ଜଗତସିଂହପୁର ଜିଲ୍ଲା ପୋଷ୍ଟାଫିସର “ହର ଘର ତ୍ରିରଙ୍ଗା” ଅଭିଯାନରେ ସାମିଲ ହେବା ସହ ଜଗତସିଂହପୁର ଜିଲ୍ଲାକୁ ସୁକନ୍ୟା ସମୃଦ୍ଧି ଯୋଜନାରେ ସମଗ୍ର ରାଜ୍ୟରେ ତଥା ଦେଶରେ ପ୍ରଥମ ଜିଲ୍ଲା ଭାବେ ପରିଗଣିତ କରିବାକୁ ସମଗ୍ର ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆହ୍ୱାନ
ଜଗତସିଂହପୁର (ଉଲାପ୍ର )ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମଧ୍ୟ୍ୟରେ ଜିଲ୍ଲାପାଳ ମହୋଦୟା ଶ୍ରୀମତୀ ପାରୁଲ ପଟାଓ୍ବରିଙ୍କ ଅଧକ୍ଷତାରେ କଟକ ଦକ୍ଷିଣ ଡାକ-ମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର ଓ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଙ୍କ ସହିତ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ଏହି ସଭାରେ ଭାରତ ସରକାର “ହର ଘର ତ୍ରିରଙ୍ଗା” ଅଭିଯାନ,ପୋଷ୍ଟ ଅଫିସର ଅନେକ ସ୍କିମ ମଧ୍ୟରୁ ବାଲ ଆଧାର ଏବଂ ସୁକନ୍ୟା ଯୋଜନା ଉପରେ ଗୁରୁତ୍ୱ ଦେବା ସହ […]