ବାଲେଶ୍ୱର ପଲ୍ଲୀଶ୍ରୀ ମେଳାରେ କନ୍ଧମାଳ ଡାକୁଲ ନୃତ୍ୟ, ମଞ୍ଚ ଦୁଲୁକିଲା

ଫୁଲବାଣୀ (ସୁନୀଲପଟ ନାୟକ )ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେଡାକରା ପାଇ ବାଲିଗୁଡା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୋଡିଏ ଜଣିଆ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରି ଗତ ଦଶ ତାରିଖ ଦିନ କନ୍ଧମାଳ ର ପାରମ୍ପରୀକ ଲୋକନୃତ୍ୟ ଡାକୁଲ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଥିଲେ lଫଳରେ ଦର୍ଶକ ମନେ ଲୋକ ନୃତ୍ୟୁ କୁ ବେଶ ଉପଭୋଗ କରିବା ସହ ଝୁମି ଉଠିଥିଲେ lଅନୁଷ୍ଠାନର […]

ସାହୁ କାର ଙ୍କ ଶେ।ଷଣ ର ଶୀକାର ଶାଳ ମଞ୍ଜି ସଂଗ୍ରହକାରୀ

ଫୁଲବାଣି- (ସୁନୀଲ ପଟନାୟକ) ଏବେ ଗାଁ ଗହଳ ର ଆଦିବାସୀମାନେ ଶାଳ ମଞ୍ଜି ସଂଗ୍ରହ କରି ବାରେ ଲାଗିପଡିଛନ୍ତି l କି ପିଲା କି ବୁଢା ସମସ୍ତେ ଗତ ବର୍ଷ ଲକ୍ ଡାଉନ ଯୋଗୁଁ ଶାଳ ମଂଜି ସଂଗ୍ରହ ନକରି ଘରେ ରହିଥିଲେ l ଏବର୍ଷ ଶାଳ ମଞ୍ଜି ସଂଗ୍ରହ କରି ଭଲ ଦି ପଇସା ଯେପରି ମିଳିବ ସେଥିପାଇଁ ସମସ୍ତେ ଶାଳ ମଞ୍ଜି ସଂଗ୍ରହ କରୁଛନ୍ତି । ହେଲେ ଉପଯୁକ୍ତ ପାରିଶ୍ରମିକ ପାଉ ନ ଥିବା […]

ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ନଥିଲେ, ସି ଡି ଏମ ଓ ରୋଗୀଙ୍କ ଜୀବନ ବଞ୍ଚlଇଲେ

ଫୁଲବାଣୀ -(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ର ସଦର ମହକୁମା ଫୁଲବାଣୀ ରେ ରହିଛି ମୂଖ୍ୟ ଡାକ୍ତର ଖାନା l ଏଠାକୁ ପ୍ରତିଦିନ ଗୁରୁତର ରୋଗୀ ଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥାଏ l ଲୋକେ ବି ବହୁ ଆଶା ଭରସା ନେଇ ଆସିଥାନ୍ତିl ତେଵେ ଶୁକ୍ରବାର ଅପରାହ୍ନରେ ଖଜୁରୀପଡା ବ୍ଳକ ବିଲାବାଡ଼ୀ ଗ୍ରାମର ରେବତୀ ସେଠି ନାମକ ଜଣେ ମହିଳା କୌଣସି କାରଣ ରୁ ବିଷାକ୍ତ ଦ୍ରଵ୍ୟ ପିଇ ଦେବା ଫଳ ରେ ଗୁରୁତର […]

ରୁଦ୍ରପ୍ରସାଦ ସେଠି ହେଲେ କନ୍ଧମାଳ ABVP ର ଜିଲ୍ଲା ସଂଯୋଜକ

ଫୁଲବାଣୀ (ସୁନୀଲ ପଟନାୟକ )ଜଗତସିଂହପୁର ଠାରେ ତିନି ଦିନ ଧରି ଅନୁଷ୍ଠିତ ହେଇଥିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, (ABVP), ଓଡିଶା ପ୍ରାନ୍ତ ର ପ୍ରାନ୍ତ ଅଭ୍ୟାସ ବର୍ଗ ଅନୁଷ୍ଟିତ ହେଇଯାଇଛି ଏହି ବର୍ଗରେ ସାଙ୍ଗଠନିକ ଦାଇତ୍ୱ ଘୋଷଣା କରାଯାଇଛି କନ୍ଧମାଳ ଜିଲ୍ଲା ପାଇଁ ଜିଲ୍ଲାର ଛାତ୍ର ନେତା ରୁଦ୍ରପ୍ରସାଦ ସେଠୀ ଙ୍କୁ କନ୍ଧମାଳ ଜିଲ୍ଲାର ସଂଯୋଜକ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି l ସେହିପରି ଜିଲ୍ଲାର ଛାତ୍ରୀ ନେତ୍ରୀ ରାଜନନ୍ଦିନୀ ସାହାଣୀ ଙ୍କୁ କନ୍ଧମାଳ ଜିଲ୍ଲା […]

ବାଲେଶ୍ୱରରେ କନ୍ଧମାଳର ଡାକୁଲ ନୃତ୍ୟରେ ଜନସାଧାରଣ ବିମୋହିତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲେଶ୍ୱର ଜ଼ିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ବାଲିଗୁଡା ର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କୃତିତ୍ବ l ଚଳିତ ମାସ ଦଶ ତାରିଖ ସାଂସ୍କୃତିକ ସନ୍ଧ୍ୟାରେ କୋଡିଏ ଜଣିଆ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରି କନ୍ଧମାଳ ର ପାରମ୍ପରିକ ଲୋକନୃତ୍ୟ ଡାକୁଲ ନୃତ୍ୟ ପରିବେଷଣ କରି ମଞ୍ଚ ଦୁଲୁକାଇ ଥିଲେ l ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ କଳାକାର ପ୍ରମୋଦ କୁମାର ଦଣ୍ଡସେନା ଙ୍କ ସମେତ […]

ପରିତ୍ୟକ୍ତ କୂଅରେ ପଡ଼ିଥିବା ହାତୀଛୁଆ ଉଦ୍ଧାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ଗୋଚ୍ଛାପଡ଼ା ସଂରକ୍ଷିତ ଜଙ୍ଗଲର ପକାରୀ ପଞ୍ଚାୟତର ଜିରିଙ୍ଗପଡ଼ା ଗାଁ ନିକଟ ଏକ ପରିତ୍ୟକ୍ତ କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଫିରିଙ୍ଗିଆ ରେଞ୍ଜର ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଏକ ୩୦ ଜଣିଆ ଟିମ୍‍ ଗତ କାଲି ସନ୍ଧ୍ୟାରୁ ହିଁ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ୪ ଘଣ୍ଟାର ରେସକ୍ୟୁ ଅପରେସନ୍‍ ପରେ ହାତୀ ଛୁଆଟି ଉଦ୍ଧାର ହୋଇଥିଲା। ଏହି ହାତୀ […]

ସଡକ ଦୁର୍ଘଟଣା ରେ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ଙ୍କ ମୃତ୍ଯୁ

ଫୁଲବାଣୀ(ସୁନୀଲ ପଟନାୟକ )ଆଉ ଅଳ୍ପ ବାଟ ଯାଇଥିଲେ ଘରେ ପହଂଚି ଥାନ୍ତେ lଘରେ ବି ସମସ୍ତେ ଅନାଇବସିଥିଲେ lହେଲେ ବିଧିର ବିଧାନ ଥିଲା ଅଲଗା lପାଣି କୋଇଲି ଠାରେ ସଡକ ଦୁର୍ଘଟଣା ରେ ଘଟଣା ସ୍ଥଳ ରେ ହିଁ ଜୀବନ ଚାଲିଯାଇଥିଲା lମୃତକ ଯନ୍ତ୍ରୀ ଜଣଙ୍କ ହେଲେ ଫୁଲବାଣୀ କ୍ଷୁଦ୍ରଜଳ ସେଚନ ବିଭାଗ ଏସ୍ଟିମେଟ ଯନ୍ତ୍ରୀ ଇଂ. ନୀଳକଣ୍ଠ ପାଢ଼ୀ l ବୟସ ପଚାଶ l ଆସନ୍ତାକାଲି ଦ୍ୱିତୀୟ ଶନିବାର ଛୁଟି, ରବିବାର କୁ ମିଶାଇ ରଜ […]

ଗାଁ କୁ ନିଶାମୁକ୍ତ କରିବାକୁ ପ୍ରୟାସ, ଗାଁ ଗାଁ ରେ ସଚେତନତା ବୈଠକ

ଫୁଲବାଣୀ (ସୁନୀଲ ପଟ ନାୟକ )ନିଶା ଏବେ ସମଗ୍ର ସମାଜ କୁ ଧୀରେ ଧୀରେ ଗ୍ରାସ କରିବାରେ ଲାଗିଛିl ବିଶେଷ କରି ଯୁବ ସମାଜ ପଥ ଭ୍ରଷ୍ଟ ହେଉଛନ୍ତି l ଏ ହାକୁ ହୃଦୟଙ୍ଗମକରୀଗାଁ କୁ ନିଶାମୁକ୍ତ କରିବା ଲାଗି ପ୍ରୟାସ ଚାଲିଛି ଆଉ ଏହାକୁ ସଫଳ କରିବାଲାଗି ଗାଁ ଗାଁ ରେ ଚାଲିଛି ବୈଠକ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଅl ବ୍ଳକ ଅନ୍ତର୍ଗତ ରତଙ୍ଗ ଗ୍ରାମରେ lଗାଁ ରେ ସଚେତନତା […]

କନ୍ଧମାଳ ସାଂସଦ ଙ୍କୁ କୃତଜ୍ଞତା

ଫୁଲବାଣୀ (ସୁନୀଲ ପଟନାୟକ ) ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବ ର ବିଭିନ୍ନ ଅଭାବ ଅସୁବିଧା କୁ ହୃଦୟଙ୍ଗମ କରି କନ୍ଧମାଳ ସଂlସଦଡ଼ଃ ଅଚ୍ୟୁତ ସାମନ୍ତ ଵ୍ୟକ୍ତିଗତ ଭାବେ ଏକଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି lଏ ନେଇ ସଂସଦ ପ୍ରତିନିଧି ଦେବେନ୍ଦ୍ର ସାମଲ ସୂଚନା ଦେଇଛନ୍ତି lଫଳରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା ଓ ଅନ୍ୟସଦସ୍ୟ ମlନେ କୃତଜ୍ଞତା ଜଣାଇଛନ୍ତି lଏହି ଅର୍ଥ ରେ ପ୍ରେସ୍ର କ୍ଲୁବ ର ଅlବ ଶ୍ୟକୀୟ […]

ଚୁଆ ରେ ଗଳି ପଡିଥିବା ଛୁଆ ହାତୀବନବିଭାଗ ଦ୍ୱାରା ଉଦ୍ଧାର

ଫୁଲବାଣୀ (ସୁନୀଲ ପଟନାୟକ )ପୁଣି ବିପଦରେ ଗଜ ରlଜ l ଛୁଆ ହାତୀ ପୁଣି ଗଳି ପଡ଼ିଲା ଏକ ପରିତ୍ୟକ୍ତ ଚୁଆ ରେ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜ ଅଧିନସ୍ଥ ପକାରୀ ପଞ୍ଚାୟତ ର ଜିରୀଙ୍ଗପଡ଼l ଗ୍ରାମ ନିକଟ ବିଲ ମାଳ ରେ ଥିବା ଚୁଆ ରେ ଏକ ଛୁଆ ହାତୀ ପଡିଥିବା ଦେଖିଥିଲେ ଗ୍ରାମ ବାସୀ । ସୁଚନା ଅନୁସାରେ ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଆମ୍ବ ଓ ପଣସ ଖାଇବା ପାଇଁ […]