ଦାରିଙ୍ଗବାଡ଼ି
ସାମ୍ବାଦିକ ସୁଶାନ୍ତ ଙ୍କ ମା ନିଖୋଜ
ଫୁଲବାଣୀ ( ସୁନୀଲ ପଟ୍ଟନାୟକ)କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡା ଅଞ୍ଚଳ ର ଜୈନିକ ସାମ୍ବାଦିକ ସୁଶାନ୍ତ କୁମାର ସାହୁ ଙ୍କ ମା ନିର୍ମଳା ସାହୁ ଷାଠିଏ ବର୍ଷ ରାଜଧାନୀ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି l ସୂଚନା ଯୋଗ୍ୟ ଯେ ସୋମବାର ସନ୍ଧ୍ୟାରେ ନିର୍ମଳା ବୁଡା ଗୁଡା ରୁ ଭୁବନେଶ୍ବର ଯାଉଥିବା ଓମ୍ ଚକାଡୋଳା ନାମକ ଏକ ଘରୋଇ ବସ ରେ ବସି ଭୁବନେଶ୍ବର ଯାଇଥିଲେ l ତେବେ ମଙ୍ଗଳ ବାର ଭୋର୍ ଚାରିଟା ବେଳେ କଣ୍ଡକ୍ଟର୍ […]