ଲଗାଣ ବର୍ଷା ରେ କ୍ଷତି ଗ୍ରସ୍ତ ପରିବାର ଙ୍କୁ ଭେଟିଲେ ପୋୖରାଧ୍ୟକ୍ଷା

ଫୁଲବାଣୀ (ସୁନୀଲ ପଟନାୟକ )ଗତ ଦୁଇଦିନ ଧରି ପୁଣି ଲଗାଣ ବର୍ଷା ହେବା ଫଳରେ ଫୁଲବାଣୀ ସହର ବେହାଲ ହୋଇପଡିଛି lପିଲା ସାଲକୀ ନଦୀରେ ପ୍ରବଳ ବନ୍ୟା ଜଳ ଆସିବା ଫଳରେ ଡ୍ୟାମ ଉପରେ ଗତକାଲିଠୁ ୩ ଫୁଟ ଉଚରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ୨ ନମ୍ବର ୱାର୍ଡ ବିଛିନ୍ନ ହୋଇଯାଇଛି ସେହିପରି ୮ ନମ୍ବର ୱାର୍ଡ ଅନ୍ତର୍ଗତ ନୁଆସାହି ଅଂଚଳରେ ୫ଟି ପାଖାପାଖି ଘର ର କାନ୍ଥ ଭୁସୁଳି ପଡିଥିଲା l ଡ୍ରେନ ସମସ୍ୟା ଯୋଗୁଁ […]

ପ୍ରବଳ ବର୍ଷା.. ଦାରିଂବାଡ଼ି ଫିରିଙ୍ଗିଆ ଓ ରାଇକିଆ ଅଂଚଳ ଗମନାଗମନ ବିଛିନ୍ନ

ଲଗାଣ ବର୍ଷl ରେ କନ୍ଧମାଳ ଜିଲ୍ଲା ର ଦାରିଂବାଡ଼ି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ କ୍ଷତି ଗ୍ରସ୍ତ ହୋଇଛି lବିଭିନ ସ୍ଥାନ ରେ କଲଭର୍ଟ ଆଦି ସମ୍ପୂର୍ଣ ଧୋଇ ହୋଇଯିବାଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି lଫିରିଙ୍ଗିଆ ବ୍ଲକ ପଵିଙ୍ଗିଆ ର ପଵିଙ୍ଗିଆ -ଲାମ ପଦର ରାସ୍ତାର ପାଜିମାହା କଲ ଭର୍ଟ ଧୋଇ ହୋଇଯିବା ଫଳରେ ତଵ ନି ପଦର, ଲାମ ପଦର, ପଥର ଖୋଲ ଗ୍ରାମ ବିଛିନ୍ନ ହୋଇ ପଡିଥିବା ବେଳେ ଦାରିଂବାଡ଼ି, ସୀମନବାଡୀ କଲ […]

ଲଗାଣ ବର୍ଷା ରେ ଘର ବେହେରା ଗାଂ ରେ ଘର ଭୁଶୁ ଡ଼ିଲା

ଫୁଲବାଣୀ (ସୁନୀଲ ପଟନାୟକ )ଲଗାଣ ବର୍ଷା ରେ କନ୍ଧମାଳ ଜିଲାରେ ବ୍ୟାପକ କ୍ଷତି ଘଟିଛି l ଲଗାଣ ବର୍ଷା ରେ କାହାର ଜମି ବୁଡି ଫସଲ ନଷ୍ଟ ହୋଇଛି ତ,କାହାର ଘର ଭିତରେ ପାଣି ତ ଆଉ କାହାର ଘର ଭୁସୁଳି ମାଟିରେ ମିଶାଇଦେଇଛିଲୋକେ ବାସହରା ହୋଇପଡିଛନ୍ତି lକନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବେହେରାଗାଁ ପଂଚାୟତ ର ବିଲାବl ଡା ଗ୍ରାମ ରେ ଘର ଭୁଷୁଳି ଯିବା ଫଳରେ ଜଳନ୍ଧର ପ୍ରଧାନ ଙ୍କ ପରିବାର ବେସାହାରା ହୋଇପଡିଛନ୍ତି […]

ସାଲକୀ ନଦୀରେ ପ୍ରବଳ ବନ୍ୟା ବିସିପଡା ଗ୍ରାମରେ ବନ୍ୟା, ଘର ଭାଙ୍ଗିଲା

ଫୁଲବାଣୀ (ସୁନୀଲ ପଟନାୟକ )ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏବେ ଗାଁ ଠୁ ସହର ସବୁଠି ବନ୍ୟାପାଣି ଲହଡି ମାରୁଛି lଜିଲ୍ଲାରେଥିବା ବିଭିନ୍ନ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି lକେତକ ଗ୍ରାମ ରେ ପାଣି ପଶିଯିବା ଫଳରେ ଲୋକେ ବହୁ ଅସୁବିଧା ର ସମୁଖୀନ ହେଇଛନ୍ତି lଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼l ଗ୍ରାମର ହାଟପଦା ସାହି ମୁଖ୍ୟ ରାସ୍ତାରେ ଦୁଇ ରୁ ତିନି ଫୁଟ ଉ ଚରେ ବର୍ଷା ପାଣି ଚାଲିବା ଫଳରେ କେତକ […]

ଲଗାଣ ବର୍ଷାରେ ବୁଡ଼ିଲା ବାଲିଗୁଡ଼ା ସହର:୫୯ ନଂ.ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷା ଜଳ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁ ଠୁ ସହର ସବୁଠି ସଙ୍ଗୀନ୍ ପରିସ୍ଥିତି। ଲୋକେ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ ପୋଲ ଧୋଇ ହୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ବର୍ଷା ଜଳ ପଶିବା ସହ ଅନେକଙ୍କ ଘର ଭାଙ୍ଗିଯାଇଥିବା ସୂଚନା ମିଳୁଛି। ଏପଟେ ଲଗାଣ ବର୍ଷାରେ ବାଲିଗୁଡ଼ା ସହରର ବସଷ୍ଟାଣ୍ଡ […]

ପ୍ରବଳ ବର୍ଷାରେ ସମଗ୍ର କନ୍ଧମାଳ ଜିଲା ଉବୁଟୁବୁ : ଡାକପାଲା ବ୍ରିଜ ଉପରେ ତିନି ଫୁଟ ଉଚ୍ଚରେ ପାଣି ଯାଉଛି

କନ୍ଧମାଳ, ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇ ଦିନର ବିରତି ପରେ ଗତ ରାତିରୁ ପୁଣି ଆରମ୍ଭ ହୋଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ସମଗ୍ର କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା, ଘର କାନ୍ଥ ଭାଙ୍ଗିଯିବା ଭଳି ଘଟଣା ଖବର ମିଳିଛି। ଅନେକ ତଳିଆ ଅଞ୍ଚଳରେ ଲୋକଙ୍କ ଘର ଭିତରକୁ ପାଣି ପଶିଯିବା ବି ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଫୁଲବାଣୀରେ ପ୍ରବଳ ପବନ […]

ଗମନାଗମନ ସୁବିଧା ଯୋଗାଇବାରେ ଫୁଲବାଣୀ ପୂର୍ତ୍ତ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା

ଫୁଲବାଣୀ (ସୁନୀଲ ପଟନାୟକ )ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳ କୁ ସ୍ଥାୟୀପ୍ରଶସ୍ତ ପିଚୁ ରାସ୍ତା ନିର୍ମାଣ କରି ଯୋଗାଯୋଗ କୁ ସୁଦୃଢ କରିବାରେ ପୂର୍ତ୍ତ ବିଭାଗ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି lପୂର୍ତ୍ତ ବିଭାଗ ପକ୍ଷରୁ ଫୁଲବାଣୀ ଡିଭିଜନ ଦ୍ୱାରା ଅନେକ ଅଂଚଳ କୁ ସ୍ଥାୟୀ, ମଜଭୁତ ପିଚୁ ରାସ୍ତା ନିର୍ମାଣ କରାଯିବl ସହ ଆବଶ୍ୟକତା କୁ ଉପଲବ୍ଧି କରି ତୁରନ୍ତ ମରାମତି ମଧ୍ୟ କରାଯାଉଛିlଫଳରେ ଲୋକେ ସୁ ବିଧା ଓ ଆରାମ […]

କେନ୍ଦ୍ରାପଡ଼ା ବନ୍ୟା କ୍ଷତିଗ୍ରସ୍ତ ବୁଲିଲେ ପୂର୍ବତନ ମନ୍ତ୍ରୀ

କେନ୍ଦ୍ରାପଡ଼ା ଜିଲ୍ଲା ର ମହାକାଳପଡ଼ା ଓ ପାଟକୁରା ନିର୍ବାଚନ ମଣ୍ଡଳୀ ର ବନ୍ୟା କ୍ଷତିଗ୍ରସ୍ଥ ଅଞ୍ଚଳରେ ଆଜି ବିଜେପି ରାଜ୍ୟ ପ୍ରତିନିଧି ଦଳ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ କଂ ନେତୃତ୍ଵରେ, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ର ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ ସଂପାଦକ ଶ୍ରୀ ଅଭିମନ୍ୟୁ ସୋଠି, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ଯ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ, ପରିଦର୍ଶନ କରିବା ସହିତ […]

ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲେ ମନମୋହନ ଓ ମହେଶ୍ୱର

ଭଦ୍ରକ ଜିଲ୍ଲା ର ଚାନ୍ଦବାଲି ଓ ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବନ୍ୟା ରେ କ୍ଷତିଗ୍ରସ୍ତ ଅଞ୍ଚଳ ରେ ଆଜି ରାଜ୍ୟ ବିଜେପିପ୍ରତିନିଧି ଦଳ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ନେତୃ, ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ) ରାଜ୍ୟ ସଂଯୋଜକ ଶ୍ରୀ ମହେଶ୍ଵର ସାହୁ, ବିଜେପି ରାଜ୍ୟ ସଂପାଦକ ଶ୍ରୀ ଅଭିମନ୍ୟୁ ସେଠୀ ଓ ଜିଲ୍ଲା ସଭାପତି ଶ୍ରୀ ହେମନ୍ତ କୁମାର ପାଢ଼ୀ ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ବୁଲି […]

ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ହେଲେ କନ୍ଧମାଳ ପର୍ଯ୍ୟବେକ୍ଷକ

ଫୁଲବାଣୀ (ସୁନୀଲ ପଟନାୟକରାଜ୍ୟ ବିଜେ ଡି ର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କନ୍ଧମାଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ପାଇବାପରେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଓ ତାଙ୍କ ସହାୟକ ପ୍ରମୋଦ ମାଝୀ ଶ୍ରୀ ମିଶ୍ରଙ୍କୁ ଭେଟି ଫୁଲତୋଡ଼ା ଦେଇ ସ୍ଵାଗତ କରିଛନ୍ତି lତାଙ୍କ ନେତୃତ୍ୱରେ ଜିଲ୍ଲା ରେ ଦଳୀୟ ସଂଗଠନ ମଜଭୁତ ହେବ ଆଉ ଆଗାମୀ ନିର୍ବାଚନରେ ଦଳ ପୁଣି ବାଜିମାତ କରିବ ବୋଲି ବିଧାୟକ ସାଲୁଗା ପ୍ରଧାନ ଆଶା ପୋଷଣ […]