ଫୁଲବାଣୀ ରେ ଜନ ଜାତି ଗୌରବ ଦିବସ

ଫୁଲବାଣୀ ସ୍ୱାଧୀନତା ସଂଗ୍ରାମୀ, ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଜି ରାଷ୍ଟ୍ରୀୟ ଜନଜାତି ଗୌରବ ଦିବସ ପାଳନ କରାଯାଇଛି । ଏହି ଅବସରରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ମଙ୍ଗଳବାର ସକାଳେ ଫୁଲବାଣୀ ସହରରେ ଏକ ବିରାଟ ଶୋଭାଯାତ୍ରା ସହିତ ସାଧାରଣ ସଭା କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଜଳ ଶକ୍ତି ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଯୋଗ […]

ଫୁଲବାଣୀ ପ୍ରେସ କ୍ଲବ ଠାରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ

ଫୁଲବାଣୀ (ସୁନୀଲ ପଟନାୟକ )ଜିଲ୍ଲାପ୍ରେସ କ୍ଲବ ପକ୍ଷରୁ ପ୍ରେସ କ୍ଲବ ଠାରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା lପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେକନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ତଥା ପ୍ରେସ କ୍ଲବ ପ୍ରତିଷ୍ଠାତା ଓ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା ମୁଖ୍ୟ ବକ୍ତା ଭାବରେ, ଯୋଗ […]

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ, ସତ୍ୟ ଖବର ପ୍ରକାଶ ଉପରେ ଜିଲ୍ଲାପାଳ ଙ୍କ ଗୁରୁତ୍ୱ

ଫୁଲବାଣ(ସୁନୀଲ ପଟନାୟକ )ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷ ରେ ୫୬ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା lଏହି ଅବସର ରେ ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ୱର ମୁଖ୍ୟ ଅତିଥି ଭାବେ ଯୋଗ ସାମ୍ବାଦିକ ମାନେ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ, ଦୁର୍ନିତୀ, ଭ୍ରଷ୍ଟାଚାର ଦୂର କରିବାରେ ପ୍ରମୁଖ ଭୂମିକା ରହିଛି ସାମ୍ବାଦିକ ଙ୍କ ର ଏଣୁସର୍ବଦା ସତ୍ୟ, ନିରପେକ୍ଷ ସମ୍ବାଦ ପ୍ରକାଶ କରିବା […]

କନ୍ଧମାଳ ଶାଖା ଅମଲା ସଂଘ ବୈଠକ

ଫୁଲବାଣୀ (ସୁନୀଲ ପଟନାୟକ )ଜିଲ୍ଲା ଅମଲା ସଂଘ କନ୍ଧମାଳ ଶାଖା ପକ୍ଷରୁ ବାଲିଗୁଡା ଠାରେ ଦେବେନ୍ଦ୍ର ନାଥ ପାତ୍ରଙ୍କର ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ ବରିଷ୍ଠ ,କନିଷ୍ଠ ସହାୟକ ଓ ବିଭିନ୍ନ ଉପବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ଥିଲେ । ସୋଂଶୋଧିତ ନିୟମ ଅନୁଯାୟୀ ରାଜ୍ୟ ସରକାର କନିଷ୍ଠ ସହାୟକ ପଦବୀ ପାଇ ଶିକ୍ଷାଗତ ଯୋଗ୍ୟତା କମ୍ପ୍ୟୁଟର ଦକ୍ଷତା ସହିତ […]

ଡିସେମ୍ବର ୧୭ ରୁ ୧ ୯ ବାଲିଗୁଡା ରେ ପ୍ରଥମ ରାଜ୍ୟସ୍ତରୀୟ ଲୋକମହୋତ୍ସବ

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ସହର ରେ ଅନୁଷ୍ଠିତ ହେବ ରାଜ୍ୟ ସ୍ତରୀୟ ଲୋକ ମହୋତ୍ସବ ଗତ 2021 ଡିସେମ୍ବର,17,ରୁ 19ରିଖ ୩ ଦିନବ୍ୟାପୀ ହେବାକୁ ଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମାରକୀ ବୀଣାକାର ଦଣ୍ଡନାଟ ଏବଂ ଗୀତିନାଟ୍ୟ ପ୍ରତିଯୋଗିତା ମହାମାରୀ କୋରନା କଟକଣା ସକାଶେ ବାତିଲ କରାଯାଇଥିଲା l ଚଳିତ ବର୍ଷ ଉକ୍ତ କାର୍ଯ୍ୟକ୍ରମ ଡିସେମ୍ବର ତା – 17/18/19 ରିଖ ତିନିଦିନ ବ୍ୟାପି ଆୟୋଜନ କରିବା ପାଇଁ ବ୍ଲକ […]

ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ମୋ ହାଟ

ଫୁଲବାଣୀ (ସୁନୀଲ ପଟନାୟକ )ଜି ଉଦୟଗିରି ସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଠାରେ ମୋ ହାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୩୭ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାର ସାମଗ୍ରୀ ଆଣି ବିକ୍ରି କରିଥିଲେ।ଖାଇବା ସାମଗ୍ରୀ ,ପଢା ସମ୍ବନ୍ଧୀୟ ଜିନିଷ ବ୍ୟତୀତ ଛାତ୍ର ଛାତ୍ରୀ ବ୍ୟବହୃତ ବିଭିନ୍ନ ପ୍ରକାରର ଜିନିଷ ବିକ୍ରି କରିଥିଲେ।ବହୁ ଅଭିଭାବକ, ଏବଂ ଛାତ୍ର ଛାତ୍ରୀ ମାନେ କ୍ରୟ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଂପାଦକ ଅରୁଣ କୁମାର ଷଡଙ୍ଗୀ […]

ଢେଙ୍କାନାଳ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ଢେଙ୍କାନାଳ(ଉଲ୍ଲାପ୍ର )ସ୍ଥାନୀୟ କୋର୍ଟ ପରିସରରେ ଜାତୀୟ ଲୋକ ଅଦାଳତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଢେଙ୍କାନାଳ ମୁଖ୍ଯ ଶାଖା, ଢେଙ୍କାନାଳ ବଜାର ଶାଖା, ମହିଷପାଟ ଏଡିଜି, ଗୋବିନ୍ଦପୁର ଶାଖା, ବେଲଟିକିରି କାଇମାଟି ଶାଖା, ଜୋରନ୍ଦା ଶାଖା, ସନ୍ଦପସିପାଟଣା ଗନ୍ଦିଆ ତଥା ଷଡଙ୍ଗି ଶାଖାର ଅଧିକାରୀମାନେ ଯୋଗଦେଇଥିଲେ ଏବଂ ପନ୍ଦର ଲକ୍ଷରୁ ଉର୍ଦ୍ଧ୍ବ ଅନାଦେୟ ଋଣ ଆଦାୟ କରିବା ସହ ଅନେକ କେସ୍ ସେଟେଲ୍ଡ୍ କରିଥିଲେ। ଋଣ ପରିଶୋଧ କରିପାରୁନଥିବା ଗ୍ରାହକମାନେ ଏକକାଳୀନ ଋଣ ପରିଶୋଧ […]

କୋଷାଗୁମୁଡା ବ୍ଲକ କୋଡିଙ୍ଗା ଠାରେ ମାଣ୍ଡିଆ ଦିବସ ପାଳନ ସହ ଖାଦ୍ୟ ମେଳା ଅନୁଷ୍ଠିତ

ନବରଙ୍ଗପୁର ( ତପନ କୁମାର ସ୍ବାଇଁ )/ତା.୧୦/୧୧: ଆଜି ନଭେମ୍ବର ୧୦ ତାରିଖରେ ଆମ ରାଜ୍ୟ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆହ୍ଵାନରେ ମାଣ୍ଡିଆ ଦିବସ ପାଳନ କରାଯାଇଛି। ସେହିଅନୁଯାୟୀ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡିଙ୍ଗା ଠାରେ କସ୍ତୁରବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆର.ସି.ଡି.ସି ଏବଂ ଆତ୍ମା ନବରଙ୍ଗପୁର ମିଳିତ ସହଯୋଗରେ ମାଣ୍ଡିଆ ଉପରେ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଅଛି। ସ୍ଥାନୀୟ ଲୋକ […]

ଜାତୀୟ ଶିକ୍ଷା ଦିବସ ପାଳିତ

ଢେଙ୍କାନାଳ(ଉଲ୍ଲାପ୍ର )ଢେଙ୍କାନାଳ ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅଦ୍ଯ ତା୧୧.୧୧.୨୦୨୨ ରିଖ ଶୁକ୍ରବାର ରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ଶିକ୍ଷା ଦିବସ ରମହତ୍ତ୍ବଉପରେ ନିଜର ଚିନ୍ତାଧାରା ବ୍ୟକ୍ତ କରି ଶିକ୍ଷା ଆମଜୀବନ ଉପରେ ସୁପ୍ରଭାବ ପକାଇ ଥାଏଓଏହା ଦ୍ବାରା ମନ […]

ବନବାସୀସେବାସମିତିର ସୁବର୍ଣ୍ଣ ଜୟନ୍ତୀ

ଫୁଲବାଣୀ କନ୍ଧମାଳ ଜିଲ୍ଲା ବାଲିଗୁଡା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବନବାସୀ ସେବାସମିତି ର ପ୍ରତିଷ୍ଠାତା ସ୍ବର୍ଗତ ବିଶ୍ୱ ନାଥ ପଟନାୟକ ଥିଲେ କୋରାପୁଟିଆ ଗାନ୍ଧୀ l ଗାନ୍ଧୀ ଙ୍କନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସ୍ବର୍ଗତ ପଟନାୟକ କାର୍ଯ୍ୟ କରି ପ୍ରସଂଶିତ ହୋଇଥିଲେ l ତାଙ୍କ ପରି ବହୁତ କମ ଲୋକ ଜନ୍ମ ନେଇଥାନ୍ତିଯେଉଁମାନେ କି ସବୁ କିଛି ଭୂଲି ନିଜ ସ୍ୱାର୍ଥ କୁ ଜଳାଞ୍ଜଳି ଦେଇ ସମାଜ ର ହିତ ପାଇଁ କାର୍ଯ୍ୟ କାର୍ଯ୍ୟ […]