ବାଲିଗୁଡ଼ା ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ: ଥାନା ପରିସରରେ ସିସି ଟିଭି ର କଣ୍ଟ୍ରୋଲ ରୁମ ଉଦଘାଟନ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ସ୍ୱାୟତ୍ତ ଶାସନ ଦିବସ, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି ସ୍ୱାୟତ୍ତ ଶାସନ ଦିବସ। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ,ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ୍ ସାଂସଦ ପ୍ରତିନିଧି ଟୁନା ଦାସ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ,ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ବ୍ଲକ୍ […]

କନ୍ଧମାଳରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ଦେଶରେ ସେପ୍ଟେମ୍ବର ୧ କୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଭାବରେ ପାଳନ କରା ଯାଉଛି। ଏହି ଅବସରରେ କନ୍ଧମାଳ ଜିଲା ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖା ତରଫରୁ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି। ଓଡିଶା ଡ୍ରାଇଭର ମହାସଂଘ ଫିରିଙ୍ଗିଆ ଶାଖାର ସଭାପତି ସାମନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଫିରିଙ୍ଗିଆ ବ୍ଲକର ଗୋଛାପଡା […]

ଅଟୋ ଓଲଟିଲା, ୩ ଆହତ

ଫୁଲବାଣୀ -1/09(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅଧିନସ୍ତ ଗେଟା ମୁଣ୍ଡା ଗ୍ରାମ ନିକଟରେ ନାମ ସଂକୀର୍ତନ ଦଳ ଗାଡି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ଏଥିରେ ଯାଉଥିବା ଅନେକ ଲୋକ ଆହତ ହୋଇଥିବାବେଳେ ତିନିଜଣ ଗୁରୁତର ଆହତ ହୋଇଥିବା କୁହାଯାଉଛି lବୋୖଦ୍ଧ ଜିଲ୍ଲା ହରଭଂଗା ଅଂଚଳ ର ଏକ ନାମ ସଂକୀର୍ତନ ଦଳ ଦୁତୀପଡ଼ା ଆସି ସଂକୀର୍ତନ ସାରି ଆଜି ଫେରୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l […]

ଶିକ୍ଷୟତ୍ରୀ ଙ୍କ ବାରିରେ ବ୍ରହ୍ମକମକ ଫୁଟିଲା

ଫୁଲବାଣୀ(ଉଲା ପ୍ର )ଫୁଲବାଣୀ ସହର ବାଳିକା ଉଚ୍ଚବିଦ୍ୟାଳୟ ର ସହକାରୀ ଶିକ୍ଷୟତ୍ରୀ ଅନିତା ପଟନାୟକ ଙ୍କ ଘର ବଗିଚାରେ ଗୁରୁବାର ବ୍ରହ୍ମକମଲ ଫୁଲ ଫୁଟିଛି l ଆଜି ଗୁରୁବାର ଥିବାରୁ ଏହି ଦୁର୍ଲଭ ଫୁଲ ପ୍ରଥମ କରି ଦୁଇଟା ଫୁଟିଥିବାରୂ ପରିବାର ଲୋକେ ବେଶ ଖୁସି ବ୍ୟକ୍ତ କରିଥିଲେ lଉକ୍ତ ଫୁଲକୁ ଦୀପ ଓ ଧୂପ, ଭୋଗ ସହ ମହା ପ୍ରଭୁ ଜଗନାଥ ଙ୍କୁସମର୍ପଣ କରି ଆଶିଷ ଲାଭ କରି ଥିଲେ l ସୂଚନା ଯୋଗ୍ୟ ଯେ, […]

ପୁଣି ୭ ଫୁଟ୍ ର ଅଜଗର ଉଦ୍ଧାର

ଫୁଲବାଣୀ(ସୁନୀଲ ପଟନାୟକ )ଗୁରୁବାର ପୁଣି ଏକ ଅଜଗର ସାପ ଫୁଲବାଣୀ ସହର ଡାକପାଲା ଅଂଚଳ ଜଣଙ୍କ ଘରୁ ଟିମ ହ୍ୟୁମାନୀଟି ସ୍ନେକ ହେଲ୍ପ ଲାଇନ ସ୍ଵେଛାସେବୀ ମାନେ ଉଦ୍ଧାର କରିଛନ୍ତି l ଖବର ରୁ ପ୍ରକାଶ ଯେ ଆଜି ଗୁରୁବାର ସନ୍ଧ୍ୟା ୭ଟା ସମୟରେ ଫୁଲବାଣୀ ସହର ନିକଟସ୍ଥ ଡାକପାଲା ଗ୍ରାମର ଅଶୋକ ବେହେରା ଙ୍କ ଘରେ ଏକ ଅଜଗର ସାପ ପଶିଯାଇଥିଲା। ଖବର ପାଇ ସେଠାକାର ଅଞ୍ଚଳବାସୀ, ଅଶୋକ କୁମାର ବେହେରା,ସମିର ଘଟାଲ, ଅନନ୍ତ ବେହେରା […]

ଗାଡିଆପଡା ଘାଟିରେ ଦୁଇ ଦୁଇଟି ଟ୍ରକ ଦୂର୍ଘଟଣା, ଦୁଇ ଗୁରୁତର

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡା ନିକଟ ଗାଡିଆପଡା ଘାଟିରେ ଗୋଟିଏ ଅପରା ପାର୍ଟି ର ଦୁଇ ଦୁଇଟି ଟ୍ରକ ଦୂର୍ଘଟଣା ଘଟିବା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି lସେମାନଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି lସୂଚନାଯୋଗ୍ୟ ଯେ ଟ୍ରକ ର ବ୍ରେକ ଫେଲ ହେବା ଯୋଗୁଁ ଦୂର୍ଘଟଣା ହୋଇଥିଲା lତେବେ, ଟ୍ରକ ରେ ଏଗାର ଜଣ ଲୋକ ଥିଲେ ହେଲେ ବ୍ରେକ ଫେଲ ହେବା […]

କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦବାଭନା ସମାଜ ରାଲି ଓ ସଭା

ଫୁଲବାଣୀ(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ସ୍ଥାନୀୟ କରନେସନ ପଡିଆ ଠାରେ ସଭାପତି ପ୍ରସନ୍ନ ବିଷୋୟୀ ,ଅଭୟ ସୁନ୍ଦର ବନମାଳି ଦିଗାଲ ଙ୍କ ନେତୃତ୍ୱରେ ଶାନ୍ତି ଓ ସଦବାଭନା ସମାଜ, କନ୍ଧମାଳର ଏକ ବିରାଟ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।ସର୍ଵ ପ୍ରଥମେ ଶାନ୍ତି ପୂର୍ଣ୍ଣ ଭାବରେ ଏକ ରାଲି ମାଦି କୁନ୍ଦା ଛକରୁ  ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ସମୂଖରେ ପହଞ୍ଚି ଏକ ୮ ଦଫା ସମ୍ମିଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ […]

ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଭେଷଜ ଆଉଟଡୋର ରେ ତାଲା,ସ୍ମାରକ ପତ୍ର ପ୍ରଦାନ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ସମେତ ବୌଦ୍ଧ ଓ ଦଶପଲ୍ଲାର ଜନ ସାଧାରଣ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭରଶୀଳ।କିନ୍ତୁ ଜିଲାରେ ମାତ୍ର ଜଣେ ଭେଷଜ ଡାକ୍ତର ଥିବାରୁ ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗ ଆଉଟଡୋର କ୍ୱଚିତ ଖୋଲା ଯାଉଥିବା ଅଭିଯୋଗ ହେଉଛି।ଯାହା ଫଳରେ ରୋଗୀ ସେବା ବ୍ୟାଘାତ ହେଉଛି।ଏ ସମ୍ପର୍କରେ ମିଳିତ ନାଗରିକ କମିଟି ପକ୍ଷରୁ ସିଡିଏମ ଓଙ୍କ ସହ ଆଲୋଚନା କରାଯାଇ ବିକଳ୍ପ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।ଯେଉଁ ମାନେ ଅଛନ୍ତି ସେଥିରୁ […]

ଗ୍ରାମ ରୋଜଗାର ସେବକ ସଂଘ ର ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ଏକ ଜରୁରୀ ବୈଠକ ସଭାପତି ଶ୍ରବଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ସ୍ଥାନୀୟ ନେତାଜୀ କ୍ଳବ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଉପସଭାପତି ବିଜୟ କୁମାର ସାହୁ, ଅଞଳୀ ନାୟକ, ଓ ସାଧାରଣ ସଂମ୍ପାଦକ ସାମନ୍ତ ଦିଗାଲଙ୍କ ସହ ପ୍ରତି ପଞ୍ଚାୟତର ଗ୍ରାମରୋଜଗାର ସେଵକ ଯୋଗ ଦେଇଥିଲେ। କୌଣସି ଚାକିରୀରେ ଛ ବର୍ଷକାମ କଲେ ସରକାର ସେମାନଙ୍କ ଚାକିରୀ ନିୟମିତ କରୁଥିବା ଦେଖାଯାଉଛି। କିନ୍ତୁ […]

ଜି. ଉଦୟଗିରି ଥାନା ଏସ ଆଇ ଙ୍କ ଆତ୍ମହତ୍ୟା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା ସବ -ଇନ୍ସ ପେକଟର ସାଗରିକା ବେହେରା ଶୁକ୍ରବାର ରାତିରେ ନିଜ ସରକାରୀ ବାସଭବନ ରେ ସିଲିଂ ଫ୍ୟାନ ରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି lଆତ୍ମହତ୍ୟା ର କାରଣ ଜଣାପଡିନାହିଁ l ତେବେ, ସେ ଗଲା କିଛି ଦିନ ହେଲା ମାନସିକ ଚାପ ରେ ଥିବା ଅନୁମାନ କରାଯାଉଥିଲା lତାଙ୍କ ଘର ଖୋର୍ଦ୍ଧା ଅଂଚଳ ରେ ବୋଲି ଜଣାପଡିଛି lଖବରପାଇ ପୋଲିସ ଏସ୍ଡ଼ିପିଓ ଓ ଅନ୍ୟମାନେ […]