ମିଟସ୍ସ୍କୁଲଅଫବାୟୋଟେକ୍ନୋଲୋଜି(ଏନ. ଏ. ଏ. ସି. ଏକରେଡ଼ିଟେଡ଼ ), ଭୁବନେଶ୍ୱର ଅନୁକୂଲ୍ୟରେ ପରବର୍ତ୍ତୀପିଢ଼ିରେ ଆଣବିକରୋଗଜିବାଣୁଏବଂକର୍କଟବିଷୟରେ୨୫-୦୩-୨୦୨୫ଠାରୁ୨୯-୦୩-୨୦୨୫ପର୍ଯ୍ୟନ୍ତପାଞ୍ଚଦିବସୀୟଅଧ୍ୟାପକଦକ୍ଷତାବିକାଶକାର୍ଯ୍ୟକ୍ରମ (ନେକ୍ସଟଜେନେରେସନମଲେକୁଳରଡାଇଗ୍ନୋସ୍ଟିକଫରପାଥୋଜେନ୍ସଆଣ୍ଡକ୍ୟାନ୍ସରଡିଟେକ୍ସନ ) ଅନୁଷ୍ଠିତହୋଇଯାଇଛି | ଅନୁଷ୍ଠାନରେମୁଖ୍ୟକାର୍ଯ୍ୟନିର୍ବାହୀଇଂଶ୍ରୀରାମପଣ୍ଡା, ଉପସଭାପତିଶ୍ରୀବିଶ୍ୱଜିତପଣ୍ଡାଏବଂଡ଼ଃ. ଜି. କେ. ପଣ୍ଡାଙ୍କତତ୍ତ୍ୱାବଧାନତାରେଉପଯାପନୀଉତ୍ସବ୨୯-୦୩-୨୦୨୫ରେଅନୁଷ୍ଟିତହୋଉଯାଇଛି | ଏହିପାଞ୍ଚଦିବସୀୟକାର୍ଯ୍ୟକ୍ରମଟିକୁଡକ୍ତରସୁବ୍ରତକୁମାରକର (ସହଯୋଗୀପ୍ରଫେସର )ଙ୍କସଂଯୋଜନାରେସଫଳତାରସହିତପରିଚାଳିତହୋଇଯାଇଛି | ଉକ୍ତକାର୍ଯ୍ୟକ୍ରମରେରାଜ୍ୟରବିଭିନ୍ନପ୍ରତିଷ୍ଠିତଅନୁଷ୍ଠାନମାନଙ୍କରୁବିଶିଷ୍ଟବିଶେଷଜ୍ଞଯଥାଡକ୍ତରସନାତନମାଝୀ (ସହଯୋଗୀପ୍ରଫେସରବାୟୋଟେକ୍ନୋଲୋଜିବିଭାଗ , ଉତ୍କଳବିଶ୍ୱବିଦ୍ୟାଳୟ , ଭୁବନେଶ୍ୱର ), ଡକ୍ତରପ୍ରିୟରଞ୍ଜନଦେବତା (ସହଯୋଗୀପ୍ରଫେସର , ପ୍ରାଣୀବିଭାଗମହାରାଜାଶ୍ରୀରାମଚନ୍ଦ୍ରବିଶ୍ୱବିଦ୍ୟାଳୟ, ବାରିପଦା, ଓଡିଶା ), ଡକ୍ତରମଞ୍ଜୁଷାଦୀକ୍ଷିତ (ବାୟୋଲୋଜିକାଲସାଇନ୍ସସ୍କୁଲ , ନାଇଜର ), ଡକ୍ତରରାହୁଲମୋଦକ (ସହଯୋଗୀପ୍ରଫେସରବାୟୋଟେକ୍ନୋଲୋଜିସ୍କୁଲ , କିଟ, ଭୁବନେଶ୍ୱର ), ଡ଼ଃଦେବଦତ୍ତଭଟ୍ଟାଚାର୍ଯ୍ୟ (ବୈଜ୍ଞାନିକ, ଆଇ. ସି. ଏମ. […]