କିଏହେବ ବାଲିଗୁଡା ଏନ ଏ ସି ଉପାଧ୍ୟକ୍ଷା ? ରଶ୍ମିତା ପାଢ଼ୀ ଆଗରେ

ଫୁଲବାଣୀ (ସୁନୀଲ ପଟନାୟକ )ପୌରନିର୍ବାଚନ ଫଳାଫଳ ଘୋଷଣା ପରେ ଏବେ ବାଲିଗୁଡା ଏନ ଏ ସି ରେ କାଉନସିଲର ମାନେ ନିଜ ସମର୍ଥକଙ୍କୁ ଧରି ଏନ ଏ ସି ଉପାଧ୍ୟକ୍ଷା ପଦବୀ ହାତେଇବା ପାଇଁ ରେସ ରେ ଅଛନ୍ତି l ଚଳିତ ନିର୍ବାଚନରେ ସିଧା ସଳଖ ଅଧକ୍ଷ ପଦବୀ ନିର୍ବାଚନ ହୋଇଥିଲା ବିଜୁ ଜନତା ଦଳ ଅଧକ୍ଷ ପଦବୀ ହାତେଇବା ସହିତ ୧ ୩ ଗୋଟି କାଉନସିଲର ମଧ୍ୟରୁ ବିଜେଡି ୧୧ ଗୋଟି ସିଟ ହାତେଇବାରେ ସଫଳ […]

ଫୁଲ ବାଣୀରିଜର୍ଭପଡ଼ିଆରେ.୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ(ଉଲାପ୍ର)ପୋଲିସ ଜନସାଧାରଣଙ୍କ ପାଖରେ ଯେପରି ଅଧିକରୁ ଅଧିକ ବିଶ୍ୱାସ ଭାଜନ ହୋଇପାରିବ ସେଥିପ୍ରତି ସଚେତନ ରହି ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ ବୋଲିଫୁଲବାଣୀସ୍ଥିତ ରିଜର୍ଭପଡ଼ିଆଠାରେ ୮୭ତମଉତ୍କଳ ଦିବସ ଓ ରାଜ୍ୟପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ପୋଲିସ ବାହିନୀ ପକ୍ଷରୁ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏ ସପି ଅଗ୍ରୱ।ଲ।କନ୍ଧମାଳ ଭଳି ମାଓ ଅଧୂଷିତ ଜିଲ୍ଲାରେ ପୋଲିସର କାର୍ଯ୍ୟକଳାପକୁ ନେଇ […]

ତୁମୁଡିବନ୍ଧ ରେ ପଲ୍ଲିଶ୍ରୀ ସଂଗୀତ ବିଦ୍ୟାଳୟ ଉଦଘାଟିତ

ଫୁଲବାଣୀ (ସୁନୀଲ ପଟନାୟକ )କଳା, ସଂସ୍କୃତି, ର ବିକାଶ କରିବାସଂଗୀତ ବିଦ୍ୟାଳୟ ସହ ନୂତନ କଳା କାର ସୃଷ୍ଟି କରିବା ଉଦେଶ୍ୟରେ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ଠାରେ ପଲ୍ଲିଶ୍ରୀ ସଂଗୀତ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି lକନ୍ଧମାଳ ଜ଼ିଲ୍ଲା ର ଜଣାଶୁଣା ସଂଗୀତଜ୍ଞ, କଳାକାର, ଅଭିନେତା, କଣ୍ଠ ଶିଳ୍ପୀ, ଜଳନ୍ଧର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ lଏହି ଅବସର ରେ ଆୟୋଜିତ ସଭାରେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା, ସରପଞ୍ଚ, ବରିଷ୍ଠ ସମାଜ […]

ଆହାର କେନ୍ଦ୍ର ବୁଲି ଦେଖିଲେ ପୋୖରାଧ୍ୟାକ୍ଷା

ଫୁଲବାଣୀ (ସୁନୀଲ ପଟନାୟକ )ଫୁଲବାଣୀ ମୁନିସିପାଲିଟି ପୌରାଧ୍ୟକ୍ଷାସ୍ମିତା ରାଣୀ ମହାନ୍ତି ଶୁକ୍ରବାର ଅଚାନକ ସହର ର ବସ ଷ୍ଟାଣ୍ଡ ରେ ଥିବା ଆହାର କେନ୍ଦ୍ର ରେ ପହଂଚି ସେଠାରେଲୋକଙ୍କୁ ଦିଆ ଦିଆଯାଉଥିବା ଖାଦ୍ୟ ର ମାନ ଯାଞ୍ଚ କରିବା ସହ ସେଠାକାର ପରିବେଶ ଓ ପରିଛନତା ଆଦି ବୁଲିଦେଖିଥିଲେ lସବୁ କିଛି ଠିକ ଠାକ ଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ lଏହାପରେ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ବସ ଷ୍ଟାଣ୍ଡ ର ଅବସ୍ଥା ଓ ସେଠାରେ ଥିବା […]

ଅଣ୍ଡିରା ହାତୀ ଶାବକ ମୃତ

ଢେଙ୍କାନାଳ – ଢେଙ୍କାନାଳ ରେଞ୍ଜ ଅନ୍ତର୍ଗତ ଘଟିବିରି ଅଞ୍ଚଳରେ ଆଜି ଏକ ଅଣ୍ଡିରା ହାତୀ ଛୁଆ ମୃତ୍ୟୁ ବରଣ କରିଛି। ଏହି ଶାବକ ଦେଢ଼ ବର୍ଷ ରୁ ଦୁଇ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ପାଇଁ ହାତୀ ଶାବକ ର ଶବକୁ ଓ ୟୁ ଏ ଟି କୁ ପଠାଯାଇଛି। ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ।

ହାଇସ୍କୁଲ ଖେଳ ପଡ଼ିଆରେ ସୂଚନା ଫଳକ ନାହିଁ

କଙ୍କଡ଼ାହାଡ଼ ବ୍ଲକ କାଲବୁଧିଆ ହାଇସ୍କୁଲ ଖେଳ ପଡିଆରେ ସୂଚନା ଫଳକ ନ ଥିବାରୁ ସାଧାରଣ ରେ ପ୍ରଶ୍ନ ଉଠିଛି!ମନରେଗା ଯୋଜନାରେ ଅନ୍ତର୍ଭୁକ୍ତ କରି 5t ରେ କାମ କରାଯାଇଛି ହେଲେ ଏହି ବୋର୍ଡ ରେ ସୂଚନା ଫଳକ ନାହିଁ କାର୍ଯ୍ୟ ଆରମ୍ଭ ରୁ ସୂଚନା ଫଳକ ଲେଖା ହେବା ପାଇଁ ସରକାର ନିୟମ ଅଛି ହେଲେ ତିନି ମାସ ରୁ ଅଧିକ ହେବ ସୂଚନା ଫଳକ ନାହିଁ ଜେଇ ମଧ୍ୟ ନିଘୋଡ଼ ନିଦରେ ସୋଇପଡିଛି କି ସାଧାରଣ […]

ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି, ତରଫ ରୁ ରକ୍ତଦାନ ଶିବିର

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛି ପରିମାଣ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ଜାରି । ଶହୀଦ ରଞ୍ଜନ ଦାଶ ଙ୍କ ଷଷ୍ଠ ଶହୀଦ ବାର୍ଷିକି ପାଳନ ଅବସର ରେ ନିଷ୍ଠା ପରିବାର ଓ ଶହୀଦ ରଞ୍ଜନ ଦାଶ ସ୍ମୃତି କମିଟି ,ଖଣ୍ଡହତା, ବରଗଡ଼ ର ମିଳିତ ଉଦ୍ୟମ ରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଖଣ୍ଡହତା,ବରଗଡ ଠାରେ ଆୟୋଜନ କରାଯାଇଥିଲା। ଏହି ଶିବିର କୁ […]

ଭ୍ରାମ୍ୟମାଣ ପାଠାଗାରରେ ମତ ପ୍ରକାଶ ପୁସ୍ତକ ଜ୍ଞାନ ଓ ନୈତିକତାର ବାର୍ତ୍ତାବହ

*ବରଗଡ଼: (ସତ୍ୟ ନାରାୟଣ ପ୍ରଧାନ)ପୁସ୍ତକ ସମ ବନ୍ଧୁ ଦୁନିଆରେ ନାହିଁ। ପୁସ୍ତକ ମାର୍ଗ ଦର୍ଶନ କରେ। ବିପଦ ରେ ସହାୟତା ର ହାତ ବଢାଏ। ପୁସ୍ତକ କେବେ ଧୋକା ଦିଅନି ବରଂ ସବୁ ସମସ୍ୟାର ସମାଧାନ କରେ, ସବୁ ସ୍ଵପ୍ନ କୁ ପୂରଣ କରିଥାଏ ବୋଲି ବରଗଡ଼ ବ୍ଲକ ନୀଲେଶ୍ଵର ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରେ ଯୋଗଦାନ କରି ବକ୍ତା ଗଣ ମତବ୍ୟକ୍ତ କରିଛନ୍ତି। ବିଦ୍ୟାଳୟ ର ପ୍ରଧାନ […]

ବିଜେପୁର ଏନଏସି ଅଧ୍ୟକ୍ଷା ଦାୟିତ୍ୱ ନେଲେ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ଅଧକ୍ଷା ଭାବେ ସୀତା ବାରିକ ଦାୟିତ୍ଵ ଗ୍ରହଣ କରିଛନ୍ତି। ତାଙ୍କ ସହ ନବ ନିର୍ବାଚିତ ସମସ୍ତ କାଉନସିଲର ମଧ୍ୟ ଶପଥ ପାଠ କରିଛନ୍ତ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଅଧକ୍ଷା ଆସନକୁ ବିଜେଡି ଦଖଲ କରିଥିଲା। ବିଜେପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଶୋଭା ଯାତ୍ରାରେ ବାହାରି ବିଜେପୁର ସହର ପରିକ୍ରମା କରିବା ପରେ ବିଜେପୁର ବିଜ୍ଞାପିତ […]

କନ୍ଧମାଳରେ ମହୁଲର ଅଭାବୀ ବିକ୍ରୀ, ଶେଷଣ ର ଶୀକାର ହେଉଛନ୍ତି ଆଦିବାସୀ ମହିଳା

.ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲାରେ ମହୁଲର ଅଭାବୀ ବିକ୍ରି ଫଳରେ ଶୋଷଣର ଶୀକାର ହେଉଛନ୍ତି ଶତାଧିକ ଆଦିବାସୀ ମହିଳା। ଦିନ ତମାମ ପରିଶ୍ରମ କରି ମହୁଲ ସଂଗ୍ରହ କରୁଛନ୍ତି ହେଲେ ଉପଯୁକ୍ତ ମୂଲ୍ୟ ମିଳୁନି। ଏବେ ମହୁଲସିଜନ । ମହୁଲ ଗଛରେ ମହୁଲ ଫୁଲ ଭର୍ତ୍ତୀ ହୋଇ ରହିଛି। ଖରାପଡିଲେ ଗଛରୁ ମହୁଲ ଟପ୍ ଟପ ହେଇ ପଡିଥାଏ।ଏ ବର୍ଷ ମହୁଲ ବି ଭଲ ଆସିଛି lଫଳରେ ଗ୍ରାମର ମହିଳାମାନେ ସକାଳୁ ସକାଳୁ ମହୁଲ ଗଛମୂଳେ ହାତରେ […]