ପପୁ ପମପମ ହେବେ ସରକାରୀ ବର

ଭୁବନେଶ୍ୱର(ଉଲାପ୍ର)କଳା ରଙ୍ଗର ପିଲା ବୋଲି ଝିଅମାନେ ଚାହୁଁ ନଥିଲେ କିନ୍ତୁ ସରକାରୀ ଚାକିରୀ ପାଇବା ପରେ ଭାଗ୍ୟ ବଦଳି ଯାଉଛି । ପପୁ ପମପମଙ୍କ ଜୀବନରେ ଏମିତି କିଛି ଘଟିଛି ଯାହା ନଦେଖିଲେ ବିଶ୍ୱାସ କରିପାରିବେନି । ସରକାରୀ ଚାକିରୀ ପାଇବା ପରେ ପପୁଙ୍କ ଭାଗ୍ୟ ଖୋଲି ଯାଇଛି । ଜଣେ ସରକାରୀ ବର କିଭଳି ସୁବିଧା ସବୁ ପାଇପାରେ ତାକୁ ନେଇ ଚିତ୍ରଣ ହୋଇଛି ପପୁ ପମ ପମ ସିରିଜର ଦ୍ୱିତୀୟ ଅବଦାନ ‘ସରକାରୀ ବର’ […]

ମୁରଲୀଧର କ୍ରିକେଟ ଟୁର୍ନାମେଣ୍ଟ : ସାନ ଇଲେଭେନ ଚମ୍ପିୟାନ

ଜଗତସିଂହପୁର (ଉଲାପ୍ର)ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ପଞ୍ଚାୟତ ସଲମପୁର ଠାରେ ଜ଼ିଲ୍ଲା ବିଜେଡି ପୂର୍ବତନ ଉପସଭାପତି ଅଶ୍ୱିନୀ ଦାସଙ୍କ ନେତୃତ୍ୱ ରେ ମୁରଲୀଧର ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆନୁକୂଲ୍ୟରେ ଏକ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ ହୋଇଯାଇଛି । ଏହି ଉଦଘାଟନ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ସମ୍ମାନିତ ଅତିଥିଭାବେ ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଉପାଧ୍ୟାକ୍ଷା ସନ୍ଧ୍ୟା ରାଣୀ ମହାନ୍ତି, ଜ଼ିଲ୍ଲା ପରିଷଦ […]

ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍‌

ଭୁବନେଶ୍ବର(ଉଲାପ୍ର) : ଜୀ ସାର୍ଥକର ନୂଆ ସିନେମା ‘ଡିଟେକ୍ଟିଭ୍ କରନ୍‌- ଅର୍ଜୁନ’ର ଅଡିଓ ରିଲିଜ୍ ହୋଇ ଯାଇଛି । ଫିଲ୍ମରେ ତିନିଟି ଗୀତ ରହିଥିବା ବେଳେ ଏଥିରେ ଡ. ନିର୍ମଳ ନାୟକ ଓ ଅଭିଜିତ ମଜୁମଦାରଙ୍କ ମ୍ୟୁଜିକାଲ ଯୋଡି ପୁଣିଥରେ ଦେଖିବାକୁ ମିଳିବ । ଯେଉଁଥିରୁ ‘ଭାଉଜ ଗୋ ଭାଉଜ’ ଗୀତଟି ମାର୍କେଟରେ ଚହଳ ସୃଷ୍ଟି କରିବ ବୋଲି ଜୀସାର୍ଥକ ଆଶା ପ୍ରକଟ କରିଛି । ଏହି ଗୀତକୁ ନିଜେ ପପୁ ପମପମ ଗାଇଥିବା ବେଳେ ତାଙ୍କ […]

ଦେବଗଡ଼ ବିଜେପି ବିଧାୟକଙ୍କ ଗିରଫ ପ୍ରତିବାଦରେ କନ୍ଧମାଳ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦେବଗଡ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ଗିରଫ କରିବା ପ୍ରତିବାଦ ରେ କନ୍ଧମାଳ ଏସପି ଅଫିସ ସମ୍ମୁଖରେ କନ୍ଧମାଳ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା ମଧ୍ୟ କରାଯାଇଛି । ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଷୋଦଗାର କରିଥିଲେ ।ବୁକ୍ ସର୍କୁଲାର୍ ୪୭ ର ଅବମାନନା କରିବା ସହ ବିଶୃଙ୍ଖଳିତ ଆଚରଣ କରିଥିବା […]

ବାଲିଗୁଡା: ସାଇ ମନ୍ଦିରରେ ମାତା ଈଶ୍ବରାମ୍ମା ଦିବସ ପାଳିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଆଜକୁ ଠିକ୍ ୫୦ ବର୍ଷ ତଳେ ସମଗ୍ର ମାନବ ସମାଜର କଲ୍ଯାଣ ନିମନ୍ତେ ସ୍ବପ୍ନ ଦେଖିଥିବା ଈଶ୍ବରାମ୍ମା ଦିବ୍ଯତ୍ବ ପ୍ରାପ୍ତି ହୋଇଥିଲେ । ତାଙ୍କ ସ୍ମୁତିରେ ପ୍ରତିବର୍ଷ ପରି ବାଲିଗୁଡା ସାଇ ମନ୍ଦିରରେ ଆଜି ଓମକାର, ସୁପ୍ରଭାତ,ନଗର ସଂକୀର୍ତ୍ତନ ,ପ୍ରଶାନ୍ତି ପତାକା ଉତ୍ତୋଳନ ଓ ଷୋଡଶ ଉପଚାର ପୂଜା କରାଯାଇଥିଲା ।ସଂଧ୍ୟା କାର୍ଯ୍ୟକ୍ରମରେ ବିଭିନ୍ନ ବେଶଭୂଷା ହୋଇ ବାଳବିକାଶ ପିଲାମାନେ ଏକସୁସଜ୍ଜିତ ରାଲିରେ ସହର ପରିକ୍ରମା କରିଥିଲେ । ମାତା ଈଶ୍ବରାମ୍ମାଙ୍କ ଜୀବନୀ ଉପରେ […]

ଏମ ଭି ଆଇ ଚେକିଂ ମଦ ପିଇ ବାଇକ ଚଳାଉଥିବା ୬ ଗିରଫ

ଫୁଲବାଣୀ (ସୁନୀଲ ପଟନାୟକ )ମଦ ପିଇ ଯୁବକ ମାନେ ଦ୍ରୁତ ଗତିରେ ଗାଡି ଚଳାଇବା ଫଳରେ ଦିନକୁ ଦିନ ଦୁର୍ଘ ଟଣା ବୃଦ୍ଧି ପାଉଥିବା ରୁ ପୋଲିସ ପ୍ରଶାସନ ଏଵେ ସକ୍ରିୟ ହୋଇପଡିଛି l ଆଉ ବିଭିନ୍ନ ଛକ ସ୍ଥାନ ରେ ଏଵେ ଚେକିଂ ଆରମ୍ଭ କରିଛି lଆଜି ବୁଧବାର ମଦ ପିଇ ଗାଡି ଚଳାଉଥିବା ଅଭି ଯୋଗ ରେ ସଦର ଥାନା ଅନ୍ତର୍ଗତ ଵିଶିପଡା ଠାରେ ପରିବହନ ବିଭାଗ ପକ୍ଷରୁ ଗାଡି ଚେକିଂ କରାଯାଉଥିବା ବେଳେ […]

ବନ ଜ୍ୟୋସ୍ନା ପକ୍ଷରୁ ଦ୍ଵାଦଶତମ ପୁସ୍ତକମେଳା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ

ଫୁଲବାଣୀ(ସୁନୀଲ ପଟନାୟକ)ଏକ ସୁସ୍ଥ ସମାଜ ଗଠନ କରିବାରେ ଭାଷା ସାହିତ୍ୟ ର ଯଥେଷ୍ଟ ଗୁରୁତ୍ୱ ରହିଛି ଏଣୁ ସମସ୍ତଙ୍କ ସାହିତ୍ୟ ପ୍ରତି ଆଗ୍ରହ ରହିବା ଆବଶ୍ୟକ ବୋଲି ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ଦ୍ଵାଦଶ ତମ ପୁସ୍ତକ ଉତ୍ସବ ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫୁଲ ବାଣୀ ଉପ ଜିଲାପାଳ ଶେଷ ଦେବ ମିଶ୍ର କହିଛନ୍ତି । ସେହିପରିଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, କ୍ରୀଡ଼ା ସମ୍ପାଦକ ଓ […]

ବନ ଜ୍ୟୋସ୍ନା ପକ୍ଷରୁ ଦ୍ଵାଦଶତମ ପୁସ୍ତକମେଳା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ

ଫୁଲବାଣୀ- (ସୁନୀଲ ପଟନାୟକ)ଏକ ସୁସ୍ଥ ସମାଜ ଗଠନ କରିବାରେ ଭାଷା ସାହିତ୍ୟ ର ଯଥେଷ୍ଟ ଗୁରୁତ୍ୱ ରହିଛି ଏଣୁ ସମସ୍ତଙ୍କ ସାହିତ୍ୟ ପ୍ରତି ଆଗ୍ରହ ରହିବା ଆବଶ୍ୟକ ବୋଲି ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ଦ୍ଵାଦଶ ତମ ପୁସ୍ତକ ଉତ୍ସବ ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫୁଲ ବାଣୀ ଉପ ଜିଲାପାଳ ଶେଷ ଦେବ ମିଶ୍ର କହିଛନ୍ତି । ସେହିପରିଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, କ୍ରୀଡ଼ା ସମ୍ପାଦକ […]

ଭୁବନେଶ୍ବର ବସ୍ ମାଲିକ ସଂଘର ଅଫିସ ଗୃହ ର ଉଦଘାଟନ

ଭୁବନେଶ୍ବର(ଉଲାପ୍ର) : ଭୁବନେଶ୍ବର ବସ୍ ମାଲିକ ସଂଘର ଅଫିସ ଗୃହ ର ଉଦଘାଟନ ସାଙ୍ଗରେ ରୋଟାରୀ କ୍ଲବ ରୋୟାଲ ତରଫରୁ ଥଣ୍ଡା ପାନୀୟ ଜଳ ର ବୃହତ୍ ମେଶିନ ର ଉଦଘାଟନ କରାଯାଇଅଛି I ଏହି ଅବସରରେ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ରାଜ୍ଯ ସରକାରଙ୍କର ପବ୍ଲିକ ଏଣ୍ଟରପ୍ରାଇଜ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ଏମ୍.ଏଲ୍.ଏ ପ୍ରଣବ ପ୍ରକାଶ ଦାସ, ରୋଟାରୀ ୩୨୬୨ ର ଗଭର୍ଣ୍ଣର ଶାନ୍ତନୁ ପାଣି, ପି. ଡି. ଜି ରବି […]

ବନ ଜ୍ୟୋସ୍ନା ପକ୍ଷରୁ ଦ୍ଵାଦଶତମ ପୁସ୍ତକମେଳା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ

ଫୁଲବାଣୀ (ସୁନୀଲ ପଟନାୟକ)ଏକ ସୁସ୍ଥ ସମାଜ ଗଠନ କରିବାରେ ଭାଷା ସାହିତ୍ୟ ର ଯଥେଷ୍ଟ ଗୁରୁତ୍ୱ ରହିଛି ଏଣୁ ସମସ୍ତଙ୍କ ସାହିତ୍ୟ ପ୍ରତି ଆଗ୍ରହ ରହିବା ଆବଶ୍ୟକ ବୋଲି ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ଦ୍ଵାଦଶ ତମ ପୁସ୍ତକ ଉତ୍ସବ ଉଦଯାପନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫୁଲ ବାଣୀ ଉପ ଜିଲାପାଳ ଶେଷ ଦେବ ମିଶ୍ର କହିଛନ୍ତି । ସେହିପରିଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, କ୍ରୀଡ଼ା ସମ୍ପାଦକ […]