ମା କାଳୀ ସେବାରେ ଉତ୍ସର୍ଗୀକୃତ ଆଦିତ୍ୟ

ଫୁଲବାଣୀ(ଉଲାପ୍ର)କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ନାରାୟଣୀ ଠାକୁରାଣୀ ଯାତ୍ରା ସର୍ଵସାଧାରଣଙ୍କ ଯାତ୍ରା।ଏହା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ।ଯାତ୍ରା ନା ଶୁଣିଲେ ସମସ୍ତେ ଖୁସି ହୋଇଯାନ୍ତି କାରଣ ମିନାବଜାରରେ ମଉଜ ମସ୍ତି ସହ ଯାତ୍ରା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଓ ବିଭିନ୍ନ ରକମର ଜିନିଷ ଦ୍ରବ୍ୟ କିଣିବା।ଆଉ କେହି କେହି ଏ ସମସ୍ତ ଠୁ ଦୂରରେ ରହି ନିଷ୍ଠାର ସହ ମା କାଳୀଙ୍କୁ ସେଵା କରିବା ସତେ ଯେମିତି ତାଙ୍କର ଏକ ନିଶା। ସେ ଆଉ […]

ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରାୟଣ ବେହେରା ଆଇ.ଏଫ.ଏସଙ୍କ ଅବସର ଗ୍ରହଣ

ଫୁଲ ବାଣୀ-(ସୁନୀଲ ପଟନାୟକ) ଫୁଲ ବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀନାରୀୟଣ ବେହେରା ଆଇଏଫଏସ ଙ୍କ ଅବସର ଗ୍ରହଣ । ସେ ଫୁଲବାଣୀ ବନଖଣ୍ଡ ଡିଏଫଓ ଭାବେ ଦୀର୍ଘ ୪ବର୍ଷ ରୁ ଉର୍ଦ୍ଧ୍ଵ ରହିଜଙ୍ଗଲ ସୁରକ୍ଷା, ସଚେତନତା ଓ ନୂତନ ଜଙ୍ଗଲ ସୃଷ୍ଟି, କରି ଥିଲେ । ତାଙ୍କରୀ ନିଷ୍ଠାପର ଉଦ୍ୟମ ଓ ଆନ୍ତରୀକତା ଫଳରେ ଫୁଲବାଣୀ ବନଖଣ୍ଡରେ ଜଙ୍ଗଲ ବୃଦ୍ଧି ପାଇଛି। ସେହିପରି ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଡିଏଫ ଓ ବେହେରାଙ୍କ ଉଦ୍ୟମ ପ୍ରଶସଂନୀୟ। ତେବେ କାର୍ଯ୍ୟଦକ୍ଷତା […]

ଜୁପିଟର୍ ପବ୍ଲିକ୍‌ ସ୍କୁଲ୍‌କୁ ମିଳିଲା ଆୱାର୍ଡ

ଭୁବନେଶ୍ଵର(ଉଲାପ୍ର) : ଭବିଷ୍ୟତ ପିଢ଼ି ଗଢ଼ିବା ତଥା ଭବିଷ୍ୟ ନିର୍ମାଣ କ୍ଷେତ୍ରରେ ଶିକ୍ଷାନୁଷ୍ଠାନଗୁଡ଼ିକର ଭୂମିକା ଅତୁଳନୀୟ । କରୋନାର ଆତଙ୍କ କାଳ ଓ ପରବର୍ତ୍ତୀ ସମୟରେ ସମନ୍ବିତ ଉନ୍ନତ ଶିକ୍ଷା କ୍ଷେତ୍ରରେ ଜୁପିଟର୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ଅବଦାନ ଅନନ୍ୟ। ଏହି ଗ୍ରୁପ୍ ଦ୍ଵାରା ଜୁପିଟର୍ ପବ୍ଲିକ୍‌ ସ୍କୁଲ୍ (ଜେପିଏସ୍) ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରି ଶିକ୍ଷାସେବା ପ୍ରଦାନ କରିଆସୁଛି । ଏଥିପାଇଁ ଜୁପିଟର୍ ପବ୍ଲିକ୍‌ ସ୍କୁଲ୍‌କୁ ଜାତୀୟ ଗଣମାଧ୍ୟମ […]

ସାବଧାନ! ଫୁଲବାଣୀ ସହରରେ ବାଘବୁଲୁଛି

ଫୁଲବାଣୀ(ସୁନୀଲ ପଟ୍ଟନାୟକ)ବାଘ କେବଳ ଜଙ୍ଗଲରେ ନଚେତ ନନ୍ଦନକାନନରେ ଦେଖିବାକୁ ମିଳନ୍ତି । ଏବେ କିନ୍ତୁ ଠାକୁରାଣୀ ଯାତ୍ରା ଅବସରରେ ଫୁଲବାଣୀ ସହରର ବଜାରଠୁ ଆରମ୍ଭ କରିସାହୀ ଗଳିକନ୍ଦିରେ ମାନସୀ କ ଧାରୀ ଭକ୍ତମାନେ ବାଘ ବେଶରେ ଦେଖିବାକୁ ମିଳିଥାନ୍ତି। ଫଳରେ ବାଘ ନାଚ ଦେଖିବା ଲାଗି ଲୋକଙ୍କ ଭୀଡ଼ ମଧ୍ୟ ଜମିଥାଏ । ତେବେ ପିଲାମାନେ ସାହି କିମ୍ବା ଘରଦ୍ଵାର କୁବାଘ ବେଶ ଆସିଲେ ଭୟଭୀତହୋଇ କାନ୍ଦି କାନ୍ଦି ଘରେ କବାଟ ଦେଇ ରୁହନ୍ତି । ମା […]

ନାରାୟଣୀଯାତ୍ରା ଅବସରରେ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ(ସୁନୀଲ ପଟ୍ଟନାୟକ)ଚଳିତବର୍ଷ ମାନାରାୟଣୀଙ୍କ ଯାତ୍ରା ଅବସରରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଥିଲା।ଯାତ୍ରା କମିଟି ସଭାପତି ପି. ସୁଧାଂଶୁ ସେନାପତି ଜିଲ୍ଲା ପ୍ରେସକ୍ଲବ ସଂପାଦକ ପଶାନ୍ତ ବେହେରାଙ୍କ ସମେତ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯାତ୍ରା ମଞ୍ଚ ଉପରେ ଉପରେ ଉପଢୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ସଭାପତି ସେନାପତୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।ସେହିପରି ଗଣମାଧ୍ଯମ ପ୍ରତିନିଧିମାନେ ମଧ୍ୟ ଯାତ୍ରା ଆରମ୍ଭରୁ ଏ ଯାଏଁ ଆନ୍ତରୀକତାର […]

ସାମ୍ବାଦିକ ଙ୍କ ମାତୃ ବିୟୋଗ

ଫୁଲବାଣୀ (ସୁନୀଲ ପଟନାୟକ ) ଆଜି ରବିବାର ଭୋର ରୁ ଫୁଲବାଣୀ ସହର ର ଜଣାଶୁଣା ସାମ୍ବାଦିକ ବୈଦ୍ୟ ନାୟକ ଙ୍କ ମା ମହାରଗି ନାୟକ ଙ୍କ ପରଲୋକ ହୋଇଯାଇଛି lମୃତ୍ଯୁ ବେଳକୁ ତାଙ୍କୁ ପାଖା ପାଖି ୭୫ ବର୍ଷ ହୋଇଥିଲା lସେ ଦୀର୍ଘ ଦିନ ଧରି ପକ୍ଷାଘାତ ରୋଗ ରେ ଆକ୍ରାନ୍ତ ଥିଲେ l ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ମେଳାପୀ ମହିଳା ଥିଲେ l ତାଙ୍କ ମୃତ୍ଯୁ ରେ ଯିରୀଙ୍ଗପଡ଼ା ଅଂଚଳ ରେ […]

ଉଦଘାଟନ ଅପେକ୍ଷାରେ ରୂପାନ୍ତରୀକରଣ ୭୩ ହାଇ ସ୍କୁଲ ଆସନ୍ତା ୩ରେ ମୁଖ୍ୟମନ୍ତ୍ରୀ କରିବେ ଉଦଘାଟନ

ଫୁଲ ବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ହାଇସ୍କୁଲର ରୁପାନ୍ତରୀକରଣ କାର୍ଯ୍ୟ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଳକରେ ହାତକୁ ନିଆଯାଇଥିବା ସରକାରୀ ୟୂ ଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି,ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ, ଓ ଏଭିଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନ ପଡ଼ା, ଓ ସରକାରୀ ହାଇସ୍କୁଲ ଶଙ୍କରା ଖୋଲଏହିପରି ୭ଟି ଯାକ ହାଇସ୍କୁଲ ଗୁଡିକ 6ର ସ୍କାର୍ଟକ୍ଲାସ ରୁ ମ, ଇ -ଲାଇବ୍ରେରୀ, ବାଥରୁମ, ଗେଟ, ରଙ୍ଗ ମରା […]

ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦକ ଭାବେ ଅଂଶୁମାନ ପ୍ରିୟଦର୍ଶନଙ୍କୁ ମନୋନୀତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି l ଅନୁଷ୍ଠାନିକ ଭାବରେ ସଂଘର ସଭାପତି ନରୋତ୍ତମ ଦାସ ଉପୋରକ୍ତ ଦାୟିତ୍ୱ ପ୍ରଦାନ କରିବା ସହିତ, ତାଙ୍କୁ କନ୍ଧମାଳ ଜିଲ୍ଲାର ସହ ସଂଯୋଜକ ଭାବରେ ମଧ୍ୟ ଘୋଷଣା କରିଛନ୍ତି l ଆମ ଅଞ୍ଚଳ ପାଇଁ ଓ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବିଷୟ ଅଟେ, ତାଙ୍କ ଦ୍ୱାରା ଦୀର୍ଘ […]

କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରିତ ସ୍ମାର୍ଟ ସ୍କୁଲ୍‌ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ଉଚ୍ଚବିଦ୍ୟାଳୟର ରୁପାନ୍ତରୀକରଣ କାମ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୂଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି, ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ ଓଏଭି ଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନପଡ଼ା ଓ ସରକାରୀ ହାଇସ୍କୁଲ ଶଙ୍କରା ଖୋଲ ଏହିପରି ୭ଟି ଯାକ ହାଇସ୍କୁଲ ଗୁଡିକ ସ୍କାର୍ଟକ୍ଲାସ ରୁମ, ଇ-ଲାଇବ୍ରେରୀ, ବାଥରୁମ, ଗେଟ୍‌, ରଙ୍ଗ ମରା କାମ ସବୁ […]

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଜଳଛାୟା ପ୍ରକଳ୍ପ ସହାୟକ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଜଳ ଛାୟା ବିଭାଗର ପ୍ରକଳ୍ପ ସହାୟକ ନଗେନ୍ଦ୍ରନାଥ ସ୍ବାଇଁ । ଲାଞ୍ଚ ନେଉଥିବା ବେଳେ ତାଙ୍କୁ ମାଡି ବସିଛି ଭିଜିଲାନ୍ସ । ୪ଟି ପୋଖରୀ ଖୋଳା କାମ ବାବଦରେ ବିଲ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେଲା ବେଳେ କୁର୍ତ୍ତମଗଡ଼ ଠାରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଛନ୍ତି । ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା […]