ଫୁଲବାଣୀ ରେ ଶାନ୍ତି ଶୃଙ୍ଖଳା ର ସହ ଗଣେଶ ମେଢ଼ ବିସର୍ଜନ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ଫୁଲବାଣୀସହର ର ବିଭିନ୍ନ ସାହି ଓ କ୍ଲବ ପକ୍ଷରୁ ଅନୁଷ୍ଠିତ ଗଣେଶ ମେଢ଼ ସବୁ କୁ ବାଜା ଓ ଲାଇଟ ରେ ସଜାଇ ନାଚ ଗୀତ ସହ ବିରାଟ ପଟୁଆର ରେ ସହର ମୁଖ୍ୟ ରାସ୍ତା ରେ ନେଇ ଵିସର୍ଜନକରିଥିଲେ lଦେଖିବାପାଇଁ ବଜାର ରେ ଲୋକ ମାନଙ୍କ ପ୍ରବଳ ଭିଡ ହୋଇଥିଲା lଡି ଆର ଡି ଏ ଛକ, ଏଫ ସି ଆଇ ଛକ, ପିଅନ ପଡା, ଓ ଅନ୍ୟାନ୍ୟ ଛକ […]

ଦୁତିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସରକାରୀ ଉଚ୍ଚ ବିଦ୍ୟାଳରେ ପ୍ରଧାନ ଶିକ୍ଷୟିତ୍ରୀ ଅମ୍ବିକା ପ୍ରଧାନ ଙ୍କ ନେତୃତ୍ୱରେ ଗୁରୁଦିବସ ପାଳିତ ହେଇଯାଇଛି । ଏହି ଦିବସ ରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଗୁରୁଦିବସ ପାଳନ ଓ ଗୁରୁଶିଷ୍ୟ ସମ୍ପର୍କ ବିଷୟ ରେ ବର୍ଣନା କରିଥିଲେ ଏବଂ ଏହି ଗୁରୁଦିବସ ରେ ଛାତ୍ର ଛାତ୍ରୀ ମାନେ ପିତା ମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ବୟ ଜେଷ୍ଠ ଙ୍କ […]

ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁଙ୍କୁ ସମ୍ୱର୍ଦ୍ଧିତ

ଫୁଲବାଣୀ(ସୁନୀଲ ପଟନାୟକ )ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ଠାରେ ଗୁରୁ ଦିବସ ତଥା ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lସାରା ଭାରତବର୍ଷରେ ସେପ୍ଟେମ୍ବର ପାଞ୍ଚ ତାରିଖକୁ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ଜନ୍ମଦିନକୁ ଗୁରୁଦିବସ ରୂପେ ପାଳନ କରୁଥିଲା ବେଳେ ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜୟନ୍ତୀ ପାଳିତ ହୋଇଛି l ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁମାନଙ୍କୁ ଭାରତରତ୍ନ ସର୍ବପଲ୍ଲୀଙ୍କ ବହୁମୁଖୀ ପ୍ରତିଭା […]

ଗଡଜାତ ପରିକ୍ରମା ତରଫରୁ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ,ଗୁରୁ ଦିବସରେ ସମ୍ବର୍ଦ୍ଧିତ ହେଲେ ଚଉଦ ଜଣ ଗୁରୁ

ଆଠଗଡ(ଉଲାପ୍ର )ଆଠଗଡ ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଗଡଜାତ ପରିକ୍ରମା ତରଫରୁ ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ଠାରେ ଅଷ୍ଟମ ପୂଜ୍ୟପୂଜା ସମାରୋହ ଅନୁଷ୍ଠିତ ହୋଇଯାଇଛି, ପବିତ୍ର ଗୁରୁ ଦିବସ ଅବସରରେ ଗଡଜାତ ପରିକ୍ରମା ତରଫରୁ ଚଉଦଜଣ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା, ଅନୁଷ୍ଠାନର ସଭାପତି ପ୍ରାଣକୃଷ୍ଣ ଦାଶଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ପର୍ଶ ଗୁରୁ ବାବା ଆର୍ତତ୍ରାଣ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ ସିଆରିଆ ମଠା ଧୀଶ […]

ଅନିମା କହଁର ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ):ବିଜୁ ମହିଳା ଜନତା ଦଳର ନୂତନ ରାଜ୍ୟ କମିଟି ଇତି ମଧ୍ୟରେ ଘୋଷିତ ହୋଇଥିବା ବେଳେ କନ୍ଧମାଳ ଜିଲାର ପୂର୍ବତନ ଜିଲା ସଭାନେତ୍ରୀ ତଥା ବର୍ତ୍ତମାନର କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର ପୁଣିଥରେ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଏହି ପଦବିରେ ଥିଲେ। ଏହି ଘୋଷଣା ପରେ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି।ପ୍ରକାଶ ଯେ […]

କନ୍ଧମାଳ ରେ ମାଆ ପିତାବାଲୀଙ୍କ ପ୍ରସିଦ୍ଧ ଜନ୍ତାଳ ଯାତ୍ରା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ ମାଆ ପିତାଵାଲୀ ଦେବୀଙ୍କ ଜନ୍ତାଳ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ଗତ ଦୁଇ ବର୍ଷ ଧରି ମାଆଙ୍କର ଏହି ପୂଜା କରୋନା କଟକଣା ପାଇଁ କେବଳ ସୀମିତ ପୂଜକ ଓ ସେବାୟତ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିଲା । ଚଳିତ ବର୍ଷ ମା’ଙ୍କ ଏହି ପୂଜା ଧୂମଧାମରେ କରାଯାଇଛି I ତେବେ ତିଥି ଅନୁସାରେ ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି […]

ଜି.ଉଦୟଗିରିର ଗାନ୍ଧୀ ଛକରେ ଆଲୋକ ଆସିବ କେବେ ?

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଗାନ୍ଧୀ ଛକ ଆଜିକୁ ୧୨ ଦିନରୁ ଊର୍ଦ୍ଧ୍ବ ହେବ ଅନ୍ଧାରରେ ଅଛି । ଏ ସମ୍ପର୍କରେ ପରିଷଦରେ ଅଭିଯୋଗ ହୋଇଥିଲେ ମଧ୍ୟ ୧୨ଦିନରୁ ଅଧିକ ହେବ ଅନ୍ଧାରରେ ଅଛି। ବିବରଣୀରୁ ପ୍ରକାଶ ଯେ, ଗାନ୍ଧୀ ଛକରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିର ନବୀକରଣ ପାଇଁ ପୁରୁଣା ଲୁହାବାଡ଼କୁ ହଟାଇବା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଖ୍ୟ ଗାନ୍ଧୀ ଛକ ଅନ୍ଧାରରେ ଥିବା ବେଳେ ଗତ ସ୍ୱାୟତ୍ତ […]

ଦରଦାମ ବୃଦ୍ଧି ପ୍ରତିବାଦ କରିବାକୁ କନ୍ଧମାଳ ଜିଲ୍ଲା କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତ,

ଫୁଲବାଣୀ -2/09(ସୁନୀଲ ପଟନାୟକ )କନ୍ଧମାଳ ଜିଲାର ବଛା ବଛା କିଛି ନେତା ଆଜି ଦିଲ୍ଲୀ ଗସ୍ତ କରିଛନ୍ତି lଏ ଆଇ ସି ସି ଡ଼ାକରାରେ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ନେତା ଏ ଆଇ ସି ସି ସଦସ୍ୟଘନ ଶବର, ନଗର କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ଯୁବ ନେତା ବଳଦେବ ବେହେରା, ଗୌର ବେହେରା, ପ୍ରମୁଖ ଦିଲ୍ଲୀ ଗ୍ରସ୍ତ କରିଛନ୍ତି lସେମାନେ ଦରଦାମ ବୃଦ୍ଧି ନେଇ […]

ଆୟୁର୍ବେଦିକ ମେଡ଼ିସିନ ଡିପୋ ଉଦଘାଟିତ

ଫୁଲବାଣୀ ଫୁଲବାଣୀ ସହର ର ଅରବିନ୍ଦ ନଗରଠାରେ ଏକ ଆୟୁର୍ବେଦିକ ଡିପୋ କୁ ଶୁକ୍ରବାର ଫୁଲବାଣୀ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତିମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭଉଦଘାଟନ କରିଥିଲେ l ଏହିଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ଦିନକୁ ଦିନ ଆୟୁର୍ବେଦିକ ମେଡ଼ିସିନ ର ଚାହିଦା ବଢ଼ିବାରେ ଲାଗିଛି lଲୋକେ ବହୁସଂଖ୍ୟାରେ ବ୍ୟବହାର ମଧ୍ୟ କରୁଛନ୍ତି ବୋଲି କହିଥିଲେ lଏହି ଅବସର ରେ ମହମଦ ଜାକିର ଖାଁ, ମଡରନ ଆୟୁର୍ବେଦିକ ଡିପୋ ମାଲିକ ପ୍ରେମନାଥ […]

ମାଁ ବରାଳ ଦେବୀ ପୀଠରେ ପାଳିତ ହେଲା ନୂଆଁ ଖାଇ ପର୍ବ

ଫୁଲବାଣୀ (ସୁନୀଲ ପଟନାୟକ ) ଆମ ଓଡ଼ିଶାରେ ବର୍ଷକୁ ବାର ମାସରେ ତେର ପର୍ବ ପାଳନ କରାଯାଏ । ସେଥି ମଧ୍ୟରୁ ନୂଆଁ ଖାଇ ଜୁହାର ପର୍ବ ଏକ ଅନ୍ୟତମ ।ଏହି ପର୍ବରେ ଚାଷୀ ମାନେ ଚାଷ କରିଥିବା ଫସଲର ପ୍ରଥମ ଅମଳର ଶସ୍ୟ ନିଜ ନିଜର ଅଧିଷ୍ଠାତ୍ରୀ ଦେବା ଦେବୀ ଙ୍କୁ ପ୍ରଥମ ଭୋଗ ସମର୍ପଣ କଲା ପରେ ତାହା ନିଜ ନିଜର ବନ୍ଧୁ ବାନ୍ଧବ, ସାହି,ପଡିଶା,ସାଙ୍ଗ ,ସାଥୀ ଓ ପ୍ରିୟଜନ ମାନଙ୍କ ଗ୍ରହଣରେ ଖିରି […]