ନୂଆଁଖାଇରେ ବି ଅନେକ ଜମି ପଡିଆ ପଡିଛି

ଭବାନିପାଟଣା: ଏବେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇଥିବା ରାଜ୍ୟର ଆଦିବାସୀ ବହୁଳ କଳାହାଣ୍ଡି ଜିଲାର ଚାଷୀମାନେ ପ୍ରକୃତି ଦୟାରେ ବଞ୍ଚିଛନ୍ତି । ଜିଲାର ଅନେକ ଅଞ୍ଚଳ ଏପର୍ଯ୍ୟନ୍ତ ଅଣଜଳସେଚିତ ଅବସ୍ଥାରେ ରହିଥିବାବେଳେ ଖରିଫ ଋତୁରେ ମୌସୁମୀ ବର୍ଷା ଉପରେ ଜିଲାର ଚାଷ ନିର୍ଭର କରୁଛି । ପରବର୍ତ୍ତୀ ରବି ଚାଷ ମଧ୍ୟ ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ । ଚଳିତ ବର୍ଷ ମୌସୁମୀର ଲୁଚକାଳି ଖେଳ ସହିତ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ଶଙ୍କାଗ୍ରସ୍ତ କରିଛି ବୋଲି […]

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା ଚଢ଼ାଉ କରି ୧୭ ଜଣ ଚୋରା ବ୍ୟବସାୟୀ ଙ୍କୁ ଗିରଫ । ୫ଶହ ୫୬ ଲିଟର ମଦ ଦୁଇଟି ବାଇକ୍ ଜବତ

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ ୫୬ ଲିଟର ଦେଶୀ ମଦ,ଦୁଇଟି ବାଇକ୍, ଗୋଟିଏ ସାଇକେଲ ଜବତ କରିବା ସହ ବିରାଶାଳ ଅଞ୍ଚଳର ଚରଣ ପତ୍ର ଫେରାର ଥିବା ବେଳେ ,ସୁବ୍ରତ ପତ୍ର ଙ୍କ ଠାରୁ ଶହେ ଦଶ ଲିଟର ମଦ […]

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ ଆଲୋଚନା

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଟ୍ୟାକ୍ସ ସଂଗ୍ରହ କରିବାକୁ ଉଦ୍ୟମକରିବା ରୁ ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଗୁରୁବାର ବନାନୀ କଳା ସଙ୍ଗମ ଠାରେ ମୁନିସିପାଲିଟି କାଉନ୍ସିଲର ଓ […]

ଫୁଲବାଣୀ ଅବକାରୀ ବିଭାଗ ଦ୍ଵାରା କାର ସହ ଗଞ୍ଜେଇଜବତ

ଫୁଲବାଣୀ (ସୁନୀଲ ପଟନାୟକ ):କନ୍ଧମାଳ ଜିଲ୍ଲା ଫୁଲବାଣୀ ଅବକାରୀ ବିଭାଗକୁ ପୁଣି ମିଳିଛି ବଡ ସଫଳତା l ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ସବ୍ ଇନିସ୍ ପେକ୍ଟର ସାଗର ଭୋଇ ଙ୍କ ନେତୃତ୍ୱ ରେ ସଦର୍ ଅବକାରୀ ବିଭାଗ ଟିମ୍ ସଦର୍ ଥାନା ଅନ୍ତର୍ଗତ ଗୁମାଗଡ଼ ମୁଖ୍ୟ ରାସ୍ତା ଏକ୍ ହୁଣ୍ଡାଇ କାର କୁ ଅଟକାଇ ଯାଞ୍ଚ କରିବା ବେଳେ ଚାଳିଶ କେଜି ଓଜନ୍ ର ଗଞ୍ଜେଇ […]

ଦାବି ପୂରଣ ନେଇ ପାଚିକା ସଂଘ ର୍ ରାଲି

ଫୁଲବାଣୀ – (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି ଓ ବିକ୍ଷୋଭ ହୋଇଥିଲା lସରକାର ପାଚିକା ମାନଙ୍କ ଦରମା ଦୁଇହଜାର ଟଙ୍କା ଦେବାଲାଗି ପ୍ରତିଶ୍ରୁତି ଦେଇ ଚଉଦ ଶହ ଟଙ୍କା ଦେଉଛନ୍ତି l ଏଣୁ 2018 ଏପ୍ରିଲ ଠାରୁ ଦୁଇହଜାର ଟଙ୍କା ପ୍ରଦାନ, ମଧ୍ୟାହ୍ନ […]

କନକ କୁମାର ମାଝୀ ନୂତନ ଟାଉନ୍ ଥାନା ଅଧିକାରୀ

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ ରକ୍ଷୀ ସଂଘ ପକ୍ଷରୁ ସଭାପତି ପ୍ରଭାତ କୁମାର ସାହାଣୀ, ସମ୍ପାଦକ ସପନ ମିଶ୍ର, ମାନବାଧିକାର ମିସନ୍ ଜିଲା ସଭାପତି ବିରlଜ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଙ୍କୁ ଫୁଲ ତୋଡ଼ା […]

ଓଡିଶା ନାଟ୍ଯ ସଂଘ ଦିବସ ରେ କଳାକାର ସମ୍ବର୍ଦ୍ଧିତ

ଫୁଲବାଣୀ ( ସୁନୀଲ ପଟ୍ଟନାୟକ)ଫୁଲବାଣୀ ର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ମଙ୍ଗଳବାର ଚ୍ଛତିଶ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ବନାନୀ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ. ଅରୂପ ଜେନା ଙ୍କ ସଭାପତିତ୍ଵ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଡିଓ ତଥା ନାଟ୍ୟ ପ୍ରେମୀ ପ୍ରବିଣ କୁମାରବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାରେ କଳା, […]

ପାଞ୍ଚଦଫା ଦାବୀନେଇ କାରାରକ୍ଷୀ ଙ୍କ ଆମରଣ ଅନଶନ

ବାଲିଗୁଡ଼ା ( ଉଲ୍ଲାପ୍ର )ସାରାରାଜ୍ୟରେ ପାଞ୍ଚଦଫା ଦାବୀନେଇ କାରାରକ୍ଷୀ ଙ୍କ ଆମରଣ ଅନଶନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଉପକାରାଗାର ସମ୍ମୁଖରେ କାରାରକ୍ଷୀ ଙ୍କ ଆମରଣ ଅନଶନ ଦେଖିବାକୁ ମିଳିଛି l ଗତ ତେର ତାରିଖଦିନ ଠାରୁ କାରାରକ୍ଷୀ କଳା ବ୍ୟାଚ ପରିଧାନ କରି ଆନ୍ଦୋଳନ କରୁଥିଲେ କିନ୍ତୁ କାରାରକ୍ଷୀ ଙ୍କ ଦାବୀ ସରକାର ନଶୁଣିବାରୁ ସୋମବାର ଠାରୁ କାରାରକ୍ଷୀ ପୁଣିଥରେ ଆନ୍ଦୋଳନ ପୂର୍ବକ ଆମରଣ ଅନଶନ ରେ ବସିରହିଛନ୍ତି l କାରାରକ୍ଷୀ […]

କଟକରେ ବିଜେପିର ସେବା ପକ୍ଷ ପାଳିତ

କଟକ ( ଉଲ୍ଲାପ୍ର )ସେବା ପକ୍ଷ ଅବସରରେ ବାରବାଟି କଟକ ନିର୍ବାଚନ ମଣ୍ଡଳୀ ବିଜେପିର ରକ୍ତଦାନ ଶିବିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେବା ପକ୍ଷ ପାଳନ ଅବସରରେ ଆଜି ବାରବାଟି କଟକ ନିର୍ବାଚନ ମଣ୍ଡଳୀରେ ରକ୍ତ ଦାନ ଶିବିର ମେରିଆ ବଜାର ରେ ଅନୁଷ୍ଠିତ ହୋଇଥିଲା. କଟକ ନଗର ବିଜେପି ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ଶିବ ନାରାୟଣ ନାୟକ, […]