ଜିଲ୍ଲା ସ୍ତରୀୟ ଇତିହାସ କଂଗ୍ରେସ ଉଦଘାଟିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ କନିଷ୍ଠ ମହାବିଦ୍ୟାଳୟରେ ରବିବାର ଦିନ ଜିଲ୍ଲା ସ୍ତରୀୟ ଇତିହାସ କଂଗ୍ରେସ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଏନଏସବି କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ସଭାପତିତ୍ୱ କରି ପରିଚାଳନା କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ଼ଃ ମନ୍ମଥ ପାଢ଼ୀ, ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ବ୍ରହ୍ମପୁର […]

କନ୍ଧମାଳ: ତାଡ଼ିସରୁବାଇ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଗୌରବ ତଥା ତାଡ଼ିସରୁବାଇ ଭାବେ ପରିଚିତ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀ ଅସୁସ୍ଥ ହୋଇଛନ୍ତି l ତାଙ୍କୁ ଜ୍ଵର, ଝାଡ଼ା ସହ ଆଣ୍ଠୁଗଣ୍ଠି ବ୍ୟଥା ହେବାରୁ ଚାରିପଡ଼ା ସ୍ଥିତ ବାସଭଵନରେ ରହି ଚିକିତ୍ସିତ ହେଉଥିଲେ l ପରେ ତାଙ୍କୁ ଖଜୁରୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l ସ୍ବାସ୍ଥ୍ୟ ଅଧିକାରୀ ଡ଼ା. ଉତ୍ତମ କୁମାର ବିଶ୍ୱାଳ ଙ୍କ ତତ୍ତ୍ୱାବଧାନରେ ଏକ ଡାକ୍ତର ଟିମ୍ ଚିକିତ୍ସା କରୁଛନ୍ତି l ତାଙ୍କୁ ସମସ୍ତ […]

ବ୍ଲକ୍ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଆୟୋଜିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଆୟୋଜିତ ହୋଇଯାଇଛି l ଏହି ସ୍ବାସ୍ଥ୍ୟ ମେଳା କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ସସ୍ମିତା କହଁର ଉଦଘାଟନ କରିଥିଲେ l ଏଥିରେ ୧୧ ଟି ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ଥିଲେ l ସ୍ବାସ୍ଥ୍ୟ ମେଳା ରେ ୧୬ଟି ଷ୍ଟଲ […]

ନବ ନିର୍ବାଚିତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡ଼ିଶା ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳର ଫୁଲବାଣୀ ଶାଖା ତରଫରୁ ବ୍ଲକ ର ନବ ନିର୍ବାଚିତ ପଞ୍ଚାୟତ ସ୍ତରୀୟ ପ୍ରତିନିଧି ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶାଖାର ଫୁଲବାଣୀ ଓ ଫିରିଙ୍ଗିଆ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜିକା ଭାରତୀ ରାଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା […]

କ.ନୂଆଗାଁରେ ବ୍ଲକସ୍ତରୀୟ ସ୍ବାସ୍ଥ୍ୟ ମେଳା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କ.ନୂଆଗାଁ ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜାତୀୟ ସ୍ବାସ୍ଥ୍ୟ ମିଶନ ଓ ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ଦିବସୀୟ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟମେଳା ଓ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କ.ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କରିଶ୍ମା ନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇ ଥିବା ବେଳେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି ଭ‌ାବେ […]

ବନ ଜ୍ୟୋସ୍ନାସାହିତ୍ୟ ସଂଗଠନ ପକ୍ଷରୁ ଦ୍ଵାଦଶତମ ପୁସ୍ତକମେଳା ଉଦଘାଟିତ

ଫୁଲବାଣୀ-(ସୁନୀଲ ପଟନାୟକ)ସାହିତ୍ୟ ସମାଜରହୀତ ସାଧନ କରିଥାଏ ଏଣୁ ସମସ୍ତଙ୍କ ସାହିତ୍ୟ ପ୍ରତିସକାରାତ୍ମକ ମନୋଭାବ ରହିବା ଆବଶ୍ୟକ ବୋଲି ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ଦ୍ଵାଦଶ ତମ ପୁସ୍ତକ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫୁଲ ବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି । ସେହିପରି ମୁଖ୍ୟ ବକ୍ତା ଭାବେ ସୋନପୁର ମହିଳା ମହାବିଦ୍ୟାଳୟର ଅଧ୍ୟାପକ ମଦନମୋହନ କ୍ଷେତି, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବାଲିଗୁଡ଼ା ମହାବିଦ୍ୟାଳୟର ବିଭୁତି ଭୁଷଣ ଆଚାର୍ଯ୍ୟ, ଓ ବରୀଷ୍ଠ […]

ଚିଟଫଣ୍ଡ ନାମରେ ଠକେଇ ଅଭିଯୋଗ, ୩ ଗିରଫ

ଫୁଲବାଣୀ(ସୁନୀଲପଟନାୟକ)ଚିଟଫଣ୍ଡ କଂପାନୀଗୁଡିକ ନାମରେ ଠକେଇ ଅଭିଯୋଗ ନେଇ ଲଗାତାର ବିସ୍ତୃତ ଭାବରେ ବିଭିନ୍ନ ଗଣମାଧମରେ ପ୍ରକାଶ ପାଇବାପରେ ମଧ୍ୟ ଏମିତି ଆହୁରି ଅନେକ ଲୋକ ଅଛନ୍ତି ଲୋଭ ରବଶବର୍ତ୍ତୀ ହୋଇ ଚିଟଫଣ୍ଡ ଠକଙ୍କ ହାବୁଡରେ ପଡି ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ କରି ଶେଷରେ ଠକେଇ ର ଶୀକାର ହେଉଛନ୍ତି । ଏଭଳି ଏକ ଅଭିଯୋଗ ପୁଣି ଫୁଲବାଣୀ ସଦର ଥାନାରେ ହୋଇଛି ।‘ସଦର ଥାନା ଅଧିକାରୀ ପ୍ରଶାନ୍ତ୍ର କୁମାର ବେହେରା ଅଭିଯୋଗ ପାଇ ମୟୂରଭଞ୍ଜ ଜିଲ୍ଲା […]

ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁର ଙ୍କ ପରଲୋକ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲା ର ବାଲିଗୁଡା ର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁର ଙ୍କ ଆଜି ଶନିବାର ପରଲୋକ ଘଟିଛି ମୃତ୍ୟୁ ବେଳକୁ ତାଙ୍କୁ ଅଶୀ ବର୍ଷ ହୋଇଥିଲା lସ୍ବର୍ଗତ ସୁରେନ୍ଦ୍ର କହଁର ବିଜେପି ରଗତ 2000ମସିହା ରେ ପ୍ରଥମ ବିଧାୟକ ଥିଲେଲ lତାଙ୍କ ମୃତ୍ଯୁ ରେ ବାଲିଗୁଡା ବିଧାନସଭା ମଣ୍ଡଳୀ ଅଂଚଳ ରେ ଶୋକ ର ଛାୟା ଖେଳିଯାଇଛି lସେ ଜଣେ ଶାନ୍ତ ସରଳ ନିଷ୍କପଟ ଓ ଉଦାର ହୃଦୟର ବ୍ୟକ୍ତି ଥିଲେ […]

ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବରପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଆୟୋଜିତ ହୋଇଥିଲା lଏହି ସ୍ବାସ୍ଥ୍ୟ ମେଳା ରେ ବିଧାୟକ ଅଙ୍ଗଦ କହଁର ଓ ବ୍ଲକଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା କହଁର ଯୋଗ ଦେଇ ଶୁଭ ଉଦ୍ ଘାଟନ କରିଥିଲେ lଏହି ବ୍ଳକ ଅନ୍ତର୍ଗତ ୧୧ ଟି ପଞ୍ଚାୟତ ର ସରପଞ୍ଚ ଉପସ୍ଥିତ ଥିଲେ lସ୍ବାସ୍ଥ୍ୟ ମେଳା ରେ ୧୬ଟି ଷ୍ଟଲ ହୋଇଥିଲା […]

ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିଭିନ୍ନ ନୂତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଫୁଲବାଣୀ(ସୁନୀଲ ପଟ୍ଟନାୟକ)ରାଜ୍ୟ ପରିବହନ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ଦିନିକିଆ କନ୍ଧମାଳଗ୍ରସ୍ତ ରେ ଆସି ଚକାପାଦ ବ୍ଳକରେ ବହୁ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଅନ୍ୟ କେତେକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ ।ମନ୍ତ୍ରୀ ବେହେରା ପହଞ୍ଚିବାପରେ ଦଳ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିଲ।। ମନ୍ତ୍ରୀ ବେହେରା କଖାରୁ ଝୋଲାଠାରେ ନୂତନ ବିଶ୍ରାମ ଗୃହ , ବ୍ରାହ୍ମଣପାଦଠାରେ ନୂତନ ମିଶନ ଶକ୍ତି ଗୃହ, ପଞ୍ଚାୟତ ଅଧିକାରୀଙ୍କ ନୂତନ ଗୃହ, କାଡ଼ମୀଗ୍ରାମଠାରେ ଏକ ନୂତନ […]