ବଦଳୀ ଅର୍ଡର ସତ୍ତ୍ଵେ ଶିକ୍ଷୟତ୍ରୀଙ୍କୁ ଜଏନ କଲେନି ପ୍ରଧାନଶିକ୍ଷକ

ଫୁଲବାଣୀ(ସୁନୀଲପଟନାୟକ)ସରକାରଙ୍କ ବଦଳୀ ଅର୍ଡର କୁ ମାନିଲେ ନିପ୍ରଧାନଶିକ୍ଷକ। ଫଳରେ କାର୍ଯ୍ୟରେ ଯୋଗଦେବାକୁ ଯାଇଥିବା ଜଣେ ଶିକ୍ଷୟତ୍ରୀ ଅପେକ୍ଷା କରି କରି ଶେଷରେ ନିରାଶ ହୋଇ ଫେରି ନ୍ୟାୟ ପାଇବାପାଇଁ ବିଇ ଓ ଓଡିଇ ଓଙ୍କ ଦ୍ଵାର ସ୍ଥ ହୋଇଥିବା ଜଣା ପଡିଛି ।ସଂଯୁକ୍ତ । ପଣ୍ଡା ନାମକ ଜଣେ ଶିକ୍ଷୟତ୍ରୀଙ୍କୁ ଫୁଲବାଣୀ ବ୍ଳକ ଅଧିନ ଲୁହୁରୁବାଲି ସରକାରୀ ଉଚ୍ଚପ୍ରାଥମିକ ସ୍କୁଲ କୁ ବଦଳୀ କରାଯାଇଥିଲା। ବିଇ ଓଙ୍କ ପରାମର୍ଶକ୍ରମେ ଶିକ୍ଷୟତ୍ରୀ ପଣ୍ଡା ଆଜି ଶନିବାର ସକାଳୁ ଲୁହୁରୁବାଲି […]

କନ୍ଧମାଳରେ ୭୩ ଉପାନ୍ତରୀକରଣ ହାଇ ସ୍କୁଲ ଉଦଘାଟିତ

ଫୁଲ ବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟାୟରେ ହାତକୁ ନିଆଯାଇଥିବା ୭୩ଟି ରୁପାନ୍ତରୀକରଣ ହାଇ ସ୍କୁଲ କୁ ଆଜି ଶୁକ୍ରବାର ମୁଖ୍ୟ ମନ୍ତ୍ରୀ ନବୀନ ପଟନାୟକ ଭରଚୁଆଲ ମୋଡ଼ ରେ ଉଦଘାଟନ କରିଥିଲେ l ଚକାପାଦ ବ୍ଳକରେ ହାତକୁ ନିଆଯାଇଥିବା ସରକାରୀ ହାଇସ୍କୁଲ ଶଙ୍କରା ଖୋଲଠାରେ ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବ ରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଦାରିଙ୍ଗ ବାଡି ବିଧାୟକ […]

କନ୍ଧମାଳରେ ୭୩ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ଉଦଘାଟିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଦ୍ୱିତୀୟ ପର୍ଯ୍ୟାୟ ରେ ହାତକୁ ନିଆଯାଇଥିବା କନ୍ଧମାଳ ଜିଲ୍ଲାର ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ୭୩ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ରେ ଏହି ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ […]

କନ୍ଧମାଳ ଦଙ୍ଗା ଘଟଣା ରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀ ଙ୍କ ଗୁଳିରେ ନିହତ ହୋଇଥିଲେ l ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳ ରେ ଦଙ୍ଗା ଭଳି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା l ଏହି ଘଟଣା ରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ବହୁ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଏକ ମାମଲାର ବିଚାର […]

ଆସୁଛି ନୂଆ ଚଳଚ୍ଚିତ୍ର ‘ଲଭ ରିଆକ୍ସନ’ ପ୍ରଥମ ଥର ପାଇଁ ସୋନମ୍ ଓ ଅମ୍ଳାନ ନୂଆ ଯୋଡି

ଭୁବନେଶ୍ୱର : ବଡ ପରଦାକୁ ଆସିବାକୁ ଯାଉଛି ଆଉ ଏକ ନୂଆ ଓଡିଆ ସିନେମାର । ଯାହାର ନାଁ ରହିଛି ‘ଲଭ ରିଆକ୍ସନ’ । ଏଥିରେ ପ୍ରଥମ ଥର ପାଇଁ ସୋନମ ଦାସ ଓ ଅମ୍ଳାନ ଏକାଠି ନଜର ଆସିବେ । ସୁପରଫିଟ୍ ଚଳଚ୍ଚିତ୍ର ମିତାଲି ଅପା ସହ ୱେବ ସିରିଜ୍ କ୍ଲବ ୬୯ ଓ ଗ୍ୟାଙ୍ଗସ ଅଫ୍ ପୁରୀରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଥିବା ସୋନମଙ୍କ ବିପକ୍ଷରେ ଅମ୍ଳାନ ଏବଂ ଓମଙ୍କ ଦେଖିବାକୁ ମିଳିବ […]

ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ବୈଠକ: କଳା ସଂସ୍କୃତି ର ସୁରକ୍ଷା ଓ ବିଲୁପ୍ତ ପ୍ରାୟ କଳାର ପୁନଃଉଦ୍ଧାର ଉପରେ ଆଲୋକପାତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ପଂଚାୟତ ସ୍ତରୀୟ ବୈଠକ ବୁଡୁରୁକିଆ ପଂଚାୟତ ର ଡାମିକିଆ ଗାଁ ରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାର ଙ୍କ କଳାକାର ଭତ୍ତା ଓ ଭାଗବତ ଟୁଙ୍ଗୀ ର ପୁନଃଉଦ୍ଧାର କୁ କ୍ରିୟାଶିଳ କରିବା ସହ କଳାକାର ଙ୍କୁ ସଂଗଠିତ କରିବା ଉଦେଶ୍ୟ ରେ ଏବଂ ସମସ୍ତ କଳାକାର ଙ୍କୁ ଇ-ରେଜିଷ୍ଟ୍ରେସନ କରିବା ନେଇ ଗ୍ରାମ ପଂଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି […]

ପାରମ୍ପାରିକ ଆଦିବାସୀ କଳା ବିକାଶ ବୈଠକ ଅନୁଷ୍ଠିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତ ଠାରେ ଜୀବନଜ୍ୟୋତି କଳା ପରିଷଦ ତରଫରୁ ପାରମ୍ପାରିକ ଆଦିବାସୀ କଳା ବିକାଶ ଉପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଜୀବନ ଜ୍ୟୋତି କଳା ପରିଷଦ ର ସଭାପତି ରଜନୀ କାନ୍ତ ଦିଗାଳ ଙ୍କ ଅଧ୍ୟକ୍ଷତାରେ ଏବଂ ବାଲିଗୁଡା ଉପଖଣ୍ଡ କଳାକାର ସଂଘ ର ନିମନ୍ତ୍ରିତ ଅତିଥି ଙ୍କ ଗହଣ ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପାରମ୍ପରିକ […]

କନ୍ଧମାଳରେ ଶିକ୍ଷାର ବିକଳ ଚିତ୍ର ସ୍କୁଲ ନାଭୁତ କୋଠୀ ?

ଫୁଲବାଣୀ-(ସୁନୀଲପଟନାୟକ)ସରକାର ଶିକ୍ଷାର ବିକାଶପାଇଁ ଅନେକ ଯୋଜନାମାନ କରୁଛନ୍ତି ଆଉ କୋଟି କୋଟି ଟଙ୍କା ଖର୍ଚ ମଧ୍ୟ କରୁଛନ୍ତି । ଏବେ ପିଲାମାନଙ୍କୁ ବେସରକାରି ଇଂରାଜୀ ମିଡିୟମ ସ୍କୁଲର ଶୈକ୍ଷିକ ପରିବେଶ ସୃଷ୍ଟି କରିବାଲାଗି ସ୍ମାର୍ଟ ସ୍କୁଲ କରିଛନ୍ତି । ହେଲେ ଏବେ ବି କନ୍ଧମାଳ ଜିଲା ରେ ଏଭଳି ସ୍କୁଲ ରହିଛି ଯାହାକି ଭୁତକୋଠୀ ସଦୃଶ କହିଲେ ଭୂଲ ହେବନି ।ସେ ଭଳି ଏକ ସ୍କୁଲ ତୁମୁଡିବନ୍ଧ ବ୍ଲକ ର ବିଲାମାଳପଞ୍ଚାୟତର ଧରଣୀମାସ୍କା ସ୍କୁଲ । ପ୍ରାୟ […]

ମାଓ ଇଲାକାରେ ବିଡିଓ ଓ ବିଧାୟକ,ଲୋକଙ୍କ ସମସ୍ୟା ବୁଝିଲେ

ଫୁଲବାଣୀ-(ସୁନୀଲପଟନାୟକ)କିଏ କହିଲାସରକାରୀ ଅଫିସର ଓ ଲୋକପ୍ରତିନିଧି ମାନେ ଲୋକଙ୍କ ସମସ୍ୟା ବୁଝୁନାହାନ୍ତି ବୋଲି।କନ୍ଧମାଳ ଜିଲ୍ଲାର ମା ଓ ଇଲାକା ଭାବେ ପରିଚିତ ଦାରିଙ୍ଗବାଡି ବ୍ଳକ ବିଡିଓ ଗଦାଧର ପାତ୍ର ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଜୀବନ କୁ ବାଜି ଲଗାଇ ପ୍ରାୟତଃ ଦୁର୍ଗମ ଓ ମା ଓ ଇଲାକା ଗୁଡିକୁ ଚାଲି ଚାଲିଯାଇ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ବୁଝୁଥିବାବେଳେ ଏବେ ତାଙ୍କ ସହ ବିଧାୟକ ସାଲୁଗା ପ୍ରଧାନ ଯୋଡି ହୋଇଯାଇଛନ୍ତି ।କାଲି ସେ […]

ଦୃତ ଗତିରେ ଚାଲିଛି ମେଡିକାଲ କଲେଜ କାର୍ଯ୍ୟ , ଆସନ୍ତ।୨୦୨୪ ସ୍ୱାସ୍ଥ୍ୟ ସେବା ମିଳିବ

ଫୁଲ ବାଣୀ( ସୁନୀଲ ପଟନାୟକ)ଆସନ୍ତା ୨୦୨୩ ମସିହାରେ ଫୁଲ ବାଣୀଠାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ।ନିର୍ମାଣ କାର୍ଯ୍ୟ ଦିନ ରାତି ଯୋରସୋରରେ ଚାଲିଛି। ଲକ୍ଷ୍ୟ୨୦୨୪ ମସିହା ।୨୦୧୯ ମେ ୨୪ରେକନ୍ଧମାଳ ସାଂସଦ ଭାବେ ଡଃ ଅଚ୍ୟୁତ ସାମନ୍ତ ସାଂସଦ ଭାବେ ନିର୍ବାଚିତ ହେବ।ପରେ ନିର୍ବାଚନ ପ୍ରତିଶୃତି ପ୍ରକାରେ ମେଡିକାଲ କଲେଜପ୍ରତିଷ୍ଠା କରିବାଲାଗି ନିଷ୍ଠା ଓ ଆନ୍ତରୀକତା ର ସହ ଉଦ୍ୟମ ଆରମ୍ଭ କରିଥିଲେ । ତୁରନ୍ତ ଫୁଲବାଣୀଠାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଂସଦଡଃ ସାମନ୍ତ କେନ୍ଦ୍ର […]