ଆଠଗଡ ଜିଲ୍ଲାପାଇଁ କ୍ରିୟାନୁଷ୍ଠାନ କମିଟି ଗଠନ, ଆସନ୍ତା 16 ତାରିଖ ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ପ୍ରତୀକାତ୍ମକ ଧାରଣା
ଆଠଗଡ( ଉଲ୍ଲାପ୍ର )ଆଠଗଡ ଜିଲ୍ଲା ଦାବିନେଇ ଆନ୍ଦୋଳନ ଆରମ୍ଭ ହେବ, ରାଜ୍ୟ ସରକାରଙ୍କ ରାଜସ୍ୱମନ୍ତ୍ରୀ ବିଧାନସଭା ରେ କଟକ ଜିଲାରୁ ଆଠଗଡ ଜିଲ୍ଲାଦାବି ନେଇ ଦୁଇଟି ପ୍ରସ୍ତାବ ଆସିଥିବା ପ୍ରକାଶ କରିଛନ୍ତି, ଗଡଜାତ ପରିକ୍ରମା ତରଫରୁ ଗତ 2022 ଓ 2023 ମସିହାରେ ରାଜ୍ୟ ସରକାରଙ୍କୁ ଆଠଗଡ ଜିଲ୍ଲା ପାଇଁ ଦୁଇଟି ଦାବିପତ୍ର ପ୍ରଦାନ କରାଯାଇଥିଲା, ସରକାର ଆଠଗଡ ଜିଲ୍ଲାପାଇଁ ଦାବିପତ୍ର ଗ୍ରହଣ କରିଥିବା ପ୍ରକାଶ ହେବାପରେ ରାଜ୍ୟରେ ପଚିଶ ଗୋଟି ସ୍ଥାନରୁ ଜିଲ୍ଲାପାଇଁ ଦାବିପତ୍ର ଆସିଛି, […]