ପ୍ରେସ କ୍ଲବ ରେ 75 ତମ ସାଧାରଣତନ୍ତ୍ର ଦିଵସ ପାଳିତ
ଫୁଲବାଣୀ (ସୁନୀଲ ପଟନାୟକ ) ଫୁଲବାଣୀ ସ୍ଥିତ ଜିଲ୍ଲା ପ୍ରେସକ୍ଲବ ଠାରେ ପଞ୍ଚସ୍ତରୀ ତମ ପବିତ୍ର ସାଧାରଣ ତନ୍ତ୍ର ଦିଵସ ପାଳିତ ହୋଇ ଯାଇଛି l ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଲବ ସଭାପତି ସୁନୀଲ ପଟନାୟକ ଜାତୀୟ ପତାକା ଉତ୍ତୋଳନ କରିବାସହ ୧୯୫0ମସିହା ଆଜିର ଦିନରେ ଭାରତ ଏକ ସାର୍ବଭୌମ ଗଣ ତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା lଏଣୁ ଏହାକୁ ସବୁବେଳେ ଅକ୍ଷୁର୍ଣ ରଖିବା ଲାଗି କହିଥିଲେ l ଅନ୍ୟ ମାନଙ୍କ […]