ଏମ୍ସରେ କୋକ୍ଲିୟର ସମ୍ମିଳନୀ ଅନୁଷ୍ଠିତ, ଶ୍ରବଣ ଶକ୍ତି ଫେରିପାଇବା ନେଇ ତାଲିମ ପ୍ରଦାନ

ଭୁବନେଶ୍ୱର(ଉଲାପ୍ର) – ଭୁବନେଶ୍ୱର ଏମ୍ସ ଇଏନଟିରେ ଅନୁବୁତି ଚାରିଟେବୁଲ ଟ୍ରଷ୍ଟ ଫାଉଣ୍ଡେସନ ଏବଂ କୋକ୍ଲିୟର କ୍ରୁଜ୍ ସହଯୋଗରେ ଷଷ୍ଠ ଆନ୍ତର୍ଜାତୀୟ କୋକ୍ଲିୟର ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଭାରତ ତଥା ବିଦେଶର ଡାକ୍ତରମାନଙ୍କୁ କୋକ୍ଲିୟର ପ୍ରତିରୋପଣ ସର୍ଜରୀର ତାଲିମ ଦିଆଯାଇଛି । ଏହି ସର୍ଜରୀ ଦ୍ୱାରା ଶିଶୁଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ଯେଉଁମାନେ ଶ୍ରବଣ ଶକ୍ତି ହରାଇଛନ୍ତି ସେମାନେ ପୁନର୍ବାର ସେମାନଙ୍କର ଶ୍ରବଣଶକ୍ତି ଫେରିପାଆନ୍ତି । ଭୁବନେଶ୍ୱର ଏମ୍ସର ଇଏନଟି ବିଭାଗ ଏହି […]

ନିସ୍ ରେ ଇଣ୍ଟର୍‌ନେଟ୍ ଅନ୍ ଥିଙ୍କ ଶିର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର(ଉଲାପ୍ର) ମଦନପୁରସ୍ଥିତ ନିସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍‌ ଇଣ୍ଟର୍‌ନେଟ୍ ଅନ୍ ଥିଙ୍କ ଶିର୍ଷକ ଏକଆଡ୍‌ମିନିଷ୍ଟ୍ରେସନ ପରିସରରେ ଇଣ୍ଟର୍‌ନେଟ୍ ଅନ୍ ଥିଙ୍କ ଶିର୍ଷକ ଏକ ଜାତୀୟ ସେମିନାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼କ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି, ଆଇଆଇଆଇଟି ଭୁବନେଶ୍ଵରର ପ୍ରଫେସର୍ ଡ଼କ୍ଟର ସୁରଜ ଶର୍ମା ମୁଖ୍ୟବକ୍ତା ଓ ନାକ୍ ବେଙ୍ଗାଲୁରୁର ପରାମର୍ଶଦାତା ପ୍ରଫେସର୍ ଡ଼କ୍ଟର ଅମିୟ କୁମାର ରଥ ସମ୍ମାନୀତ ଅତିଥ୍‌ ଭାବେ ଯୋଗ ଦେଇ […]

ନୂଆ ବର୍ଷ ରେ ନୂଆ ରୂପରେ ଜୀ ସାର୍ଥକର ଦାଦାଗିରି

ଭୁବନେଶ୍ୱର(ଉଲାପ୍ର) ଓଡିଆ ନୂଆବର୍ଷରେ ନୂଆ ଚମକ ସହ ଜୀ ସାର୍ଥକର ‘ଦାଦାଗିରି’ । ଏହି ଲୋକପ୍ରିୟ ରିୟଲିଟି ସୋରେ ପୁଣି ହେବ ପ୍ରତିଭାର ବିଜୟ । ଏହି କାର୍ଯ୍ୟକ୍ରମର ଟାଇଟଲ ରହିଛି ‘ପ୍ରତିଭାର ଦାଦାଗିରି’।ତେବେ ଏହି ସୋ’ରେ ଏବେ ନଜର ଆସିବେ ଓଲିଉଡ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଓଡିଆ ଟେଲିଭିଜନରେ ପ୍ରଥମ ଥର ପାଇଁ ସିଦ୍ଧାନ୍ତ ମହାପାତ୍ର ରିୟଲିଟି ସୋ’କୁ ହୋଷ୍ଟ କରିବେ । ଯାହାକୁ ନେଇ ପୁରା ଓଡିଶାବାସୀ ଏହି କାର୍ଯ୍ୟକ୍ରମକୁ ଚାହିଁ ବସିଛନ୍ତି […]

ନୂଆଗାଁରେ ନୂତନ ଥାନା ଅଧିକାରୀଙ୍କର ଦାୟିତ୍ୱ ଗ୍ରହଣ

ଫୁଲବାଣୀ /୧୭ /୦୪ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୌମ୍ୟରଞ୍ଜନ ପତିଯୋଗଦେଇ ଛନ୍ତି। ଏଥି ପୂର୍ବରୁ ସେ ରାୟଗଡ଼ା ଟାଉନଥାନାରେ କାର୍ଯ୍ୟରତ ଥିଲେ,l ବଦଳି ହେଲା ପରେ ଫୁଲବାଣୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କିଛି ଦିନ ରହିଆଜି ଏଠାରେ ଯୋଗ ଦେଇଛନ୍ତି। ସେ ନିଷ୍ଠା ଓ ଦକ୍ଷତା ର ସହ ରାୟଗଡା ଥାନା ରେ କାର୍ଯ୍ୟ କରି ଲୋକଙ୍କ ଆସ୍ଥା ଭାଜନ ହୋଇଥିଲେl ଏବେ କ. ନୂଆଗାଁ ଥାନା […]

କନ୍ଧମାଳରେକେନ୍ଦ୍ରଶିକ୍ଷାମନ୍ତ୍ରୀ ସୁବାସ ସରକାର ଜିଲ୍ଲା ପଦାଧିକାରୀ, ଲୋକ ପ୍ରତିନିଧିଙ୍କ ସହ ବିଭିନ୍ନ ଉନ୍ନୟନ୍ନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା

ଫୁଲ ବାଣୀ(ସୁନୀଲପଟନାୟକ)ରବିବାର କେନ୍ଦ୍ରଶିକ୍ଷାମନ୍ତ୍ରୀ ଡ. ସୁବାସ ସରକାର, ଦିନିକିଆ କନ୍ଧମାଳ ଗସ୍ତରେ ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ସରକାର ପଶ୍ଚିମ ବଙ୍ଗ ରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସି ସେଠାରୁ କାର ଯୋଗେ ସିଧାସଳଖ କନ୍ଧମାଳ ଜିଲା ଗସ୍ତରେ ଆସି ଦିନ ଦଶଟା ସମୟରେ ସର୍କିଟ ହାଉସ ଠାରେ ପହଞ୍ଚିଥିଲେ ।ପହଞ୍ଚିବାପରେ ସେଠାରେ ବିଜେପି ଓ ଜିଲା ପ୍ରଶାସନ ପକ୍ଷରୁ ଉଚ୍ଛସ୍ଵୀତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲାବିଜେପି ପକ୍ଷରୁ ବିଜେପି ନେତା ଭଗବାନ ମହାନ୍ତି, ଅଜିତ ପଟ୍ଟନାୟକ, ପୌରାଧ୍ଯକ୍ଷାସ୍ମିତା ମହାନ୍ତି,କାଉନସିଲ […]

ଗଛରେ ପିଟିହେଲା କାର, ଜଣେ ମୃତ, ଯନ୍ତ୍ରୀ ଆହାତ

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଅପରାହ୍ନ ରେ ଟିକାବାଲି ନିକଟ କୋଚିଲା ଗଡ଼ ନିକଟ ରେ ଏକ ହୁଣ୍ଡଆଇ କାର ଭାର ସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟିହେଇଜିବା ଫଳରେ ଘଟଣା ସ୍ଥଳ ରେ ଜଣଙ୍କ ମୃତ୍ଯୁ ହୋଇଯାଇଥିବା ବେଳେ ଏଥିରେ ଯାଉଥିବା ବିଦ୍ୟୁତ ବିଭାଗର ଯନ୍ତ୍ରୀ ଆହାତ ହୋଇଛନ୍ତି lମୃତକ ଜଣକ ହେଲେ ଅଶ୍ୱିନୀ ମିଶ୍ର lଆହାତ ହୋଇଥିବା ଯନ୍ତ୍ରୀ ଜଣଙ୍କ ଅନିଲ କୁମାରପରିଡା ବୋଲି ଜଣା ପଡ଼ିଛି lସୂଚନା ଯୋଗ୍ୟ ଯେ ଅଫିସ […]

ନିଷ୍ଠା ପରିବାର ତରଫ ରୁ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ କିଛିକାଂଶ ରେ ଦୂର କରିବା ପାଇଁ ନିଷ୍ଠା ପରିବାର ର ପ୍ରୟାସ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ର ଶୁଭ ପ୍ରତିଷ୍ଠା ମହୋତ୍ସବ ଅବସର ରେ ନିଷ୍ଠା ପରିବାର ଓ ହନୁମାନ ମନ୍ଦିର ପ୍ରତିଷ୍ଠା କମିଟି, ବରଗଡ଼ ବ୍ଲକ ଅନ୍ତର୍ଗତ ବିଶ୍ବାଳ ଟିକ୍ରା, ଖଣ୍ଡହତା,ବରଗଡ ଦ୍ବାରା ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର କୁ ଶ୍ରୀ ପବିତ୍ର କର ଫିତାକାଟି […]

ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରେ ଜଳାଭିଷେକ ଉତ୍ସବ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ର ଗ୍ରାମ୍ୟ ଦେବୀ ମାଁ ସମଲେଶ୍ଵରୀ ଙ୍କ ମନ୍ଦିରରେ ଚୈତ୍ର ପୂର୍ଣ୍ଣିମା ଅବସରରେ ଆଜି ଭୋର ସକାଳୁ ମାଁ ସମଲେଶ୍ଵରୀ ଙ୍କ ଜଳାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସକାଳୁ ମାଁ ଙ୍କ ସ୍ବତନ୍ତ୍ର ପୂଜା ପରେ ଭକ୍ତମାନେ ଗଙ୍ଗା ଜଳରେ ଅଭିଷେକ କରି ଦର୍ଶନ କରିଥିଲେ। ମଧ୍ୟାହ୍ନ ରେ ଚଣ୍ଡୀ ହୋମ ହେବା ସହ ମାଁ ଙ୍କ ଠାରେ ଛପନ ଭୋଗ ଅର୍ପଣ କରାଯାଏ ଭକ୍ତଙ୍କୁ ବଣ୍ଟନ କରାଯାଇଥିଲା। ଅପରାହ୍ନ ରେ […]

ଗଇଠିପୁର ଗ୍ରାମରେ ପଞ୍ଚମୁଖୀ ହନୁମାନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା

ତିର୍ତ୍ତୋଲ (ଉଲାପ୍ର)ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ପଞ୍ଚମୁଖୀ ହନୁମାନ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଯାଇଛି. ବଜରଙ୍ଗବାଲି ସାଂସ୍କୃତିକ ଯୁବ ପରିଷଦ ର ମୁଖ୍ୟ ରଞ୍ଜନ ଖୁଣ୍ଟିଆ ଙ୍କ ନେତୃତ୍ୱ ରେବଜରଙ୍ଗବାଲି ସାଂସ୍କୃତିକ ଯୁବ ପରିଷଦ ଗଇଠିପୁର ଆନୁକୂଲ୍ୟରେ ପଞ୍ଚମୁଖୀ ହନୁମାନ ଙ୍କ ବିଗ୍ରହ ପ୍ରତିଷ୍ଠା କରାଯାଇଇଥିଲା. ରାମାୟଣୀ ପଣ୍ଡିତ ଅଭୟ ଦାଶ, ପୂଜକ ମଳୟ ପାଣି ଯୋଗଦେଇ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ. ଏଥିରେ ୫ ଜଣ କର୍ତ୍ତା ରାଜକିଶୋର ସାହୁ, ଆଦିତ୍ୟ […]

ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ

“ ଭୁବନେଶ୍ୱର (ଉଲାପ୍ର) : ଅପ୍ରେଲ ୧୫ ଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”। ପମ୍‌ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ । କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ପୂର୍ବରୁ ପପୁଙ୍କ ଅଭିନୀତ “ହ୍ୟାଲୋ ରାବଣ”କୁ କଞ୍ଚାଲଙ୍କା ପ୍ଲାଟଫର୍ମରେ ଜବରଦସ୍ତ ରେସପନ୍ସ ମିଳିଥିଲା । ତେବେ ପମ୍‌ପମ୍ ସିରିଜର ନୂଆ ନୂଆ ଏପିସୋଡ ମାସକୁ ଥରେ […]