ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଦୁଇ ଲକ୍ଷ ଜୋରିମାନା

ଫୁଲବାଣୀ (ସୁନୀଲ ପଟନାୟକ) ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଦୁଇ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁଅଧିକ ଦୁଇ ବର୍ଷ କାରାଦଣ୍ଡ ନିର୍ଦେଶ ଦେଇ ଛନ୍ତି।ସୁଚନାଯୋଗ୍ୟ ଯେ, […]

ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଟାବଲେଟ୍,ଶିକ୍ଷା ଉପକରଣ ବଣ୍ଟନ

ଫୁଲବାଣୀ (ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଟାବଲେଟ୍,ଶିକ୍ଷା ଉପକରଣ ବଣ୍ଟନସୁନୀଲ ପଟନାୟକ )ନୀତି ଆୟୋଗ,Byju’s ଏବଂ ଜିଲ୍ଲା ପ୍ରଶାସନ କନ୍ଧମାଳ ଙ୍କ ମିଳିତ ସହଯୋଗରେ ବା ଇଯୁସର କ୍ୟାରିଅର୍ ପ୍ଲସ୍ କାର୍ଯ୍ୟକ୍ରମ ଫୁଲବାଣୀର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଜିଲ୍ଲାର ମନୋନୀତ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଟାବଲେଟ୍ ପ୍ରଦାନ କରିଥିଲେ l ଏହି ଅବସରରେ ଶିକ୍ଷଣ ଉପକରଣ ଅଭାବ କଦାପି ମେଧାବୀ ଛାତ୍ରମାନଙ୍କ ଉଚ୍ଚ ଶିକ୍ଷାରେ ବାଧା ସୃଷ୍ଟି କରେ ନାହିଁ। ଯେତେବେଳେ କିଛି […]

ଫୁଲବାଣୀ ରେ ସଞ୍ଚୟ ରଥ ଉଦଘାଟିତ

ଫୁଲବାଣୀ (ସୁନୀଲ ପଟନାୟକ )ରବିବାର ବିଶ୍ୱ ମିତଵ୍ୟୟିତା ଦିବସ ଅବସର ରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ସଞ୍ଚୟ ରଥ କୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ lଏହି ଅବସରରେ ସମସ୍ତେ ନିଜର ସୁଖ ମୟ ଭବିଷ୍ୟତ ପାଇଁ ଆଜିଠାରୁ କିଛି କିଛି ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ lଏହି ଅବସର ରେ […]

ରାଜ୍ୟ ସ୍ତରୀୟ କୁଶୁଲାପୁଞ୍ଜା ଡ଼ଙ୍ଗର ମହୋତ୍ସବ ରେ ଯୁବ ନାଟ୍ୟକାର ଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ (ସୁନୀଲ ପଟନାୟକ ) ରାଜ୍ୟ ସ୍ତରୀୟ କୁଶୁଲା ପୁଞ୍ଜା ଡ଼ଙ୍ଗର ମହୋତ୍ସବ ର ଉଦଯାପନୀ ସନ୍ଧ୍ୟାରେ କନ୍ଧମାଳର ଯୁବନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ସ୍ୱମ୍ବର୍ଦ୍ଧନା l କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁର ର ଗୌଡ଼ କର୍ଲାଖୁଣ୍ଟା ଠାରେ ଚାରି ଦିନ ବ୍ୟାପି ଅନୁଷ୍ଠିତ ମହୋତ୍ସବରେ ରାଜ୍ୟରୁ ବହୁ ସଂସ୍କୃତିକ ଦଳ ଅଂଶ ଗ୍ରହଣ କରିଥିଲେ l ଏକାଧାରରେ ପ୍ରମୋଦ ଜଣେ ଯୁବ ନାଟ୍ୟକାର ଲୋକ ସଂସ୍କୃତି ଗବେଷକ ଲୋକ କଳା ସଂଗଠକ […]

ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର,(ଉଲ୍ଲାପ୍ର )ପାଇକ ବିଦ୍ରୋହର ମହାନ୍ ବୀରତ୍ବ, ଦେଶପ୍ରେମ ଓ ସାହସରପ୍ରତୀକ ତଥା ମୁଖ୍ୟ କଣ୍ଠଧାର ଜୟୀ ରାଜଗୁରୁଙ୍କ ଆଜି ହେଉଛି ଜନ୍ମବାର୍ଷିକୀ । ଓଡ଼ିଆ ଅସ୍ମିତା, ବୀରତ୍ଵ,ଗାରିମା ଓ ଦେଶପ୍ରେମକୁ ସଦାସର୍ବଦା ସର୍ବାଗ୍ରେ ରଖୂବା ସେହି ମହାନ୍ ସ୍ୱାଧୀନତା ସଂଗ୍ରାମୀ ଜୟକୃଷ୍ଣରାଜଗୁରୁ ମହାପାତ୍ର ୧୭୩୯ ମସିହା ଆଜିର ଦିନରେ ପୁରୀ ଜିଲ୍ଲା ଅନ୍ତର୍ଗତ ବୀରହରେକୃଷ୍ଣପୁରଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏହି ଦିବସଟିକୁ ମନେ ପକାଇ ତାଙ୍କ ଜୀବନ କାହାଣୀକୁ ନେଇଚଳଚ୍ଚିତ୍ର ନିର୍ମାଣ ହେଉଥିବା ‘ମହର୍ଷି’ର ଟିମ୍ ଅଭିନେତା ଚନ୍ଦନ […]

ବାଲିଗୁଡ଼ାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା: ସମସ୍ତେ ମିଳିମିଶି ବିଜୁ ଜନତା ଦଳକୁ ଆଗେଇ ନେବା- ବିଜୟ

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟବ୍ୟାପୀ ଅକ୍ଟୋବର ଦୁଇ ତାରିଖରୁ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ଗୁରୁବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଜେଡ଼ି ପକ୍ଷରୁ ଏକ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ନିକଟସ୍ଥ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରୁ ହଜାର ହଜାର ବିଜେଡ଼ି କର୍ମୀ ଓ ନେତା ଏକ ବିଶାଳ ପଦଯାତ୍ରାରେ ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସ୍ଥାନୀୟ ସଭାଗୃହ ନିକଟରେ ପହଁଞ୍ଚିଥିଲେ […]

ନାବାଳିକା ଛାତ୍ରୀ ଗର୍ଭବତୀ ମାମଲା; କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚ୍ଚାର ଧାରଣା

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲା ବିଜେପି ଯୁବମୋର୍ଚ୍ଚା। ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଯୁବମୋର୍ଚ୍ଚାର ସଦସ୍ୟମାନେ କନ୍ଧମାଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ପ୍ରକାଶ ଥାଉକି, ଜିଲ୍ଲାରେ ଥିବା ଅନ୍ୱେଷା ଛାତ୍ରାବାସରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିଲେ। ଏହାପରେ ତାଙ୍କର ପ୍ରସବ ପରେ ଉଭୟ ନବଜାତ ଶିଶୁ ଓ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା।କିନ୍ତୁ ଏନେଇ ପ୍ରଶାସନ […]

ବିଦ୍ୟାଳୟ ପରିସରରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ମକ୍‌‌ ଡ୍ରିଲ୍‌‌

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ସ୍ଥିତ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ପାଢୀଙ୍କ ତତ୍ତ୍ବାବଧାନରେ ଅଗ୍ନିଶମ କର୍ମଚାରୀ ମାନଙ୍କ ଦ୍ବାରା ଶ୍ରୀରାମପଦା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ମକ୍‌‌ ଡ୍ରିଲ୍‌‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହଠାତ୍ ନିଆଁ ଲାଗିଲେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେନେଇ ଅଗ୍ନିଶମ କର୍ମଚାରୀ ମାନେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ମକ୍‌‌ ଡ୍ରିଲ୍‌‌ ମାଧ୍ୟମରେ ଦେଖାଇଥିଲେ। ଏହି ମକ୍‌‌ ଡ୍ରିଲ୍‌‌ ଚାଲିଥିବା ବେଳେ […]

ବାଲିଗୁଡା ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ ତୁମୁଡିବନ୍ଧ ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, କ. ନୂଆଗାଁ ବ୍ଲକ ସଭାପତି ବାସୁଦେବ ପଣ୍ଡା କୋଟଗଡ ବିଜେଡି ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନଙ୍କ ନେତୃତ୍ୱ ରେ ଚାରିଗୋଟି ବ୍ଲକରୁ ଅନୁନ୍ୟ ଚାରିହଜାର ରୁ ଉର୍ଦ୍ଧ ବିଜେଡ଼ି ର ପୁରୁଷ ମହିଳା କର୍ମୀ […]

ରଙ୍ଗପାରୁ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ମାମଲା କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚା ର ଅନିର୍ଦିଷ୍ଟ କାଳ ଧାରଣା

ଫୁଲବାଣୀ ବେଲଘର ଥାନା ଅଞ୍ଚଳ ରେ ଘଟିଥିବା ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣା ରେଦୋଷୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ପୀଡିତା ଙ୍କ ପରିବାର ଙ୍କୁ କ୍ଷତି ପୂରଣ ଦାବୀ କରିଆଜି ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠୁ ଧାରଣା ଦେଇଛି ଜିଲ୍ଲା ବିଜେପି ଯୁବମୋର୍ଚା l ଏହି ଘଟଣା ରେ ଜିଲ୍ଲା ପ୍ରଶାସନ ର ଓ ସ୍କୁଲ କର୍ତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ଛାତ୍ରୀ ଓ ତାର ନବଜାତ ଶିଶୁ ର […]