କୃଷକ ଉତ୍ପାଦକ କମ୍ପାନୀପକ୍ଷରୁ ତାଲିମ କାର୍ଯକ୍ରମ

ଫୁଲବାଣୀ (,ସୁନୀଲ ପଟନାୟକ )ଭାରତ ସରକାରଙ୍କର କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଦଶ ହଜାର କୃଷକ ଉତ୍ପାଦକ କମ୍ପାନୀ ଗଠନ ଓ ପ୍ରୋତ୍ସାହନ ଯୋଜନାରେ ଗଠିତ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଓ ଚକାପାଦ ବ୍ଲକ ର ଦୁଇଗୋଟି କୃଷକ ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକ ମାନଙ୍କର ଦିନିକିଆ ତାଲିମ  କାର୍ଯ୍ୟକ୍ରମ, ସ୍ଥାନୀୟ ଆଇ.ଟି.ଡି.ଏ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଅଛି। ଭାରତ ସରକାର ତଥା ନାବାର୍ଡ ସହାୟତାରେ ଅନୁଷ୍ଠିତ ଏହି କାର୍ଯକ୍ରମ ରେ  ସଞ୍ଜିବ କୁମାର ମହାନ୍ତି, ଏ.ଜି.ଏମ୍ ନାବାର୍ଡ […]

ଗାଁ ରେ ନେଟୱାର୍କ ନାହିଁ, ଜଙ୍ଗଲ ରେ ଅଫିସ କାମ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲାର ଅର୍ଦ୍ଧାଧିକପଂଚାୟତ ଓ ଗାଁ ଗୁଡିକରେ ବି ଏସ ଏନ ଏଲ 4ଜି ନେଟୱର୍କସୁବିଧା ନାହିଁ lଫଳରେ ଲୋକେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି lଘାଟିରେ ନେଟାୱାର୍କ ଆସୁଥିବାରୁ ଜଙ୍ଗଲ ରେ ଅଫିସକାମ କରୁଛନ୍ତି ଅଙ୍ଗନବାଡି କର୍ମୀ l ଏ ଚିତ୍ର ହେଉଛି ଫିରିଙ୍ଗିଆ ବ୍ଲକ ଲୁଇସି ଙ୍ଗ ପଂଚାୟତ ର lପାଖରେ ଥିବା ଶୁଟାଣୀ ଘାଟି ରେ ବାହାର ନେଟୱାର୍କ ଆସୁଥିବାରୁ ସେଠାକୁ ଯାଇ ସମସ୍ତେ ସବୁ କାମକୁଆଡେ […]

ପାଗଳ କୁକୁର କାମୁଡ଼ାରେ ୪ ଆହତ : ଭୟର ଲହରୀ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ସକାଳୁ ସକାଳୁ ପାଗଳ କୁକୁର କାମୁଡ଼ାରେ ୫ ଜଣ ଆହତ ହୋଇଛନ୍ତି । କଲନୀସାହି ଗାଁର ମିରୋଜ କୁମାର ସିଂ (୩୨ବର୍ଷ) ସକାଳୁ ପରିସ୍ରା କରିବାକୁ ଯାଉଥିବା ବେଳେ ସମୟରେ ହଠାତ୍‌ ପାଗଳ କୁକୁର ଆସି ମିରୋଜ କୁମାର ସିଂଙ୍କୁ କାମୁଡ଼ି ଦେଇଥିଲା । ପରେ ତାଙ୍କୁ କୋଟଗଡ ଚିକିତ୍ସାଳୟକୁ ପରିବାର ଲକେ ନେଇଥିଲେ । ଗୁରୁତର ଆହତ […]

ଫୁଲବାଣୀର ସଖି ୱାନଷ୍ଟପ ସେଣ୍ଟର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ୩ ନମ୍ବର ୱାର୍ଡ ନଦିଖଣ୍ଡି ସାହିରେ ୱାନଷ୍ଟପ ସେଣ୍ଟର ପକ୍ଷରୁ ସମାଜରେ ମହିଳା ମାନଙ୍କର ଉପରେ ହେଉଥିବା ବିଭିନ୍ନ ଅତ୍ୟାଚାରରୁ ସେମାନେ କିଭଳି ରକ୍ଷା ପାଇବେ ଏବଂ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସହାୟତା ବାବଦରେ ସେମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସଖି ସହାୟତା କେନ୍ଦ୍ରର କାଉନସିଲର ପ୍ରଜ୍ଞା ପ୍ରାରମ୍ଭିକା ଏବଂ ଲିଗାଲ ଆସିଷ୍ଟାଣ୍ଟ ନନ୍ଦିତା କୁମାରୀ ଯୋଗ ଦେଇ ୪୦ ଜଣ ନଦିଖଣ୍ଡି ସାହିର ମହିଳା […]

କନ୍ଧମାଳ ର ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଦାୟିତ୍ୱ ଗ୍ରହଣ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି lବୃନ୍ଦା ଡି ଙ୍କୁ ଓ ଏସଏମସିଏଲ, ଭୁବେନଶ୍ୱର କୁ ବଦଳି ହୋଇଛି l ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ l ଦାୟିତ୍ୱ ଗ୍ରହଣ କରିବା ପରେ ଜ଼ିଲ୍ଲାପାଳ ପାଟିଲ ଙ୍କୁ […]

କନ୍ଧମାଳରେ ଡିଜିଟାଲ୍‌ ଇଣ୍ଡିଆ ସାତ ସପନ ; ନେଟୱାର୍କ ପାଇଁ ପାହାଡ଼, ଜଙ୍ଗଲ ଘାଟି ସାହା ଭରଷା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ତ୍ତମାନ ସମୟରେ ଡିଜିଟାଲ୍‌ କାରବାର ବେଶ୍‌ ବୃଦ୍ଧି ପାଇଛି । ସରକାରୀ ଓ ବେସରକାରୀ ଅଫିସ କାମ ଅନ୍‌ଲାଇନ୍‌ରେ ହେଉଛି । ପାଠପଢ଼ାଠାରୁ ଚାକିରି ଆବେଦନ ପର୍ଯ୍ୟନ୍ତ ସବୁ ଅନ୍‌ଲାଇନ୍‌ । ଏପରିକି କ୍ୟାସ୍‌ଲେସ୍‌ କାରବାର ପାଇଁ ଦେଣନେଣ ମଧ୍ୟ ଅନଲାଇନ୍‌ରେ ହେଉଛି । ଆଉ ସରକାରୀ ଅଫିସ୍‌ କିମ୍ବା ବ୍ୟାଙ୍କକୁ ଯିବାକୁ ପଡ଼ିବନି ବୋଲି କୁହଯାଉଛି । ମାତ୍ର କନ୍ଧମାଳ ଜିଲ୍ଲାର କେତେକ ପଞ୍ଚାୟତରେ ନେଟ୍‌ୱାର୍କ ନଥିବାରୁ ଡିଜିଟାଲ ଇଣ୍ଡିଆ ସାତ ସପନ […]

କୋଟଗଡ଼ ତହସିଲଦାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ,ଅଳ୍ପକେ ବର୍ତ୍ତିଲେ ତହସିଲଦାର

ଫୁଲବାଣୀ(ସୁନୀଲପଟନାୟକ)ରବିବାର କୋଟଗଡ଼ତହସିଲଦାର ଫୁଲ ବାଣୀ ଆସୁଥିବାବେଳେ କ.ନୁଆଗାଁ ଚାଉଳ ଗୋଦାମ ବୁଲାଣୀରେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିଥିଲା। ହେଲେ ସୌଭାଗ୍ୟବଶତଃ ତହସିଲଦାର ଅଳ୍ପକେ ବର୍ତ୍ତିଯାଇଥିବା ଖବର ମିଳିଛି । ଦୁର୍ଘଟଣା ଗସ୍ତ ମହିନ୍ଦ୍ରାଟିୟୂଭି- ଗାଡି ନମ୍ବର ଓଡ଼ି୨୫ -କେ-୯୭୦୦ଆଜି ଜିଲ୍ଲାପାଳ ଡା .ବୃନ୍ଦାଡ଼ିଙ୍କ ବଦଳୀ ହୋଇଯିବା ଫଳରେ ବିଦାୟ କଳୀନ ଫେରୱେଲ ମିଟିଙ୍ଗ ରେ ବୋଧହୁଏ ଯୋଗଦେବାଲାଗି ଆସୁଥିବାବେଳେ ଅପରାହ୍ନ୫ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଗାଡିଟି ସାମାନ୍ୟ କ୍ଷତିଗସ୍ତ ହୋଇଥିବାବେଳେ ଏଥିରେ ବସିଥିବା ତହସିଲଦାର […]

ଏନ ଏ ସି ନିର୍ବାହୀ ଅଧିକାରୀ ଶୁଣିଲେନି, ପାଣି ପାଇଂ ଧାରଣା ଦେଲେ ଲୋକେ

ଫୁଲବାଣୀ (ସୁନୀଲ ପଟନାୟକ )ସରକାର ପ୍ରତି ଘରକୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେଉଥିବା କଥା କହୁଛନ୍ତି ହେଲେ ଏ ସବୁ କାଗଜ କଲମ ରେ ଚାଲିଛି lବାରମ୍ବାର ଅଭିଯୋଗ କରିବା ସତ୍ୱେ ନିର୍ବାହୀ ଅଧିକାରୀ କୁଆଡେ ଶୁଣୁନାହାନ୍ତି lଫଳରେ ବାଧ୍ୟ ହୋଇ ଧାରଣା ରେ ବସିଲେ ଲୋକେl ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳଜିଲ୍ଲା ବାଲିଗୁଡ଼ା ଏନ ଏ ସି ର ୧ ନମ୍ବର ୱାର୍ଡ ରେ l ସେମାନଙ୍କ ଅଭିଯୋଗ ହେଲା ଯେ […]

ଯୋରନ୍ଦା ମାଧବ ଚନ୍ଦ୍ର ବିଦ୍ୟାପୀଠ ସମାଜସେବା ପାଇଁ ଭାରତ ସ୍କାଉଟ ତରଫରୁ ଲଷ୍ମୀ ମଜୁମଦାର ଟ୍ରଫି ରାଜ୍ୟପାଳ ଙ୍କ ଠାରୁ ଗ୍ରହଣ କଲେ

ଆଠଗଡ (ଉଲାପ୍ର )ଆଠଗଡ ବ୍ଲକ ଯୋରନ୍ଦା ମାଧବ ସାମନ୍ତ ସିଂହାର ବିଦ୍ୟାପୀଠ ର ଶିବାଜୀ Scout Troop କୁ ସମାଜ ସେବା ନିମନ୍ତେ ଭାରତ ସ୍କାଉଟ୍ସ୍ ଏବଂ ଗାଈଡ୍ସ ମୁଖ୍ୟାଳୟ ତରଫରୁ ଲକ୍ଷ୍ମୀ ମଜୁମଦାର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି, ରାଜ୍ୟ ମୁଖ୍ୟାଳୟ କୁ ଏହି ଟ୍ରଫି ଆସିବା ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ Scout Master ଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା । ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ରାଜ୍ୟପୁରସ୍କାର ଉତ୍ସବ […]

କଥା ରଖିଲେ ବଣ୍ଡଗୁଡ଼ା ସରପଞ୍ଚ

–ଫୁଲବାଣୀ (ସୁନୀଲ ପଟନାୟକ )ଶିକ୍ଷକତା ଛାଡି ସମାଜସେବାପ୍ରତି ମନ ବଳାଇ ରାଜନୀତି ରେ ପାଦଥାପି ଥିବା ନବ ନିର୍ବାଚିତବଣ୍ଡ ଗୁଡା ସରପଞ୍ଚ ସଞ୍ଜୟ ପ୍ରଧାନ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି କୁ ପୂରଣ କରିଛନ୍ତି ସେ l ସରପଞ୍ଚ ଭାବେ ଦାୟିତ୍ୱ ନେବାର ତିନି ମାସ ମଧ୍ୟରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଲୋକଙ୍କ ମୁଁହରେ ହସ ଫୁଟାଇ ଜନତା ଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି l ଦୀର୍ଘବର୍ଷ ହେବ ବଣ୍ଡଗୁଡା ଗ୍ରାମ ପଂଚାୟତ ର […]