ରେଳବାଇ କ୍ରିୟାନୁଷ୍ଠାନ କମିଟି ବୈଠକ
ଫୁଲବାଣୀ(ସୁନୀଲ ପଟ୍ଟନାୟକ)ସୋମବାର ସନ୍ଧ୍ୟା ରେ ରେଳ ବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜରୁରୀ ବୈଠକ ସ୍ଥାନୀୟ ବନାନୀ କଳା ସଙ୍ଗମ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା କମିଟୀ ର ଅଧ୍ୟକ୍ଷ ତଥା ବରିଷ୍ଠ ସମାଜସେବୀ କମଳା କାନ୍ତ ପାଣ୍ଡେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା, ଆଇନଜିବି ବିଜୟ ପଟନାୟକ, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ପ୍ରଣବ ମଣ୍ଡଳ, ପ୍ରମୂଖ ଫୁଲବାଣୀ କୁ ରେଳ ସଂଯୋଗ […]