ ତିନ ପ୍ରମୁଖ ଦଳର ୩ଜଣ ପ୍ରତିଦ୍ଵନ୍ଦୀ ପୌର ଅଧ୍ୟକ୍ଷ ମୈଦାନରେ ଅଛନ୍ତି l ଏହି ପୌର ପରିଷଦ ଅ ଧ୍ୟ କ୍ଷ ଓ ଉପାଧ୍ୟକ୍ଷ ପଦବୀ ବିଜେଡ଼ି ହାତରେ ଥିଲା lତେଵେ ଏଥର କିଏ ମାରିବ ବାଜି ତା ଉପରେ ରହିଛି ସମସ୍ତଙ୍କ ନଜର lତେବେ ପ୍ରଚାରରେ ବିଜେଡି […]