ଓଡିଶା ନାଟ୍ଯ ସଂଘ ଦିବସ ରେ କଳାକାର ସମ୍ବର୍ଦ୍ଧିତ
ଫୁଲବାଣୀ ( ସୁନୀଲ ପଟ୍ଟନାୟକ)ଫୁଲବାଣୀ ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ମଙ୍ଗଳବାର ଚ୍ଛତିଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଡିଓ ତଥା ନାଟ୍ୟ ପ୍ରେମୀ ପ୍ରବିଣ କୁମାରବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାରେ କଳା, […]