ଆଠଗଡ କଂଗ୍ରେସ ତରଫରୁ ଗାନ୍ଧୀଜୟନ୍ତୀ ପାଳିତ

ଆଠଗଡ(ଉଲ୍ଲାପ୍ର )ଆଠଗଡ କଂଗ୍ରେସ କାର୍ଯ୍ୟାଳୟରେ ଗାନ୍ଧି ଜୟନ୍ତୀ ପାଳିତ ହୋଇଯାଇଛି।ପୂର୍ବତନ ବିଧାୟକ ତଥା ଆଠଗଡର ବିଶିଷ୍ଟ କଂଗ୍ରେସ ନେତା ଉମାବଲ୍ଲଭ ରଥଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର କର୍ମକର୍ତ୍ତାଙ୍କ ସମେତ ବହୁ କଂଗ୍ରେସ ପ୍ରେମୀ ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ରଥ ଗାନ୍ଧିଜୀଙ୍କ ନୀତି,ଆଦର୍ଶ ତଥା ତାଙ୍କ ବାଣୀ ସମ୍ପର୍କରେ ଆଲୋଚନା କରିଥିଲେ।ବ୍ରିଟିଶ ଶାସନ ବିରୁଦ୍ଧରେ ଗାନ୍ଧିଜୀ ଆରମ୍ଭ କରିଥିବା ଅସହଯୋଗ ତଥା ଭାରତଛାଡୟ […]

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର ଆୟୋଜନ ହୋଇଯାଇଛି ।ଏହି କାର୍ଯ୍ୟ କ୍ରମରେ କଟକ ବାରବାଟି ବିଧାୟକ ଇ° ମହମ୍ମଦ ମୋକିମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ବ୍ୟତୀତ କିଶୋର ମହାନ୍ତି, ପୁଷ୍ପିତା ମୋହାପାତ୍ର,ଦେବ କିଶୋର୍ ପଣ୍ଡା […]

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲାl ଏଥିରେ ‌ମୂଖ୍ୟ ଅତିଥି ଭାବେ ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ସନ୍ତୋଷ କୁମାର ଜେନା ,ସି ଜେ ଏମ ସାଇ କାତ ପାତ୍ର, l ଲି ଗାଲ ଏଡ ସଚିବ ଶ୍ରୀମତୀ ଅନୁସୟା […]

ଗାର୍ଡିଙ୍ଗିଆ ପଞ୍ଚାୟତରେ ବାଲ୍ୟ ବିବାହ ବନ୍ଦ ପାଇଁ ସଚେତନ

ଫୁଲବାଣୀ -(ସୁନୀଲ ପଟନାୟକ )ଅନ୍ତରଙ୍ଗ ଯୁବ ମହାସଂଘର ଏକ ପ୍ରକ୍ରିୟା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଦ୍ବାରା କନ୍ଧମାଳ ଜିଲ୍ଲାର, ଟିକାବାଲି ବ୍ଲକ୍ ଅନ୍ତର୍ଗତ ଗାର୍ଡିଙ୍ଗିଆ ପଞ୍ଚାୟତର ମଣ୍ଡାଗୁଡ଼ା, ସାଳାଙ୍ଗିଆ ଓ ଗଣ୍ଡାନାଯୁରେ ଆଜି ବାଲ୍ୟ ବିବାହ ପ୍ରତିରୋଧ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ୧୨ ଦିନିଆ ତଥା ଅକ୍ଟୋବର ୨୮ ତାରିଖ ଠାରୁ ଆରମ୍ଭ କରାଯାଇଛି ଏବଂ ସେପ୍ଟେମ୍ବର ୧୦ ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି। ଚଳିତ […]

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇଦିନିଆ କର୍ମଶାଳା ଉଦଯାପିତ, ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ

ଫୁଲବାଣୀ(ସୁନୀଲ ପଟନାୟକ)ଶୁକ୍ରବାର କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ କର୍ମଶାଳା ଶନିବାର ଉଦଯାପିତ ହୋଇଛି lଦ୍ୱିତୀୟ ଦିନରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ lଏହି ଅବସର ରେ ମୁଖ୍ୟ ଅତୀଥି ଶ୍ରୀସାହୁ ସାମ୍ବାଦିକ ମାନେ ତଥ୍ୟ ଉପରେ ଆଧାରିତ ସଠିକ ଖବର ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଥିଲେ lଜିଲ୍ଲା ସଭାପତି ସୁନୀଲ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ […]

ଶିଶୁକନ୍ୟାକୁ ଦୁର୍ଷ୍କମ ଅଭିଯୋଗ ରେ ୬୪ ବର୍ଷର ବୃଦ୍ଧ ଗିରଫ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ସଦରଥାନା ଅଞ୍ଚଳରେ ଜଣେ ୪ ବର୍ଷର ଅଙ୍ଗନୱାଡ଼ି ପଢୁଥିବା ଝିଅକୁ ସେହି ଗ୍ରାମର ଜଣେ ୬୪ ବର୍ଷୀୟ ବୃଦ୍ଧ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୁଲିସ୍‌ ଏହି ଘଟଣାରେ ସଂପୃକ୍ତ ବୃଦ୍ଧକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି । ଗିରଫ ବୃଦ୍ଧ ଜଣକ ହେଲେ ସୁବର୍ଣ୍ଣ ମଲିକ । ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବୋଲି ପୁଲିସ୍‌ ସୂଚନା ଦେଇଛି । ସୂଚନା ଅନୁଯାୟୀ […]

ଯୁକ୍ତ ଦୁଇ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପରିଚୟ ଶିବିର ଅନୁଷ୍ଠିତ ହୋଇଯାଇଛି l ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବ ରେ +୨ କଳା ବାଣିଜ୍ୟ ବିଜ୍ଞାନ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା l ପରେପରେ ନବାଗତ ଛାତ୍ର ଛାତ୍ରୀ ମାନେ ନିଜ ନିଜ […]

ଜମିକୁ ଜୋରଜବରଦସ୍ତ ହାତେଇବାକୁ ଉଦ୍ୟମ : ଜମିରେ ହଳ କରି ନଷ୍ଟ କରିଦେଲେ ଫସଲ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ନିର୍ବାଚନ ସମୟର ରାଗ ସୁଝେଇବାକୁ ଯାଇ ନଷ୍ଟ କରିଦେଲେ ଫସଲ । ପଦର ଜମିରେ ଚାଷ କରାଯାଇଥିବା ଫସଲକୁ ହଳ କରି ନଷ୍ଟ କରିଦେଲେ ପ୍ରତିବାଦୀ ଗୋଷ୍ଠୀ । ଏନେଇ ଫସଲ ମାଲିକ ସୁକାନ୍ତ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଘଟଣାରୁ ପ୍ରକାଶ ଯେ,ସିମନବାଡ଼ି ପଞ୍ଚାୟତ ସ୍ଥିତ ସଲାବାଡ଼ି ଗ୍ରାମର ସୁକାନ୍ତ ପ୍ରଧାନ ଦାରାମିଡିଆ ଜମିରେ ବାପା,ଜେଜେ ଅମଳରୁ ବିଭିନ୍ନ ପ୍ରକାର ଫସଲ ଚାଷ କରିଆସୁଛନ୍ତି । ଅଧିକାଂଶ ସମୟରେ […]

ବନ ବିଭାଗ ତରଫରୁ ବେଆଇନ କରତ କଳ ଉପରେ ଚଢ଼ାଉ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଏକ ବେଆଇନ କରତ କଳ ଉପରେ ଚଢ଼ାଉ କରି ବିଭିନ୍ନ ପ୍ରକାର କାଠ ଓ ଯନ୍ତ୍ରପାତି ଜବତ କରି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ, ଉପ ବନସଂରକ୍ଷକ ମଳୟ ରଞ୍ଜନ କାଲୋ, ମୋବାଇଲ ସ୍କେର୍ଦ୍, ଜି ଉଦୟଗିରି ଥାନା ଅଧିକାରୀ ଅଜୟ […]

ରାଇକିଆ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ, ଫୁଲବାଣୀ ପକ୍ଷରୁ ରାଇକିଆ ସ୍ଥିତ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ସଙ୍ଘ ର ସାଧାରଣପରିଷଦ ବୈଠକଅନୁଷ୍ଠିତ ହୋଇଥିଲା l ଏହି ବୈଠକ କୁ ସଭାପତି ଡ଼ଃ ଅରୂପ କୁମାର ଜେନା ଉଦଘାଟନ କରିଥିଲେ lସଙ୍ଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ କୁମାର ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା କାର୍ଯ୍ୟକାରୀ ସଭାପତି ସୁନୀଲ ପଟନାୟକ, ଅନ୍ୟତମ ବରିଷ୍ଠ ସାମ୍ବାଦିକ […]