ମନୋରଂଜନ ସାଂସ୍କୃତିକ ପରିଷଦର ଆଖିମୁଠି ଅନୁକୂଳ

ଭୁବନେଶ୍ୱର(ଉଲାପ୍ର)ରାଜଧାନୀ ଉପକଣ୍ଠ ମେଣ୍ଢାଶାଳ ଠାରେ ଅଜି ଅକ୍ଷୟ ତୃତୀୟା ଅବସର ରେ ମନୋରଂଜନ ସାଂସ୍କୃତିକ ପରିଷଦର କଳା ସାହିତ୍ୟ ସଂସ୍କୃତି ବଞ୍ଚାଅ ଅଭିଯାନ ଆନୁକୁଲ୍ୟରେ ବିଧି ଅନୁସାରେ ଆଖି ମୁଠି ଅନୁକୂଳ କରାଗଲା। ଏହି କାର୍ଯ୍ୟକ୍ରମରେ ପ୍ରେରଣାର ଅଧକ୍ଷ ଶ୍ରୀଯୁକ୍ତ ଦିଲୀପ ଶ୍ରଚନ୍ଦନ ଯୋଗ ଦେଇ ହଳ ଲଙ୍ଗଳ ଦ୍ଵାରା ବିଲ ଚାଷ କରିଥିଲେ ଓ ବିହନ ବିଲାରେ ବୁଣିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଥିବା ମେଣ୍ଢା ଶାଳ ର ଚାଷୀ ମାନଙ୍କୁ ପ୍ରଶଂସା କରି […]

ଗାୟତ୍ରୀ ପରିବାର ବାରିପଦା ପକ୍ଷ୍ୟ ରୁ ରକ୍ତଦାନ ଶିବିର ଆୟୋଜିତ

ବାରିପଦା(ଉଲାପ୍ର) ଗାୟତ୍ରୀ ପରିବାର ବାରିପଦା ଏବ° ଦିୟା-(ଦିବ୍ୟଭାରତ ଯୁବା ସଙ୍ଗଠନ) ର ମିଳିତ ସହଯୋଗ ରେ ଗାୟତ୍ରୀ ଶକ୍ତିପିଠ ସ୍ୱରୂପ ନଗର ବାରିପଦା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା l ବାରିପଦା ରେଡ଼କ୍ରସ ର କ୍ରର୍ମକର୍ତ୍ତା ମାନଙ୍କ ଦ୍ୱାରା ୩୨ ୟୁନିଟ ରକ୍ତ ସଂଗ୍ରହ କରିଯାଇଥିଲେ l ଏହି ରକ୍ତଦାନ ଶିବିର ରେ ଅତିରିକ୍ତ ଜିଲ୍ଲାପାଳ ସୁଜୟ କୁମର ପତି, ବ୍ଲଡ଼ବ୍ୟାଙ୍କ ର ଅଧିକାରୀ ଡା.ସୌମ୍ୟ ରଂଜନ ନାୟକ ଏବ° ବାରିପଦା ସହର […]

ବରଗଡ଼ ପୈାର ପରିଷଦ ସଦସ୍ୟ ମାନଙ୍କ ପ୍ରଥମ ବୈଠକ

ବରଗଡ଼:(ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ପୈାର ପରିଷଦ ନବ ନିର୍ବାଚିତ ସଦସ୍ୟ ମାନଙ୍କ ପ୍ରଥମ ବୈଠକ ଆଜି ପୈାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ପୈାରାଧକ୍ଷା ଶ୍ରୀମତୀ କଳ୍ପନା ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୯ଟି ଓ୍ବାର୍ଡ ର କାଉନସିଲର ସଦସ୍ୟ ମାନେ ଉପସ୍ଥିତ ରହି ସହରର ଉନ୍ନତି ପାଇଁ ସରକାର ଙ୍କ ବିଭିନ୍ନ ଯୋଜନା ର ସଠିକ ଭାବରେ ଉପଯୋଗ ଉପରେ ଆଲୋଚନା ହୋଇଥିଲା। ଏଥିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ […]

ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀ ଙ୍କ ଗିରଫ ପ୍ରତିବାଦରେ ଡିଜିପିଙ୍କୁ ଭାଜପା ବିଧାୟକ ଦଳର ଆଲୋଚନା

କଟକ( ଉଲାପ୍ର)ଦେବଗଡ଼ ଭାଜପା ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହୀ ଙ୍କ ଗିରଫଦାରୀ ବିଷୟ ନେଇ ଆଜି ଅପରାହ୍ନ ୬.୩୦ ସମୟରେ ଡିଜି ମହୋଦୟଙ୍କୁ ଭେଟିବାକୁ ବିଧାନସଭା ବିରୋଧୀଦଳ ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଧାୟକ ଟିମ ଭେଟିଥିଲେ।ଏହି ଦଳରେ ଉଦଳା ବିଧାୟକ ଶ୍ରୀ ଭାସ୍କର ମଢେଇ,ନୀଳଗିରି ବିଧାୟକ ସୁକାନ୍ତ ନାଏକ,ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ସାରସକଣା ବିଧାୟକ ଡକ୍ଟର ବୁଢ଼ାନ ମୁର୍ମୁ,ବାରିପଦା ବିଧାୟକ ପ୍ରକାଶ […]

କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟ ସ୍ତରୀୟ ମଇ ଦିବସ

ଫୁଲବାଣୀ(ସୁନୀଲପଟନାୟକ)ରବିବାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ତୃତି ଭବନଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ର ୩୮ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ମଇ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଥିଲାଏହି ଅବସରରେ ମୁଖ୍ୟଅତିଥି ଭାବେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହର, ରାଜ୍ୟ ସଂଘ ସାଧାରଣ ସଂପାଦକ ବେଣୁଧର ପଣ୍ଡା, ନଗରପାଳ ସ୍ମିତାରାଣି ମହାନ୍ତି,ବରୀଷ୍ଠ ସାମ୍ବାଦିକ ତଥା ଆଇଏଫଡବ୍ଲ୍ ଜେର କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ତ୍ରୀପାଠୀ , ପ୍ରମୁଖ ଯୋଗଦେଇସାମ୍ବାଦିକମାନଙ୍କ ବୃତ୍ତି ଗତ ସୁରକ୍ଷା ଉଚିତ […]

ଆଠଗଡ ରେ ନିଆରା ଶ୍ରମିକ ଦିବସ ପାଳିଲା ସାମ୍ବାଦିକ ସଙ୍ଘ,୩ଜଣ ଶ୍ରମିକଙ୍କୁ ସଙ୍ଘ କଲା ସମ୍ବର୍ଦ୍ଧିତ

ଆଠଗଡ(ଉଲାପ୍ର)ଆଠଗଡ ରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି ଶ୍ରମିକ ଦିବସ,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ଯଜ୍ଞ ନାରାୟଣ ମନ୍ଦିର ଠାରେ ସଙ୍ଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସାହିତ୍ୟିକ ,ସମାଲୋଚକ ଡ଼ଃ ନାରାୟଣ ପଣ୍ଡା ଯୋଗଦେଇ ଶ୍ରମିକ ଦିବସ ଅବସରରେ ସାମ୍ବାଦିକ ମାନେ ଶ୍ରମିକ ଦିବସ ପାଳନ କରି ୩ଜଣ ଶ୍ରମିକଙ୍କୁ ସମ୍ବର୍ଦ୍ଧିତ କରିବା ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।ଏହି ସଭାରେ ଆଠଗଡ ସବ […]

କଟକ ଭାଜପା ଟିମର ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ଗସ୍ତ

କଟକ(ଉଲାପ୍ର)ଗତ କିଛିଦିନ ଧରି ବିଭିନ୍ନ ଖବରକାଗଜ ଓ ଇଲକ୍ଟ୍ରୋନିକ୍ସ ମିଡ଼ିଆରୁ କଟକ,କ୍ୟାନସର ଇନଷ୍ଟିଚ୍ୟୁଟ ଦୁରାବସ୍ଥାର ଖବର ପାଇ ମାନନୀୟ ରାଜ୍ୟ ଭାଜପା ସଭାପତି ଶ୍ରୀ ସମୀର ମହାନ୍ତି ଙ୍କ ନିର୍ଦେଶରେ ଭାଜପା କଟକନଗରର ଏକ ଟିମ କଟକନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ କଟକର ଆଚାର୍ଯ୍ୟ ହରିହର କ୍ୟାନସର ଇନଷ୍ଟିଚ୍ୟୁଟ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସିଥିବା ମାତ୍ରାଧିକ ରୋଗୀଙ୍କୁ ଶଯ୍ୟା ନମିଳିବା ଯୋଗୁ ,ତାଙ୍କୁ ଏବଂ ତାଙ୍କ ଆଟେଣ୍ଡାଣ୍ଟ […]

ମେ ୨୦ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

ଭୁବନେଶ୍ୱର(ଉଲାପ୍ର)ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମେ ୨୦ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ । ତାଙ୍କ ସହ ଦିବ୍ୟା ଦିଶା ମହାନ୍ତି ଓ ଲିପିକା ସେନାପତି […]

ମେ ୨୦ରେ ମୁକ୍ତିଲାଭ କରିବ ପ୍ରେମ ଏଟିଏମ୍‌

ଭୁବନେଶ୍ୱର (ଉଲାପ୍ର)ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମେ ୨୦ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ । ତାଙ୍କ ସହ ଦିବ୍ୟା ଦିଶା ମହାନ୍ତି ଓ ଲିପିକା […]

ଯୈାତୁକ ଜନିତ ହତ୍ୟା ଅଭିଯୋଗ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ନବ ବିବାହିତା ମହିଳା ଙ୍କୁ ଅଧିକ ଯୈାତୁକ ଦାବିରେ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଝିଅ ର ବାପା ବରଗଡ଼ ଟାଉନ ଥାନା ରେ ଗତକାଲି ଅଭିଯୋଗ କରିଛନ୍ତି। ବରଗଡ଼ ଟାଉନ ଓ୍ବାର୍ଡ ନମ୍ବର ୪ ତଲିପଡା ଖର୍ରାପଡାର ଅନ୍ତର୍ଯ୍ୟାମୀ ସାହୁଙ୍କ ଝିଅ ନନ୍ଦିନୀ ସାହୁଙ୍କ ଗତବର୍ଷ ଏପ୍ରିଲ ୩୧ ତାରିଖ ଦିନ ଭଟଲି ବ୍ଲକ ଅନ୍ତର୍ଗତ ଜାମପାଲି ଗ୍ରାମ ର ପାଉଲ ପାତ୍ର ଙ୍କ ପୁଅ ମନୋରଞ୍ଜନ ପାତ୍ରଙ୍କୁ ବୈଦିକ […]