ପୂର୍ବତନକର୍ମଚାରୀ ନେତା ସୁରେଶ ପଟନାୟକ ଙ୍କ ପରଲୋକ

ଫୁଲବାଣୀ(ସୁନୀଲପଟନାୟକ)କନ୍ଧମାଳ ଜିଲାର ଜଣାଶୁଣା କର୍ମଚାରୀ ନେତା ସୁରେଶ ପଟନାୟକ ଙ୍କ ଆଜି ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି lମୃତ୍ଯୁ ବେଳକୁ ତାଙ୍କୁ ସତୁରି ବର୍ଷ ହୋଇଥିଲା l ଆଜି ଅପରାହ୍ନ ସେ ହଟାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଫୁଲବାଣୀ ସଦର ମହକୁମା ହସ୍ପିଟାଲରେଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ରେ ସୁଧାର ନ ଆସିବା ଫଳରେ ତାଙ୍କୁ ଭୁବେନଶ୍ୱର ସ୍ଥାନାନ୍ତର କରାଯାଉଥିଲା ହେଲେବାଟରେ ତାଙ୍କର ପରଲୋକ ହୋଇଯାଇଥିଲା lସ୍ବର୍ଗତ ପଟନାୟକ ସର୍ବଦା ସରକାରୀ କର୍ମଚାରୀ ମାନଙ୍କ ସ୍ୱାର୍ଥ […]

ଓବିସି ବର୍ଗର ବିଭିନ୍ନ ଦାବି ପୂରଣ ନେଇ ଜାଗ୍ରତ କନ୍ଧମାଳ ପକ୍ଷରୁ ଦାବି ପତ୍ର ପ୍ରଦାନ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଜାଗ୍ରତ କନ୍ଧମାଳ ପକ୍ଷରୁ ପଛୁଆ ବର୍ଗ ଓବିସି ସମ୍ପ୍ରଦାୟ ପ୍ରତି କେନ୍ଦ୍ର ରାଜ୍ୟ ସରକାରଙ୍କ ଅବିଚାରକୁ ନେଇ ୬ ଦଫା ଦାବି ଉପସ୍ଥାପନ କରିବା ପାଇଁ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦୀକୁନ୍ଦା ଛକ ଠାରୁ ଶାନ୍ତି ପ୍ରତିବାଦ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଛି। ଶୋଭାଯାତ୍ରା ବେଳେ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରକାର ନାରାବାଜି କରାଯାଇଥିଲା। ଜାଗ୍ରତ କନ୍ଧମାଳ ସଙ୍ଗଠନର ପ୍ରତିଷ୍ଠାତା ସତ୍ୟନାରାୟଣ ବେହେରା, ସଭାପତି ପ୍ରଶାନ୍ତ ମହାନ୍ତି, ସହସମ୍ପାଦକ […]

ଫୁଲବାଣୀ ପଞ୍ଚାୟତ ସମିତି ପକ୍ଷରୁ ଶୁଭାରମ୍ଭ ହୋଇଛି ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ”

ଫୁଲବାଣୀ (ସୁନୀଲ ପଟନାୟକ ) ତା ୦୯.୦୬.୨୦୨୨ ଶୁକ୍ରବାର ଦିନ କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ” ର ଶୁଭାରମ୍ଭହୋଇଛି l ଫୁଲବାଣୀ ପଞ୍ଚାୟତ ସମିତି ପକ୍ଷରୁ କେରେଡି ଗ୍ରାମ ପଞ୍ଚାୟତ ପରିସରରେ ଶୁଭାରମ୍ଭ ହୋଇଥିଲା ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ l ଲୋକଙ୍କମଧ୍ୟରେ ପରିବର୍ତନ ଆଣିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ l ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଟିତ ହୋଇଥିଲା ,ଏହି କାର୍ଯ୍ୟକ୍ରମ […]

ପିଏ ଜି ର ନୁତନ କର୍ମକର୍ତା

ଫୁଲବାଣୀ(ସୁନୀଲ ପଟନାୟକ )ଗୁରୁବାର (ପି ଏ ଜି )ଫୁଲବା ଣି ଆକ୍ସନ ଗ୍ରୁପ ର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା lଏଥିରେ ଆଗାମୀ ୩ ବର୍ଷ ପାଇଁ ପିଏଜି ର ଅଧ୍ୟକ୍ଷ ଭାବେ ବରିଷ୍ଠ ସମାଜସେବୀ ନିପୀଡିତ ମୁଖ୍ୟ ରାମ ଚନ୍ଦ୍ର ଦାଶ, ଆବାହକ ଭାବେ ସ୍ଵାତି ସମ୍ପାଦକ ଇଂ, ହରିଶଙ୍କର ରାଉତ, ମନୋନୀତ ହୋଇଥିବାବେଳେ, କାର୍ଯ୍ୟକାରି କମିଟି ସଦସ୍ୟଭାବେ ବରିଷ୍ଠ ସମାଜସେବୀ ଜିଆ ଉଦିନଅ ହମଦ, ଅଶୋକ ପ୍ରଧାନ, ସାବିତ୍ରୀ ଦେବୀ, ଚନ୍ଦ୍ରକାନ୍ତ, ପଞ୍ଚାନନ […]

କୋଟଗଡ଼ ବି ଡିଓ ଙ୍କ ମନମୁଖି କାରବାର ବିରୋଧରେ ପିଇଓ ସଙ୍ଘ ପକ୍ଷରୂ ଜିଲାପାଳ ଙ୍କୁ ସ୍ମାରକ ପତ୍ର

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା କୋଟଗଡ଼ ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ ଙ୍କମନ ମୁଖି କାରବାର, ପ୍ରିୟl ପ୍ରୀତି ତୋଷଣ ନୀତି, ଓ ସର୍ବୋପରି ଅଧସ୍ତନ କର୍ମଚାରୀ ଙ୍କ ଦରମା ବନ୍ଦ, ଦୁର୍ବ୍ୟବହାର ପ୍ରଦର୍ଶନ ରେ ଅତିଷ୍ଟ ହୋଇ ପିଈ ଓ ସଙ୍ଘ ପକ୍ଷରୂ ଏନେଇ କନ୍ଧମାଳ ଜିଲାପାଳ ଙ୍କୁ ସ୍ମାରକ ପତ୍ରପ୍ରଦାନ କରିଥିବା ନେଇ ସଙ୍ଘ ପକ୍ଷରୁ କୁହାଯାଇଛି lକାର୍ଯ୍ୟ ରତ କର୍ମଚାରୀଙ୍କୁ ଡି ଏ. ମିଳୁନି l ମହିଳା କର୍ମଚାରୀକୁ ଜାଣିଶୁଣି କୋଟଗଡ଼ ଠାରୁ […]

ତଥ୍ୟ ପଚାରିଲେ ସାମ୍ବାଦିକଙ୍କୁଡାକ୍ତର ଙ୍କ ଦୁର୍ବ୍ୟବାହର ଅଭିଯୋଗ

ଫୁଲବାଣୀ (ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ଖଜୁରିପଡା ଡାକ୍ତରଖାନା ରେ ଡାକ୍ତର ନ ଥିବାରୁ ମେଡିକାଲ ବନ୍ଦ ରହିବା ନେଇ ଲାଗିଛି ସୂଚନା ଫଳକ। ମେଡିକାଲ କୁ ଆସୁଥିବା ରୋଗୀ ଏଵଂ ସମ୍ପର୍କୀୟ ଏଭଳି ସୂଚନା ଫଳକ ଦେଖି ଆଶ୍ଚର୍ଯ୍ୟ ହେଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ସୂଚନା ଫଳକ ସମ୍ପର୍କରେ ଦାୟିତ୍ୱ ରେ ଥିବା ଡାକ୍ତର ରଞ୍ଜନ କୁମାର ରାଉତରାୟ ଙ୍କୁ ପଚାରିବାରୁ ଓଲଟା ସାମ୍ବାଦିକଙ୍କୁ ଧମକ ପୂର୍ଣ୍ଣ କଥାବାର୍ତ୍ତା କରୁଛନ୍ତି, ହେଲେ ମେଡିକାଲ ରେ […]

ବିଭିନ୍ନ ଦାବୀ ପୂରଣ ନେଇ ଓ ବି ସି ପକ୍ଷରୁରାଲି ଓ ସ୍ମାରକ ପତ୍ରପ୍ରଦାନ

ଫୁଲବାଣୀ (ସୁନୀଲ ପଟନାୟକ )ବିଭିନ୍ନ ଦାବୀ ପୂରଣ ନେଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜାଗ୍ରତ କନ୍ଧମାଳ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ସତ୍ୟ ବେହେରା ଓ ସହ ସମ୍ପାଦକ ରମେଶ ପ୍ରଧାନଙ୍କବଳିଷ୍ଠ ନେତୃତ୍ୱରେ ବୁଧବାର ଏକ ରାଲି ମଦୀକୁନ୍ଦl ଛକ ରୁ ବାହାରି ବିଜୁ ପଟନାୟକ ଛକ ଦେଇ ଜିଲାପାଳ ଙ୍କ କାର୍ଯାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛ ଦଫା ଦାବୀ ପୂରଣ ନେଇ ଏକ ସ୍ମାରକପତ୍ର ଜିଲାପାଳ ଙ୍କ ଜରିଆରେ ସରକାର […]

ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କନ୍ଧମାଳ ର ଯୁବ ଶିକ୍ଷକଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳର ବିଶିଷ୍ଟ ସାମାଜିକ କର୍ମୀ ତଥା ପରିବେଶପ୍ରେମୀ ବିପିନ୍ ବିହାରୀ ସାହୁଙ୍କୁ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ କରାଯାଇଛି। ଫୁଲବାଣୀ ବନଖଣ୍ଡ ସଭାଗୃହରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟଅତିଥି ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡା, ସମ୍ମାନିତ ଅତିଥି ଡିଏଫଓ କେନ୍ଦୁପତ୍ର ପତିତପାବନ ପରିଡା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ […]

ଶ୍ରମିକ ବଦଳରେ ମେସିନ୍ କରୁଛି କାମ: ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ବାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ସରକାରୀ ନିୟମାନୁଯାୟୀ ଏଠି ଶ୍ରମିକ କାମ କରିବା କଥା କିନ୍ତୁ ଶ୍ରମିକଙ୍କ ବଦଳରେ କାମ କରୁଛି ଜେସିବି ମେସିନ୍ । ସେପଟେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସମ୍ପୃକ୍ତ ସ୍ଥାନରେ ସୂଚନା ଫଳକ ଲାଗିବା କଥା କିନ୍ତୁ […]

ବାବା କାଳେଶ୍ଵର ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ଉତ୍ସବ

ଫୁଲବାଣୀ(ସୁନୀଲ ପଟନାୟକ)ଫୁଲବାଣୀ ସହରରେ ଏଫସିଆଇ ଛକ ନିକଟରେ ଥିବା ବାବା କାଳେଶ୍ଵର ମନ୍ଦିରରେଶନିବାର ରାତିରେ ବଡ଼ ଧୁମଧାମରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଦ୍ଵାର ଫିଟା ନୀତି ସଂପନ୍ନ ପରେ ମଙ୍ଗଳ ଆଳତୀ, ସୂର୍ଯ୍ୟପୂଜା ଗୋ ପୂଜା ରୁଦ୍ରାଭିଷେକ ଉତ୍ସବ ଆଦି ଅନୁଷ୍ଠିତ ହୋଇଥିଲା। ଦେବଦେବ ମହାଦେବଙ୍କୁ ବରବେଶରେ ସଜ୍ଜିତ କର। ଯାଇଥିଲା ।ଫୁଲ ବାଣୀ ଏଫସିଆଇ ଛକର ବ୍ୟବସାୟୀ ରାମନାଥ ସାହୁ କନ୍ୟାପକ୍ଷ ଦାୟୀତ୍ଵ ତୁଲାଇଥିବାବେଳେ ସୋମନାଥ ମହାପାତ୍ର ବରପକ୍ଷ ସାଜିଥିଲେ । […]