ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବାଇଗାଁ ଠାରେ ସ୍ଵତନ୍ତ୍ର ପଲ୍ଲୀସଭା ଅଭିଯାନ ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ(ଉଲାପ୍ର): ତ. ୫/୮/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଚଚରାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଇଗାଁ ଠାରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ କାଯ୍ୟ କରୁଥିବା ଲୋକ ସଂଗଠନ “ଜନ ସୁରକ୍ଷା ମଞ୍ଚ ” ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର କୃଷି” ନିମନ୍ତେ ସ୍ବତନ୍ତ୍ର ପ୍ରସ୍ତୁତି […]

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଗୋଡେଗାଁ ଠାରେ ସ୍ଵତନ୍ତ୍ର ପଲ୍ଲୀସଭା ପ୍ରସ୍ତୁତି ଅଭିଯାନ ଅନୁଷ୍ଠିତ

ନବରଙ୍ଗପୁର/ ଡାବୁଗାଁ(ଉଲାପ୍ର): ତ. ୫/୮/୨୦୨୨ ରିଖ ଦିନ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବଡ଼ଉଲମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଡେଗାଁ ଠାରେ ଲୋକଙ୍କ ଅଧିକାର ଓ ଜୈବିକ ଚାଷକୁ ନେଇ ସାମାଜିକ ଓ ଆର୍ଥିକ ସଚେତନତା ଉପରେ କାଯ୍ୟ କରୁଥିବା ଲୋକଙ୍କ ସଂଗଠନ “ଜନ ସୁରକ୍ଷା ମଞ୍ଚ ” ନବରଙ୍ଗପୁର , ଓଡ଼ିଶା ଶ୍ରମଜୀବୀ ମଞ୍ଚ , ମହିଳା ଶ୍ରମଜୀବୀ ମଞ୍ଚ ଓଡ଼ିଶା ଓ ଆତ୍ମାଶକ୍ତି ଟ୍ରଷ୍ଟ ମିଳିତ ପ୍ରୟାସରେ “ଜଳ ଉତ୍ସର ବିକାଶ ଓ ନିରନ୍ତର […]

ଅସହାୟ ମହିଳା ଙ୍କ ଶବ ସତ୍କାର* କଲା ଟିମ ହ୍ୟୁମାନୀଟି

ଫୁଲବାଣୀ (ସୁନୀଲ ପଟନାୟକ )ଶୁକ୍ରବାର ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର* ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ* ଗ୍ରାମ ର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳା ଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ସବ ସତ୍କାର ପାଇଁ ପାଖରେ କେହି ପରିବାର ସଦସ୍ୟ ନଥିବାରୁ । ଏଭଳି ଅସହାୟ ପରିସ୍ଥିତି ରେ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଟିକାବାଲି ଶାଖାର […]

ମା ପାଟଖଣ୍ଡା ଦୁର୍ଗାପୂଜା ସମିତି ସାଧାରଣ ବୈଠକ

ଫୁଲବାଣୀ (ଉଲା ପ୍ର )ବାଲିଗୁଡା ସ୍ଥିତ ମାପlଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ର ସର୍ବ ସାଧାରଣ ବୈଠକ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି l ଅନୁଷ୍ଠାନ ର ସଭାପତି ଲୋକନାଥ ପାଢ଼ୀ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ଟି ଶ୍ରୀନିବାସ ରାଓ ବାର୍ଷିକ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ତଥା ଆଇନଜୀବି କୌଶିକ ସାହୁ ଉପସ୍ଥିତ ଥିଲେ ସମସ୍ତ ସାହିର ବାସିନ୍ଦା ବୈଠକ ରେ ଯୋଗଦେଇ ଥିଲେ ଆୟବ୍ୟୟ […]

କନ୍ଧମାଳ ସାଂସ୍କୃତିକ କାର୍ଯ୍ୟଳୟ ଜରାଜୀର୍ଣ୍ଣ ଅବସ୍ଥାରେ

ଫୁଲବାଣୀ (ଉଲାପ୍ର )କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ସାଂସ୍କୃତିକ କାର୍ଯ୍ୟଳୟ ଟି ସାଂସ୍କୃତିକ ଅଧିକାରୀ ଓ କର୍ମଚାରୀ ଙ୍କ ଅଣଦେଖା ଫଳରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହି ଥିବାର ଦେଖିବାକୁ ମିଳିଛି।କହିବାକୁ ଗଲେ ଏହି କାର୍ଯ୍ୟଳୟ କୁ ପ୍ରତିଦିନ ଅଧିକାରୀ ଓ କର୍ମଚାରୀ ଆସନ୍ତି କିନ୍ତୁରକ୍ଷଣାବେକ୍ଷଣ ଅଭାବରୁ କାର୍ଯ୍ୟଳୟ ର ମୁଖ୍ୟ ଫାଟକ ରେ ଲାଗିଥିବା ସାଂସ୍କୃତିକ କାର୍ଯ୍ୟଳୟ ଲାଇଟ ଭାଂଗିଗଲାଣି ହେଲେବି ପ୍ରତିଦିନ ଦେଖି ଏତେ ଦାଇତ୍ୱ ବାନ ଅଧିକାରୀ ଓ କର୍ମଚାରୀ ଅଛନ୍ତି ତିଆରି କରିପାରୁନାହାନ୍ତି […]

ଅହେତୁକ ଦରଦାମ ବୃଦ୍ଧି କୁ ନେଇ କଂଗ୍ରେସ ର ବିକ୍ଷୋଭ

ଫୁଲବାଣୀ (ସୁନୀଲ ପଟନାୟକ )ଅଖିଳ ଭାରତୀୟ କଂଗ୍ରେସ ର ଡା କରl ରେ ନିତ୍ୟ ବ୍ୟବହୃତ ଖାଦ୍ୟଦ୍ରବ୍ୟ ର ଅହେତୁକ ଦରଦାମ ବୃଦ୍ଧି, ମୁଡି, ଗୁଡ, ଖଇ ଇତ୍ୟାଦି ରେଜି ଏସ ଟି ଲାଗୁ, ବେକାରୀ ସମସ୍ୟା ଆଦି ପ୍ରତିବାଦ ରେଶୁକ୍ରବାର ଆଜି କନ୍ଧମାଳ ଜିଲ୍ଲା କଂଗ୍ରେସ ତରଫରୁ କନ୍ଧମାଳ ଜିଲ୍ଲାପାଳ ଅଫିସ ଘେରାଓ କରାଯାଇଥିଲା କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଅନାମ କୁମାର ନାୟକ ଙ୍କ ନେତୃତ୍ୱ ରେ ଶତାଧିକ କଂଗ୍ରେସ କର୍ମୀ ପ୍ରଥମେ ମାଡିକୁନ୍ଦା […]

ଟିମ ହ୍ୟୁମାନିଟି କନ୍ଧମାଳ କରିଲା ଶବ ସତ୍କାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ର ଗୁଟିଙ୍ଗିଆ ଗ୍ରାମ ର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳା ଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ଶବ ସତ୍କାର ପାଇଁ ପାଖରେ କେହି ପରିବାର ସଦସ୍ୟ ନଥିବାରୁ ଏଭଳି ଅସହାୟ ପରିସ୍ଥିତି ରେ ଟିମ୍ ହ୍ୟୁମାନିଟି କନ୍ଧମାଳ ର ଟିକାବାଲି […]

ପେଶା ରେ ଶିକ୍ଷକ ଆଉ ନିଶାହେଲା ସମାଜ ସେବା

ଫୁଲବାଣୀ (ସୁନୀଲ ପଟନାୟକ )ପେଶା ରେ ସେଜଣେ ଶିକ୍ଷକ ହେଲେ ନିଶା ହେଉଛି ସମାଜସେବା lସେମିତି ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ବାଲିଗୁଡା ଅଂଚଳ ର ବୁଲୁ ନାୟକ l l ଆଦିବାସୀ ଓ ଦୁଖୀ ରଙ୍କି ଙ୍କ ଦରଦୀ ବନ୍ଧୁ ଲୋକଙ୍କ ଅଭାବ ଅସୁବିଧା ହେଉ କି ରୋଗୀ ସେବା ସମସ୍ତ ଙ୍କୁ ସାହାଯ୍ୟର ହାତ ବଢ଼ାନ୍ତି ବୁଲୁ lକୋରନା ସମୟରେ ଭୋକିଲା ଲୋକଙ୍କୁ ଆହାର ଯୋଗାଇଵା ହେଉ କି ଉପାନ୍ତ ଇଲାକାରେ କରୋନା ସଚେତନତା […]

ସି ଡି ଏମ ଓ ଙ୍କ ସହ କନ୍ଧମାଳ ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ କର୍ମକର୍ତା ଙ୍କ ଆଲୋଚନା

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ରକିଛି ବରିଷ୍ଠ ନାଗରିକମାନେ ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ lଜିଲା ର ଲୋକମାନେ ଯେପରି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଇବେ ସେଥିପାଇଁ ଦ୍ରୁଷ୍ଟି ଦେବାଲାଗି ଅନୁରୋଧ କରିଥିଲେ lବିଭିନ୍ନ ସମୟରେ ବରିଷ୍ଠ ନାଗରିକ ମାନଙ୍କ ପାଈଁ ମାଗଣା ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରିବା ଲାଗି କହିଥିଲେlଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଓ ମିଳିତ […]

କାଠଯୋଡ଼ି ମଣ୍ଡଳ,କଟକରେ ବିଜେପିର କାର୍ଯ୍ୟକାରିଣୀ କାଳୀଗଳି ରେ ଅନୁଷ୍ଠିତ

# କଟକ (ଉଲାପ୍ର )ବିଜେପିର କାଠଯୋଡ଼ି ମଣ୍ଡଳରେ ମଣ୍ଡଳ ସଭାପତି ଶ୍ରୀ ରତନ ମହାନ୍ତିଙ୍କ ନେତୃତ୍ବ ରେ ମଣ୍ଡଳ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିଲା।ଏଥିରେ ରାଜନୈତିକ ଚିଠା ପ୍ରସ୍ତାବରେ କଟକ ସିଏମସି,ତଥା ରାଜ୍ୟ ବିଜୁ ଜନତା ଦଳର ଅପାରଗ ପଣିଆ ଓ ଦୁର୍ନୀତି କୁ ଘୋର ବିରୋଧ କରାଯାଇଥିଲା।କଟକରେ ମଶା,ପରିମଳ, ନାଳ ନର୍ଦ୍ଧମା,ପଙ୍କ ଉଦ୍ଧାର, ରାସ୍ତା ଘାଟ ଅବ୍ୟବସ୍ଥା, ବର୍ଷା ଜଳ ନିଷ୍କାସନ, ବିଜୁଳି ବିଭ୍ରାଟ,ଦୂଷିତ ପାନୀୟ ଜ୍ଵଳ ଓ ଜଳ ଯୋଗାଣରେ ଘୋର ଅନିୟମିତତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ […]