କରେଣ୍ଟ ଲାଗି କାର୍ଯ୍ୟରତ ମିସ୍ତୀଙ୍କ ମୃତୁ

ଫୁଲ ବାଣୀ(ଉଲାପ୍ର)କାର୍ଯ୍ୟ କରିବାବେଳେ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବା ଫଳରେ ଶ୍ରୀବତ୍ସ ବେହେରା ନାମକ ଜଣେ ମିସ୍ତ୍ରିଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରୀବତ୍ସ ଙ୍କ ଘର ଖଜୁରୀପଡ଼ା ବ୍ଳକ ପିରିକୁଡି ପଞ୍ଚାୟତ ଅନ୍ତର୍ଗତ ବେଡ଼ାଙ୍ଗ ପାଜୁ ଗ୍ରାମରେ।ଶ୍ରୀବତ୍ସ ଗତ କିଛିଦିନ ହେଲା ଫୁଲବାଣୀ ଆସି କଣ୍ଟ୍ରାକ୍ଟରପଡ଼ାରେ ଅଶ୍ଵିନୀ ମହାନ୍ତି ନାମକ ଜଣଙ୍କ ଘରେ କାର୍ଯ୍ୟ କରୁଥିଲେ । ତେବେ ଆଜି ଅପରାହ୍ନରେ ଶ୍ରୀବତ୍ସ ଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା ଗୁରୁତର ଅବସ୍ଥାରେ ଶ୍ରୀବତ୍ସକୁ […]

ସ୍ବପନେଶ୍ୱର ମନ୍ଦିରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ

ଆଠଗଡ(ଉଲାପ୍ର)ଆଠଗଡର ସର୍ବପୁରାତନ ଶୈବପୀଠ ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମନ୍ଦିରର ବିଶ୍ବଶାନ୍ତି ରୁଦ୍ରଯଜ୍ଞ ଲାଗି କଳସ ଶୋଭାଯାତ୍ରାଅନୁଷ୍ଠିତ ହୋଇଯାଇଛି । ଆଠଗଡ ଶାସନ ପୋଖରି ଠାରେ ପୂଜାର୍ଚ୍ଚନା କରାଯାଇ କଳସ ଉତ୍ତୋଳନ କରାଯାଈଥିଲା । ଚଳିତ ବୈଶାଖ ଏକାଦଶୀ ୧୨/୫/୨୨ ରିଖ ଠାରୁ ୧୪ ରିଖ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଆଠଗଡ ପୁରୁଣା ବସ୍ଷ୍ଟାଣ୍ଡ ସ୍ଥିତ ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶିବପୁରାଣ ପାଠ , ରୁଦ୍ରାଭିଷେକ , ନାମଯଜ୍ଞ ସହ ବିଶ୍ବଶାନ୍ତି ରୁଦ୍ରଯଜ୍ଞ ଅନୁଷ୍ଠିତ ହେବ […]

୫ ଜଣ ଅନାଥ ଶିଶୁଙ୍କୁ ଥଇଥାନ କଲା ଜିଲ୍ଲା ପ୍ରଶାସନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତୀମୁଣ୍ଡା (ଗୁଡ୍ରିଗୁଡା) ଗ୍ରାମର ୫ ଅନାଥ ପିଲାଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ ବ୍ୟବସ୍ଥା କରିଛି ।ଏହି ୫ ଅନାଥ ଶିଶୁଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ତାଜୁଙ୍ଗିଆ ଅଙ୍ଗନବାଡି ସୁପରଭାଇଜର ସ୍ୱର୍ଣ୍ଣପ୍ରଭା ପ୍ରଧାନ ସହ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପ୍ରେମ” ର ମିଳିତରେ ଏକ ଟିମ ହାତୀମୁଣ୍ଡା (ଗୁଡ୍ରିଗୁଡା)ଗ୍ରାମ ସ୍ଥିତ ଅନାଥ ପିଲାଙ୍କ ଘରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କରିଥିଲେ […]

ତୋରା ଠାରେ ପୋଲିସ ଫାଣ୍ଡି ଖୋଲିବାକୁ ଦାବି

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ଜିଲ୍ଲାର ସର୍ବବୃହତ ପଞ୍ଚାୟତ ରେ ବିଗୁଡୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତି କୁ ରୋକିବା ପାଇଁ ତୋରା ଠାରେ ଏକ ପୋଲିସ ଆଉଟ୍ ପୋଷ୍ଟ (ଫାଣ୍ଡି) ଖୋଲିବାକୁ ଆଜି ତୋରାର ନାରୀ ଶକ୍ତି ଏକତା ମଞ୍ଚ ପକ୍ଷରୁ ନବ ନିଯୁକ୍ତ ଜିଲ୍ଲା ଏସପି ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ବରଗଡ଼ ଜିଲ୍ଲାର ସର୍ବବୃହତ ପଞ୍ଚାୟତ ତୋରା ରେ ୨୪ ଓ୍ବାର୍ଡ ରହିଛି। ଲୋକସଂଖ୍ୟା ୧୫ ହଜାର ରୁ […]

ବ୍ରିଜ ତଳ ଯୁବତୀଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) ବରପାଲି ଥାନା ଅନ୍ତର୍ଗତ ଭଟିଗାଁ ଗ୍ରାମ ନିକଟସ୍ଥ ରାନୀଯୋର ବ୍ରିଜ୍‌ ତଳୁ ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଠାବ କରିଥଲା ।ବ୍ରିଜ୍‌ ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ବରପାଲି ପୋଲିସକୁ ଖବର ମିଳିବା ମାତ୍ରେ ପୋଲିସର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଘଟଣାସ୍ଥଳରେ ଏକ ପର୍ସ ଜବତ କରିଥିଲେ। ପର୍ସରୁ ଏକ ପରିଚୟ ପତ୍ର ମିଳିଛି। ଏସେଥିରୁ ମୃତା […]

ମାଁ ଉମା ମାହେଶ୍ୱରୀ ଙ୍କ ପୁସ୍ତକ ଲୋକାର୍ପିତ

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)ବରଗଡ଼ ବ୍ଲକ ଅନ୍ତର୍ଗତ କୁରୁଆ ମାଁ ଉମା ମାହେଶ୍ୱରୀ ଙ୍କ ଉପରେ ରଚିତ ତାତ୍ତ୍ବିକ ପୁସ୍ତକ ଆଜି ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକାର୍ପିତ ହୋଇଯାଇଛି। ମାଁ ମାହେଶ୍ୱରୀ ସେନା ଏବଂ କୁରୁଆ ଗ୍ରାମ ବାସୀ ଙ୍କ ଦ୍ଵାରା ଆୟୋଜିତ ପୁସ୍ତକ ଲୋକାର୍ପିତ ଉତ୍ସବ ରେ ଅତିଥି ଭାବେ ପଣ୍ଡିତ ଲଳିତ କୁମାର ରଥ, ସଂସ୍କୃତି ଗବେଷକ ତ୍ରିଲୋଚନ କମ୍ପ ଯୋଗଦେଇ କୃଷ୍ଣାଳୀନ କମଳ ଲୋଚନ ପଣ୍ଡା ଙ୍କ ଦ୍ଵାରା ରଚିତ ମାଁ […]

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ସମ୍ମାନିତ ଓ ବରଗଡ଼ ର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା

ବରଗଡ଼(ଉଲାପ୍ର)ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆଜି ଏକ ଟିମ୍ ସାଯ୍ୟକାର କରି ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏହା ସହିତ ବରଗଡ ର ପାରକିଙ୍ଗ ଓ ଅସହାୟ ଲୋକଙ୍କ ସେବା ଯୋଗାଇବା ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ମହାମାରୀ ସମୟରେ ବିଭିନ୍ନ ସେବା ମୂଲକ କାଯ୍ୟକ୍ରମ ବିଷୟରେ ଏସପି ଙ୍କୁ ଜଣାଇଥିଲ । ଜନ କଲ୍ୟାଣ ସେବା ଟ୍ରଷ୍ଟ […]

ବାଲିଗୁଡ଼ା ବ୍ଲକ୍ ଜନ ପ୍ରତିନିଧିଙ୍କୁ ବିଡିଓଙ୍କ ଅଣଦେଖା ଅଭିଯୋଗ: ବିଧାୟକଙ୍କ ନେତୃତ୍ବରେ ବିଡିଓଙ୍କୁ ମିଳିମିଶି ଘେରିଲେ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ବିଡିଓ ଅଧ୍ୟକ୍ଷାଙ୍କୁ ଅଣଦେଖା କରୁଥିବା ଅଭିଯୋଗରେ ବିଡ଼ିଓଙ୍କୁ ଘେରିଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ,ବ୍ଲକ୍ ଅଧ୍ୟକ୍ଷା ମିଶାବତୀ ମଳିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବ୍ଲକ୍ ଉପାଧ୍ୟକ୍ଷା ନିକଜିନୀ ଦିଗାଳ । ବାଲିଗୁଡ଼ା ବିଡ଼ିଓ ଅଧ୍ୟକ୍ଷାଙ୍କୁ ଉନ୍ନୟକ କାର୍ଯ୍ୟ ବିଷୟରେ ସୂଚନା ଦେଉନଥିବା, ପରିଦର୍ଶନରେ ଯିବା କିମ୍ବା କାର୍ଯ୍ୟାଳୟକୁ ଯାତାୟାତ ନିମନ୍ତେ ବ୍ଲକ୍ ପକ୍ଷରୁ ଗାଡ଼ି ନଦେବା ଏବଂ ନିର୍ବାଚିତ […]

ଗୁଣି ଗାରେଡି ସନ୍ଦେହରେ ଦମ୍ପତି ଙ୍କୁ ବିଷ୍ଟl ଖୁଆଇବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲା ସାରଙ୍ଗଗଡ ଥାନା ଅଂଚଳରେ ଗୁଣି ଗାରେଡିକୁ ସନ୍ଦେହ କରି ଏକ ଦମ୍ପତିଙ୍କୁ ଲୋକେ ବିଷ୍ଠା ଖୁଆଇଛନ୍ତି । ଖାଲି ସେତିକି ନୁହେଁ, ଲୋକେସଂଘ ବଧ ଭାବେ ବୃଦ୍ଧଙ୍କୁ ମାଡ ମାରି ଗୋଡ଼ ଭାଙ୍ଗି ଦେଇ ଛନ୍ତି । ଲୁହା ଛଡରେ ମାଡ ମାରିବାରୁ ତାଙ୍କ ଡାହାଣ ଗୋଡର ହାଡ ଭାଙ୍ଗି ଚୁରମାର ହୋଇଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲାବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । […]

ଢେଙ୍କାନାଳ ମା ତାରିଣୀ ୧୮ ତମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ ସ୍ଥିତ ମା ତାରିଣୀଙ୍କ ମନ୍ଦିରରେ ଠାକୁରଙ୍କ ୧୮ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ଭାଗିରଥୀ ସାଗର କୁଳରୁ ଘଟ କଳସ କୁ ପୂଜା କରାଯାଇ ମନ୍ଦିରକୁ ଅଣାଯାଇଥିଲେ। ମହିଳା ମାନଙ୍କ ଦ୍ଵାରା ୧୦୮ କଳସ ଘଣ୍ଟ, ବାଦ୍ୟର ତାଳେ ତାଳେ ନଗର ପରିକ୍ରମା ପରେ ମନ୍ଦିରରେ ପହଞ୍ଚିଥିଲା।ଆଜି କଳସରେ ଅଧିବାସ ପୂଜା ଆରମ୍ଭ ହେବ। ଆସନ୍ତାକାଲି ମା ଙ୍କୁ ୧୦୮ କଳସ ଜଳ […]