ଗୁମା ଗ୍ରାମ କୁ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା ରେ ସ୍ଥାୟୀ ରାସ୍ତା ନିର୍ମାଣ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧ ମାଳ ଜିଲା ଦୁର୍ଗମ ତୁମୁଡିବନ୍ଧ ବ୍ଳକ ଅନ୍ତର୍ଗତ ମାଓ ଅଧ୍ୟୁଷିତ ଗୁମା ପଂଚାୟତ କୁ ଏଵେ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ ହୋଇଛି lଫଳରେ ଦୀର୍ଘ ବର୍ଷ ହେଲାଗ୍ରାମ କୁ ସ୍ଥାୟୀ ରାସ୍ତା ପାଇଁ ଦାବୀ କରିଆସୁଥିବା ଗ୍ରାମବାସୀ ଏଵେ ବେଶ ଖୁସି ଅନୁଭବ କରିଛନ୍ତି lବାଲି ଗୁଡା ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ କୋଟିଏ ରୁ ଉର୍ଦ୍ଧ ଟଙ୍କା ବ୍ୟୟ କରାଯାଇ ପାଖାପାଖି ୩ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି […]

ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ରନୂତନ କର୍ମକର୍ତ୍ତା

ଫୁଲବାଣୀ:(ଉଲାପ୍ର) ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କା ଥିଲା ହେଲେ ଏହାର ଅନ୍ତ ଘଟିଛି।ଚଳିତ ୨୦୨୨-୨୩ ର ହେବାକୁଥିବା ଯାତ୍ରାରସୁପରିଚାଳନା ପାଇଁ ବୁଧବାର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେଵ ମିଶ୍ର ଓ ପୋୖରାଧ୍ୟକ୍ଷ lସ୍ମିତା ରାଣୀ ମହାନ୍ତିଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ପ୍ରଥମେ ରୀତି ନୀତି ପରମ୍ପରା ଅନୁସାରେ ପ୍ରଦୀପ ପ୍ରଜ୍ବଳନ ପରେ ଅତୀତରେ ଅକାଳ […]

ପୁତୁରାର କୁରାଢ଼ୀ ଚୋଟ ରେ ବଡବାପା ମୃତ

ଫୁଲବାଣୀ (ସୁନୀଲ ପଟନାୟକ )ପୁତୁରାର କୁରାଢ଼ୀ ଚୋଟ ରେ ବଡ଼ବାପା ର ମୃତ୍ୟୁ ଲ ଏ ଭଳି ଅଭାବ ନୀୟଘଟଣା ଘଟିଛି କନ୍ଧମାଳ ଜିଲା ରାଇକିଆ ଥାନା ଅନ୍ତର୍ଗତ କାଳିଗାଡୁ ଗ୍ରାମରେ lଏ ନେଇ ଥାନାରେ ଅଭିଯୋଗ ହୋଇଛି lସୂଚନା ଯୋଗ୍ୟ ଯେ,ମଙ୍ଗଳବାର କୌଣସି କାରଣ ରୁ ବଡବାପା ନିକତନ ଡିଗାଲ ଙ୍କ ସହ ପୁତୁରା ମିଲଟନ ଙ୍କ ସହ ପାଟିତୁଣ୍ଡ ହୋଇଥିଲଲାଏଥିରେ ପୁତୁରା ଉତକ୍ଷିପ୍ତ ହୋଇ ପାଖରେ ଥିବା କୁରାଢ଼ୀ ରେ ନିର୍ମମ ଭାବେ ହତ୍ୟା […]

କଟକନଗର ଭାଜପାର ରାସନ ବିତରଣ କେନ୍ଦ୍ର ପରିଦର୍ଶନ

କଟକ( ଉଲାପ୍ର)ଭାଜପା ଓବିସି ମୋର୍ଚ୍ଚା ନେତୃତ୍ୱରେ ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଆଜି ସକାଳେ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ ତଦାରଖ ଓ ପ୍ରଧାନମନ୍ତ୍ରୀ ଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କୁ ସଚେତନତା ପାଇଁ ଶଗଡ଼ିଆ ସାହି ଗୋପ ବାବୁଙ୍କ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଭାଜପା କଟକନଗର କାର୍ଯ୍ୟକର୍ତା ମାନେ ଯାଇଥିଲେ।ହିତାଧିକାରୀମାନେ ଦୀର୍ଘ ୨୩ ମାସ ଏବଂ ଏବେ ପୁଣି ଅଧିକ ୬ମାସ କାଳ ଏହି ଯୋଜନାରେ ଲାଭ ପାଇଥିବାରୁ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ […]

ବିଡ଼ିପିଏଲ – ୭ ପାଇଁ ଖେଳାଳୀ ନିଲାମୀ ସରିଲା;ଚୟନ ହେଲେ ୮୩ ଜଣ ଖେଳାଳୀ

ବରଗଡ(ସତ୍ୟ ନାରାୟଣ ପ୍ରଧାନ)ବରଗଡ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ ,ବିଡ଼ିପିଏଲ – ୭ ପାଇଁ ଖେଳାଳୀ ନିଲାମୀ ଗତକାଲି ସ୍ଥାନୀୟ ସ୍ୱୟଂସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ୫ ଜଣ ୧୬ ବର୍ଷ ରୁ କମ ବୟସର, ୧୦ ଜଣ ୧୯ ବର୍ଷ ରୁ କମ ବୟସର ଖେଳାଳୀ ଙ୍କ ସମେତ ମୋଟ ୮୩ ଜଣ ଖେଳାଳୀ ଚୟନ ହୋଇଥିଲେ। ଏହି ପ୍ରକ୍ରିୟା ପୂର୍ବରୁ ସମସ୍ତ ଦଳ ପାଇଁ ଜଣେ ଲେଖାଏଁ ଆଇକନ ଖେଳାଳୀ ଙ୍କୁ ପ୍ରଦାନ […]

ବରଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚିତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନୂତନ ସଭାପତି ଭାବେ ସୁଶିଲ କୁମାର ଦାସ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ କମଳା କାନ୍ତ ଗଡତିଆ ନିର୍ବାଚିତ ହୋଇଛନ୍ତି। ଉପ ସଭାପତି ଭାବରେ ଅଜିତ କୁମାର ପ୍ରଧାନ ଓ ୫ଜଣ କାର୍ଯ୍ୟକାରୀ କମିଟିର ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।

ସଡ଼କ ଦୁର୍ଘଟଣାରେ ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଆହତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ଏକ ସରକାରୀ କାମରେ ଜଗସିଂହପୁର ଜିଲ୍ଲା କୁ ଯାଇ ଗତକାଲି ରାତିରେ ବରଗଡ଼ କୁ ଫେରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ବରଗଡ଼ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ଆସିବା ସମୟରେ କଟକ ନିକଟରେ ସେ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ଉକ୍ତ ସମୟରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଂଗେ ସଂଗେ ଭୁବନେଶ୍ଵର […]

୩୩ ତମ ବାର୍ଷିକ ଅଷ୍ଟ ଦଣ୍ଡ ମିଳନ ସମାରୋହ ଉଦଯାପିତ: ହଜାର ହଜାର ଭକ୍ତ ଙ୍କ ସମାଗମ

ବାଲିଗୁଡ.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଏପ୍ରିଲ ୦୧ ତାରିଖ ଠାରୁ୧୩ ତାରିଖ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l କରୋନା କଟକଣା ଯୋଗୁଁ ଗତ ଦୁଇ ବର୍ଷ ବନ୍ଦ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୫ ବର୍ଷ ପୂର୍ତ୍ତି ଅବସରରେ ୩୩ ତମ ବାର୍ଷିକ ଅଷ୍ଟଦଣ୍ଡ ମିଳନ ସମାରୋହ ଏପ୍ରିଲ ୧୦ ତାରିଖ […]

୧୨୭ ବାଟାଲିୟନ ଦ୍ୱାରା ବିରାତା ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ବିରତା ଦିବସ (ସୌଜ୍ୟ ଦିବସ )ପାଳନ କରାଯାଇଛି l ଏଥିରେ ୧୨୭ ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ଆନନ୍ଦ ଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜି ଦିନର ସ୍ମୁତିଚାରଣ କରିଥିଲେ l ୧୯୬୫ ମସିହା ଏପ୍ରିଲ ମାସ ୯ ତାରିଖ ରେ ଗୁଜୁରାଟର କଚ୍ଛ ଜିଲ୍ଲାର ସର୍ଦାର ପୋଷ୍ଟରେ ସିଆରପିଏଫ ର ଦ୍ୱିତୀୟ ବାଟାଲିୟନର ଏକ ଛୋଟ ଦଳ ମୁତୟନ ଥିବା […]

ମୁକ୍ତିଲାଭ କରିବାକୁ ଯାଉଛି “ଦିଲ୍ ମୋର ମାନେନା”

ଭୁବନେଶ୍ୱର(ଉଲାପ୍ର)ଆର୍‌ଆର୍‌ସି ଫିଲ୍ମସ ଏବଂ ମା’ ତାରିଣୀ ଏଣ୍ଟରଟେନମେଣ୍ଟ ପକ୍ଷରୁ ନିର୍ମାଣ ହେଲା ସିନେମା ‘ ଦିଲ୍ ମୋର ମାନେନା’ । ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତୀକ୍ଷିତ ଏ ସିନେମା। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ । ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଗୀତଗୁଡ଼ିକୁ ଗାଇଛନ୍ତି। ନୃତ୍ୟ ସଂଯୋଜନା କରିଛନ୍ତି ମାଷ୍ଟର ମୂରଲୀ, ଅମିତ ନାୟକ, ଲୁବୁନ-ଟୁବୁନ ଓ ଜିତୁ ରାଉତ । ସିନେମାର ଲିଡ୍‌ରେ ସ୍ୱରାଜ ଓ ଶିବାନୀ ଅଭିନୟ କରିଛନ୍ତି । ପ୍ରଯୋଜକ […]