ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷୀକ ଉତ୍ସବ ଅନୁଷ୍ଠିତ

ତା ୨୨.୦୩.୨୦୨୨ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକର ମୁଖ୍ୟ ସମ୍ପାଦକ କବିସାରଥୀ ଡଃ ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପୌରୋହିତରେ ଆର୍ଯ୍ୟକବି ପଣ୍ଡିତ ଡଃ. ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନୀସ୍ଫୁଲିଙ୍ଗ (ରାଉରକେଲା) ଓ ଓଡିଶା ପୂଜ୍ୟପୁଜା ପରିଷଦ (କଟକ) ଆନୁକୂଲ୍ୟରେ ଦିବସ ବ୍ୟାପି ୪୫ତମ ରାଜ୍ୟସ୍ତରୀୟ ଲେଖକ,କବି ଓ କଳାକାର ସମାବେଶ,କବିତା ପାଠ,ପୁସ୍ତକ ଉନ୍ମୋଚନ,ସାଧାରଣ ସଭା ଓ ସାରସ୍ୱତ ସମ୍ବର୍ଦ୍ଧନା ମହୋତ୍ସବ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର […]

ଥରଟିଏ କଂଗ୍ରେସ କୁ ସୁଯୋଗ ଦିଅନ୍ତୁ,ଆଠଗଡ ହେବ ନବକଳେବର,କନ୍ତଲ ହାଟରେ ପରିବା ମଣ୍ଡି କରିବାପାଇଁ ନିଷ୍ପତି ନେଲା ଆଠଗଡ କଂଗ୍ରେସ,ହାତରେ ହାତ ମିଳାନ୍ତୁ,କଂଗ୍ରେସ କୁ ଜିତାନ୍ତୁ

ଆଠଗଡ଼ ( ଉଲାପ୍ର)ପୈାର ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଥିଲା ପ୍ରଚାରର ଶେଷ ଦିନ। ଏହି ଅବସରରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ସମେତ ନେତୃବୃନ୍ଦ ଓ ସମର୍ଥକ ମାନେ କର ବା ମର ନୀତି ଆପଣାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିଲେ । ଘରକୁ ଘର ବୁଲି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ ଜାରି ରଖିଥିବା ବେଳେ ସମ୍ପ୍ରତି ଶାସକ ଦଳର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆମର ଏହି ଲଢେ଼ଇ ଜାରି ରହିବ ବୋଲି ପୂର୍ବତନ ବିଧାୟକ […]

ଗୋଷ୍ଠୀକନ୍ଦଳ ବିଜେଡିକୁ ପରାଜୟ ମୁହଁକୁ ଠେଲିଦେବନି ତ? ପୂର୍ବତନ ନଗରପାଳ ଓ୨ କାଉନସିଲର ଙ୍କ ସମେତ ୪ ବିଜେଡିନେତା ଦଳରୁ ସସପେଣ୍ଡ

ଫୁଲ ବାଣୀ( ଉଲାପ୍ର)ପୌର ନିର୍ବାଚନ ପାଇଁ ଦଳୀୟ ଟିକେଟ ବଣ୍ଟନକୁ ନେଇ କନ୍ଧମାଳ ବିଜୁଜନତା ଦଳରେ ଦିନକୁ ଦିନ ଅନ୍ତର୍ଦ୍ୱନ୍ଦ ବଢିବାରେ ଲାଗିଛି । ଦଳ ବିରୋଧି କାର୍ଯ୍ୟପାଇଁ ଦଳର ଜିଲ୍ଲାସଭାପତି ସରୋଜ କର୍ଣ୍ଣ ପ୍ରଥମେ ଜିଉଦୟଗିରି ଏନ ଏସିର ପୂର୍ବତନ ନଗରପାଳ ସଂଜିବ ପାତ୍ର ଓ ତାଙ୍କ ପତ୍ନୀ ମିତା ରାଣୀ ପାତ୍ରଙ୍କୁ ଦଳରୁ ନିଲମ୍ବିତ କରିଥିଲେ,ଓ ମଙ୍ଗଳବାର ଫୁଲବାଣୀ ପୌରପରିଷଦର ୩ନମ୍ଵର ର ପୂର୍ବତନ କାଉନସିଲର ଭାଗବତ ବେହେରା ଓ ୧୦ ନମ୍ବର ପୂର୍ବତନ […]

ଦଳ ବିରୋଧୀ କାର୍ଯ୍ୟ ପାଇଁବିଜେଡି ର ୨ ପୂର୍ବତନ କାଉନସିଲର ନିଲମ୍ବିତ

ଫୁଲବାଣୀ (ସୁନୀଲ ପଟନାୟକ )ଦଳ ବିରୋଧୀ କାର୍ଯ୍ୟ ଓ ଦଳରେ ବିଶୃଙ୍ଖଳା ପାଇଁ ଆଜି ମଙ୍ଗବାର ଜ଼ିଲ୍ଲା ବିଜେଡି ସଭାପତି ସରୋଜ କର୍ଣ ଫୁଲବାଣୀ ସହର ର ତିନି ନମ୍ବର ପୂର୍ବତନ କାଉନସିଲର ତଥା ବିଜେଡି ନେତା ଭାଗବତ ବେହେରା ଓ ଦଶ ନମ୍ବର ୱାର୍ଡ ର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରା ଙ୍କୁ ଦଳ ସଭାପତି ସରୋଜ କର୍ଣ୍ଣ ନିଲମ୍ବିତ କରିଛନ୍ତି lଏ ନେଇ ଆଜି ମଙ୍ଗଳବାର ସଭାପତି କର୍ଣ୍ଣ ଏକ ପ୍ରେସ ବିବୃତି ରେ […]

ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେବାବେଳେ ଜବତ ; ଜଣେ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦୀର୍ଘ ଦିନ ର ନିରବତା ପରେ ପୁଣି ଥରେ ପୁଲିସ କୁ ମିଳିଛି ବଡ଼ ସଫଳତା, ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଶହ ଶହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ କାରି ପୁଲିସ ହାତରେ ଧରା ପଡି ଜେଲ୍ ମଧ୍ୟ ଜିବାକୁ ପଡ଼ିଛି, ତଥାପି ଗଞ୍ଜେଇ ଚାଷ ,ବା ଚୋରା ଚାଲାଣ ଥମିବାର ନାଁ ଧରୁ ନାହିଁ, ପୁଲିସ ଯେତିକି ଚଢ଼ାଉ […]

ନୂଆପଦରରେ ଏସବିଆଇ ର ନୂତନ ଏଟିଏମ ଉଦଘାଟିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୁଆଁପଦର ଠାରେ ଏସବିଆଇର ଏକ ନୂତନ ଏଟିଏମ ଉଦଘାଟିତ ହୋଇ ଯାଇଛି l ଭାରତୀୟ ଷ୍ଟେଟ ବ୍ୟାଙ୍କ ଫିରିଙ୍ଗିଆ ଶାଖା ପରିଚାଳକ ନିର୍ମଳ କୁମାର ନାଏକ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି ଉଦଘାଟନି ଉତ୍ସବ ରେ ଫିରିଙ୍ଗିଆ ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ ଏଟିଏମ ଡିଜିଏମ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ […]

ସାମାନ୍ୟ ବଚସାକୁ କେନ୍ଦ୍ର କରି ଛୁରାମାଡ଼ : ତିନି ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

କନ୍ଧମାଳ,:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛୁରା ମାଡ଼ରେ ତିନି ଜଣ ଗୁରୁତର ହୋଇପଡ଼ିଛନ୍ତି । ଫଳରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ୩ ଜଣକ ଭିତରେ ନିର୍ବାଚନକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ପାଟିତୁଣ୍ଡ ହୋଇଥିଲା । ଯୁକ୍ତିତର୍କ ଅଧିକ ବଢ଼ିବାରୁ ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଶେଷରେ ଘଟଣା ଉଗ୍ରରୂପ […]

ଫୁଲ ବାଣୀ ପୋୖରାଧ୍ୟକ୍ଷା ପଦବୀ ପାଇଁ ବିଜେପି ର ଯୋରଦାର ପ୍ରଚାର

ଫୁଲବାଣ(ସୁନୀଲପଟନାୟକ)ନିର୍ବାଚନ ଏବେଶେଷ ପର୍ଯ୍ୟାୟରେ, Iହାତରେ ବି ଆଉ ସମୟ ନାହିଁ । ତେଣୁ ସବୁ ଦଳର ପ୍ରାର୍ଥୀ ଓ କର୍ମୀମାନେ ଜିଜାନ ଲଗାଇ ଭୋକ ଶେ।ଷ ଭୁଲି ପ୍ରଚାରକୁଯୋରଦାର କରିଛନ୍ତି ।ନଗରପାଳ ଓ କାଉନସିଲର ପ୍ରାର୍ଥୀମାନେ ମଧ୍ୟ ଘରକୁ ଘର ବୁଲି ପ୍ରଚାରକୁଯୋରଦାର କରିଛନ୍ତି ।ତେବେ ଏଥର କିଏ ହେବେ ନଗ ରପାଳ ?ଲୋକେ କାହାକୁ ବାଛିବେ । କିଏ ହେବ ଭୋଟରଙ୍କ ପ୍ରଥମ ପସନ୍ଦ। ଫୁଲବାଣୀ ବାସୀ ଦଳକୁ ଦେଖିନା ପ୍ରାର୍ଥୀଙ୍କ ଯୋଗ୍ୟତା ଓବ୍ୟକ୍ତି ତ୍ଵକୁ […]

ବାଲିଗୁଡା ଏନ ଏ ସି ରେ ବିଜେପି ର ପ୍ରଚାର ଜୋରଦାର

ଫୁଲବାଣୀ (ସୁନୀଲ ପଟନାୟକ )ହାତରେ ଆଉ ସମୟ ନାହିଁ lଦିନଟିଏ ରହିଲା, ତାପରେ ପ୍ରଚାର ଶେଷ l ଫଳରେ ଭୋଟର ଙ୍କୁ ମନାଇବା ଲାଗି ସବୁଦଳ ଜି ଯାନ ଏକ କରି ଭୋକ ଶୋଷ ଭୁଲି ପ୍ରଚାର ଚଳାଇଛନ୍ତି lବିଜେପି ଜ଼ିଲ୍ଲା ସଭାପତି ଜଗନାଥ ସାହୁ ପ୍ରଚାରମଙ୍ଗ ଧରିଛନ୍ତି l ବାଲିଗୁଡା ଏନ ଏ ସି ଅଧ୍ୟକ୍ଷ ସିଟ ଦଖଲ ସହ 13 ଗୋଟି କା ଉନସିଲର ଙ୍କୁ ଜିତାଇବା ପାଇଁ ବିଜେପି ବାଇକ ରାଲି, ପଥପ୍ରାନ୍ତ […]

ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ମେଲନ ମେସନ ୨୦୨୨

ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)ସହୀଦ ତୀର୍ଥ ପୀଠ ଘେଁସ ଠାରେ ଅଭିମନ୍ୟୁ ସାହିତ୍ୟ ସଂସଦ ପକ୍ଷରୁ ଆଜି ମେଲନ ମେସନ ୨୦୨୨ ଆୟୋଜିତ ହୋଇଯାଇଛି। ସଂସଦ ର ସଭାପତି ଅଶୋକ କୁମାର ପୁଝାରୀ ଙ୍କ ସଭାପତି ତ୍ବ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ସଂସଦ ପକ୍ଷରୁ ଦୀର୍ଘ ଦଶନ୍ଧି ଧରି ସାହିତ୍ୟ ସେବା କରି ଆସୁଥିବା ବେଳେ ପୂଜ୍ୟପୂଜା ଙ୍କୁ ମଧ୍ୟ ସମ୍ମାନିତ କରିଆସୁଛନ୍ତି। ବକ୍ତା ଭାବେ ବିଶିଷ୍ଟ […]