ପଞ୍ଚାୟତ କାର୍ୟନିର୍ବାହୀ ଅଧିକାରିଙ୍କ ଆନ୍ଦୋଳନ ୧୮ ଦିନ ରେ,ପହଞ୍ଚିଲେ ବିଧାୟକ

। ଫୁଲବାଣୀ(ସୁନୀଲ ପଟନାୟକ)ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ଓଡ଼ିଶା ଡାକରାକ୍ରମେ କନ୍ଧମାଳ ର ସମସ୍ତ ୧୨ ଟି ବ୍ଲକ ର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଗଷ୍ଟ ମାସ ୧୮ ତାରିଖ ରୁ ଦିଆଯାଇଥିବା କାର୍ଯ୍ୟବନ୍ଦ୍ ଡାକରା ଆଜି ୧୮ ଦିନରେ ପହଞ୍ଚିଥିବା ବେଳେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା ଜାରି ରହିଛି। ଏଭଳି ସ୍ଥଳେ ବିଭିନ୍ନ ପଞ୍ଚାୟତ ର ବିଭିନ୍ନ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନେ ତାଙ୍କର […]

ଗୋପାଲପୁର – ସମ୍ବଲପୁର ରେଳ ପ୍ରକଳ୍ପ ରୁ ଫୁଲବାଣୀ ବାଦ୍ ପଡିବା ନେଇ ବୁଦ୍ଧିଜିବୀ ମହଲ ରେ ତୀବ୍ର ପ୍ରତିକ୍ରିୟା

ଫୁଲବାଣୀ ( ସୁନୀଲ ପଟନାୟକ)ବିଳମ୍ବ ରେ ହେଲେ ବି ଫୁଲବାଣୀ କୁ ରେଳ ସଂଯୋଗ ହେବ, ଗୋପାଲପୁର – ରୁ ସମ୍ବଲପୁର ରେଳ ଲାଇନ ଆସିକା, ଭଞ୍ଜନଗର୍, ଫୁଲବାଣୀ ଦେଇ ଯିବ ବୋଲି ଘୋଷଣା ହୋଇଥିଲା ଫଳରେ କନ୍ଧମାଳ ଲୋକେ ସୁବିଧାରେ ଯିବା ଆସିବା କରିବା ସହ ମାଲ୍ ପରିବହନ ଦ୍ଵାରା ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ବୋଲି ଲୋକେ ବେଶ୍ ଖୁସି ହୋଇ ଥିଲେ l ହେଲେ ପୁଣି କୌଣସି କାରଣ ରୁ ଏବେ ଏହି […]

ଗାଜିଆବାଦ ରେ ଆଇନଜୀବୀ ଙ୍କୁ ନିର୍ମମ ହତ୍ୟା ର ପ୍ରତିବାଦ

ଫୁଲବାଣୀ (ସୁନୀଲ ପଟନାୟକ)ଉତ୍ତରପ୍ରଦେଶ ର ଗାଜିଆବାଦ ଠାରେ ଜଣେ ଆଇନଜିବି ଙ୍କୁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ପଶି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ର ତୀବ୍ର ନିନ୍ଦା କରିଛି ଫୁଲବାଣୀ ଓକିଲ ସଂଘ lସଂଘ ସଭାପତି ତଥା ବରିଷ୍ଠ ଆଇନଜିବି ଭଗବାନ ମହାନ୍ତି ଙ୍କ ନେତୃତ୍ଵରେ ଏକ୍ ପ୍ରତିନିଧି ଦଳ ରାଲି ରେ ଯାଇ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ lତୁରନ୍ତ ଅଭିଯୁକ୍ତ […]

ଦୁଇଟି ନୂତନ ରୁଟ ରେ ଓ ଏସ୍ ଆର୍ ଟି ସି ବସ ର ଶୁଭାରମ୍ଭ

ଫୁଲବାଣୀ(ଉଲ୍ଲାପ୍ର )ଓ ଏସ୍ ଆର୍ ଟି ସି ପକ୍ଷରୁ ଫୁଲବାଣୀ ରୁ ଦୁଇଟି ନୂତନ ରୁଟ ରେ ବସ୍ ସେବା ଆରମ୍ଭ ହୋଇଛି lଫୁଲବାଣୀ ରୁ କେନ୍ଦୁଝର ଓ କେନ୍ଦୁଝର ରୁ ଫୁଲବାଣୀ କୁ ବସ୍ ସେବା ଗତ ଦୁଇଦିନ ହେଲା ଆରମ୍ଭ ହୋଇଛି l ଏହି ବସ୍ ସକାଳ ପାଞ୍ଚଟା ରୁ ବାହାରି ଗୋଟାଏ ତିରିଶ ରେ ପହଞ୍ଚିବ ଆଉ ସେଠାରୁ ତିନିଟା ବେଳେ ବାହାରି ଫୁଲବାଣୀ ରେ ରାତି ଏଗାର ଟା ତିରିଶ ମିନିଟ୍ […]

ଫିରିଙ୍ଗିଆ – ଗୋଛା ପଡ଼ା ରାସ୍ତାରେ ମାଓ ପୋଷ୍ଟର, ଲୋକେ ଭୟଭୀତ

ଫୁଲବାଣୀ (ସୁନୀଲ ପଟ୍ଟନାୟକ )କନ୍ଧ ମାଳ ଜିଲ୍ଲା ର ମାଓଅଧ୍ୟୁଷିତ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗୋଛପଡା ରାସ୍ତାର ବିଭିନ୍ନ ସ୍ଥାନରେବୁଧବାର ମାଓ ପୋଷ୍ଟର ଲାଗିଥିବା ଦେଖିବକୁ ମିଳିଛିl ସେହିପରି ଉକ୍ତ ରାସ୍ତାର ଘାଟି ସାହୀ, ମାଝୀ ପଡ଼ା, ଦରଘl ବାଲି ଆଦି ଅଞ୍ଚଳ ରେ ବହୁ ସଂଖ୍ୟାରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବକୁ ମିଳିଛି lଫଳରେ ସେହି ଗ୍ରାମ ର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତିl କେବଳ ସେତିକି ନୁହେଁ ରାସ୍ତା ଦେଇ ଯିବା ଆସିବା କରୁଥିବା […]

ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ଭଉଣୀ ବାନ୍ଧିଲା ରାଖୀ

ଫୁଲବାଣୀ ( ଉଲ୍ଲାପ୍ର )ଆଜି ହେଉଛିପବିତ୍ର ରକ୍ଷା ବନ୍ଧନ l ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଭାଇର ମଙ୍ଗଳ କାମନା କରିବା ସହ ଜୀବନ ସାରା ଭାଇ ଠାରୁ ସୁରକ୍ଷାର ବଚନ ନେଇଥାଏ l ଫୁଲବାଣୀ ଶିଶୁ ୱାର୍ଡ ର କଟେଜ ରେ ଯୋଡ଼ା ମୁଣ୍ଡ ଶିଶୁ ଜଗା ହାତରେ ରାକ୍ଷୀ ବାନ୍ଧିଛି ତାର ସୁନା ଭଉଣୀ ସୁଭଦ୍ରା l ଜଗା ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ପରେ ବେଶ୍ ଖୁସି ଅନୁଭବ କରିଥିଲା […]

ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା ବୋଲେରୋ ସହ , ୬୨ କେଜି ଗଞ୍ଜେଇଜବତ, ଜଣେ ଗିରଫ

ଫୁଲବାଣୀ(ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା l କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗା ଡିଆ ପଡ଼ା ଘାଟି ରେ ଅବକାରୀ ବିଭାଗ ଚଢ଼ାଉ କରି ଫୁଲବାଣୀ ରୁ କଟକ ଯାଉଥିବା ଏକ ବୋଲେରୋ ସମେତ ୬୨ କେଜି ଗଂଜେଇ ଜବତ କରିଛି lସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଙ୍କ ନିର୍ଦେଶ […]

ହଷ୍ଟେଲ ଛାତ୍ର ମୃତ୍ୟୁ ଘଟଣା
ପ୍ରଧାନ ଶିକ୍ଷୟତ୍ରୀ ଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀକରି ଶତାଧିକ ଲୋକଙ୍କ ରାସ୍ତା ଅବରୋଧ

ଫୁଲବାଣୀ ଉଲ୍ଲାପ୍ର )ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷୟତ୍ରି ପଦ୍ମିନୀ ପ୍ରଧାନ ଙ୍କ ଅବହେଳା ଦାୟିତ୍ବହୀନତା, ଖାମ୍ ଖିୟାଲ ମନବୃତି ଯୋଗୁଁ ଜଣେ ହଷ୍ଟେଲ ରେ ରହି ଷଷ୍ଠ ଶ୍ରେଣୀ ରେ ପଢୁଥିବା ଛାତ୍ର ର ଅକାଳ ମୃତ୍ୟୁ ଘଟିଥିବା ଅଭିଯୋଗ କରି ମୃତ ଛାତ୍ର ର ଅବିଭାବକ ଓ ଗ୍ରାମବାସମାନେ ମିଶି ବାଟା ଗୁଡ଼ା ଆଶ୍ରମ ସ୍କୁଲ୍ ସମ୍ମୁଖ ୫୯ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି l ସୂଚନା ଯୋଗ୍ୟ ଯେ, ଶନିବାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ […]

ଚିକିତ୍ସା ରେ ଅବହେଳା, ହଷ୍ଟେଲ ଛାତ୍ର ର ମୃତ୍ୟୁ, ପ୍ରଧାନ ଶିକ୍ଷୟତ୍ରୀ ଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ଫୁଲବାଣୀ ,- ସୁନୀଲ ପଟ୍ଟନାୟକଚିକିତ୍ସା ରେ ଅବହେଳା, ହଷ୍ଟେଲ ଛାତ୍ର ର ମୃତ୍ୟୁ, ପ୍ରଧାନ ଶିକ୍ଷୟତ୍ରୀ ଙ୍କବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ ଫୁଲବାଣୀ ,- 27/08ସୁନୀଲ ପଟ୍ଟନାୟକ।ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଙ୍କ ଚିକିତ୍ସା ରେ ଅବହେଳା ଯୋଗୁଁ ଜଣେ ହଷ୍ଟେଲ ରେ ରହି ଷଷ୍ଠ ଶ୍ରେଣୀ ରେ ପଢୁଥିବା ଛାତ୍ର ର ଅକାଳ ମୃତ୍ୟୁ ଘଟିଛି l ଘଟଣା ଘଟିଛି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାଟା ଗୁଡ଼ା ମଙ୍ଗଳ ବିଭାଗ ପରିଚାଳିତ ହଷ୍ଟେଲ […]