ଚଷା ଆଁରା ଗ୍ରାମରେ କଂଗ୍ରେସ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

ତିଗିରିଆ ବ୍ଲକ ଅନ୍ତର୍ଗତ ପୁରୁଣା ତିଗିରିଆ ପଞ୍ଚାୟତ ର ସମ୍ପୂର୍ଣ୍ଣ ଜଳବନ୍ଦୀ ଚଶାଆଁରା ଗ୍ରାମକୁ ଆଜି ଭୁବନେଶ୍ଵର ନୀଳାଦ୍ରି ବିହାର ସ୍ଥିତ ଶ୍ରୀରାମ ସେବା ସଂଘ ତରଫରୁ ଖେଚୁଡ଼ି ରନ୍ଧନ କରି ଗ୍ରାମବାସୀଙ୍କୁ ବଣ୍ଟନ କରିଥିଲେ, ତା ସହପିଇବାପାଣି ବୋତଲ ଓ ବିସ୍କୁଟ ପ୍ରଦାନ କରିଥିଲେ। ଶ୍ରୀରାମ ସେବା ସଂଘ ସହ ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଯୋଗାଯୋଗ କରି ସେମାନଙ୍କୁ ଚଶାଆଁରା ଗ୍ରାମକୁ ନେଇ ଯାଇଥିଲେ। ଗ୍ରାମବାସୀ ଙ୍କ ଆଗ୍ରହ ଓ ଶୃଙ୍ଖଳିତ ବ୍ୟବସ୍ଥା କୁ […]

ଲଗାଣ ବର୍ଷାରେ ଭାଙ୍ଗିଲା ତିନି ପରିବାର ଙ୍କ ଘର l ସହାୟତା ଦାବି

ଫୁଲବାଣୀ (ସୁନୀଲ ପଟନାୟକ )ଗତ ସପ୍ତାହେ ଧରି ହୋଇଥିବା ଲଗାଣ ବର୍ଷା ରେ କନ୍ଧମାଳ ଜ଼ିଲ୍ଲା ରେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି lଚାଷ ଜମିରେ ବନ୍ୟା ପାଣି ପଶି ଏକର ଏକର ଜମିର ଧାନ ଚାଷ ନଷ୍ଟ ହୋଇଛି l କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ସଖିପଡା ବେହେରା ସାହିର ରାଜେନ୍ଦ୍ର ବେହେରା, ରାଧୁ ବେହେରା, ସୁଜିତ ବେହେରା, ଙ୍କ ଝାଟି ମାଟିର ଘର ଭାଙ୍ଗି ନଷ୍ଟ ହୋଇଛି ଫଳରେ ପର ଦୁଆରେ […]

ଲଗାଣ ବର୍ଷା ରେ ଭୁସୁଡ଼ିଲା ସ୍ମାର୍ଟ ହାଇସ୍କୁଲ ପାଚେରୀ

ଫୁଲବାଣୀ ( ସୁନୀଲ ପଟନାୟକ)କନ୍ଧମାଳ ଜିଲ୍ଲା ରେ ଲଗାଣ ବର୍ଷlରେଚକାପାଦ ବ୍ଲକ ଅନ୍ତର୍ଗତ ଵପଲ ମେଁଡ଼ି ପଂଚାୟତ ର ସରକାରୀ ସ୍ମାର୍ଟ ସ୍କୁଲବିରୀଗାଁ ସ୍କୁଲପାଚେରୀ ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି l ତେବେ କେଇମାସ ତଳେ ଏହି ସ୍କୁଲ କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭରଚୁୱାଲ ମୋଡ଼ ରେ ଉଦଘାଟନ କରିଥିଲେ lସ୍କୁଲ ରୁପlନ୍ତୀକରଣ ରେଲକ୍ଷାଧିକ ଟଙ୍କା ବ୍ୟୟକରାଯାଇଥିଲା l ସବୁକିଛି ଠିକଠାକ ଭାବେଯନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ହୋଇ ଥିଲା l କାମ ବି […]

ବନ୍ୟାପ୍ରଭାବିତ ଅଂଚଳ ବୁଲିଦେଖିଲେ ବାଲିଗୁଡା ବିଧାୟକ ଚକ୍ରମଣି କଂହର

ଫୁଲବାଣ (ସୁନୀଲ ପଟନାୟକ )ବନ୍ୟା ଞ୍ଚଳ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କଂହର । ଦୁର୍ଦ୍ଧିନ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟାଜାରି ରଖିଛନ୍ତିବିଧାୟକ କହଁର lଚାରି ଦିନ ଧରି ଅହରହ ବର୍ଷାରେ ଜିଲାର ପ୍ରାୟ ୩ ଶହ ରୁ ଉର୍ଦ୍ଧ ଗ୍ରାମ କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ତୂମୁଡିବନ୍ଧ ବ୍ଲକ ର ପ୍ରାୟ ୭ ଟି ପଞ୍ଚାୟତ ରେ ରାସ୍ତା କଟିଯିବାରୁ ଯୋଗଯୋଗ ବିଛିନ୍ନ ହୋଇଛି । କୁର୍ତ୍ତମଗଡ […]

ଫୁଲବାଣୀ ରେ ସଦଭାବନା ଦିବସ ପାଳିତ

ଫୁଲବାଣୀ:-21/08(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସ୍ଥାନୀୟ ପୋଲିସ ହାଇସ୍କୁଲ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସଦଭାବନା ଦିବସ (ରାଜୀବ ଗାନ୍ଧୀ )ଦିବସ ପାଳିତ ହୋଇ ଯାଇଅଛି ।ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇଥିବାବେଳେ ସାଂମ୍ମାନୀତ ଅତିଥି ଭାବରେ ସଂକୃତ ଶିକ୍ଷକ ଗୌରୀ ଶଙ୍କର ମହାପାତ୍ର, ହିନ୍ଦୀ ଶିକ୍ଷକ ସନ୍ତୋଷ କୁମାର ମିଶ୍ର,ଖେଳଶିକ୍ଷକ ରାଜ କିଶୋର ସ୍ୱାଇଁ, ଓଡିୟା […]

ଟ୍ରାଫିକ ପୋଷ୍ଟ ଅଛି, ସିଗ୍ନାଲ ଲାଇଟ ଅଛି ଓ ସିସି ଟିଭି କ୍ୟାମେରା ଅଛି,କିନ୍ତୁ ଅକର୍ମଣ୍ୟ ଅବସ୍ଥାରେ ପଡ଼ି ରହିଛି !!

କଟକ (ପ୍ରିୟବ୍ରତ ପଟ୍ଟନାୟକ )ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସିଡିଏ ଅଞ୍ଚଳରେ !! ସିଡିଏ ସେକ୍ଟର -୧୦ ଜଷ୍ଟିସ ଛକରେ ଟ୍ରାଫିକ ପୋଷ୍ଟଅଛି ଓ ସିଗ୍ନାଲ ଲାଇଟ ଉପରେ ଗଛ ଲତାର ଆବରଣ ତଥା ଟ୍ରାଫିକ ପୋଷ୍ଟଟି ଅକର୍ମଣ୍ୟ ହୋଇ ପଡ଼ିଛି !! ମଣ୍ଟେଶ୍ୱରୀ ସ୍କୁଲ ଗଡା ବା ନୁଆ ରୋଡ଼ ଠାରେ ଟ୍ରାଫିକ ପୋଷ୍ଟ ଅଛି ଓ ସିସି ଟିଭି କ୍ୟାମେରା ଅଛି, କିନ୍ତୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ !! ବହୁ […]

କନ୍ଧମାଳର ବିକାଶ ନେଇ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ବିଜେପି କର୍ମକର୍ତ୍ତା ଦାବିପତ୍ର ପ୍ରଦାନ କଲେ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବିକାଶ ନେଇ ଆଦିବାସୀ ଉନ୍ନୟନ ଓ ଜଳ ସଂପଦ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ କନ୍ଧମାଳ ବିଜେପିର କର୍ମକର୍ତ୍ତା ମାନେ ଭୁବନେଶ୍ୱର ଠାରେ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ବିଶେଷ କରି ଜିଲାରେ ଥିବା ଏକମାତ୍ର ସରକାରୀ ମହାବିଦ୍ୟାଳୟରେ ୫୮ଜଣ ଅଧ୍ୟାପକ ମଧ୍ୟରୁ ବର୍ତ୍ତମାନ ମାତ୍ର ୧୩ଜଣ ଅଧ୍ୟାପକ ଅଛନ୍ତି । ଏଭଳି ସ୍ଥଳେ ଶିକ୍ଷାଦାନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି […]

ବିପଦପୂର୍ଣ୍ଣ ମୁକୁଳା ଟ୍ରାନ୍ସଫର୍ମର, ତାରବାଡ଼ ଘେରାଉ ପାଇଁ ଦାବି

ବାଲିଗୁଡା:20/08.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ମୁଖ୍ୟ ରାସ୍ତା କଡରେ ବିପଦପୂର୍ଣ୍ଣ ଭାବେ ମୁକୁଳା ହୋଇ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ଏଥିପ୍ରତି କାହାର ନିଘା ନାହିଁ। ବିଦ୍ୟୁତ୍ ତାର ଗୁଡିକ ତଳକୁ ଝୁଲି ରହିଛି। ବିଦ୍ୟୁତ ବିଭାଗ ଆଖିରେ ପଟି ବାନ୍ଧିଥିବା ପରି ମନେ ହୁଏ। ରାଇକିଆ ପଞ୍ଚାୟତ ୨ ୱାର୍ଡର ସ୍ଥାନୀୟ ସିଙ୍ଗିଗଡ଼ ଜନଗହଳି ପୂର୍ଣ୍ଣ ରାସ୍ତା ପାର୍ଶ୍ଵରେ ରହିଛି ଏହି ଟ୍ରାନ୍ସଫର୍ମ। ପ୍ରତ୍ୟେକ ଦିନ ଏହି ରାସ୍ତା […]

କଂଗ୍ରେସ ଦଳ ତରଫରୁ ତିଗିରିଆ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ବାଣ୍ଟିଲେ

ତିଗିରିଆ ବ୍ଲକ ପୁରୁଣା ତିଗିରିଆ ପଞ୍ଚାୟତ ର ଚଷାଆଁରା ଗ୍ରାମ ସମ୍ପୂର୍ଣ ଜଳବନ୍ଦୀ ତିଗିରିଆ (ଉଲା ପ୍ର )ଅବସ୍ଥା ରେ ରହିଛନ୍ତି। ଏହି ଗ୍ରାମକୁ ଆଜି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଉମାବଲ୍ଲଭ ରଥ ଙ୍କ ସମେତ ତିଗିରିଆ ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ, ତିଗିରିଆ ବ୍ଲକ କୃଷକ କଂଗ୍ରେସ ଆବାହକ ମନୋରଞ୍ଜନ ଦାଶ ଓ କଟକ ଜିଲ୍ଲା ଯୁବକ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ପରିଦର୍ଶନ କରିଥିଲେ। ଗ୍ରାମବାସୀମାନଙ୍କ ସହ […]

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ?

ଫୁଲବାଣୀ -20/08(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଡେ଼ରାକୁମ୍ପା ନିକଟ ନାଳ ର କଲଭର୍ଟ ତଳୁ ଆଜି ଜଣେ ମହିଳା ଙ୍କ ଉଲଗ୍ଣ ଅବସ୍ଥାରେ ଗଳିତ ଶବ ଉଦ୍ଧାର କରିଛି ପୋଲିସ lଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି lଖବରପାଇ ଗୋଛା ପଡା ଥାନା ଅଧିକାରୀ ରଣଜିତ କୁମାର ମୁନି ପୋଲିସ ଟିମ ସହ ଘଟଣା ସ୍ଥଳ ରେ ପହଂଚି ଶବ ଉଦ୍ଧାର କରି ବା ସହ ଘଟଣା […]